ବୁକ୍ ଆର୍ଟ
ବହି ପଢ଼ିବା ଅନେକଙ୍କର ଅଭ୍ୟାସ ଥାଏ। ସେମାନଙ୍କ ପାଇଁ ବହି ଅବସରର ସାଥୀଟିଏ। ତେବେ ଏହି ବହିକୁ ନେଇ ଯେ ସୁନ୍ଦର କଳାକୃତି ଗଢ଼ି ହେବ ତାହା ଅନେକେ ଜାଣି ନ ଥିବେ। ଏଲିଜାବେଥ୍ ସାଗାନ୍ ନାମ୍ନୀ ଜଣେ ପୁସ୍ତକପ୍ରେମୀ ବହିରେ…
ଯା ଦେବୀ ସର୍ବ ପେଣ୍ଡାଲେ…
ଆଜି ବିଦ୍ୟାନଗରୀର ଗ୍ରାମଦେବୀଙ୍କ ମନ୍ଦିର ବେଢ଼ାରେ ନରିଆ ଭାଇଙ୍କ ଅଧକ୍ଷତାରେ ଏକ ମିଟିଂ ବସିଥିଲା। ଏଥରର ପ୍ରସଙ୍ଗ ଥିଲା ସମ୍ପ୍ରତି ଦୁର୍ଗାପୂଜା ପାଇଁ ସରକାର କରିଥିବା ବିଭିନ୍ନ କଟକଣା । ସଭା ଆରମ୍ଭରୁ ଯୁବକ ସଂଘର କର୍ମକର୍ତ୍ତାମାନଙ୍କ ଗରମା ଗରମ ମିଶାଇଲ…
ସବୁଠୁ ସୁନ୍ଦର ମଶା
ମଶା ମଣିଷର ବଡ଼ ଶତ୍ରୁ। ତାକୁ କେହି ଭଲ ପାଆନ୍ତି ନାହିଁ। ଆଉ ଦେଖିବା ମାତ୍ରେ ଗୋଡ଼ାଇ ଗୋଡ଼ାଇ ମରାଯାଏ। ହେଲେ ଜାଣନ୍ତି କି ଏମିତି ଏକ ପ୍ରଜାତିର ମଶା ଅଛି, ଯାହା ଦେଖିବାକୁ ବେଶ୍ ସୁନ୍ଦର। ଆଉ ସେ ସବୁଠାରୁ…
ପୋବିଟୋରା
ଗୋଟିଏ ଶିଙ୍ଗ ଥିବା ଗଣ୍ଡାମାନଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ହାସଲ କରିଥିବା ପୋବିଟୋରା ବନ୍ୟପ୍ରାଣୀ ଅଭୟାରଣ୍ୟରେ ପର୍ଯ୍ୟଟକ ଅନ୍ୟାନ୍ୟ ବନ୍ୟପ୍ରାଣୀ ତଥା ଶତାଧିକ ପ୍ରଜାତିର ପକ୍ଷୀଙ୍କୁ ଦେଖବା ସହ ଫଟୋଗ୍ରାଫି ଓ ହାତୀ ପିଠିରେ ବସି ବୁଲିବାର ମଜା ମଧ୍ୟ ନେଇପାରିବେ……
ସୂର୍ଯ୍ୟ ଅସ୍ତ ହେଉ ନ ଥିବା ସ୍ଥାନ
ସୌରମଣ୍ଡଳ ଏବେ ସୁଦ୍ଧା ମଣିଷ ସମାଜ ପାଇଁ ଏକ ଅସରନ୍ତି ରହସ୍ୟମୟ । ପୃଥିବୀ ସୂର୍ଯ୍ୟ ଚାରିପଟେ ବୁଲିବା ସହିତ ନିଜ ଚାରିପଟେ ମଧ୍ୟ ବୁଲୁଥାଏ, ଯେଉଁଥିପାଇଁ ଦିନରାତି ହୋଇଥାଏ। ତେବେ ବିଭିନ୍ନ ସ୍ଥାନରେ ଦିନରାତିର ସମୟସୀମା ଭିନ୍ନ ଭିନ୍ନ ହୋଇଥାଏ।…
ଲେଖିବାବେଳେ ଶିଶୁ ପାଲଟି ଯାଏ
ପ୍ରାୟ ଚାରି ଦଶନ୍ଧି ଧରି ତାଙ୍କର କବିତା,ଗଳ୍ପ, ଭ୍ରମଣ କାହାଣୀ, ଜୀବନୀ, ଉପନ୍ୟାସ, ପ୍ରବନ୍ଧ, ରମ୍ୟ ରଚନା ସହ ଶିଶୁ ସାହିତ୍ୟ କ୍ଷେତ୍ରରେ ସେ ଖୁବ୍ ପରିଚିତ। ଏମିତିରେ ଥୁକୁଲୁ ଥୁକୁଲୁ ଥା, ସଡ଼କରେ ସଡ଼କ, ମୋର ଯୋଡ଼ି ସିଲଟଖଡ଼ି ଆଦି…
ସାଢ଼ ୪ ବର୍ଷର ହିସାବ ଦେଲେ ମୁଖ୍ୟମନ୍ତ୍ରୀ …
ଲକ୍ଷ୍ନୌ,୧୯।୯: ଉତ୍ତରପ୍ରଦେଶରେ ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ତାଙ୍କ ଶାସନ ସମୟରେ ହୋଇଥିବା ସାଢ଼େ ୪ ବର୍ଷର ହିସାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ କାର୍ଡରେ ସଫଳତାର ବାର୍ତ୍ତା ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ…
ପେପ୍ଲମ୍ କୁର୍ତ୍ତା
କୁର୍ତ୍ତା ଏକ କମ୍ଫଟେବଲ ଆଉଟ୍ଫିଟ୍। ଖାସ୍କରି ପେପ୍ଲମ୍ କୁର୍ତ୍ତା ହେଉଛି ସେମିତି ଏକ କୁର୍ତ୍ତା, ଯାହା ଧୋତି ପ୍ୟାଣ୍ଟ ହେଉ କିମ୍ବା ପ୍ଲାଜୋ ଅବା ଓ୍ବାଇଡ୍-ଲେଗ୍ ପ୍ୟାଣ୍ଟ ଇତ୍ୟାଦି ସହ ପର୍ଫେକ୍ଟ ମ୍ୟାଚ୍ କରିଥାଏ। ସେହିପରି ଏ ଷ୍ଟାଇଲର କୁର୍ତ୍ତାକୁ କାଜୁଆଲ…
ଭୋଜନ ପାଇଁ ବି ଅଛି ନିୟମ
ଭୋଜନ କରିବା ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ। ଏହାଦ୍ୱାରା ଶରୀରକୁ ଶକ୍ତି ମିଳେ। କିନ୍ତୁ ବେଳେବେଳେ ଭୋଜନ କରିବା ସମୟରେ ଆମେ ଜାଣତରେ ହେଉ ଅବା ଅଜାଣତରେ ଏଭଳି କିଛି କାର୍ଯ୍ୟ କରିଥାଉ; ଯଦ୍ଦ୍ବାରା ଅନ୍ନର ଅପମାନ ହୋଇଥାଏ। ଆସନ୍ତୁ ଜାଣିବା…
ଘରେ ଶାନ୍ତି ରହିବା ପାଇଁ …
ସପ୍ତାହରେ ଥରେ ହେଉନା କାହିଁକି ଘରେ ଝୁଣା ଧୂପ ଲଗାଇବା ଶୁଭ ହୋଇଥାଏ। ସେହିପରି ତାଓ୍ବାରେ ରୁଟି ସେକିବା ପୂର୍ବରୁ ସେଥିରେ କିଛି କ୍ଷୀରର ଛିଟା ମାରିକି ସେକିବା ସହ ପ୍ରଥମ ରୁଟିକୁ ଗୋମାତାଙ୍କୁ ଖାଇବାକୁ ଦେଲେ ଘରେ ସୁଖଶାନ୍ତି ବଢିଥାଏ…
ଏହି ଅଭିନେତାଙ୍କ ସ୍ତ୍ରୀ ଜାଣିଥିଲେ ସ୍ବାମୀଙ୍କ ପ୍ରେମ ସମ୍ପର୍କ ବିଷୟରେ ସବୁ, ଆଉ ତା’ ପରେ
ଫିଲ୍ମ ଷ୍ଟାର ମାନଙ୍କ ଜୀବନ ଅନେକ ଉତ୍ଥାନ-ପତ୍ତନ ଦେଇ ଗତି କରିଥାଏ। ଯେଉଁଥିପାଇଁ ଅନେକ ଷ୍ଟାରଙ୍କ ବୈବାହିକ ସମ୍ପର୍କ ଛାଡପତ୍ର ଯାଏ ଯାଇଛି। ତଥାପି, ଏପରି କିଛି ଷ୍ଟାର ଅଛନ୍ତି, ଯାହାଙ୍କ ବିବାହ ପରେ ସେମାନଙ୍କ ପୂର୍ବ ପ୍ରେମ ସମ୍ପର୍କ ଚର୍ଚ୍ଚାକୁ…
୩ ବର୍ଷ ପରେ ଏକାଠି ହେଲେ କତାର-ସୌଦି-ୟୁଏଇ…
ରିୟାଦ୍,୧୯।୯: କତାର, ସୌଦି ଆରବ ଏବଂ ୟୁଏଇ ମଧ୍ୟରେ ଗତ ୩ ବର୍ଷ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଛି। ଶେଷରେ ୩ ଦେଶର ମୁଖ୍ୟମାନେ ଏବଂ ଶୀର୍ଷ ଅଧିକାରୀମାନେ ଏକାଠି ହୋଇଛନ୍ତି। ଏକ ବୈଠକ ତିନି ଦେଶର ମୁଖ୍ୟ…
Archives


