ଓଡ଼ିଶାରେ ବଢ଼ିଲା ଟିକାକରଣ କେନ୍ଦ୍ର
ଭୁବନେଶ୍ୱର,୨୨।୯(ବ୍ୟୁରୋ): କରୋନା ସହ ଲଢ଼ିବା ପାଇଁ ଟିକାକରଣ ହିଁ ଏକମାତ୍ର ବାଟ ବୋଲି ବିଶେଷଜ୍ଞମାନେ ମତ ରଖିସାରିଛନ୍ତି। ସେଥିପାଇଁ କେନ୍ଦ୍ର ସହ ରାଜ୍ୟ ସରକାର ଲୋକଙ୍କୁ ଟିକା ଦେବାର ଉଦ୍ୟମ ଜାରି ରଖିଛନ୍ତି। ଭାରତ ଏବେ ଟିକା ଦେବାରେ ରେକର୍ଡ ସୃଷ୍ଟି…
ମା’ବାପା ସୁପରଷ୍ଟାର, ରିକ୍ସାରେ ସ୍କୁଲ ଯାଉଥିଲେ ଝିଅ
ମୁମ୍ବାଇ: ଉଭୟ ମା’ବାପା ସୁପରଷ୍ଟାର। ବଲିଉଡର ଆଗ ଧାଡ଼ିର ନାୟିକା, ନାୟକ। ଭାରତୀୟ ସିନେ ପ୍ରେମୀଙ୍କୁ ଭେଟି ଦେଇଛନ୍ତି ବହୁ ଚଳଚ୍ଚିତ୍ର। ସେଲିବ୍ରିଟି ଭାବେ ଉଭୟ ଘରେ ଘରେ ପରିଚିତ। କିନ୍ତୁ ଝିଅ ଯିବା ଆସିବା ପାଇଁ ରିକ୍ସା ବ୍ୟବହାର କରନ୍ତି।…
କାଳ ହେଲା ଛାତ ଉପରେ ସ୍କିପିଂ ଖେଳିବା
ବ୍ରହ୍ମପୁର ଅଫିସ,୨୨ା୯: ଛାତ ଉପରେ ସାଙ୍ଗମାନଙ୍କ ସହ ସ୍କିପିଂ ଖେଳୁଥିଲେ ୯ ବର୍ଷର କୁନି ଝିଅ। ଅସାବଧାନତା କାରଣରୁ ଛାତରୁ ଖସିପଡିଥିଲେ। ସେତିକିବେଳେ ସେ ଖେଳୁଥିବା ଓଢଣୀ ବେକ୍ରେ ଗୁଡାଇ ହୋଇଯିବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ସେ ହେଲେ ପୋଲସରା ଥାନା…
ଦିଲ୍ଲୀ ଦଳରେ ସ୍ଥାନ ପାଇଲେ ନାହିଁ ବରିଷ୍ଠ ଖେଳାଳି
ଦୁବାଇ,୨୨।୯: ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ୍ ଦଳର ଅଧିନାୟକ କେନ ଓ୍ବିଲିୟମସନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ସିଜନରେ ଅଧିନାୟକ ପଦ ହରାଇଥିବା ଡେଭିଡ୍ ଓ୍ବାର୍ନରଙ୍କୁ ଦଳରେ ଯାଗା ମିଳିଛି। ତାଙ୍କ ସହ ଜାସନ…
ଦେଶ ଦେଖିବ ‘ପାଇକ ବିଦ୍ରୋହ’ କାହାଣୀ
ବମ୍ବେ: ଜାତୀୟ ଚ୍ୟାନେଲ୍ରେ ପ୍ରସାରିତ ହେବ ଓଡ଼ିଶାର ବୀରତ୍ୱର କାହାଣୀ। ପାଇକଙ୍କ ବିଦ୍ରୋହ, ବୀରତ୍ୱ, ତ୍ୟାଗ, ସଂଘର୍ଷର କାହାଣୀକୁ ନେଇ ପ୍ରସାରିତ ହେବ ନୂଆ ଧାରାବାହିକ ‘ବିଦ୍ରୋହୀ’। ଷ୍ଟାରପ୍ଲସ ସହ ଡିଜ୍ନୀ ଓ ହଟ୍ଷ୍ଟାର୍ରେ ଏହି ଧାରାବାହିକ ଦେଖିବାକୁ ମିଳିବ। ବ୍ରିଟିଶ…
ବଲାଙ୍ଗୀରରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ; ୨୦୦ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପିତ
ଭୁବନେଶ୍ୱର(ବ୍ୟୁରୋ)/ବଲାଙ୍ଗୀର ଅଫିସ,୨୨।୯: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବଲାଙ୍ଗିର ଜିଲା ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି। ସେ ଟିଟିଲାଗଡ, ପାଟଣାଗଡ ଓ ବଲାଙ୍ଗିର ଟାଉନ ଗସ୍ତ କରି ସ୍ମାର୍ଟ କାର୍ଡ ବଣ୍ଟନ…
ଚିନ୍ତିତ ହେବାର ଆବଶ୍ୟକତା ନାହିଁ
ଦୁବାଇ,୨୨।୯: ସନରାଇଜର୍ସ ହାଇଦ୍ରାବଦ୍ (ଏସ୍ଆର୍ଏଚ୍) ଦଳର ପେସର ଟି ନଟରାଜନ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥି ଯୋଗୁ ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ପର୍ଯ୍ୟାୟ ଉପରେ ଛାୟୀ ହୋଇଯାଇଥିଲା କଳା ବାଧଲ। କିନ୍ତୁ ନଟରାଜନଙ୍କ ସଂସ୍ପର୍ଶରେ ଆସିଥିବା ଅଲରାଉଣ୍ଡର ବିଜୟ…
ପାକିସ୍ତାନ ଏୟାରସ୍ପେସ୍ ଦେଇ ଉଡିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ
ନୂଆଦିଲ୍ଲୀ,୨୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଆମେରିକା ଗସ୍ତରେ ଯାଇଛନ୍ତି। ଓ୍ବାଶିଂଟନ୍ରେ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ ଏକ ବୈଠକରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ ପ୍ରଧାନମନ୍ତ୍ରୀଙ୍କ ନନ୍ଷ୍ଟପ୍ ବିମାନ ଉଡାଣ ନୂଆଦିଲ୍ଲୀରୁ ଉଡାଣ ଭରିବା ପରେ ପାକିସ୍ତାନ ଏୟାର୍…
ନାବାଳକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ଯୁବତୀ
ଆର୍.ଉଦୟଗିରି,୨୨ା୯(ଡି.ଏନ୍.ଏ.): ଗଜପତି ଜିଲା ମୋହନା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା ନଂ.୧୭୮/୨୧ରେ ମାମଲା ରୁଜୁ କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ନାବାଳକଙ୍କୁ ଧରି ବ୍ରହ୍ମପୁରସ୍ଥିତ ବାଳ ସୁଧାର ଗୃହକୁ ପଠାଯାଇଥିବା…
ଦୁଇ ଦୁଇ ଥର ବିଶ୍ୱକପ୍ ଚାମ୍ପିୟନ ଖେଳାଳିଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ
ଆଣ୍ଟିଗୁଆ,୨୨।୯: ପୂର୍ବତନ ଓ୍ବେଷ୍ଟଇଣ୍ଡିଆନ ଅଲରାଉଣ୍ଡର ମାର୍ଲୋନ ସାମୁଏଲ୍ସ ଟି୧୦ ଲିଗ୍ରେ ଖେଳୁଥିବା ବେଳେ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହୋଇଛି। ଅଭିଯୋଗର ତଦନ୍ତ ବେଳେ ସେ କୌଣସି ସହଯୋଗ ନ କରିବାରୁ ତାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ପକ୍ଷରୁ ନୋଟିସ…
ଫିଲ୍ମ ଶୁଟିଂକୁ କେବେ ଫେରିବେ ଶେହନାଜ୍? ପ୍ରଯୋଜକ କହିଲେ…
ବମ୍ବେ: କଥିତ ପ୍ରେମିକ ସିର୍ଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ଗାୟିକା ତଥା ଅଭିନେତ୍ରୀ ଶେହନାଜ ଗିଲ। ଦିଲଜିତ ଦୋସାଞ୍ଝଙ୍କ ସହ ଫିଲ୍ମ ‘ହୋସଲା ରଖ୍’ ଶୁଟିଂ କରୁଥିବା ବେଳେ ସେ ଦୁଃଖଦ ଖବର ଶୁଣିଥିଲେ। ସେବେଠାରୁ ଶୁଟିଂ ବନ୍ଦ…
ଭାଜପା କହିଲା ଡରିଗଲେ ଦିଦି
କୋଲକତା,୨୨।୯: ପଶ୍ଚିମବଙ୍ଗରେ ପୁଣି ଥରେ ଭାଜପା ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ରାଜନୈତିକ କଳହ ଜାରି ରହିଛି। ଭବାନୀପୁର ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ପ୍ରିୟଙ୍କା ଟିବ୍ରେୱାଲ ମୈଦାଙ୍କୁ ଓହ୍ଲାଇଛି ଭାଜପା। ବୁଧବାର ଭାଜପା ଅଭିଯୋଗ କରିଛି ଯେ, ମୁଖ୍ୟମନ୍ତ୍ରୀ…
Archives


