Home Left

ଚାମ୍ପିୟନ ପ୍ରମୋଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର,୧୦।୯: ଟୋକିଓ ପାରାଲିମ୍ପିକ୍ସରେ ଦେଶ ପାଇଁ ଗୌିରବ ଆଣିଥିବା ସୁନା ପୁଅ ପ୍ରମୋଦ ଭଗତ ଶୁକ୍ରବାର ଓଡ଼ିଶା ଫେରିଛନ୍ତି। ପ୍ରମୋଦ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚବାପରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତ ବେହେରା , ସଚିବ, ଓଡ଼ିଶା…

ନିଲମ୍ବିତ ହେଲେ ମଉସୁଧା ସରପଞ୍ଚ

ଚାନ୍ଦବାଲି,୧୦।୯(ଡି.ଏନ.ଏ.): ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଚାନ୍ଦବାଲି ବ୍ଲକ ମଉସୁଧା ପଞ୍ଚାୟତ ସରପଞ୍ଚ ଶାନ୍ତିଲତା ମଲ୍ଲିକଙ୍କୁ ନିଲମ୍ବନ କରାଯାଇଛି। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଚିଠି ନଂ.୧୫୧୫୩ ତା ୮।୯।୨୧ ରିଖ ଅନୁସାରେ ଶାନ୍ତିଲତାଙ୍କୁ ନିଲମ୍ବନ ନିର୍ଦ୍ଦେଶ…

କୋହଲି-ଶାସ୍ତ୍ରୀଙ୍କ ଏହି ଗୋଟିଏ ଭୁଲ ପାଇଁ ଏବେ ପୁରା ଟିମ୍‌ ଅସୁବିଧାରେ; ବିସିସିଆଇ ଖପ୍ପା

ନୂଆଦିଲ୍ଲୀ,୧୦।୯: ଇଂଲଣ୍ଡରେ ଭାରତୀୟ ଟିମ୍‌ ଉଲ୍ଲେଖନୀୟ ପ୍ରଦର୍ଶନ କରି ଚଳିତ ଟେଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଥିଲା। ଶୁକ୍ରବାର ମାଞ୍ଚେଷ୍ଟରରେ ଅନ୍ତିମ ମୁକାବିଲା ଖେଳାଯିବାକୁ ଥିବା ବେଳେ ଏଥିରେ ଭାରତ ବିଜେତା ହୋଇ ଇତିହାସ ରଚିବ ବୋଲି ଆଶା କରାଯାଉଥିଲା। ହେଲେ…

ବିଶ୍ୱକପ୍‌ରେ ଅନ୍ୟ ଦେଶ ପାଇଁ ଖେଳିବେ ଦକ୍ଷିଣ ଆଫ୍ରିକୀୟ ଖେଳାଳି

ଓ୍ବିଣ୍ଡହୋକ,୧୦।୯: ଆସନ୍ତା ଅକ୍ଟୋବର ଓ ନଭେମ୍ବର ମଧ୍ୟରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଗେର୍ହାଡ ଏରାମସଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି ନାମ୍ବିଆ। ଏହି ଦଳରେ ସ୍ଥାନ ପାଇଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଡେଭିଡ୍‌ ଓ୍ବିଜି।…

ମୂର୍ତ୍ତି ଉଚ୍ଚତା ବଢ଼ିବ ନାହିଁ: ଏସ୍‌ଆର୍‌ସି

ଭୁବନେଶ୍ୱର,୧୦।୯(ବ୍ୟୁରୋ): ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବଢ଼ିବ ନାହିଁ। ଏନେଇ ସ୍ପଷ୍ଟ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ପ୍ରଦୀପ ଜେନା। ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଅଗଷ୍ଟ ୯ରେ ଜାରି ଗାଇଡଲାଇନ୍‌ ଆଗାମି ଦିନରେ ବଳବତ୍ତର ରହିବ। ଆମେ…

କୃଷ୍ଣ ଜନ୍ମଭୂମିର ୧୦ ବର୍ଗ କିଲୋମିଟର ଅଞ୍ଚଳ ତୀର୍ଥସ୍ଥଳ ଘୋଷଣା

ଲକ୍ଷ୍ନୌ,୧୦ ।୯: ମଥୁରାକୁ ନେଇ ଯୋଗୀ ଆଦିତ୍ୟାନାଥଙ୍କ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାର ମଥୁରାର ଶ୍ରୀକୃଷ୍ଣ ଜନ୍ମସ୍ଥାନର ୧୦ ବର୍ଗ କିଲୋମିଟର ଅଞ୍ଚଳକୁ ତୀର୍ଥସ୍ଥଳ ଘୋଷଣା କରିଛନ୍ତି । ଏହି ଅଞ୍ଚଳରେ ଏଣିକି ମାଂସ ଓ ମଦ…

ଇଣ୍ଡିଆନ ଆଇଡଲ-୧୨ ବିଜେତାଙ୍କୁ ଉପହାର ଦେଲେ ହ୍ରିତିକଙ୍କ ପରିବାର

ମୁମ୍ବାଇ : ଇଣ୍ଡିଆନ ଆଇଡଲ- ୧୨ ବିଜେତା ପଓ୍ବନଦୀପ ରାଜନ ଏବଂ ଅରୁଣିତା କାଞ୍ଜିଲାଲ ଏବେ ବେଶ ପରିଚିତ। ଏହି ଯୋଡି ଏବେ ଖୁବ୍‌ ଚର୍ଚ୍ଚାରେ। ନିକଟରେ ଏହି ଯୋଡି ଅଭିନେତା ହ୍ରିତିକ୍‌ ରୋଶନ ଏବଂ ତାଙ୍କ ବାପା, ମାଙ୍କୁ ମୁମ୍ବାଇ…

ସ୍ବାମୀ, ପୁଅଙ୍କ ସହ ମିଶି ଘରେ ଗଣେଶ ପୂଜା କଲେ କରୀନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ସ୍ବାମୀ ସୈଫ ଅଲ୍ଲୀ ଖାନ୍‌ ଏବଂ ପୁଅ ତୈମୁରଙ୍କ ସହ ମିଶି ପ୍ରଭୁ ଗଣେଶଙ୍କ ପୂଜା କରିଛନ୍ତି। ନିଜ ଘରର ପୂଜା ଫଟୋ ସୋସିଆଲ ମିଡିଆରେ ଶେୟାର କରି ସମସ୍ତ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି…

ଅନ୍ୟ ଏକ ତାରିଖରେ ଆୟୋଜିତ ହୋଇପାରେ ଅନ୍ତିମ ଟେଷ୍ଟ ! ବିସିସିଆଇ ଦେଲା ଏହି ବଡ ଅପ୍‌ଡେଟ୍‌

ନୂଆଦିଲ୍ଲୀ,୧୦।୯: କରୋନା ଯୋଗୁ ଭାରତ-ଇଂଲଣ୍ଡ ମଧ୍ୟରେ ଜାରି ଟେଷ୍ଟ ସିରିଜ୍‌ର ଅନ୍ତିମ ମ୍ୟାଚ୍‌କୁ ଏବେ ବାତିଲ କରିଦିଆଯାଇଛି। ମାଞ୍ଚେଷ୍ଟରରେ ହେବାକୁ ଥିବା ଏହି ମୁକାବିଲାକୁ ବାତିଲ କରିବା ପରେ ସିରିଜ ଅଧାରୁ ବନ୍ଦ ହୋଇଛି। ଭାରତ ଏହି ସିରିଜରେ ୨-୧ରେ ଆଗୁଆ…

ନିଜଠାରୁ ବୟସରେ ସାନ ଯୁବକଙ୍କ ପ୍ରେମରେ ପଡ଼ିଛନ୍ତି ଏସବୁ ଅଭିନେତ୍ରୀ; ସୁରୁଖୁରୁରେ ଚାଲିଛି ସଂସାର ଗାଡ଼ି…

ବମ୍ବେ: ଲୋକପ୍ରିୟ ଧାରାବାହିକ ‘ତାରକ ମେହେତା କା ଉଲଟା ଚଷମା’ର ବବିତା ଜୀ ଏବଂ ଟପ୍ପୁଙ୍କ ଲଭଷ୍ଟୋରୀ ଆଜିକାଲି ଚର୍ଚ୍ଚାରେ। କହିବାର ତାତ୍ପର୍ଯ୍ୟ ଧାରାବାହିକରେ ବବିତା ଭୂମିକାରେ ନଜର ଆସୁଥିବା ମୁନ୍‌ମୁନ୍‌ ଦତ୍ତା ଏବଂ ଟପ୍ପୁ ଅର୍ଥାତ ରାଜ ଅନାଦକଟ ପରସ୍ପରକୁ…

ବାତିଲ ହେଲା ମାଞ୍ଚେଷ୍ଟର ଟେଷ୍ଟ

ମାଞ୍ଚେଷ୍ଟର,୧୦।୯: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ସିରିଜର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଶୁକ୍ରବାରଠାରୁ ଖେଳାଯିବାର ଥିଲା। ହେଲେ କରୋନା ଯୋଗୁ ଏହାକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିସିସିଆଇ ସହ ଆଲୋଚନା କରିବା ପରେ ପଞ୍ଚମ ଟେଷ୍ଟ ବାତିଲ କରିବାକୁ…

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା: ଏଭଳି ଭାବେ ଆପ୍‌ରେ ରେଜିଷ୍ଟ୍ରେଶନ କରି ଲାଭ ଉଠାନ୍ତୁ…

ନୂଆଦିଲ୍ଲୀ,୧୦।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଦେଶର କୋଟି କୋଟି କୃଷକ ବାର୍ଷିକ ୬୦୦୦ ଟଙ୍କା ଲାଭ କରୁଛନ୍ତି। ଏହି ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ୧୪ କୋଟି ଅତିକ୍ରମ କରିଛି। ଫେବୃଆରୀ ୨୦୧୯ରେ ଆରମ୍ଭ ହୋଇଥିବା ଏହି ଯୋଜନାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri