ମାତ୍ର ୧୦ ଟଙ୍କାରେ ଲାଗୁଥିଲେ ମୂଲ , ଏବେ ୭୩୦ କୋଟିର ମାଲିକ
ଭାଗ୍ୟ କାହାକୁ ନେଇ କେତେବେଳେ କେଉଁଠି ଠିଆ କରିଦେବ କହିହୁଏ ନାହିଁ। ଆଜି ଯେ ଧନୀ କାଲି ସେ ଗରିବ। ଆଉ ଆଜି ଯେ ଗରିବ କାଲି ସେ କୋଟିପତି। ଏମିତି ଏକ ସତ୍ୟ ଘଟଣା ଦେଖିବାକୁ ମିଳିଛି କେରଳରେ। କେରଳର…
ବକ୍ସ ଅଫିସ୍ରେ ରେକର୍ଡ ଭାଙ୍ଗିଥିଲା ଏସବୁ ଫିଲ୍ମ: ଦୁର୍ଭାଗ୍ୟବଶତଃ ସବୁକୁ ପ୍ରତ୍ୟାଖ୍ୟାନ କରିଥିଲେ କିଙ୍ଗ ଖାନ୍
ବଲିଉଡର କିଙ୍ଗ ଖାନ ଶାହାରୁଖ ତିନି ଦଶନ୍ଧି ଧରି ଦିଲ୍ ବାଲେ ଦୁଲହନିଆ ଲେ ଯାଏଙ୍ଗେ, କୁଛ କୁଛ ହୋତା ହୈ ଭଳି ଅନେକ ସୁପରହିଟ୍ ଫିଲ୍ମରେ କାମ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ କରିଆସୁଛନ୍ତି। ଆଜି ବି ସମସ୍ତେ ଶାହାରୁଖଙ୍କ…
୬୦ ଯୁବକ ନିଖୋଜ ନେଇ କଶ୍ମୀର ଜୋନ୍ ପୋଲିସର ଉତ୍ତର, ଗୁଜବ ବୋଲି କହିଲେ ଆଇଜି…
ଶ୍ରୀନଗର,୧।୯: ଜମ୍ମୁ-କଶ୍ମୀର ୬୦ ଯୁବକ ନିଖୋଜ ହୋଇଥିବା ନେଇ କିଛି ଖବର ପ୍ରକାଶ ପାଇବା ପରେ କଶ୍ମୀର ଜୋନ୍ ପୋଲିସ ପକ୍ଷରୁ ଏନେଇ ବିବୃତ୍ତି ଜାରି କରାଯାଇଛି। ଏହା ଗୁଜବ ବୋଲି ଆଇଜି କହିଛନ୍ତି। ଏନେଇ କଶ୍ମୀର ଜୋନ୍ ପୋଲିସ ପକ୍ଷରୁ…
ଏହି ୪ ରାଶିର ଯୁବକ ରୋମାଣ୍ଟିକ କମ୍, ଅଧିକ ସ୍ନେହୀ; ପାଲଟିଥାନ୍ତି ସବୁଠାରୁ ଭଲ ଜୀବନସାଥୀ
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତିର ରାଶିରୁ ତାର ବ୍ୟକ୍ତିତ୍ୱ, ସ୍ବଭାବ,ପ୍ରେମ ସମ୍ପର୍କ, ସ୍ବାସ୍ଥ୍ୟ ଏବଂ ଆର୍ଥିକ ଜୀବନ ବିଷୟରେ ଜଣାପଡ଼ିଥାଏ। ଆଜି ଆମେ ସେଭଳି ୪ ରାଶି ବିଷୟରେ କଥାହେବା, ଯେଉଁଥିରେ ଜନ୍ମିତ ଯୁବକମାନେ ନିଜ ପ୍ରେମ ବିଷୟରେ ଅନ୍ୟକୁ…
ପାକିସ୍ତାନକୁ ଝଟ୍କା ଦେଲା ତାଲିବାନ
କାବୁଲ,୧।୯: ତାଲିବାନର ଅନ୍ୟତମ ବରିଷ୍ଠ ନେତା ଅନାସ ହକ୍କାନି ସ୍ପଷ୍ଟ କରିଛନ୍ତି ଯେ ସେ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ନାହିଁ। ଏଥି ସହ ସେ କହିଛନ୍ତି ଯେ, ତାଲିବାନ ଭାରତ ସମେତ ଅନ୍ୟ ଦେଶ ସହ ଭଲ ସମ୍ପର୍କ ଚାହୁଁଛି।…
ବିଚିତ୍ର ବିଲେଇ: ପାଣିରେ କରୁଛି ଶିକାର
ମଧ୍ୟପ୍ରଦେଶର ପାନ୍ନା ଟାଇଗର ରିଭର୍ଭରେ ଥିବା ଫିସିଂ କ୍ୟାଟ୍ ବା ମାଛ ଶିକାର କରୁଥିବା ବିଲେଇ ଦେଖିବାକୁ ମିଳେ। ପାନ୍ନା ଟାଇଗର ରିଜର୍ଭ ହେଉଛି ବିଲୁପ୍ତ ହୋଇଥିବା ଫିସିଂ କ୍ୟାଟ୍ର ବାସସ୍ଥାନ। ପାଣି ଭିତରେ ମାଛ ଖାଉଥିବା ଏହି ଦୁର୍ଲଭ ବିଲେଇ…
ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟା
ରାୟଗଡ଼ା ଅଫିସ,୧ା୯: ଇନ୍ଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟା। ରାୟଗଡ଼ା ଜିଲା ଅମ୍ବାଦଳା ଥାନା ଅନ୍ତର୍ଗତ ଟିକରପଡ଼ା ଗାଁ ନିକଟରେ ଗତ ରାତିରେ ଇନ୍ଫର୍ମର ସନ୍ଦେହରେ ଜଣେ ଗ୍ରାମରକ୍ଷୀକୁ ମାଓବାଦୀ ହତ୍ୟା କରିଛନ୍ତି। ଗ୍ରାମରକ୍ଷୀ ହେଲେ ସନ୍ତୋଷ ଦଣ୍ଡସେନା। ହତ୍ୟା ପରେ ମୃତଦେହ…
ଇନ୍ସୁଲିନ୍ ନେଉଛନ୍ତି କି? ଏହି ୪ଟି ଜିନିଷ ପ୍ରତି ନିଶ୍ଚିତ ଦିଅନ୍ତୁ ଧ୍ୟାନ
ଆଜିକାଲି ସମୟରେ ଡାଇବେଟିସ୍ ବା ମଧୁମେହ ଏକ ସାଧାରଣ ରୋଗ କହିଲେ ଭୁଲ ହେବ ନାହିଁ। ଥରେ ଏହି ରୋଗ ହେବା ମାତ୍ରେ ରୋଗୀଙ୍କୁ ନିଜର ଜୀବନଚର୍ଯ୍ୟାକୁ ନେଇ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଖାଇବା ପିଇବାଠାରୁ ଆରମ୍ଭ କରି ଶୋଇବା…
ଅମିତାଭଙ୍କଠାରୁ ଆରମ୍ଭ କରି ଅକ୍ଷୟ କୁମାର; ବି ଗ୍ରେଡ୍ ଫିଲ୍ମରେ କାମ କରିଛନ୍ତି ଏହି ସୁପରଷ୍ଟାର
ବମ୍ବେ: ବିଗ୍ ବି ଅମିତାଭ ବଚ୍ଚନ ହୁଅନ୍ତୁ ଅବା ସୁପରଷ୍ଟାର ଅକ୍ଷୟ କୁମାର, ଆଜିକାଲି ସେମାନେ ବଲିଉଡ୍ର ଆଗଧାଡ଼ିର ନାୟକ। ହେଲେ ଏକ ସମୟରେ ସେମାନେ ବି-ଗ୍ରେଡ୍ ଫିଲ୍ମରେ କାମ କରୁଥିଲେ। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ମହାନାୟକ ଅମିତାଭ…
ଗୁଳି ବେଗରେ ଜାଲ ବୁଣିଲା ବୁଢ଼ିଆଣୀ; ଭିଡିଓ ଦେଖି ଲୋକେ କାବା
ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କୁ ନେଇ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ମଜାଦାର ହୋଇଥିବା ବେଳେ କିଛି ଦେଖି ଲୋମ ଟାଙ୍କୁରି ଉଠେ। ଏଭଳି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ…
‘ରିସ୍ତେ ମେଁ ହମ୍ ଉନ୍କେ ବାପ୍ ଲଗ୍ତେ ହୈ’; ଜାଣନ୍ତୁ କେବିସିରେ ଏପରି କାହାକୁ କହିଲେ ସେହ୍ବାଗ
ବମ୍ବେ: କୌନ ବନେଗା କରୋଡପତିର(କେବିସି) ହଟ୍ସିଟ୍ରେ ନଜର ଆସିବେ ଦୁଇ କିମ୍ବଦନ୍ତୀ ଖେଳାଳି। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଏବଂ ବିସ୍ଫୋରକ ଓପନର୍ ଭାବେ ପରିଚିତ ବିରେନ୍ଦ୍ର ସେହ୍ବାଗ ବିଗ୍ ବି ଅମିତାଭଙ୍କ ସହ ଏହି ଖେଳ ଖେଳିବେ। ଏହି ସ୍ପେଶାଲ…
୩୩୬ ଛକା ମାରିଥିବା ବ୍ୟାଟ୍ସମ୍ୟାନ୍ ଏବେ ରାଜସ୍ଥାନ ପକ୍ଷରୁ ଖେଳିବେ ଆଇପିଏଲ୍
ନୂଆଦିଲ୍ଲୀ,୧।୯: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ରାଜସ୍ଥାନ ରୟାଲ୍ସ ନିଜ ଦଳରରେ ୨ ନୂତନ ଖେଳାଳିଙ୍କୁ ସ୍ଥାନ ଦେଇଛି। ୱେଷ୍ଟଇଣ୍ଡିଜ ଫାଷ୍ଟ ବୋଲର ଓଶାନେ ଥୋମାସ ଏବଂ ଓପନର୍ ଇଭିନ ଲିଓ୍ବିସ୍ ରାଜସ୍ଥାନ ରୟାଲ୍ସ ଦଳରେ ସାମିଲ ହୋଇଛନ୍ତି। ବ୍ୟକ୍ତିଗତ କାରଣରୁ…
Archives


