ଚନ୍ନିଙ୍କ ପରେ ମୁଖ୍ୟମନ୍ତ୍ରୀ କିଏ
ନୂଆଦିଲ୍ଲୀ,୨୦।୯: ପଞ୍ଜାବରେ ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସ ପକ୍ଷରୁ କିଏ ମୁଖ୍ୟମନ୍ତ୍ରୀ ହେବେ ଏବେଠୁ ଚର୍ଚ୍ଚା ଜୋର୍ ଧରିଲାଣି। ଏନେଇ କଂଗ୍ରେସର ଉତ୍ତର ମଧ୍ୟ ଆସିଛି। ପିସିସି ସଭାପତି ନବଜୋତ୍ ସିଂ ସିଦ୍ଧୁ ଓ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି…
ଆଫଗାନିସ୍ତାନରେ ସିରିଜ ବିସ୍ଫୋରଣ
କାବୁଲ, ୨୦ା୮: ଆଫଗାନିସ୍ତାନର ଜଲାଲାବାଦ ଏବଂ କାବୁଲରେ ତାଲିବାନ୍ ଗାଡ଼ିକୁ ଟାର୍ଗେଟ କରି ସିରିଜ ବିସ୍ଫୋରଣ ହୋଇଛି। ଏଥିରେ ଏକାଧିକ ତାଲିବାନୀଙ୍କ ସମେତ ଅତିକମ୍ରେ ୮ ଜଣ ନିହତ ହୋଇଥିବା ଜଣାପଡ଼ିଛି। ୩୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣ ପାଇଁ…
୧୦୦ ଭିତରେ ଅଲଆଉଟ୍ ହେବାରେ ଆର୍ସିବିର ଛକା
ଆବୁ ଧାବି,୨୦।୯: ସ୍ଥାନୀୟ ଆବୁଧାବି ଅନ୍ତର୍ଜାତୀୟ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷ ଆଇପିଏଲ ମ୍ୟାଚ୍ରେ ମାତ୍ର ୯୨ ରନ୍ରେ ଅଲଆଉଟ୍ ହୋଇଯାଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆର୍ସିବି)। ଆଇପିଏଲ ଇତିହାସରେ ୬ଷ୍ଠ ଥର ପାଇଁ ବାଙ୍ଗଲୋର…
ବ୍ରାଉନସୁଗାର ବେପାରରେ ୩ ଛାତ୍ର
ଜୟପୁର,୨୦ା୯(ନି.ପ୍ର.): ଗେଟଗୁଡ଼ା ନିକଟସ୍ଥ ଆମ୍ବତୋଟାରେ ସୋମବାର ଜୟପୁର ଟାଉନ ଥାନା ପୋଲିସ ଚଢ଼ାଉକରି ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ପରିମାଣ ୨.୭୧ ଗ୍ରାମ। ଏହି ମାମଲାରେ ୩ ଜଣକୁ ଗିରଫ କରାଯାଇଛି। ସେମାନେ ହେଲେ ଜୟପୁର ସହରର ପାରାବେଢ଼ାର ଶିଶିର…
ବାଘଛାଲ ବିକୁଥିଲେ ଇଞ୍ଜିନିୟରିଂ ଛାତ୍ର
ବାରିପଦା ଅଫିସ,୨୦ା୯: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଥିବା ଗାନ୍ଧୀ ପାର୍କ ନିକଟରୁ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟାସ୍କ ଫୋର୍ସ(ଏସ୍ଟିଏଫ୍) ଚଢ଼ାଉ କରି ୨ଫୁଟର କଲରାପତରିଆ ବାଘଛାଲ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୨ଜଣଙ୍କୁ ଗିରଫ…
ଆରମ୍ଭରୁ ଚିତପଟାଙ୍ଗ ହୋଇ ପଡ଼ିଲା ଆର୍ସିବି
ଆବୁ ଧାବି,୨୦।୯: ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭରୁ ଚିତପଟାଙ୍ଗ ହୋଇ ପଡ଼ିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆର୍ସିବି)। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳକୁ ମାତ୍ର ୯୨ ରନ୍ରେ ଅଲଆଉଟ୍ କରି ଦେଇଛନ୍ତି କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)ର ବୋଲରମାନେ।…
କନ୍ୟା ସନ୍ତାନର ଜନନୀ ହେଲେ ବ୍ରିଟେନ ରାଜକୁମାରୀ
ଲଣ୍ଡନ: ବ୍ରିଟେନର ରାଜକୁମାରୀ ବ୍ରିଟିସ୍ ସୋମବାର ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଶିଶୁ କନ୍ୟାଟି ଲଣ୍ଡନର ଚେଲ୍ସି ଆଣ୍ଡ ୱେଷ୍ଟମିନିଷ୍ଟର ହସ୍ପିଟାଲରେ ଜନ୍ମ ହୋଇଛି। କନ୍ୟାର ଓଜନ ୨.୭୮କି.ଗ୍ରା ରହିଛି। ଏହି ସୂଚନା ଦେଇଛନ୍ତି ବ୍ରିଟିସ୍ଙ୍କ ସ୍ବାମୀ ଇଡାର୍ଡୋ ମ୍ୟାପେଲି…
ଶସ୍ତାରେ ଚାଲିଗଲେ କୋହଲି, ଖାତା ଖୋଲିପାରିଲେନି ଡିଭିଲର୍ସ
ଆବୁ ଧାବି,୨୦।୯: ଏଠାରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷରେ ଚାଲିଥିବା ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି) ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଏପର୍ଯ୍ୟନ୍ତ ୧୦ ଓଭରରେ ୪ ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କ ଉଇକେଟ ହରାଇ ମାତ୍ର ୫୪ ରନ୍…
୧୨ ବର୍ଷର ପୁଅକୁ ଧରି ପ୍ରେମିକ ସହ ଫେରାର
ରାଜନଗର,୨୦ା୯(ଡି.ଏନ.ଏ.): ୧୨ ବର୍ଷର ପୁଅକୁ ଧରି ଜଣେ ମହିଳା ପ୍ରେମିକଙ୍କ ସହ ଫେରାର ହୋଇଯାଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସ୍ବାମୀ ଦାଦନ ଖଟିବାକୁ ବାହାରକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି। ଏ ସଂକ୍ରାନ୍ତରେ ଖବର ମିଳିବା…
‘ଦୁଇ ଥର ରାଜ୍ୟ ସଭା ଆସନକୁ ପ୍ରତ୍ୟାଖ୍ୟାନ କରିଛି’
ନୂଆଦିଲ୍ଲୀ,୨୦।୯: ବାସଭବନ ଓ କାର୍ଯ୍ୟାଳୟରେ ଆଇଟି ଚଢ଼ାଉ ପରେ ଟିକସ ଠକେଇ ଓ ବେଆଇନ ଫଣ୍ଡିଂ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ। ଏହି ଚଢ଼ାଉ ପୂର୍ବରୁ ତାଙ୍କୁ ଦୁଇ ଦୁଇ ଥର ରାଜ୍ୟ ସଭା ପ୍ରସ୍ତାବ ଆସିଥିଲା।…
ଅଶ୍ଳିଳ ବିଷୟବସ୍ତୁ ପ୍ରସ୍ତୁତିରେ ସାମିଲ ଥିବା ନେଇ କୌଣସି ପ୍ରମାଣ ନାହିଁ: ରାଜ କୁନ୍ଦ୍ରା
ବମ୍ବେ,୨୦।୯: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଶେଷରେ ମିଳିଲା ଜାମିନ। ଦୀର୍ଘ ୨ ମାସ ଜେଲରେ ରହିବା ପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। କୋର୍ଟରେ ରାଜ୍ ତାଙ୍କୁ ଫସାଯାଇଥିବା କହିବା…
କୋହଲିଙ୍କ ନିଷ୍ପତ୍ତିକୁ ନେଇ ଖୁସି ନାହାନ୍ତି ସେହ୍ବାଗ; ଦେଲେ ଏଭଳି ବଡ଼ ବୟାନ
ନୂଆଦିଲ୍ଲୀ,୨୦।୯: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୧ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ଅଧିନାୟକ ପଦ ଛାଡ଼ିବେ ବିରାଟ କୋହଲି। ନିକଟରେ ଜାତୀୟ ଟି୨୦ ଦଳର ଅଧିନାୟକ ପଦରୁ ଓହରିବାକୁ ନେଇ ସେ ନିଷ୍ପତ୍ତି ନେଇଥିବା ବେଳେ ଏବେ କୋହଲିଙ୍କ ଏହି ଘୋଷଣା…
Archives


