ଏହି ୪ ଅକ୍ଷର ନାମଧାରୀ ଯୁବତୀଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି ଯୁବକ; ଜାଣନ୍ତୁ କ’ଣ କୁହେ ଜ୍ୟୋତିଷଶାସ୍ତ୍ର
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତିର ନାମରୁ ତାର ଜୀବନ ଏବଂ ସ୍ବଭାବ ବିଷୟରେ ବହୁତ କିଛି ଜାଣିବାକୁ ମିଳିଥାଏ। କାରଣ ପ୍ରତିଟି ଅକ୍ଷର କୌଣସି ନା କୌଣସି ଗ୍ରହର। ଆଜି ଆମେ ସେଭଳି କିଛି ନାମ ବିଶିଷ୍ଟ ଯୁବତୀଙ୍କ ବିଷୟରେ କଥା…
କମିଲା ସଂକ୍ରମଣ
ନୂଆଦିଲ୍ଲୀ,୧୦।୯: ଦେଶରେ କରୋନା ସଂକ୍ରମିତଙ୍କ ସଖ୍ୟର ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୩୪,୯୭୩ଟି ମାମଲା ସାମ୍ନାକୁ ଆସିଥିବାବେଳେ ୨୬୦ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ…
ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୦୮୪କୁ ବୃଦ୍ଧି
ଭୁବନେଶ୍ୱର,୧୦ା୯(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୬ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୦୮୪କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଆଜି…
ଆଜି ରାଜ୍ୟରୁ ୭୪୫ କରୋନା ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ୧୧୯ ଶିଶୁ
ଭୁବନେଶ୍ୱର,୧୦ା୯(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୭୪୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୧୫,୦୮୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୪୩୫ ଜଣ ଚିହ୍ନଟ…
ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କଲେ ମାୟାବତୀ
ଲକ୍ଷ୍ନୌ,୧୦।୯:ବହୁଜନ ସମାଜ ପାର୍ଟି(ବିଏସପି)ସଭାପତି ମାୟାବତୀ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ଆଗାମୀ ୟୁପି ବିଧାନସଭା ନିର୍ବାଚନରେ କୌଣସି ମାଫିଆ କିମ୍ବା ବାହୁବଳୀ ନେତା ଟିକେଟ ପାଇବେ ନାହିଁ ବୋଲି ବିଏସପି ନିଶ୍ଚିତ କରିଛି। ବିଏସପି ମୁଖ୍ୟ ମାୟାବତୀ କହିଛନ୍ତି ଯେ,…
ପ୍ରଭାବିତ ହୋଇଛି ଅର୍ଥନୀତି
ଭୁବନେଶ୍ୱର,୧୦ା୯(ବ୍ୟୁରୋ):କୋଭିଡ୍-୧୯ ମହାମାରୀ ଯୋଗୁ ରାଜ୍ୟର ଅର୍ଥନୀତି ପ୍ରଭାବିତ ହୋଇଛି। ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ(ଜିଏସ୍ଡିପି), ରାଜସ୍ବ ବଳକା ହ୍ରାସ ପାଇବା ସହିତ ଋଣ ଭାର ଓ ରାଜସ୍ବ ନିଅଣ୍ଟ ବୃଦ୍ଧି ପାଇଛି। ଶିକ୍ଷା ଓ ସ୍ବାସ୍ଥ୍ୟସେବା ବ୍ୟୟ କ୍ଷେତ୍ରରେ ଓଡ଼ିଶା ଅନ୍ୟ…
ଆକ୍ରାନ୍ତ ପିଲାଙ୍କଠାରେ ଏମ୍ଆଇ ସିଣ୍ଡ୍ରୋମ୍
ଭୁବନେଶ୍ୱର,୧୦।୯ (ବ୍ୟୁରୋ):ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁ ଓ କିଶୋରଙ୍କୁ ରେଡ୍ ଜୋନ୍ରେ ରଖାଯାଇଛି। ପିଲାମାନେ ଅଧିକ ସଂକ୍ରମିତ ହେବେ ବୋଲି ଆକଳନ କରାଯାଉଛି। ତେବେ ଏବେଠୁ ଏମାନଙ୍କଠାରେ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏମ୍ଆଇ (ମଲ୍ଟିସିଷ୍ଟମ୍ ଇନ୍ଫ୍ଲାମେଟୋରି) ସିଣ୍ଡ୍ରୋମ୍ ଚିନ୍ତା ବଢ଼ାଇଛି। କରୋନାରୁ…
ତହସିଲ ପ୍ରଶାସନ, ଥାନା ମଧ୍ୟରେ ଛକାପଞ୍ଝା
ନାଉଗଁା,୧୦ା୯(ସ୍ବ.ପ୍ର.):ନାଉଗଁା ତହସିଲ ଓ ଥାନା ମଧ୍ୟରେ ଛକାପଞ୍ଝା ଚାଲିଛି। ଏହାର ଫାଇଦା ବାଲି ମାଫିଆ ଉଠାଉଛନ୍ତି। ଫଳରେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି। ନାଉଗାଁ ତହସିଲ ଅଧୀନ ଦେବୀ ନଦୀରେ ତହସିଲ…
‘ମହିଳାଙ୍କ କେବଳ ଗୋଟିଏ କାମ, ସନ୍ତାନ ଜନ୍ମଦେବା’
କାବୁଲ,୧୦।୯: ଜଣେ ମହିଳା ମନ୍ତ୍ରୀ ହୋଇପାରିବେ ନାହିଁ। ଜଣେ ମହିଳା ମନ୍ତ୍ରୀ ହେବା ତାଙ୍କ ବେକରେ କିଛି ରଖିବା ପରି, ଯାହାକୁ ସେ ଉଠାଇ ପାରିବେ ନାହିଁ। ମହିଳାମାନେ କ୍ୟାବିନେଟରେ ରହିବା ଜରୁରୀ ନୁହେଁ। ସେମାନେ ସନ୍ତାନ ଜନ୍ମ ଦେବା ଉଚିତ୍।…
‘କଂଗ୍ରେସର ଅବସ୍ଥା ଜମିଦାରଙ୍କ ପରି’
ନୂଆଦିଲ୍ଲୀ,୧୦।୯: ଦେଶର ଭେଟେରାନ ନେତା ତଥା ଏନସିପି ମୁଖ୍ୟ ଶରଦ ପାୱାର କଂଗ୍ରେସକୁ କଡ଼ା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ଏହା ଗ୍ରହଣ କରିବା ଉଚିତ ଯେ, ଏବେକ ପୂର୍ବପରି କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ନାହିଁ। କଂଗ୍ରେସର ଅବସ୍ଥା…
ରୋଗର ବାହକ ସାଜିଛି ଭେଜାଲ, ଅପମିଶ୍ରିତ ଖାଦ୍ୟ
କେନ୍ଦ୍ରାପଡ଼ା ଅଫିସ, ୧୦ା୯:କଟକର ଏକ ହୋଟେଲରେ ବାସି ଖାଦ୍ୟ ବିକ୍ରି ସମୟରେ ପ୍ରଶାସନିକ ଚଢାଉ ନିକଟରେ ହୋଇଛି। ଏହି ଦୋକାନକୁ ସିଲ୍ କରାଯାଇଛି। ତେବେ କେନ୍ଦ୍ରାପଡ଼ା ଜିଲାରେ ଅପମିଶ୍ରିତ ଚଟପଟି ଖାଦ୍ୟ ବିକ୍ରି ହେଉଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ କୌଣସି…
ବିରାଟ କୋହଲିଙ୍କୁ ମନେ ମନେ ବହୁତ ଭଲ ପାଉଥିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ପ୍ରସିଦ୍ଧ ଭାରତୀୟ କ୍ରିକେଟର ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସ୍ବାମୀ ବିରାଟ କୋହଲିଙ୍କର ସାରା ବିଶ୍ୱରେ ଅନେକ ପ୍ରଶଂସକ ରହିଛନ୍ତି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପ୍ରାୟ ସମସ୍ତେ ବିରାଟ କୋହଲିଙ୍କୁ ବହୁତ ପସନ୍ଦ କରନ୍ତି। ବର୍ତ୍ତମାନ ଏହି ତାଲିକାରେ…
Archives


