ଏୟାର ଲାଇନ୍ସ କମ୍ପାନୀର ମାଲିକ ରାମ ଚରଣ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ରାମ ଚରଣ ଜଣେ ଭଲ ଅଭିନେତା ସହ ତାଙ୍କର ଲକ୍‌ଜିୟସ ଲାଇଫ୍ ଷ୍ଟାଇଲକୁ ନେଇ ସେ ବେଶ୍ ପରିଚିତ । ତାଙ୍କର କେବଳ ସାଇଥରେ ନୁହେଁ ବରଂ ସାରା ଦେଶରେ ରହିଛନ୍ତି ବହୁ ଫ୍ୟାନ୍ ଫଲୋଇଙ୍ଗସ । ସାଉଥ୍ ଫିଲ୍ମର ଲିଜେଣ୍ଡ ସୁପରଷ୍ଟାର ଚିରନଞ୍ଜିବଙ୍କ ପୁଅ ରାମ ଚରଣ ଇଣ୍ଡଷ୍ଟ୍ରିର ସବୁଠାରୁ ଧନି କଳାକାରଙ୍କ ମଧ୍ୟରୁ ଜଣେ । ରାମ ଚରଣଙ୍କର ରହିଛି ଏକ ଏୟାର ଲାଇନ୍ସ କମ୍ପାନୀ ଓ ଏକ ପୋଲୋ କ୍ଲବ । ଘୋଡାକୁ ପିଲାବେଳୁ ପସନ୍ଦ କରନ୍ତି କଳାକାର ରାମ ଚରଣ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାମ ଚରଣ ଗୋଟିଏ ମାସରେ ୪ କୋଟି ଟଙ୍କା ଆୟ କରିଥାଆନ୍ତି । ତାଙ୍କ ପାଖଷରେ ରହିଛି କିଛି ବିଳାସପୂର୍ଣ୍ଣ ଗାଡି । ଏହାସହ ହାଇଦ୍ରାବାଦର ଜୁବଲି ହିଲ୍‌ସରେ ୨୫ ହଜାର ବର୍ଗ ଫୁଟରେ ଏକ ଆଲିଶାନ ଘର । ଯାହାର ଦାମ୍ ୩୦ କୋଟି ଟଙ୍କାରୁ ଅଧିକ ହେବ । ମୁମ୍ବାଇରେ ସେ ସଲମାନଙ୍କ ପଡୋଶୀ ।


Enter your email to get our daily news in your inbox.

All Right Reserved By Dharitri.Com

ସୋନୁ ସୁଦଙ୍କୁ ‘ଗୁଡ ବୟ’ କହିଲେ କୁନି ଝିଅ

ବଲିଉଡ ଅଭିନେତା ସୋନୁ ସୁଦ ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି। ତାଙ୍କ ପ୍ରଶଂସକଙ୍କମାନେ ସୋନୁଙ୍କୁ ଖୁବ ପ୍ରଶଂସା ମଧ୍ୟ କରୁଛନ୍ତି।...

ତନୁଶ୍ରୀଙ୍କୁ ପ୍ରଶଂସା କଲେ ଅମିତାଭ

ମୁମ୍ବାଇ: ନିକଟରେ ବିଗ୍‌ ବି ଅମିତାଭ ବଚ୍ଚନ ବଲିଉଡ୍‌ ନାୟିକା ତନୁଶ୍ରୀ ଦତ୍ତଙ୍କୁ ପ୍ରଶଂସା କରିଥିବା ଦେଖାଯାଇଛି। ଅମିତାଭ ତାଙ୍କ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡପତି’...

ପୁଣିଥରେ ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି କ୍ୟାଟ୍ରିନା-ସଲମାନ

ମୁମ୍ବାଇ: ବଲିଉଡ୍‌ର ସୁପରହିଟ୍ ଯୋଡିଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି କ୍ୟାଟ୍ରିନା କୈଫ ଓ ସଲମାନ ଖାଁ । ଉଭୟ ମେନେ କ୍ୟୁଁ ପ୍ୟାର କିୟା, ୟୁବରାଜ,...

ବାବାଜି ଅବତାର

ବିଜୁ ବଡ଼ଜେନା ଖଳନାୟକ ଭାବରେ ଅନେକ ଥର ବଡ଼ ପରଦାରେ ମୁହଁ ଦେଖାଇ ସାରିଛନ୍ତି। ଗତ ବର୍ଷ ରିଲିଜ୍‌ ହୋଇଥିବା ‘ମାଲ୍‌ ମହୁ ଜୀବନ ମାଟି’ରେ...

‘୩-ଜି’ର ୩୦ କିସିଂ ସିନ୍‌ ନୀତିନ୍‌ଙ୍କୁ ଦେଇଥିଲା ପରିଚିତି…

ମୁମ୍ବାଇ,୧୫।୧: ବଲିଉଡ୍‌ ଷ୍ଟାର ନୀଲ୍‌ ନୀତିନ୍‌ ମୁକେଶଙ୍କୁ ଶୁକ୍ରବାର ୩୯ ବର୍ଷ ପୂରଣ ହୋଇଛି। ସେ ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୨ ଜାନୁୟାରୀ...

ଖୁବ୍‌ଶୀଘ୍ର ପାଟଣାଗଡ଼

ପାଟଣାଗଡ଼ ପାର୍ସଲ ବୋମା ଘଟଣାକୁ ନେଇ ପ୍ରଯୋଜକ ଶ୍ରୀଧର ମାର୍ଥା ନିର୍ମାଣ କରିଥିଲେ ଓଡ଼ିଆ ସିନେମା ‘ପାଟଣାଗଡ଼’। କିନ୍ତୁ ଶୁଟିଂ ସମୟରେ କେତେକ ଆଇନଗତ କାରଣରୁ...

ଭେଣ୍ଟିଲେଟରରେ ଏହି ପ୍ରସିଦ୍ଧ ଅଭିନେତା: ମାଗିଲେ ଆର୍ଥିକ ସହାୟତା

ବର୍ଷ ୨୦୨୦ ସମସ୍ତଙ୍କ ପାଇଁ ଖରାପ ବର୍ଷ ସାବ୍ୟସ୍ତ ହୋଇଛି। ମହାମାରୀ କରୋନା ଯୋଗୁ ଅନେକ କଳାକାର ଚାକିରି ହରାଇ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।...

ବାହା ନ ହୋଇ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ନିଜର ଜବରଦସ୍ତ ଅଭିନୟକୁ ନେଇ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସ୍ୱରା ଭାସ୍କର । ପର୍ସନାଲ ଲାଇଫରେ ବି ବେଶ୍ ଚର୍ଚ୍ଚିତ...

Advertisement


Archives

Model This Week