Home Left

ମଣିଷଖିଆ ବାଘର ପତ୍ତା ମିଳୁନି

ମୁମ୍ବାଇ, ୨୩ା୯: ମହାରାଷ୍ଟ୍ରର ଗଡଚିରୌଲି ଜିଲାରେ ମଣିଷ ଖିଆ ବାଘ ଆତଙ୍କ ଜାରି ରହିଛି। ଏ ପର୍ଯ୍ୟନ୍ତ ୧୫ ଲୋକଙ୍କ ଜୀବନ ନେଇ ସାରିଥିବା ବାଘକୁ ଖୋଜିବା ପାଇଁ ସ୍ପେଶାଲ ଟାଇଗର ପ୍ରୋଟେକ୍ସନ ଫୋର୍ସ ଜଙ୍ଗଲ ମଧ୍ୟରେ ଖୋଜାଖୋଜି ଚଳାଇଛନ୍ତି। ଫୋର୍ସର…

ଆଇଏସ୍‌ଆଇ ମୁଖ୍ୟଙ୍କୁ ହଟାଇବାକୁ ଚାହୁଁଛି ପାକ୍‌ ସେନା

ଇସ୍‌ଲାମାବାଦ, ୨୩ା୯: ତାଲିବାନ୍‌ ସରକାରରେ ପାକିସ୍ତାନର ହସ୍ତକ୍ଷେପ ଯୋଗୁ ଆଫଗାନିସ୍ତାନରେ ଅସ୍ଥିରତା ଦେଖାଦେଇଛି। ତାଲିବାନ୍‌ ସରକାରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖିବାକୁ ପାକ୍‌ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ମୁଖ୍ୟ ଫୈଜ ହମିଦ ଯୋଜନା ଚଳାଇଥିବାବେଳେ ସେନା ମୁଖ୍ୟ କମର ଜାଭେଦ ବାଜ୍‌ଓ୍ବାଙ୍କ ସହ…

ଜାତିସଂଘ ଦେଲା ୩୩୨କୋଟି ସହାୟତା

ଜେନେଭା, ୨୩ା୯: ଆଫଗାନିସ୍ତାନକୁ ତାଲିବାନ୍‌ କବ୍‌ଜା କରିବା ପରଠାରୁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏଥିରେ ସୁଧାର ଆଣିବା ପାଇଁ ଜାତିସଂଘ ଜରୁରିକାଳୀନ ପାଣ୍ଠିରୁ ୪୫ ମିଲିୟନ ଡଲାର (ପ୍ରାୟ ୩୩୨ କୋଟି ଟଙ୍କା) ରିଲିଜ କରିଛି। ସେଠାରେ ଔଷଧ, ଚିକିତ୍ସା ଉପକରଣର…

ଶ୍ରବଣବାଧିତଙ୍କ ପାଇଁ ସାଙ୍କେତିକ ଭାଷା

ଚିକିତ୍ସା ବିଜ୍ଞାନ ଅନୁସାରେ ଶୁଣି ଅନୁକରଣ କରିବା ପ୍ରତିଟି ପ୍ରାଣୀର ସହଜାତ ପ୍ରବୃତ୍ତି। ମାତ୍ର ଶ୍ରବଣ ସମସ୍ୟା ରହିଲେ ଅନୁକରଣ କରିବା ସମ୍ଭବ ହୋଇ ନ ଥାଏ। ଶ୍ରବଣ ସମସ୍ୟା ଯୋଗୁ ବାକ୍‌ କ୍ଷମତା ହରାଇଥିବା ଶିଶୁ ବଡ଼ ହୋଇ କିଭଳି…

ଶିଶୁଙ୍କୁ ମିଳୁନି ଆବଶ୍ୟକ ପୋଷକ ତତ୍ତ୍ୱ: ୟୁନିସେଫ

ନୂଆଦିଲ୍ଲୀ,୨୩ ।୯: ଶିଶୁମାନଙ୍କୁ ନେଇ ୟୁନିସେଫ ଏକ ରିପୋର୍ଟ ଜାରି କରିଛି । ଯେଉଁଥିରେ ଦର୍ଶାଯାଇଛି କି ୨ ବର୍ଷରୁ କମ୍ ବୟସର ଶିଶୁଙ୍କ ବିକାଶ ପାଇଁ ଆବଶ୍ୟକ ପରିମାଣର ଭୋଜନ ବା ପୋଷକ ତତ୍ତ୍ୱ ମିଳିପାରୁ ନାହିଁ । ରିପୋର୍ଟରେ…

ଯାତ୍ରା ସମୟରେ ବି କାର୍ଯ୍ୟବ୍ୟସ୍ତ ମୋଦି

ନୂଆଦିଲ୍ଲୀ,୨୩ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଦିନିଆ ଆମେରିକା ଗସ୍ତରେ ବୁଧାବାର ଦିଲ୍ଲୀ ଛାଡିଛନ୍ତି । ଗୁରୁବାର ସେ ଆମେରିକା ପହଞ୍ଚିଛନ୍ତି । ଏହାରି ଭିତରେ ସେ ବିମାନ ଯାତ୍ରା କରୁଥିବା ବେଳେ ଏହାର କିଛି ଫଟୋ ଟୁଇଟ୍ କରିଛନ୍ତି…

ଚଳନ୍ତା ଟ୍ରେନ୍‌ରେ ବିପଜ୍ଜନକ ଷ୍ଟଣ୍ଟ୍‌ କଲେ ଯୁବକ, ଆଉ ତା’ ପରେ…

ଖୁବ୍‌ ତୀବ୍ର ବେଗରେ ଯାଉଥିବା ଟ୍ରେନ୍‌ରେ ଜଣେ ଯୁବକ ବିପଜ୍ଜନକ ଷ୍ଟଣ୍ଟ୍‌ କରିବା ସମସ୍ତଙ୍କୁ ଚକିତ କରିଛି। ଭିଡିଓଟି ଏବେ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳିଛି, ଜଣେ ଯୁବକ ଖୁବ୍‌ ତୀବ୍ର ଗତିରେ ଯାଉଥିବା ଟ୍ରେନ୍‌ର ଝରକା ଧରି ଓହଳିଛନ୍ତି।…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର,୨୩।୯(ବ୍ୟୁରୋ): ଆନ୍ଧ୍ରପ୍ରଦେଶ ଓଡ଼ିଶା ସୀମାବର୍ତ୍ତୀ ଜିଲା କୋରାପୁଟ ଏବଂ ଗଜପତିର ବିଭିନ୍ନ ଗାଁକୁ ନେଇ ସୃଷ୍ଟି ହୋଇଛି ଅନେକ ବିବାଦ। ବିବାଦର ଆପୋସ ସମାଧାନ ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌.…

ବିବାଦରେ ବଲିଉଡ୍‌ ହ୍ୟାଣ୍ଡସମ

ମୁମ୍ବାଇ: ବିବାଦକୁ ଆସିଛନ୍ତି ବଲିଉଡ୍‌ର ହ୍ୟାଣ୍ଡସମ୍‌ ଜନ୍‌ ଆବ୍ରାହମ୍‌। ଫିଲ୍ମ ଦୁନିଆରୁ ଏବେ ଦୂରରେ ଥିଲେ ମଧ୍ୟ ସେ ଏବେ ଏକ ଭିଡିଓ ମାଧ୍ୟମରେ ସାମ୍ନାକୁ ଆସିଛନ୍ତି। ସେଲଫି ନେବାବେଳେ ଜଣେ ଫ୍ୟାନଙ୍କୁ ଧକ୍କା ମାରିଥିବା ଭିଡିଓ ଭାଇରାଲ ହୋଇଛି। ସୂଚନା…

‘ସିଦ୍ଧୁଙ୍କୁ ଜିତାଇ ଦେବିନି’

ନୂଆଦିଲ୍ଲୀ,୨୩।୯: ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ଜିତାଇ ଦେବେନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କହିଛନ୍ତି। ସିଦ୍ଧୁଙ୍କ ବିରୋଧରେ ପ୍ରାର୍ଥୀ ଦେବା ସହ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଇ ନ ଦେବା ପାଇଁ…

ଦମ୍ପତିଙ୍କଠାରୁ ଝାମ୍ପିନେଲେ ୩.୫୦ ଲକ୍ଷ

ବାରିପଦା ଅଫିସ/ଉଦଳା,୨୩।୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ବିସିପୁର-ଧାନଘେରା ରାସ୍ତାରେ ଏକ ଦମ୍ପତିଙ୍କଠାରୁ ୩ ଲକ୍ଷ ୫୦ହଜାର ଟଙ୍କା ଭର୍ତ୍ତି ବ୍ୟାଗ୍‌ ଦୁର୍ବୃତ୍ତମାନେ ଝାମ୍ପି ନେଇଛନ୍ତି। ପ୍ରକାଶ ଯେ, ଧାନଘେରା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ରତିକାନ୍ତ ବେହେରା ସ୍ତ୍ରୀଙ୍କ ସହ…

ନିଜକୁ ଫିଟ୍‌ ରଖିବା ପାଇଁ ଏସବୁ କାମ କରନ୍ତି ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଫିଟନେସ ପାଇଁ ଜଣାଶୁଣା। କେବଳ ଅଭିନୟରେ ନୁହେଁ ବରଂ ତାଙ୍କ ସୌନ୍ଦର୍ଯ୍ୟ ଦେଖିବା ପାଇଁ ପ୍ରଶଂସକ ପାଗଳ। ଅନୁଷ୍କା ଶର୍ମାଙ୍କ ଫିଟନେସ ପ୍ରତି ଟିକିଏ ଭିନ୍ନ ଆଭିମୁଖ୍ୟ ରହିଛି, ସେ ଫିଟ ରହିବାକୁ ଭାରୀ ବ୍ୟାୟାମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri