Home Left

ହତ୍ୟାର ୧୩ ମାସ ପରେ ମିଳିଲା ଯବାନଙ୍କ ମୃତଦେହ

ଶ୍ରୀନଗର,୨୩।୯: ଜମ୍ମୁ-କଶ୍ମୀରର କୁଲଗାମ ଜିଲାର ଏକ ଗ୍ରାମରୁ ବୁଧବାର ଗଳିତ ମୃତଦେହ ଉଦ୍ଧାର ହୋଇଛି। ତେବେ ଗଳିତ ମୃତଦେହଟି ରାଇଫଲମ୍ୟାନ ଶାକିର ମନଜୁରଙ୍କର ବୋଲି ତାଙ୍କ ବାପା ଦାବି କରିଛନ୍ତି। ସେ ଗତବର୍ଷ ଅଗଷ୍ଟ ୨ ତାରିଖରୁ ନିଖୋଜ ଥିଲେ। ତାଙ୍କୁ…

ହାଇଦ୍ରାବାଦ ପିଛା ଛାଡ଼ୁନି ପରାଜୟ

ଦୁବାଇ,୨୨।୯: ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ଅତିସହଜରେ ହରାଇ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ। ହାଇଦ୍ରାବାଦ୍‌ ପକ୍ଷରୁ ଧାର୍ଯ୍ୟ ୧୩୫ ରନ୍‌ର ମାମୁଲି ବିଜୟ ଲକ୍ଷ୍ୟକୁ ୧୭.୫ ଓଭରରେ ୨ ଉଇକେଟ ହାସଲ କରି ନେଇଥିଲା। ଏହି ବିଜୟ ସହ ରିଷଭ…

ଥରିଲା ମେଲବୋର୍ନ

ମେଲବୋର୍ନ, ୨୨।୯: ଭୂକମ୍ପ ଅଷ୍ଟ୍ରେଲିଆର ମେଲବୋର୍ନ ସହରକୁ ଥରାଇ ଦେଇଛି। ବୁଧବାର ୬.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ମେଲବୋର୍ନଠାରୁ ଉତ୍ତରପୂର୍ବ ୨୦୦ କି.ମି ଦୂର ମ୍ୟାନ୍ସଫିଲ୍ଡ ଗ୍ରାମାଞ୍ଚଳ ସହର ନିକଟରେ ଏହାର କେନ୍ଦ୍ରସ୍ଥଳ ବୋଲି ଜଣାପଡ଼ିଛି। ସୁନାମି ସତର୍କ ସୂଚନା…

ବରଗଡ଼ରେ ପୁଣି ଚାଷୀ ଆତ୍ମହତ୍ୟା

ଅତାବିରା\ସରଣ୍ଡା,୨୨।୯(ଡି.ଏନ.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ହିର୍ଲିପାଲି ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗରଟିକ୍ରା ଗ୍ରାମରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ପୁଣି ଆଲୋଡ଼ନ ସୃଷ୍ଟି କରିଛି। ଗତ ରବିଋତୁର ଫସଲହାନୀ ଏବଂ ଋଣ ପରିଶୋଧ ଚିନ୍ତାରେ ଚାଷୀ ବୃନ୍ଦାବନ ଭୁଏ(୬୨)  କୀଟନାଶକ ପିଇ ଆତ୍ମହତ୍ୟା…

‘ନ୍ୟୁଜିଲଣ୍ଡକୁ ପଠାଯାଇଥିବା ଧମକପୂର୍ଣ୍ଣ ଇମେଲ୍‌ ପଛରେ ଭାରତର ଲିଙ୍କ୍‌’

ଇସ୍‌ଲାମାବାଦ,୨୨।୯: ସୁରକ୍ଷାଗତ କାରଣ ଦର୍ଶାଇ ପାକିସ୍ତାନ ଗସ୍ତକୁ ବାତିଲ କରି ସ୍ବଦେଶ ଫେରିଯାଇଛି ନ୍ୟୁଜିଲାଣ୍ଡ କ୍ରିକେଟ ଦଳ। ତେବେ ଏହି ଗସ୍ତ ବାତିଲ ହେବା ପଛରେ ଭାରତର ଲିଙ୍କ୍‌ ରହିଛି ବୋଲି ପାକିସ୍ତାନ ସୂଚନା ମନ୍ତ୍ରୀ ଫଓ୍ବାଦ ଚୌଧୁରୀ କହିଛନ୍ତି। ନ୍ୟୁଜିଲାଣ୍ଡ…

ବିନା ଟିକେଟରେ ଯାତ୍ରା କରି ବନ୍ଧା ହେଲେ ୨୫ଜଣ

ପୁରୀ ଅଫିସ, ୨୨ା୯: ବିଭିନ୍ନ ଟ୍ରେନ୍‌ରେ ବିନା ଟିକେଟରେ ଯାତ୍ରା କରିବା ଅଭିଯୋଗରେ ୨୫ଜଣଙ୍କୁ ରେଲଓ୍ବେ ପୋଲିସ ଗିରଫ କରିଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଙ୍ଗଳବାର ସେମାନଙ୍କୁ ସ୍ବତନ୍ତ୍ର ରେଲଓ୍ବେ ମାଜିଷ୍ଟ୍ରେଟଙ୍କ ନିକଟକୁ ପଠାଇ ଦିଆଯାଇଛି। ପୁରୀ ରେଲଓ୍ବେ ଥାନା ଅଧିକାରୀ…

ବାର୍ଷିକ ଆୟରେ ମେସିଙ୍କୁ ପଛରେ ଛାଡ଼ିଲେ ରୋନାଲ୍ଡୋ

ଲଣ୍ଡନ,୨୨।୯: ଫୋର୍ବସ ପକ୍ଷରୁ ୨୦୨୧ର ଧନୀ ଫୁଟବଲରଙ୍କ ତାଲିକା ଘୋଷଣା କରାଯାଇଛି। ଏଥିରେ କ୍ରିଷ୍ଟିଆନ ରୋନାଲ୍ଡୋ ଶୀର୍ଷରେ ରହିଛନ୍ତିି। ଚଳିତ ବର୍ଷ ସେ ୧୨୫ ମିଲିୟନ ଡଲାର ଆୟ କରିଛନ୍ତି। ବର୍ଷକୁ ସର୍ବାଧିକ ଆୟ କରିଥିବା ଫୁଟ୍‌ବଲରଙ୍କ ତାଲିକାର ଦ୍ୱିତୀୟ ସ୍ଥାନରେ…

ଜେଲ ଗଲେ କୋଟିପତି ଏସ୍‌ଡିଓ

କେନ୍ଦୁଝର,୨୨।୯(ଡି.ଏନ.ଏ./ସ୍ବ.ପ୍ର.): ଶେଷରେ ଭିଜିଲାନ୍ସ ହାତରେ ବନ୍ଧା ହୋଇଛନ୍ତି ବିଦ୍ୟୁତ୍‌ ବିଭାଗର କୋଟିପତି ଏସ୍‌ଡିଓ ମହେଶ୍ୱର ସେଠୀ। ମଙ୍ଗଳବାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ତାଙ୍କ କେନ୍ଦୁଝର ସ୍ପଞ୍ଜ କଲୋନୀ ଘର ସମେତ ୫ଟି ସ୍ଥାନରେ ଚଢ଼ାଉ କରି…

ହାଇଦ୍ରାବାଦ୍‌କୁ ୧୩୪ ରନ୍‌ରେ ରୋକି ଦେଲା ଦିଲ୍ଲୀ

ଦୁବାଇ,୨୨।୯: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ସନରାଇଜର୍ସ ହାଇଦ୍ରାବାଦ୍‌ ଅଧିନାୟକ କେନ ଓ୍ବିଲିୟମସନ। କିନ୍ତୁ ପ୍ରତିପକ୍ଷ ଦଳର ବୋଲରଙ୍କ ମାପଚୁପ ବୋଲିଂ କାରଣରୁ ସନରାଇଜର୍ସ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇଥିଲା। ଫଳରେ ହାଇଦ୍ରାବାଦ୍‌ ୨୦ ଓଭରରେ ୯…

ସ୍ତ୍ରୀଙ୍କୁ ପିଟି ପିଟି ମାରିଦେଲେ

କପ୍ତିପଦା,୨୨।୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ପେଡାଗଡି ପଞ୍ଚାୟତ କରପଦା ଗ୍ରାମରେ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା ଅଭିଯୋଗରେ ପୋଲିସ ସ୍ବାମୀ କାହ୍ନୁ ହାଁସଦାଙ୍କୁ ଗିରଫ କରିଛି। ମୃତ ମହିଳା ହେଲେ ଫୁଲ ହାଁସଦା।…

ସାମ୍ନାକୁ ଆସିଲା ଦିଲ୍ଲୀ ନାବାଳିକା ବଳାତ୍କାର ଘଟଣାର ସତ୍ୟତା

ନୂଆଦିଲ୍ଲୀ,୨୨।୯: ଗତ ୨ ତାରିଖରେ ଜଣେ ୯ ବର୍ଷୀୟା ଝିଅକୁ ଦିଲ୍ଲୀର କଣ୍ଟେନମେଣ୍ଟ ଅଞ୍ଚଳରେ ବଳାତ୍କାର କରାଯାଇଥିଲା। ବଳାତ୍କାର ବେଳେ ଅଣ ନିଶ୍ୱାସ ହୋଇ ପୀଡ଼ିତା ପ୍ରାଣ ହରାଇଥିବା ଦିଲ୍ଲୀ ପୋଲିସ ପକ୍ଷରୁ କୋର୍ଟରେ କୁହାଯାଇଛି। ମୁଖ୍ୟ ଅଭିଯୁକ୍ତ ପୂଜକ ରାଧେ…

୨. ୮୦ ଲକ୍ଷ ଟଙ୍କାର ହିସାବ ଦେଇପାରିଲେନି ଆଇଆଇସି

ଏମ୍‌ଭି ୭୯,(ଡି.ଏନ.ଏ.): ଭିଜିଲାନ୍ସ ଜାଲରେ ପଡିଛନ୍ତି ମାଲକାନଗିରି ଜିଲା କାଲିମେଳା ବ୍ଳକ ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ। ସେ ମୋଟୁରୁ ନିଜ ଘର କଟକ ଜିଲା ଫୁଲନଖରା ଯାଉଥିବା ସମୟରେ ଖୋର୍ଦ୍ଧା ନିକଟରେ ତାଙ୍କୁ ଭିଜିଲାନ୍ସ ଧରିଛି। ସେ ୨…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri