ଧୋନୀଙ୍କଠାରୁ ଉପହାର ପାଇ ପାକିସ୍ତାନ କ୍ରିକେଟର୍ଙ୍କ ଖୁସି କହିଲେ ନ ସରେ…
ଚେନ୍ନାଇ,୯।୧: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିକଟରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଜର୍ସି ପାକିସ୍ତାନ ପେସର ହାରିସ ରଫଙ୍କୁ ଉପହାର ଦେଇଛନ୍ତି। ରଫ୍ ଧୋନୀଙ୍କର ଜଣେ ବଡ଼ ପ୍ରଶଂସକ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦…
ପାକିସ୍ତାନ ସୁପ୍ରିମ୍କୋର୍ଟରେ ପ୍ରଥମ ମହିଳା ବିଚାରପତି…
ଇସଲାମାବାଦ୍, ୯।୧ : ପ୍ରଥମ ଥର ପାଇଁ ପାକିସ୍ତାନ ସୁପ୍ରିମ୍କୋର୍ଟରେ ଜଣେ ମହିଳା ବିଚାରପତି ନିଯୁକ୍ତି ପାଇବେ। ଏହି ଗୌରବ ବିଚାରପତି ଆୟେଶା ମାଲିକ୍ ହାସଲ କରିବାକୁ ଯାଉଛନ୍ତି। କଠିନ ପରିଶ୍ରମ, ଉତ୍ସର୍ଗୀକୃତ ମନୋଭାବ ଏବଂ ଆନ୍ତରିକତା ଯୋଗୁ ଆୟେଶା ଏଭଳି…
ଦ୍ୱିତୀୟ ଟେଷ୍ଟରେ ନେତୃତ୍ୱ ନେବା ଲାଗି ରାହୁଲ ଉଚିତ ଖେଳାଳି ନ ଥିଲେ
ଜୋହାନ୍ସବର୍ଗ,୯।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଲୋକେଶ ରାହୁଲ ଭାରତୀୟ ଦଳର ଅଧିନାୟକ ଭାବେ କ୍ୟାରିୟର ଅଛନ୍ତି। ଆହତ ସମସ୍ୟା କାରଣରୁ ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରାହୁଲଙ୍କୁ ଦିଆଯାଇଥିଲା ଗୁରୁତ୍ୱପୂର୍ଣ୍ଣ ଭାର। କିନ୍ତୁ…
ବିବାହର ଏକ ମାସ ପରେ କାଟ୍ରିନାଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ବିକି
ବଲିଉଡର ନବବିବାହିତ ଦମ୍ପତି ବିକି କୌଶଲ-କ୍ୟାଟ୍ରିନା କୈଫଙ୍କ ବିବାହକୁ ମାସେ ପୂରିଛି। ଏହି ଅବସରରେ ଉଭୟ ସୋସିଆଲ ମିଡିଆରେ ଏକ ରୋମାଣ୍ଟିକ୍ ଫଟୋ ଶେୟାର କରିଛନ୍ତି। ବିବାହର ଗୋଟିଏ ମାସ ପୂରଣ ପରେ ବିକି ସ୍ତ୍ରୀଙ୍କୁ ଏକ ବିଶେଷ ପ୍ରତିଶ୍ରୁତି ଦେଇଛନ୍ତି।…
‘ମୋ ରୋଜଗାରଠାରୁ ତୁମ କାର୍ ଦାମ୍ ଅଧିକ’
ମୁମ୍ବାଇ: କମେଡି କିଙ୍ଗ୍ କପିଲ ଶର୍ମାଙ୍କୁ ସମସ୍ତେ ଜାଣିଛନ୍ତି। ବଲିଉଡ୍ର ବଡ଼ ବଡ଼ କଳାକାରମାନେ ମଧ୍ୟ ସେମାନଙ୍କ ଫିଲ୍ମର ପ୍ରମୋଶନ ପାଇଁ କପିଲଙ୍କ ଶୋ’ରେ ପହଞ୍ଚିଥାନ୍ତି। ସୋସିଆଲ ମିଡିଆରେ କପିଲଙ୍କର ଲକ୍ଷଲକ୍ଷ ପ୍ରଶଂସକ ଅଛନ୍ତି। ସମସ୍ତଙ୍କୁ ସବୁବେଳେ ହସାଉଥିବା କପିଲ ନିକଟରେ…
ଅଭିନେତ୍ରୀଙ୍କଠାରୁ ଅଧିକ ପାରିଶ୍ରମିକ ନିଅନ୍ତି ଏହି କୋରିଓଗ୍ରାଫର
ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନଙ୍କୁ ସମସ୍ତେ ଜାଣନ୍ତି। ସେମାନଙ୍କର କାର୍ଯ୍ୟ, ସୌନ୍ଦର୍ଯ୍ୟ, ଫ୍ୟାଶନକୁ ନେଇ ପ୍ରଶଂସକମାନେ ପାଗଳ। କିନ୍ତୁ ପରଦା ପଛରେ ଯିଏ ତାଙ୍କୁ ଡ୍ୟାନ୍ସ ଶିଖାଇଥାନ୍ତି ତାଙ୍କୁ ଖୁବ୍ କମ୍ ଲୋକ ଜାଣନ୍ତି ଏବଂ ତାଙ୍କ ପାରିଶ୍ରମିକ ବିଷୟରେ ମଧ୍ୟ…
ସଚିନ, କୋହଲି ହାସଲ କରିପାରି ନ ଥିବା ରେକର୍ଡ ନିଜ ନାମରେ କଲେ
ଖ୍ରୀଷ୍ଟଚର୍ଚ୍ଚ,୯।୧: ନ୍ୟୁଜିଲାଣ୍ଡ ବ୍ୟାଟର ଡେଭନ କନଓ୍ବେ ରବିବାର ଏଭଳି ଏକ ରେକର୍ଡ ନିଜ ନାମରେ କରିଛନ୍ତି, ଯାହାକୁ କ୍ରିକେଟ ଇତିହାସରେ କୌଣସି ଖେଳାଳି ହାସଲ କରିପାରି ନ ଥିଲେ। ସେ ବିଶ୍ୱର ପ୍ରଥମ କ୍ରିକେଟର ଭାବେ କ୍ୟାରିୟରର ପ୍ରଥମ ୫ ଟେଷ୍ଟର…
୧୧ଥର କରୋନା ଟିକା ନେଇଥିବା ବୃଦ୍ଧଙ୍କ ନାଁରେ ମାମଲା ରୁଜୁ
ପାଟନା,୯।୧: ବିହାରର ମାଧେପୁରାରେ ୧୧ଥର କରୋନା ଟିକା ନେଇ ନିକଟରେ ଚର୍ଚ୍ଚାକୁ ଆସିଥିବା ୮୪ ବର୍ଷ ବୟସ୍କା ବ୍ରହ୍ମଦେବ ମଣ୍ଡଳ ଖୁବ୍ଶୀଘ୍ର ଗିରଫ ହୋଇପାରନ୍ତି। ତାଙ୍କ ନାଁରେ ଜିଳା ସ୍ବାସ୍ଥ୍ୟ ଅଧିକାରୀ ଡା. ବିନୟ କୃଷ୍ଣ ପ୍ରସାଦ ତାଙ୍କ ନାଁରେ ମାମଲା…
ସଂକ୍ରମଣକୁ ତାଳ ଦେଇ ବଢ଼ିଚାଲିଛି କୋଭିଡ୍ କଣ୍ଟେନ୍ମେଣ୍ଟ ଜୋନ୍; ଆଜି ଆଉ ୭ ଅଞ୍ଚଳ…
ଭୁବନେଶ୍ୱର,୯।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ବଢ଼ୁଛି କରୋନା ସଂକ୍ରମଣ। ଏଥିସହ ତାଳ ଦେଇ ବଢ଼ି ଚାଲିଛି କଣ୍ଟେନମେଣ୍ଟ ଜୋନ୍ । ବିଏମ୍ସିର ଦକ୍ଷିଣ-ପୂର୍ବ ଜୋନରେ ରବିବାର ଆଉ ୭ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଏକାଧିକ ପଜିଟିଭ୍ ଚିହ୍ନଟ ପରେ ବିଏମ୍ସି…
ରାଜଧାନୀରେ ବଢ଼ିଲା କୋଭିଡ୍ ହସ୍ପିଟାଲ୍, ଶଯ୍ୟା ସଂଖ୍ୟା
ଭୁବନେଶ୍ୱର, ୯।୧(ବ୍ୟୁରୋ): ଭୁବନେଶ୍ୱରରେ କୋଭିଡ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ପୂର୍ବରୁ ସମ୍ ଓ ଆଦିତ୍ୟ-ଅଶ୍ୱିନୀ ହସ୍ପିଟାଲକୁ ଏ ନେଇ…
ସବୁଠି କାହିଁକି ଦିଆଯାଉଛି ଫିଙ୍ଗରପ୍ରିଣ୍ଟ , ଜାଣନ୍ତୁ କାରଣ…
ଦୁନିଆରେ ଲକ୍ଷ ଲକ୍ଷ ଲୋକ ବାସ କରନ୍ତି ଏବଂ ପ୍ରତ୍ୟେକ ବ୍ୟକ୍ତି ପରସ୍ପରଠାରୁ ଭିନ୍ନ ଅଟନ୍ତି। ସମସ୍ତଙ୍କର ଚେହେରା ଏବଂ ଅଭ୍ୟାସ ମଧ୍ୟ ଅଲଗା। ଏହା ସହିତ ପ୍ରତ୍ୟେକ ବ୍ୟକ୍ତିର ଆଙ୍ଗୁଠି ଛାପ ମଧ୍ୟ ଭିନ୍ନ ଅଟେ। ଯାହାକୁ ଫିଙ୍ଗର ପ୍ରିଣ୍ଟ…
ମ୍ୟାଚ୍ ନ ଖେଳି ମଧ୍ୟ ବିଶ୍ୱ ରେକର୍ଡ ହାସଲ କଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୯।୧: ଇଂଲଣ୍ଡ କ୍ରିକେଟର୍ ଓଲି ପୋପ ଭାରତୀୟ ଉଇକେଟ କିପର ସାହାଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଆଶେସ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚରେ ସେ ଚାରିଟି କ୍ୟାଚ ନେଇଥିଲେ। ଗତ ବର୍ଷ ଜାନୁଆରୀରେ ଏକ ଇନିଂସରେ ଜଣେ…

