ବିବାହ ପରେ ପ୍ରଥମ

ବମ୍ବେ: ନୂଆ ନୂଆ ବିବାହ, ଏଣୁ ମନ ଉଡୁଛି ଆକାଶରେ। ଆମେ କଥା ହେଉଛୁ ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫ୍‌ ଏବଂ ଭିକ୍କି କୌଶଲଙ୍କ କଥା। ମାସେ ତଳେ ହାତକୁ ଦୁଇ ହାତ ହୋଇଥିଲେ ଉଭୟେ। ସେବେଠାରୁ ଉଭୟ ପ୍ରତିଟି ଉତ୍ସବକୁ ଏକାସହ ପାଳୁଛନ୍ତି। କ୍ରିସମାସ୍‌ ପରେ ଏବେ ପ୍ରଥମ ଲୋହ୍‌ରିରେ ସେମାନଙ୍କୁ ଏକାଠି ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏନେଇ ପୋଷ୍ଟ କରିବା ପରେ ତାହା ଭାଇରାଲ ହେଉଛି।

ଫଟୋରେ ନାଲି ରଙ୍ଗର ଶୁଟ୍‌ କଟ୍ରିନା ପିନ୍ଧିଥିବା ବେଳେ ଭିକ୍କି ତାଙ୍କୁ କମ୍ପ୍ଲିମେଣ୍ଟ ଦେଉଛନ୍ତି। ଉଭୟଙ୍କ ଯୋଡ଼ି ବହୁତ ସୁନ୍ଦର ଲାଗୁଛି। ପ୍ରଶଂସକମାନେ ପୋଷ୍ଟରେ ବେଷ୍ଟ ଯୋଡ଼ି ବୋଲି କମେଣ୍ଟ ଦେଉଛନ୍ତି। ତେବେ ଡିସେମ୍ବରରେ ବିବାହ ପରେ ବିକ୍କି-କଟ୍ରିନା ଏବେ ନିଜର ନୂଆ ଘରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କାଙ୍କ ଜନ୍ମଦିନରେ ସ୍ବାମୀ ଦେଲେ ସ୍ବତନ୍ତ୍ର ଉପହାର: ଦାମ୍‌ ଜାଣିଲେ…

ବଲିଉଡରୁ ହଲିଉଡ୍‌କୁ ଜମ୍ପ୍‌ ମାରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଗୋଟିଏ ଦିନ ପୂର୍ବରୁ ନିଜ ୩୮ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ତାଙ୍କୁ ଅନେକ...

ଭଗ୍ ମାଗାଜିନ ପାଇଁ ପୁଣି ଫଟୋ ଶୁଟ୍ କଲେ ପ୍ରିୟଙ୍କା

ମୁମ୍ବାଇ: ମନୋରଞ୍ଜନ ଜଗତର ନାମୀ ନାୟିକା ପ୍ରିୟଙ୍କା ଚୋପ୍ରା ଜଣେ ଫ୍ୟାଶନ ଆଇକନ ଭାବେ ବି ବେଶ ଜଣାଶୁଣା । ସେ ତାଙ୍କର ଗ୍ଲାମରସ ଅନ୍ଦାଜ...

୭୨ ବର୍ଷରେ ଜୟା ବଚ୍ଚନ: ହିନ୍ଦୀ ଫିଲ୍ମ ଗୁଡ୍ଡିର ଶୁଟିଂ ସେଟ୍‌ରେ ଅମିତାଭଙ୍କ ସହିତ ହୋଇଥିଲା ସାକ୍ଷାତ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜୟା ବଚ୍ଚନ ଗୁରୁବାର ୭୨ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୪୮ ଏପ୍ରିଲ ୯ରେ ଜବଲପୁରଠାରେ ଜନ୍ମଗ୍ରହଣ କରିଥିଲେ। ହିନ୍ଦୀ ଫିଲ୍ମ...

ପଠାନ ଫିଲ୍ମକୁ ଦେଶର ସବୁଠାରୁ ବଡ ଇଭେଣ୍ଟ ଫିଲ୍ମ କରିବାକୁ ଚାହୁଁଛନ୍ତି ନିର୍ଦ୍ଦେଶକ

ମୁମ୍ବାଇ: ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ନିକଟରେ ଶାହାରୁଖ ଖାଁ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ପଠାନ’ର ସ୍ପେନ ସିଡ୍ୟୁଲ ପୁରା କରିଛନ୍ତି । ସେ...

‘ଚେହ୍‌ରେ’ର ନୂଆ ଚେହେରା ଅଙ୍କିତା

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ‘ଚେହ୍‌ରେ’କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରଥମେ ଫିଲ୍ମର ଷ୍ଟାର୍‌-କାଷ୍ଟଙ୍କୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ପରେ ଯୋଡ଼ି ହୋଇଗଲା ହିରୋଇନ୍‌ଙ୍କ ସହ...

ଫେରୁଛନ୍ତି ନିନା!

ମୁମ୍ବାଇ: ମନୋରଞ୍ଜନ ଦୁନିଆର ନାଁ କରା ଅଭିନେତ୍ରୀ ନିନା ଗୁପ୍ତା ପୁଣିଥରେ ବଡ ପରଦାରେ ନଜର ଆସିବେ । ନିର୍ଦ୍ଦେଶକ ଅମିତ ଶର୍ମା ତାଙ୍କ ମୁଭି...

ଏହିସବୁ ଅଭିନେତ୍ରୀ ଦେଖିବାକୁ ଅବିକଳ ନିଜ ମା’ଙ୍କ ପରି

କିଛି ବଲିଉଡ୍‌ ଅଭିନେତ୍ରୀଙ୍କ ମା’ କ୍ୟାମେରା ସାମ୍ନାକୁ ଆସି ନ ଥା’ନ୍ତି ସତ ମାତ୍ର ଝିଅମାନଙ୍କ ପଛରେ ସବୁ ସମୟରେ ରହିଥା’ନ୍ତି। ସେମାନଙ୍କୁ ବହୁ ସମର୍ଥନ...

କିୟାରାଙ୍କୁ କପି କଲେ ପଲକ: ପତ୍ରରେ ଆବରଣ କରି କଲେ ଫଟୋ ସୁଟ୍‌

ବଲିଉଡ୍‌ ଅଭିନେତ୍ରୀ କିୟାରା ଆଡଓ୍ବାନି ଡବ୍ବୁ ରତନାନୀଙ୍କ କ୍ୟାଲେଣ୍ଡର ପାଇଁ ଫଟୋ ସୁଟ୍‌ କରି ଖୁବ୍‌ ଚର୍ଚ୍ଚାରେ ରହିଥିଲେ। କିୟାରା ଏହି ଫଟୋ ସୁଟ୍‌ ପାଇଁ...

Advertisement
Archives

Model This Week