ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍, ଭିତରେ ଥିଲେ ବୃଦ୍ଧ ଦମ୍ପତି, ଆଉ ତା’ ପରେ…
ଓ୍ବାଶିଂଟନ,୧୦ା୯: ଆମେରିକାର ସନ୍ ଡିଏଗୋରେ ଏକ ଚଳନ୍ତା କାର୍ ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଯାଇଛି। ଏହି କାର୍ରେ ବୃଦ୍ଧ ଦମ୍ପତି ଥିଲେ। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିଜ ଜୀବନକୁ ବାଜି ଲାଗି ବୃଦ୍ଧ ଦମ୍ପତିଙ୍କ ଜୀବନ ବଞ୍ଚାଇଛନ୍ତି।…
ଭବାନିପୁର ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ମମତା, ପୂର୍ବରୁ ଦୁଇ ଥର ହୋଇ ସାରିଛନ୍ତି ବିଜୟୀ
କୋଲକାତା,୧୦ ।୯: ପଶ୍ଚିମବଙ୍ଗର ହାଇ ପ୍ରୋଫାଇଲ ବିଧାନସଭା ଆସନ ଭବାନିପୁର ପାଇଁ ସେପ୍ଟେମ୍ବର ୩୦ରେ ଉପନିର୍ବାଚନ ଅନୁଷ୍ଠିତ ହେବ । ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ଏହି ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି…
ମୋ ପରିବାରର ଜମ୍ମୁ-କଶ୍ମୀର ସହ ପୁରୁଣା ସମ୍ପର୍କ ରହିଛି, ଏଠାକୁ ଆସି ମୋତେ ଲାଗୁଛି ମୁଁ ଘରକୁ ଆସିଛି: ରାହୁଲ
ଜମ୍ମୁ,୧୦ ।୯: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦୁଇ ଦିବସୀୟ ଜମ୍ମୁ-କଶ୍ମୀର ଗସ୍ତରେ ଶୁକ୍ରବାର ଜମ୍ମୁରେ ପହଞ୍ଚିଛନ୍ତି । ସେଠାରେ ସେ ଦଳୀୟ ବୈଠକରେ ଉଦ୍ବୋଧନ ଦେବା ସମୟରେ କହିଛନ୍ତି ଜମ୍ମୁ-କଶ୍ମୀର ସହ ମୋ ପରିବାରର ପୁରୁଣା ସମ୍ପର୍କ ରହିଛି…
ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା ପାର୍ଶଲ ବୋଝେଇ ଟ୍ରକ
ଗଞ୍ଜାମ,୧୦ା୯(ଡି.ଏନ୍.ଏ.): ୧୬ ନଂ. ଜାତୀୟ ରାଜପଥ ଶନିମନ୍ଦିର ଛକ ଠାରେ ଏକ ପାର୍ଶଲ ବୋଝଇ ଟ୍ରକ୍ ରୋଡ୍ ପାର୍ଶ୍ୱରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡ଼ିଥିବା ଜଣାପଡ଼ିଛି l ଏହି ଦୁର୍ଘଟଣା ଫଳରେ ବିଦ୍ୟୁତ ସରବରାହ ବନ୍ଦ କରି…
ଅଭିନୟ ଛାଡ଼ି ରାଜନୀତି ଆଡ଼କୁ ମନ ବଳାଇଲେଣି କଙ୍ଗନା! ଭବିଷ୍ୟତ ଯୋଜନା କିଛି ଏଭଳି…
ବମ୍ବେ: ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ୍ ‘ଥଲାଇଭି’ରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ତେବେ ଖାଲି ପରଦାରେ ନା ବାସ୍ତବ ଜୀବନରେ ସେ ରାଜନୀତିକୁ ଓହ୍ଲାଇବେ ବୋଲି ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଜବାବରେ ହଁ…
ଆର୍ଏସ୍ଏସ୍ କୁ ତାଲିବାନ ସହ ତୁଳନା କଲେ ଦିଗ୍ବିଜୟ, କହିଲେ ମହିଳାଙ୍କ ପ୍ରତି ଦୁହିଁଙ୍କ ବିଚାରଧାରା ସମାନ
ନୂଆଦିଲ୍ଲୀ,୧୦ ।୯: କର୍ମଜୀବୀ ମହିଳାଙ୍କୁ ନେଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ(ଆର୍ଏସ୍ଏସ୍) ମୁଖ୍ୟ ମୋହନ ଭାଗବତଙ୍କ ବୟାନ ପରେ କଂଗ୍ରେସ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଭାଗବତଙ୍କୁ ଟାର୍ଗେଟ କରିଛନ୍ତି । ସେ ଭାଗବତଙ୍କ ବୟାନକୁ…
କଲେଜ ଅଧ୍ୟକ୍ଷଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ
ପାଟଣା,୧୦ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ ଝାରବେଡ଼ା ଗ୍ରାମରେ ଗୁରୁବାର ବିଲମ୍ବିତ ରାତିରେ ଗଜେନ୍ଦ୍ର ନାରାୟଣ ସାହୁଙ୍କ ଘର ପଛପଟ ଝରକା ଗ୍ରୀଲ ତାଡ଼ି ଘରେ ପଶି ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ…
ସପ୍ତାହ ମଧ୍ୟରେ ୨ ଲଘୁଚାପ: ଆସନ୍ତାକାଲି ଏସବୁ ଜିଲାରେ ପ୍ରବଳ ବର୍ଷା
ଭୁବନେଶ୍ୱର,୧୦ା୯(ବ୍ୟୁରୋ): କେନ୍ଦ୍ରୀୟ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୧୧ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟର ୧୩ଟି…
ରାଜ୍ୟ ସଭା ହଟ୍ଟଗୋଳର ଯାଞ୍ଚ କମିଟିଠାରୁ ଦୂରେଇ ରହିଲା କଂଗ୍ରେସ, ଖଡ଼ଗେ କହିଲେ ଏମ୍ପିଙ୍କୁ ଧମକାଇବାର ପ୍ରୟାସ
ନୂଆଦିଲ୍ଲୀ,୧୦ ।୯: ପାର୍ଲାମେଣ୍ଟରେ ମୌସୁମୀ ଅଧିବେଶନ ସମୟରେ ରାଜ୍ୟ ସଭାରେ ହୋଇଥିବା ହଟ୍ଟଗୋଳକୁ ନେଇ ଗଠିତ ଯାଞ୍ଚ କମିଟିଠାରୁ କଂଗ୍ରେସ ଓ ଅନ୍ୟ ବିରୋଧି ଦଳ ଦୂରେଇ ରହିଛନ୍ତି । ରାଜ୍ୟ ସଭାରେ ଅଗଷ୍ଟ ୧୧ରେ ହୋଇଥିବା ହଟ୍ଟଗୋଳର ଯାଞ୍ଚ କରିବା…
ସ୍ବାମୀଙ୍କୁ ଟି-୨୦ ବିଶ୍ୱକପ୍ ଦଳରେ ସ୍ଥାନ ନ ମିଳିବାରୁ ସ୍ତ୍ରୀ କହିଲେ ଏମିତି
ନୂଆଦିଲ୍ଲୀ,୧୦।୯: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ପାଇଁ ଭାରତୀୟ କ୍ରିକେଟ ଦଳ ଚୟନ କରାଯାଇଛି। ସୀମିତ ଓଭର ଫର୍ମାଟରେ ଚାରି ବର୍ଷ ପରେ ରବିଚନ୍ଦ୍ରନ ଅଶ୍ୱିନ ଏହି ଦଳକୁ ଫେରିଛନ୍ତି। ଏହି ୧୫ ଜଣିଆ ଦଳରେ ୫ ଜଣ ସ୍ପିନରଙ୍କୁ…
୭ ହଜାର ଶାମୁକାରେ ପ୍ରଭୁ ଗଜାନନଙ୍କ ବାଲୁକା କଳା ନିର୍ମାଣ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ପୁରୀ ଅଫିସ,୧୦ା୯: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ନିଆରା ପ୍ରୟାସ କରିଛନ୍ତି। ପ୍ରଥମଥର ସେ ୭ ହଜାର ଶାମୁକା ନେଇ ପୁରୀ ବେଳାଭୂମିରେ ପ୍ରଭୁ ଗଜାନନଙ୍କ ବାଲୁକା କଳା ନିର୍ମାଣ କରିଛନ୍ତି। ଏହା ଖୁବ୍ ସୁନ୍ଦର ହୋଇଛି।…
ମମତାଙ୍କୁ ଟକ୍କର ଦେବେ ପ୍ରିୟଙ୍କା
କୋଲକତା,୧୦।୯: ଚଳିତ ମାସ ଶେଷରେ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ଉପ-ନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ଭବାନୀପୁରରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ଭାଜପା ଏକ ସୁଯୋଗ ଦେଇଛି ଭାଜପା କେନ୍ଦ୍ରୀୟ ନିର୍ବାଚନ କମିଟି ଦ୍ୱାରା…
Archives


