ଜନ୍ମଦିନ ପାଳନର ଫଟୋ ଶେୟାର କଲେ କରିନା…
ମୁମ୍ବାଇ,୨୨।୯: ବଲିଉଡ୍ ଅଭିନେତ୍ରୀ କରିନା କପୁର ଖାଁ ନିଜର ୪୧ତମ ଜନ୍ମଦିନ ପାଳନର ଫଟୋ ଇନଷ୍ଟାଗ୍ରାମ୍ରେ ଶେୟାର କରିଛନ୍ତି। ସେ ମାଳଦ୍ୱୀପରେ ଜନ୍ମଦିନ ଛୁଟି ବିତାଉଛନ୍ତି। ସମୁଦ୍ର କୂଳରେ ତାଙ୍କ ସହିତ ଶୈଫ୍ ଅଲ୍ଲୀ ଖାଁ ଏବଂ ଦୁଇପୁତ୍ର ତୈମୁର ଓ…
ଦ କପିଲ ଶର୍ମା ଶୋ’ରେ ନେହା କକ୍କର, ‘କାଣ୍ଟା ଲଗା’ ଗୀତରେ କଲେ ଜବରଦସ୍ତ ଡ୍ୟାନ୍ସ
ମୁମ୍ବାଇ: ବଲିଉଡ୍ ଗାୟିକା ନେହା କକ୍କର ନିଜ ଗୀତ ‘କାଣ୍ଟା ଲଗା’ର ପ୍ରମୋଶନ କରିବାରେ ଲାଗିଛନ୍ତି। ଏବେ ନେହା କପିଲ ଶର୍ମାଙ୍କ ଶୋ’ରେ ନଜର ଆସିଛନ୍ତି। କମେଡିଆନ କୃଷ୍ଣା ଅଭିଷେକ ନେହାଙ୍କ ସହିତ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ନେହା…
ଜଳକା ନଦୀରେ ବନ୍ୟା: ସରକାରୀ କାର୍ଯ୍ୟାଳୟରେ ପଶିଲା ପାଣି
ବସ୍ତା,୨୨।୯(ଡି.ଏନ୍.ଏ): ବାଲେଶ୍ୱର ଜିଲା ବସ୍ତା ଦେଇ ପ୍ରବାହିତ ଜଳକା ନଦୀରେ ଭୀଷଣ ବନ୍ୟା ଜଳ ପ୍ରବାହିତ ହେଉଛି। ଏ ନେଇ ବନ୍ୟା ଜଳ ବସ୍ତା ଥାନା, ଏସ୍ଡିପିଓ ଅଫିସ, ତହସିଲ ଅଫିସ ଜଳମଗ୍ନ ହୋଇଛି। ଏ ସମସ୍ତ କାର୍ଯ୍ୟାଳୟରେ ପାଣି ପଶିଯାଇଛି।…
ମୌଲାନା କଲିମ ସିଦ୍ଦିକି ଗିରଫ
ଲକ୍ଷ୍ନୌ,୨୨।୯: ଧର୍ମାନ୍ତରଣ ମାମଲାରେ ଉତ୍ତର ପ୍ରଦେଶ ଏଟିଏସ ମୌଲାନା କଲିମ ସିଦ୍ଦିକିଙ୍କୁ ମିରୁଟରୁ ଗିରଫ କରିଛି। ଧର୍ମାନ୍ତରଣ ମାମଲାରେ କଲିମଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଥିଲା। ବିଦେଶରୁ କୋଟି କୋଟି ଟଙ୍କା କଲିମଙ୍କ ଆକାଉଣ୍ଟକୁ ଆସିଥିଲା। ଏହି ମାମଲାରେ ପୂର୍ବରୁ ମୁଫତି କାଜୀ…
କାର୍ତ୍ତିକ ତ୍ୟାଗି, ‘ନାମ୍ ତୋ ସୁନା ହୋଗା’; କିଛି ଏଭଳି ଥିଲା ଫାର୍ମରେ କାମ କରିବାଠାରୁ ଚର୍ଚ୍ଚିତ ପେସରର ଯାତ୍ରା..
ନୂଆଦିଲ୍ଲୀ,୨୨।୯: ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ବାଜିମାତ କରିଥିଲା। ଏହି ବିଜୟ ପରେ ଚର୍ଚ୍ଚାରେ ଭାରତର ଯୁବ ପେସର କାର୍ତ୍ତିକ ତ୍ୟାଗି। ସେ ମ୍ୟାଚ୍ର ଶେଷ ଓଭରରେ ଦୁଇ ଉଇକେଟ ନେଇ ମ୍ୟାଚ୍ର ଭାଗ୍ୟ ବଦଳାଇ…
ବାଇକ୍ ମୁଣ୍ଡରେ ରଖି ବସ୍ ଉପରକୁ ଚଢ଼ିଗଲେ ବ୍ୟକ୍ତି, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ଅନେକ ସମୟରେ ଏମିତି କିଛି ଭିଡିଓ ଶେୟାର କରାଯାଇଥାଏ, ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖି ଦର୍ଶକେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି। ଭିଡିଓରେ ଜଣେ ବ୍ୟକ୍ତି ନିଜ ମୁଣ୍ଡ…
ଭାଜପା ଛାଡିବାର କାରଣ କହିଲେ ବାବୁଲ ସୁପ୍ରିୟୋ
ନୂଆଦିଲ୍ଲୀ,୨୨।୯: ନିକଟରେ ଭାଜପାରୁ ତୃଣମୂଳ କଂଗ୍ରେସ (ଟିଏମସି) ଦଳରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ଦଳ ଛାଡିବାର କାରଣ କହିଛନ୍ତି। ମହାନ ଫୁଟବଲର ଲିଓନାଲ ମେସି ବାର୍ସିଲୋନା କ୍ଲବ ଛାଡିବାକୁ ଚାହୁଁ ନ ଥିଲେ, କିନ୍ତୁ ଦୁଃଖରେ…
ରାଜ୍ୟରୁ ପୁଣି ୪ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨୨।୯(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୧୫୦କୁ ବୃଦ୍ଧି ପାଇଛି। ୪ ମୃତକଙ୍କ ମଧ୍ୟରୁ କଟକ, ଖୋର୍ଦ୍ଧା, ନୟାଗଡ଼ ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଙ୍କ ମୃତ୍ୟୁ ଘଟିଛି ।
ଅଫିସରେ ମହିଳା କର୍ମଚାରୀଙ୍କୁ ଏହି ନାଁରେ ଡାକୁଥିଲେ ଜଣେ ପୁରୁଷ କର୍ମଚାରୀ, ଚାଲିଗଲା ଚାକିରି
ବ୍ରିଟେନରେ ଜଣେ ବ୍ୟକ୍ତି ଅଫିସ୍ର ଜଣେ ମହିଳା କର୍ମଚାରୀଙ୍କୁ ଅଲଗା ନାଁରେ ଡାକିବା ଭାରି ପଡ଼ିଛି। ଫଳରେ କମ୍ପାନୀ ତାକୁ ଚାକିରିରୁ ବାହାର କରିଦେଇଛନ୍ତି। ମଞ୍ଚେଷ୍ଟରରେ ମାଇକ୍ ହାର୍ଟଲେ ନାମକ ଜଣେ ବ୍ୟକ୍ତି ନିଜ ଅଫିସରେ କାମ କରୁଥିବା ଜଣେ ମହିଳା…
ପୋଲିସଙ୍କୁ ଆତଙ୍କବାଦୀ ଭାବି ଗୁଳି…
ଜମ୍ମୁ,୨୨।୯: ଜମ୍ମୁ-କଶ୍ମୀରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ପୋଲିସ କର୍ମଚାରୀଙ୍କୁ ଆତଙ୍କବାଦୀ ଭାବି ମନ୍ଦିର ସୁରକ୍ଷାକର୍ମୀ ଗୁଳି ଚଳାଇବାରୁ ତାଙ୍କର ମୃତ୍ୟୁ ଘଟିଛି। କୁପଓ୍ବାରା ଜିଲାର ହନ୍ଦଓ୍ବାଡ଼ାରେ ଏଭଳି ଘଟିଛି। ପୋଲିସ କର୍ମଚାରୀ ଅଜୟ ଧର ଲଙ୍ଗେଟ୍ ହନ୍ଦଓ୍ବାଡ଼ାର ବାସିନ୍ଦା।…
ଆଇପିଏଲରେ କୋହଲିଙ୍କ ଉତ୍ତରାଧିକାରୀ କିଏ
ୟୁଏଇ,୨୨।୯: ୟୁଏଇରେ ଚାଲିଥିବା ଆଇପିଏଲ ୨୦୨୧ର ମଝିରେ ବିରାଟ କୋହଲିଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର ଅଧିନାୟକ ପଦରୁ ହଟାଯାଇପାରେ। ଏନେଇ ଚର୍ଚ୍ଚା ଲାଗି ରହିଛି। ସୋମବାର ଆବୁଧାବିରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଆରସିବି ବିରାଟ କୋହଲିଙ୍କ ଆତ୍ମସମର୍ପଣ ଦେଖିବା…
ବଢ଼ୁଛି ପିଲାଙ୍କ ଚିନ୍ତା: ରାଜ୍ୟରେ ପୁଣି ୧୦୦ରୁ ଊର୍ଦ୍ଧ୍ୱ ଛୁଆ କରୋନା ସଂକ୍ରମିତ
ଭୁବନେଶ୍ୱର,୨୨।୯(ବ୍ୟୁରୋ): ରାଜ୍ୟରେ ବୁଧବାର ୭୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦୧ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ । ଆକ୍ରାନ୍ତଙ୍କ ମଧ୍ୟରୁ ୪୨୪ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୩୧୦ ଜଣ ଲୋକାଲ…
Archives


