ଏମିତି ବ୍ଲଡ୍‌ ଗ୍ରୁପ୍‌, ବିଶ୍ୱରେ ମାତ୍ର ୪୩ ଜଣଙ୍କଠାରେ ଦେଖିବାକୁ ମିଳିଥାଏ

ସାଧାରଣତଃ A , B, AB, 0+ ଏବଂ ନେଗେଟିଭ୍‌ ପରି ମଣିଷମାନଙ୍କଠାରେ ଅନେକ ବ୍ଲଡ୍‌ ଗ୍ରୁପ୍‌ ମିଳିଥାଏ। କିନ୍ତୁ ଗୋଟିଏ ବ୍ଲଡ୍‌ ଗ୍ରୁପ୍‌ ଅଛି, ଯାହା ବିଷୟରେ କେହି ଜାଣନ୍ତି ନାହିଁ। ଏହା ବହୁତ କମ୍‌ ଲୋକଙ୍କ ଶରୀରରେ ମିଳିଥାଏ। ଏହି କାରଣରୁ ଏହାକୁ ‘ଗୋଲଡେନ୍‌ ବ୍ଲଡ୍‌’ କୁହାଯାଏ। ଏହି ବ୍ଲଡ୍‌ ଯେକୌଣସି ଗ୍ରୁପ୍‌ର ବ୍ୟକ୍ତିଙ୍କୁ ଦାନ କରାଯାଇପାରେ। ଏହି ବ୍ଲଡ୍‌ ଗ୍ରୁପ୍‌ କେବଳ ସେହି ବ୍ୟକ୍ତିଙ୍କ ଶରୀରରେ ମିଳିଥାଏ, ଯାହାର Rh ଫ୍ୟାକ୍ଟର୍‌ ନଲ୍‌ (Rh-null) ଥାଏ।

ବ୍ଲଡ୍‌ ଗ୍ରୁପ୍‌ କୁହାଯାଉଥିବା Rh Null ବ୍ଲଡ୍‌ ଗ୍ରୁପ୍‌ ରେଡ୍‌ ବ୍ଲଡ୍‌ ସେଲ୍ସ(RBCs)ରେ କୌଣସି Rh ଆଣ୍ଟିଜେନ୍ସ (ପ୍ରୋଟିନ) ନାହିଁ। ଯଦି ଏହି ପ୍ରୋଟିନ ରେଡ୍‌ ସେଲ୍ସ (RBC)୍‌ରେ ଥାଏ। ତେବେ ଏହି ବ୍ଲଡ୍‌କୁ Rh ପଜିଟିଭ କୁହାଯାଏ। କିନ୍ତୁ ଏହି ବ୍ଲଡ୍‌ ଗ୍ରୁପ୍‌ର ଲୋକଙ୍କ ପାଖରେ Rh ଫ୍ୟାକ୍ଟର୍‌ ନଲ୍‌ ଅଛି ।

ବିଶ୍ୱବ୍ୟାପୀ ଏହା ଏକ ବିରଳ ବ୍ଲଡ୍‌ ଗ୍ରୁପ୍‌। କାରଣ ଏହା କେବଳ ୪୩ ଜଣଙ୍କଠାରେ ଦେଖାଯାଏ। ଯେଉଁମାନଙ୍କର ଏହି ବ୍ଲଡ୍‌ ଗ୍ରୁପ୍‌ ଅଛି, ସେମାନେ ଆମେରିକା, ବ୍ରାଜିଲ, କଲମ୍ବିଆ ଏବଂ ଜାପାନର ହୋଇଥାନ୍ତି। ଦୁନିଆରେ ଏହି ବ୍ଲଡ୍‌ ଗ୍ରୁପ୍‌ର ୯ ଜଣ ଲୋକ ଅଛନ୍ତି, ଯେଉଁମାନେ ବ୍ଲଡ୍‌ ଦାନ କରିପାରିବେ। ସେଥିପାଇଁ ଏହି ବ୍ଲଡ୍‌ ଗ୍ରୁପ୍‌କୁ ଗୋଲ୍ଡ ବ୍ଲଡ୍‌ କୁହାଯାଏ। ଏହା ଦୁନିଆର ସବୁଠାରୁ ମହଙ୍ଗା ବ୍ଲଡ୍‌ ଗ୍ରୁପ୍‌ ଅଟେ। ଏହି ବ୍ଲଡ୍‌ ଗ୍ରୁପ୍‌ ଦୁନିଆର କେବଳ ୪୩ ଜଣଙ୍କଠାରେ ଦେଖାଯାଏ, ଯେଉଁଥିପାଇଁ ଏହି ଗ୍ରୁପ୍‌ର ରକ୍ତଦାତା ଖୋଜିବା କଷ୍ଟକର।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri