Home Left

ପରକୀୟା ପ୍ରୀତି ପାଇଁ ଯୁବକଙ୍କୁ ପିଟିପିଟି ହତ୍ୟା

ରାୟଗଡ଼ା ଅଫିସ,୧ା୯: ରାୟଗଡ଼ା କପିଳାସ ରୋଡ୍‌ରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ବୁଧବାର ସକାଳେ ଯୁବକଙ୍କ ମୃତଦେହ କପିଳାସ ରୋଡସ୍ଥିତ ଏକ ଘରୁ ଜବତ ହୋଇଛି। ମୃତକ ଜଣଙ୍କ ହେଉଛନ୍ତି ୨୫ ବର୍ଷୀୟ ବି.…

ଦେଶ ଛାଡିବେ ଇଂଲଣ୍ଡ କ୍ରିକେଟର୍‌: ଏବେ ଭାରତୀୟ ଖେଳାଳିଙ୍କ ସହ ଆରମ୍ଭ କରିବେ କ୍ୟାରିୟର୍‌

ଲଣ୍ଡନ,୧।୯: ଇଂଲଣ୍ଡ ଅଲରାଉଣ୍ଡର ଲିଆମ ପ୍ଲଙ୍କେଟ ନିଜ ଦେଶ ଛାଡିଛନ୍ତି ଏବଂ ଏବେ ସେ ଭାରତୀୟ ଖେଳାଳିଙ୍କ ସହ ଏକ ନୂତନ ଦଳ ସହିତ ନିଜର କ୍ୟାରିଅର୍‌ ଆରମ୍ଭ କରିବେ। ଚଳିତ ସିଜିନ ଶେଷରେ, ପ୍ଲଙ୍କେଟ ସରେରୁ ବିଦାୟ ନେବେ। ଏହା…

୩ରୁ ପ୍ରବଳ ବର୍ଷା

ଭୁବନେଶ୍ୱର, ୧।୯(ବ୍ୟୁରୋ): ରାଜ୍ୟରେ ଆସନ୍ତା ୩ତାରିଖରୁ ପ୍ରବଳ ବର୍ଷା ହେବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୩ତାରିଖରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କେନ୍ଦୁଝର, ମୟୂରଭଞ୍ଜରେ…

ଦ୍ୱିତୀୟ ଲହରରେ ୩୭ ପିଲାଙ୍କ ମୃତ୍ୟୁ

ଭୁବନେଶ୍ୱର, ୧।୯(ବ୍ୟୁରୋ):ରାଜ୍ୟରେ କରୋନା ପୁଣି ଜଣେ ଶିଶୁର ଜୀବନ ନେଇଛି। ଏଥିସହ ୬୮ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ମଙ୍ଗଳବାର ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏମାନଙ୍କ ମଧ୍ୟରେ କଟକରୁ ସର୍ବାଧିକ ୨୨ଜଣ ଥିବାବେଳେ ଅନୁଗୋଳରୁ ୧୧, ଜଗତସିଂହପୁର ୮, କେନ୍ଦ୍ରାପଡ଼ା ୬,…

ପିଲାଙ୍କୁ ହୃଦ୍‌ରୋଗ: ଠିକ୍‌ ସମୟରେ ଚିକିତ୍ସା ଜରୁରୀ

ଆଜିକାଲି ହୃଦ୍‌ରୋଗ ସାଧାରଣ ରୋଗ ହୋଇଗଲାଣି। ଟେକ୍ନୋଲୋଜି ଯେତେ ଉନ୍ନତି ହେଉଛି ରୋଗୀଙ୍କ ସଂଖ୍ୟା ମଧ୍ୟ ସେଭଳି ବଢ଼ିଚାଲିଛି। ପୂର୍ବାପେକ୍ଷା ଏବେ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି। ଏହି ଭୟଙ୍କର ରୋଗ ଛୋଟ ପିଲାଙ୍କୁ ବି ଛାଡ଼ୁନି। ତେବେ ଉଚିତ ସମୟରେ…

୭ ବଲ୍‌ରେ ୩୦ ରନ୍‌ର ବିସ୍ଫୋରକ ଇନିଂସ ଖେଳି ବିପକ୍ଷ ଦଳ ଉଚିତ ଜବାବ ଦେଲେ ଏହି ଖେଳାଳି

ବାରବାଡୋସ,୧।୯: କିରନ ପୋଲାର୍ଡ ଚମତ୍କାର ବ୍ୟାଟିଂ କରି କାରିବିଆନ ପ୍ରିମିୟର ଲିଗ (ସିପିଏଲ ୨୦୨୧) ର ଏକ ମ୍ୟାଚରେ ତାଙ୍କ ଦଳକୁ ଚମତ୍କାର ବିଜୟ ପ୍ରଦାନ କରିଥିଲେ। ଖରାପ ଆରମ୍ଭ ପରେ ଟ୍ରିନିବାଗୋ ନାଇଟ ରାଇଡର୍ସ ୭ ଉଇକେଟ୍‌ ହରାଇ ୧୫୮…

ଆଜି କରୋନା ନେଲା ୫୩ ଜୀବନ: ମୃତ୍ୟୁ ସଂଖ୍ୟା ୮ ହଜାର ଟପିଲା

ଭୁବନେଶ୍ୱର,୧।୯(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୬୮ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮ ହଜାର ଟପିଛି। ଏବେ ୮,୦୨୨ ଜଣ କରୋନାରେ ଆଖିବୁଜିଛନ୍ତି। ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ…

ପିଲାଙ୍କ ପାଇଁ ବିପଦ ବଢୁଛି: ଆଜି ୧୨୫ ପିଲା କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୧୨୫ ଜଣ ଅଛନ୍ତି। ଏହି ୭୧୯ ଜଣଙ୍କ ମଧ୍ୟରୁ ୪୨୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୯୭ଟି…

ଚତୁର୍ଥ ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ମିଳିଲା ଖୁସି ଖବର

ଲଣ୍ଡନ,୧।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ ଗୁରୁବାର ଠାରୁ ଓଭାଲରେ ଖେଳାଯିବ। ଏହି ସିରିଜରେ ଉଭୟ ଦଳ ୧-୧ ରେ ରହିଛନ୍ତି ଏବଂ ଏବେ ଭାରତ-ଇଂଲଣ୍ଡ ଦଳ ଓଭାଲ ଟେଷ୍ଟରେ ଅଗ୍ରଣୀ ହେବାକୁ ଚାହୁଁଛନ୍ତି। ସିରିଜର ଚତୁର୍ଥ…

ସ୍ତ୍ରୀ ଗହଣା ବିକି ସ୍ବାମୀଙ୍କୁ କରିଥିଲେ ଶୁଟର୍‌: ଆଜି ଦେଶକୁ କଲେ ଗୌରବାନ୍ବିତ

ଟୋକିଓ,୧।୯:ଟୋକିଓ ପାରାଲିମ୍ପିକ୍ସରେ ଭାରତର ସିହଂରାଜ ଆଧାନା ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟ ଏସ୍‌ଏଚ୍‌-୧ର ଫାଇନାଲରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ସେ ୨୧୬.୮ ପଏଣ୍ଟ ସହ ଏହି ପଦକ ଜିତିଛନ୍ତି। ଏହି ଐତିହାସିକ ସଫଳତା ପରେ…

ଗର୍ଲଫ୍ରେଣ୍ଡକୁ ଏମିତି କଲେ ପ୍ରପୋଜ ଟିମ୍‌ ମ୍ୟାନେଜର, ଖେଳାଳି ଦେଖି ଆଶ୍ଚର୍ଯ୍ୟ

ଫୁଟବଲ ବିଷୟରେ କୁହାଯାଏ ଯେ, ଏହି ଖେଳରେ ଅଧିନାୟକଙ୍କଠାରୁ ଅଧିକ ଟିମ୍‌ ମ୍ୟାନେଜରଙ୍କ ଭୂମିକା ରହିଥାଏ। କିନ୍ତୁ ନିକଟରେ ଜଣେ ଫୁଟ୍‌ବଲ୍‌ ମ୍ୟାନେଜର୍‌ ନିଜ ଗର୍ଲଫ୍ରେଣ୍ଡ୍‌ ଫ୍ରେଣ୍ଡଙ୍କୁ ପ୍ରପୋଜ କରିବା ପାଇଁ ନିଜ ଖେଳାଳିଙ୍କୁ ବ୍ୟବହାର କରିଥିବା ଜଣାପଡିଛି। ପାରାଗୁଏରେ ଏମିତି…

ଭାଇ ବୋହୂଙ୍କ ସହ ରୋମାଣ୍ଟିକ୍‌ ସିନ୍‌ କରି ଚର୍ଚ୍ଚାରେ ଥିଲେ ଏହି ଅଭିନେତା

ବଲିଉଡ ଫିଲ୍ମରେ ଅନେକ ଅଭିନେତା ଅଭିନେତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥାଏ। କାମ ସମୟରେ ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ମଧ୍ୟରେ ପ୍ରାୟତଃ ରୋମାଣ୍ଟିକ ସିନ ଦେଖିବାକୁ ମିଳେ। କିନ୍ତୁ ଯେତେବେଳେ ବାସ୍ତବ ଜୀବନରେ ସେମାନଙ୍କ ସମ୍ପର୍କକୁ ଦେଖାଯାଏ ସେମାନେ କିଏ କାହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri