ଏମିତି ବ୍ଲଡ୍‌ ଗ୍ରୁପ୍‌, ବିଶ୍ୱରେ ମାତ୍ର ୪୩ ଜଣଙ୍କଠାରେ ଦେଖିବାକୁ ମିଳିଥାଏ

ସାଧାରଣତଃ A , B, AB, 0+ ଏବଂ ନେଗେଟିଭ୍‌ ପରି ମଣିଷମାନଙ୍କଠାରେ ଅନେକ ବ୍ଲଡ୍‌ ଗ୍ରୁପ୍‌ ମିଳିଥାଏ। କିନ୍ତୁ ଗୋଟିଏ ବ୍ଲଡ୍‌ ଗ୍ରୁପ୍‌ ଅଛି, ଯାହା ବିଷୟରେ କେହି ଜାଣନ୍ତି ନାହିଁ। ଏହା ବହୁତ କମ୍‌ ଲୋକଙ୍କ ଶରୀରରେ ମିଳିଥାଏ। ଏହି କାରଣରୁ ଏହାକୁ ‘ଗୋଲଡେନ୍‌ ବ୍ଲଡ୍‌’ କୁହାଯାଏ। ଏହି ବ୍ଲଡ୍‌ ଯେକୌଣସି ଗ୍ରୁପ୍‌ର ବ୍ୟକ୍ତିଙ୍କୁ ଦାନ କରାଯାଇପାରେ। ଏହି ବ୍ଲଡ୍‌ ଗ୍ରୁପ୍‌ କେବଳ ସେହି ବ୍ୟକ୍ତିଙ୍କ ଶରୀରରେ ମିଳିଥାଏ, ଯାହାର Rh ଫ୍ୟାକ୍ଟର୍‌ ନଲ୍‌ (Rh-null) ଥାଏ।

ବ୍ଲଡ୍‌ ଗ୍ରୁପ୍‌ କୁହାଯାଉଥିବା Rh Null ବ୍ଲଡ୍‌ ଗ୍ରୁପ୍‌ ରେଡ୍‌ ବ୍ଲଡ୍‌ ସେଲ୍ସ(RBCs)ରେ କୌଣସି Rh ଆଣ୍ଟିଜେନ୍ସ (ପ୍ରୋଟିନ) ନାହିଁ। ଯଦି ଏହି ପ୍ରୋଟିନ ରେଡ୍‌ ସେଲ୍ସ (RBC)୍‌ରେ ଥାଏ। ତେବେ ଏହି ବ୍ଲଡ୍‌କୁ Rh ପଜିଟିଭ କୁହାଯାଏ। କିନ୍ତୁ ଏହି ବ୍ଲଡ୍‌ ଗ୍ରୁପ୍‌ର ଲୋକଙ୍କ ପାଖରେ Rh ଫ୍ୟାକ୍ଟର୍‌ ନଲ୍‌ ଅଛି ।

ବିଶ୍ୱବ୍ୟାପୀ ଏହା ଏକ ବିରଳ ବ୍ଲଡ୍‌ ଗ୍ରୁପ୍‌। କାରଣ ଏହା କେବଳ ୪୩ ଜଣଙ୍କଠାରେ ଦେଖାଯାଏ। ଯେଉଁମାନଙ୍କର ଏହି ବ୍ଲଡ୍‌ ଗ୍ରୁପ୍‌ ଅଛି, ସେମାନେ ଆମେରିକା, ବ୍ରାଜିଲ, କଲମ୍ବିଆ ଏବଂ ଜାପାନର ହୋଇଥାନ୍ତି। ଦୁନିଆରେ ଏହି ବ୍ଲଡ୍‌ ଗ୍ରୁପ୍‌ର ୯ ଜଣ ଲୋକ ଅଛନ୍ତି, ଯେଉଁମାନେ ବ୍ଲଡ୍‌ ଦାନ କରିପାରିବେ। ସେଥିପାଇଁ ଏହି ବ୍ଲଡ୍‌ ଗ୍ରୁପ୍‌କୁ ଗୋଲ୍ଡ ବ୍ଲଡ୍‌ କୁହାଯାଏ। ଏହା ଦୁନିଆର ସବୁଠାରୁ ମହଙ୍ଗା ବ୍ଲଡ୍‌ ଗ୍ରୁପ୍‌ ଅଟେ। ଏହି ବ୍ଲଡ୍‌ ଗ୍ରୁପ୍‌ ଦୁନିଆର କେବଳ ୪୩ ଜଣଙ୍କଠାରେ ଦେଖାଯାଏ, ଯେଉଁଥିପାଇଁ ଏହି ଗ୍ରୁପ୍‌ର ରକ୍ତଦାତା ଖୋଜିବା କଷ୍ଟକର।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷଠାରେ ଘୁଷୁରି ହୃତ୍‌ପିଣ୍ଡ ପ୍ରତିରୋପଣ

ଚଳିତବର୍ଷ ପ୍ରାରମ୍ଭରୁ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଆରମ୍ଭ ହୋଇଛି ଏକ ନୂଆ ଅଧ୍ୟାୟ। ଜାନୁୟାରୀ ୭ ତାରିଖରେ ପ୍ରଥମ ଥର ପାଇଁ ଓ୍ବାଶିଂଟନ୍‌ ନିକଟସ୍ଥ ‘ୟୁନିଭର୍ସିଟି...

ସବୁଠାରୁ ବେଶୀ ଧନୀ ହୋଇଥାନ୍ତି ଏହି ୪ ରାଶିରେ ଜନ୍ମିତ ଲୋକେ: ଭାଗ୍ୟ ରହିଥାଏ ସର୍ବଦା ସାଥିରେ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ କିଛି ରାଶି ଏପରି ଅଛି, ଯେଉଁଥିରେ ଜନ୍ମିତ ବ୍ୟକ୍ତିବିଶେଷଙ୍କ ଭିତରେ ଧନୀ ହେବାର ଇଚ୍ଛା ରହିଥାଏ। ଏଥିପାଇଁ ଏମାନେ ପ୍ରୟାସ ମଧ୍ୟ କରିଥାନ୍ତି।...

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ଗଜାମୁଗ

ଗଜାମୁଗରେ ଅନେକ ପୁଷ୍ଟିକର ଗୁଣ ଭରି ରହିଛି। ଏଥିରେ ମ୍ୟାଗ୍ନେସିୟମ୍‌, ଫସ୍‌ଫରସ୍‌ ଏବଂ ଭିଟାମିନ୍‌-କେ, ବି, ସି, ଭିଟାମିନ୍‌ ବି-୬, କପର, ଫାଇବର ପ୍ରଚୁର ମାତ୍ରାରେ...

ବିଜ୍ଞାନରେ ବ୍ରେକ୍‌ଥ୍ରୁ ପୁରସ୍କାର

‘ପଦାର୍ଥ ବିଜ୍ଞାନ ପାଇଁ ମିଳିତଭାବେ ୩୪୭ ଜଣ ବୈଜ୍ଞାନିକଙ୍କୁ ଏହି ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯାଇଛି । ସେମାନେ ପ୍ରଥମ ଥର ପାଇଁ ଗୋଟିଏ...

ଘରୋଇ ଉପାୟ: ହଳଦୀ ଦାଗ କିପରି ଛଡାଇବେ

ମସଲାଦାର ଖାଦ୍ୟ, ତରକାରୀ ଆଦି ଖାଇବାର ମଜା ନେବା ସମୟରେ ବେଳେ ବେଳେ ଆମ ଶାର୍ଟ ବା ଡ୍ରେସ୍‌ ଆଦିରେ ହଳଦୀ ଦାଗ ଲାଗିଯାଏ ।...

ତଥାପି ସକ୍ଷମ : ଦୃଢ଼ ମନୋବଳ ବାଟ ଦେଖାଇଛି

ଦିବ୍ୟାଙ୍ଗ ହେଲେ ମଧ୍ୟ ଏମାନେ ଅନ୍ୟମାନଙ୍କଠାରୁ କମ୍‌ ନୁହନ୍ତି। ବିଭିନ୍ନ ପ୍ରତିବନ୍ଧକକୁ ଏଡ଼ାଇ ନିଜ ଲକ୍ଷ୍ୟପଥରେ ଅଗ୍ରସର ହୋଇ ଚାଲିଛନ୍ତି । ଚଳିତ ମାସ ୮...

କେଉଁ ଓଠ ପାଇଁ କିଭଳି ଟାଇପ୍‌ର ଲିପ୍‌ଷ୍ଟିକ୍‌? ଜାଣନ୍ତୁ…

ନାରୀଙ୍କ ସୌନ୍ଦର୍ଯ୍ୟର ଏକ ପ୍ରମୁଖ ଅଂଶ ହେଉଛି ସେମାନଙ୍କ ଓଠ। ଆଉ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏଥିରେ ଲିପ୍‌ଷ୍ଟିକ୍‌ ଲଗାଇବା ଯେତିକି ଜରୁରୀ,...

ପ୍ରେମିକାଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହେଉଥିଲେ, ରାଧା-କୃଷ୍ଣ ପରି ହୋଇଥାଏ ଯୋଡ଼ି

ଯେ କୌଣସି ସମ୍ପର୍କ ହୋଇଥାଉ ନା କାହିଁକି, ଛୋଟ କଥାରେ ତାହା ଭାଙ୍ଗିବାର ସମ୍ଭାବନା ଥାଏ। ବିଶେଷ କରି ସ୍ତ୍ରୀ-ସ୍ବାମୀ ସମ୍ପର୍କକୁ ଶ୍ରେଷ୍ଠ ବୋଲି କୁହାଯାଏ।...

Advertisement
Archives

Model This Week