ସରକାରୀ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ବନ୍ଦ କଲା ତାଲିବାନ୍
କାବୁଲ,୧୦।୯: ଅଶ୍ରଫ୍ ଗନିଙ୍କ ସରକାର ସମୟରେ କାର୍ଯ୍ୟରତ ଥିବା ଅଫିସର ଓ କର୍ମଚାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ କାମଚଳା ତାଲିବାନ୍ ସରକାର ବନ୍ଦ କରିଦେଇଛି। ଅଗଷ୍ଟ ୧୫ରେ ତାଲିବାନ୍ କାବୁଲ ଦଖଲ କରିବା ପରେ ଅଧିକାଂଶ କର୍ମଚାରୀ ଦେଶ ଛାଡ଼ି ପଳାଇଯାଇଥିଲେ। କର୍ମଚାରୀଙ୍କ…
ସେନା ଗାଡ଼ିକୁ ବାଟ ଛାଡ଼ିଲେ ନାହିଁ ନିଶାଗ୍ରସ୍ତ ମଡେଲ
ଭୋପାଳ, ୧୦ା୯- ବ୍ୟସ୍ତବହୂଳ ରାସ୍ତା ମଝିରେ ସେନା ଗାଡ଼ିକୁ ରୋକିବା ସହ ବାଟ ନ ଛାଡ଼ିବା ଓ ଭଙ୍ଗାରୁଜା କରିବା ଅଭିଯୋଗରେ ଜଣେ ୨୨ ବର୍ଷୀୟା ମଡେଲଙ୍କୁ ପଚରାଉଚୁରା କରାଯାଇଛି। ମଧ୍ୟପ୍ରଦେଶର ଗ୍ବାଲିଅରରେ ଘଟିଥିବା ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି।…
ଜାମିନରେ ଆସି ଲୁଟ କରି ଧରାପଡ଼ିଲେ
ବ୍ରହ୍ମପୁର ଅଫିସ,୧୦।୯: ଜଣେ ବ୍ୟବସାୟୀଙ୍କଠୁ ଟଙ୍କା ଲୁଟ ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୋଲିସ ଜଣଙ୍କୁ କାବୁ କରିଛି। ସେ ହେଲେ ଲାଞ୍ଜିପଲ୍ଲୀର ମନୋଜ ପାଣିଗ୍ରାହୀ। ତାଙ୍କ ନିକଟରୁ ୩ଟି ମୋବାଇଲ ଫୋନ୍ ଓ ଗୋଟିଏ ସାଇକେଲ ଜବତ ହୋଇଛି। ମନୋଜ କିଛିଦିନ…
ଚୋରକୁ ଧରାଇ ଦେଲା ସିସିଟିଭି
ଲୋଇସିଂହା,୧୦।୯(ଡି.ଏନ.ଏ): ଏଟିଏମ କାର୍ଡ ଚୋରି କରି ଟଙ୍କା ଉଠାଇ ନେବା ଘଟଣାରେ ବଲାଙ୍ଗୀର ଜିଲା ଲୋଇସିଂହା ପୋଲିସ ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ କନ୍ଦାଜୁରୀ ଗ୍ରାମର ମୁକୁନ୍ଦ ସାହୁ(୩୮)। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ…
ଟି୨୦ ବିଶ୍ୱକପ୍ରେ ଆଫଗାନିସ୍ତାନର ନେତୃତ୍ୱ ନେବେ ନାହିଁ ରସିଦ
କାବୁଲ, ୧୦ା୯- ଆସନ୍ତା ଟି୨୦ ବିଶ୍ୱକପ୍ରେ ଷ୍ଟାର ଲେଗ୍ ସ୍ପିନର ରସିଦ ଖାଁଙ୍କ ଆଫଗାନିସ୍ତାନ ଦଳର ନେତୃତ୍ୱ ନେବେ ନାହିଁ। ତାଙ୍କୁ ଦଳ ଚୟନ ବେଳେ ମତ ରଖିବାକୁ ସୁଯୋଗ ଦିଆଯାଇ ନ ଥିବାରୁ ସେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି।…
ଟେମ୍ପୋରେ ମହିଳାଙ୍କୁ ବଳାତ୍କାର, ଯୌନାଙ୍ଗରେ ପୁରାଇ ଦେଲେ ଲୁହା ରଡ୍
ମୁମ୍ବାଇ,୧୦।୯: ଟେମ୍ପୋ ଭିତରେ ଜଣେ ୩୪ ବର୍ଷୀୟା ମହିଳାଙ୍କୁ ବଳାତ୍କାର କରାଯିବା ସହ ଅକଥନିୟ ନିର୍ଯାତନା ଦିଆଯାଇଛି। ଏପରି କି ଅଭିଯୁକ୍ତ ପୀଡ଼ିତାଙ୍କ ଯୌନାଙ୍ଗରେ ଲୁହା ରଡ୍ ପୁରାଇ ଦେଇଥିଲେ। ଏଭଳି ଘଟଣା ଘଟିଛି ମୁମ୍ବାଇର ସାକିନାକା ଅଞ୍ଚଳରେ। ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା…
ମମତାଙ୍କ ବିରୋଧରେ ଛିଡ଼ା ହେଉଥିବା ପ୍ରିୟଙ୍କାଙ୍କ ସମ୍ପର୍କରେ ଜାଣନ୍ତୁ
ପଶ୍ଚିମବଙ୍ଗ,୧୦।୯: ଆଗକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭବାନୀପୁର ଉପ ନିର୍ବାଚନରେ କଡ଼ା ମୁକାବିଲା ଦେବାକୁ ଭାଜପା ପକ୍ଷରୁ ପ୍ରିୟଙ୍କା ତିବ୍ରେୱାଲଙ୍କୁ ଚୟନ କରାଯାଇଛି। ତେବେ ପ୍ରିୟଙ୍କା କିଏ ଓ ତାଙ୍କୁ କାହିଁକି ଭାଜପା ପ୍ରାର୍ଥୀ ଭାବେ ଚୟନ କଲା, ଏଭଳି…
ବଂଶଧାରାରେ ବୁଡ଼ି ଜଣଙ୍କ ମୃତ୍ୟୁ, ମିଳୁନି ଅନ୍ୟ ଜଣଙ୍କ ପତ୍ତା
କାଶୀନଗର,୧୦ା୯(ଡି.ଏନ୍.ଏ.): ଗଜପତି ଜିଲା କାଶୀନଗର ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟ ବଂଶଧାରା ନଦୀରେ ଗୁରୁବାର ସନ୍ଧ୍ୟାରେ ୨ ନାବାଳକ ବୁଡ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ରାତିରେ ଜଣଙ୍କ ମୃତଦେହ ଠାବ କରାଯାଇଥିଲା। ହେଲେ ୨୪ ଘଣ୍ଟା ପରେ ମଧ୍ୟ ଅନ୍ୟ ଜଣଙ୍କ ପତ୍ତା…
କରୋନା ସ୍ଥିତି, ଟିକାକରଣକୁ ନେଇ ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ
ନୂଆଦିଲ୍ଲୀ,୧୦ ।୯: ଦେଶରେ କରୋନାର ଦ୍ୱିତୀୟ ଲହର କମି କମି ଆସୁଥିବା ବେଳେ ତୃତୀୟ ଲହରକୁ ନେଇ ବେଳକୁ ବେଳ ଆଶଙ୍କା ବଢିବାରେ ଲାଗିଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କରୋନା ସ୍ଥିତି ଓ ଟିକାକରଣକୁ ନେଇ ଏକ…
ଏକଦା ପେଟ୍ରୋଲ ପମ୍ପରେ ଚାରିଜଣ ଗୁଣ୍ଡାଙ୍କ ସହ ଏକୁଟିଆ ମାର୍ପିଟ୍ କରିଥିଲେ ସନ୍ନି ଦେଓଲ; ଭାଇ ବବି କହିଲେ…
ବମ୍ବେ: ବଲିଉଡ୍ର ବେଷ୍ଟ ଆକ୍ସନ ହିରୋଙ୍କ ମଧ୍ୟରୁ ସନ୍ନି ଦେଓଲ ଜଣେ। ସେ କେବଳ କ୍ୟାମେରା ସାମ୍ନାରେ ଆକ୍ସନ କରନ୍ତି ତାହା ନୁହେଁ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ସେଭଳି। କାରଣ ସନ୍ନିସ୍ବଭାବରେ ବହୁତ ରାଗି। ସନ୍ନିଙ୍କ ଭାଇ ବବି ଏଭଳି…
ଦିଲ୍ ଜିତିଲା ଜାହ୍ନବୀଙ୍କ ରିଆକ୍ସନ
ମୁମ୍ବାଇ: ଜାହ୍ନବୀ କପୁର । ବଲିଉଡର ନବାଗତା ନାୟିକା । ହେଲେ ତାଙ୍କର ରହିଛନ୍ତି ହଜାର ହଜାର ପ୍ରଶଂସକ । ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଜାହ୍ନବୀ । ଅଧିକାଂଶ ସମୟରେ ସେ ତାଙ୍କର କିଛି ଫଟୋ ଓ ଭିଡିଓ ପ୍ରଶଂସକଙ୍କ…
ଅଶ୍ୱିନଙ୍କ ଚୟନ ପଛରେ ରୋହିତଙ୍କ ହାତ
ନୂଆଦିଲ୍ଲୀ,୧୦।୯: ଦୀର୍ଘ ୪ ବର୍ଷ ହେଲା ଟି୨୦ ଫର୍ମାଟରେ ଖେଳି ନ ଥିବା ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସିଧାସଳଖ ବିଶ୍ୱକପ୍ ଦଳରେ ସ୍ଥାନ ମିଳିବା ଭାରତୀୟ ପ୍ରଶଂସକଙ୍କୁ ଚକିତ କରି ଦେଇଛି। ତେବେ ତାଙ୍କ ଚୟନ ପଛରେ ରହିଛି ଉପ ଅଧିନାୟକ ରୋହିତ…
Archives


