Home Left

ଓ୍ବାରାଓ୍ବାରା ରାଓଙ୍କ ଜାମିନ ଶୁଣାଣି ସ୍ଥଗିତ

ମୁମ୍ବାଇ, ୨୫।୯(ପି.ଟି.): ଏଲ୍‌ଗାର ପରିଷଦ ମାମଲାରେ ଅଭିଯୁକ୍ତ ଥିବା କବି ତଥା ସାମାଜିକ କର୍ମୀ ଓ୍ବାରାଓ୍ବାରା ରାଓଙ୍କ ଜାମିନ ମିଆଦ ବୃଦ୍ଧି ଆବେଦନର ଶୁଣାଣିକୁ ଶୁକ୍ରବାର ବମ୍ବେ ହାଇକୋର୍ଟ ଅକ୍ଟୋବର ୧୩ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଅକ୍ଟୋବର ୧୪ ପର୍ଯ୍ୟନ୍ତ ତାଙ୍କର…

ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ

ରସୁଲପୁର,୨୫।୯(ଡି.ଏନ.ଏ.): ରସୁଲପୁର ତହସିଲ ଅଧୀନ ଭୋଟକା ପଞ୍ଚାୟତ ସେରପୁର ଗ୍ରାମର ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଉକ୍ତ ପଞ୍ଚାୟତ ସାନରମ୍ପେଇ ଗ୍ରାମର ସୁଧାକର ଦାସ ୪ବର୍ଷ ହେଲା ସେରପୁର ଗ୍ରାମର ଆବାଦଯୋଗ୍ୟ ଅନାବାଦୀ ଖାତା ନଂ.-୨୫୯, ପ୍ଲଟ ନଂ-୭୩୦ର ୧୩…

ପିପିଲି ଉପନିର୍ବାଚନ ଭୋଟ ଗଣତି ନିମନ୍ତେ ତାଲିମ

ପୁରୀ ଅଫିସ, ୨୫।୯:ପିପିଲି ଉପନିର୍ବାଚନ ଭୋଟ ଗଣତି ପାଇଁ ଶୁକ୍ରବାର ପୁରୀ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ସୁପରଭାଇଜର ଓ କାଉଣ୍ଟିଂ ଆସିଷ୍ଟାଣ୍ଟମାନଙ୍କୁ ତାଲିମ ଦିଆଯାଇଛି। ଆସନ୍ତା ୩୦ ତାରିଖରେ ମତଦାନ ହୋଇ…

ନଭେମ୍ବର ୧ ସୁଦ୍ଧା ଜାଗା ଖାଲି ନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୯ (ବ୍ୟୁରୋ):‘ଏକାମ୍ର କ୍ଷେତ୍ର ଆମେନିଟିଜ୍‌ ଆଣ୍ଡ ମନୁମେଣ୍ଟ୍‌ସ ରିଭାଇଭାଲ୍‌ ଆକ୍ସନ ପ୍ଲାନ’ ଯୋଜନାରେ ବିଏମ୍‌ସି ଉପଯୁକ୍ତ କ୍ଷତିପୂରଣ ନ ଦେଇ ଘରୋଇ ଜମି ଅଧିଗ୍ରହଣ କରିବାକୁ ବିରୋଧ କରି ହାଇକୋର୍ଟରେ ଆଗତ ୨ଟି ମାମଲାର ରାୟ ପ୍ରକାଶ ପାଇଛି। ମୁଖ୍ୟ ବିଚାରପତି…

ବିଷାକ୍ତ ହେଉଛି ଦୟା

ପୁରୁଣା ଭୁବନେଶ୍ୱର,୨୫।୯(ଡି.ଏନ୍‌.ଏ.):ରାଜଧାନୀ ଭୁବନେଶ୍ୱରରେ ପ୍ରବାହିତ ଦୟା ୱେଷ୍ଟ କେନାଲ ଭଳି ଦୟା ନଦୀର ପାଣି ମଧ୍ୟ ଧୀରେ ଧୀରେ ବିଷାକ୍ତ ହେବାରେ ଲାଗିଛି। ଧଉଳି ପାଦଦେଶରେ ବୋହି ଯାଇଥିବା ଏହି ଐତିହ୍ୟ ତଥା ପବିତ୍ର ନଦୀ ଏବେ ବ୍ୟବହାର ଅନୁପଯୋଗୀ ହୋଇପଡିଛି।…

ବ୍ରିଟେନ୍‌ ପାର୍ଲାମେଣ୍ଟରେ ପ୍ରସ୍ତାବ

ଲଣ୍ଡନ, ୨୫।୯: ବ୍ରିଟେନର ହାଉସ୍‌ ଅଫ୍‌ କମନ୍ସରେ କଶ୍ମୀରରେ ମାନବାଧିକାରକୁ ନେଇ ଆଲୋଚନା ପାଇଁ ପ୍ରସ୍ତାବ ଅଣାଯାଇଛି। କଶ୍ମୀର ଉପରେ ସେଠାର ଅଲ୍‌ ପାର୍ଟି ପାର୍ଲାମେଣ୍ଟାରି ଗ୍ରୁପ୍‌ (ଏପିପିଜି) ଏହି ପ୍ରସ୍ତାବ ଆଣିଛି। ଏହାକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ…

ଅନ୍‌ଫ୍ରେଣ୍ଡ କରିଦେବାରୁ ଏଭଳି ପ୍ରତିଶୋଧ ନେଲେ ଯୁବକ

ସମ୍ବଲପୁର,୨୫ା୯(ବ୍ୟୁରୋ): ଯୁବତୀଙ୍କ ନକଲି ଫେସ୍‌ବୁକ ଆକାଉଣ୍ଟ ଖୋଲି ଫଟୋ ଭାଇରାଲ କରିଥିବା ଅଭିଯୋଗରେ ସମ୍ବଲପୁର ଜିଲା ସାଇବର ଥାନା ପୋଲିସ ଧନୁପାଲି ଥାନା ଅଞ୍ଚଳରୁ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ବରଗଡ଼ ଜିଲା ଭେଡନ ଥାନା ଯୋଗିପାଲିର କ୍ଷୀରସିନ୍ଧୁ…

ଅଳିଆ ପକାଇବାକୁ ଯାଉଥିବା ନାବାଳିକାଙ୍କୁ ଗଣବଳାତ୍କାର

ମୁଜାଫରନଗର,୨୫।୯: ବନ୍ଧୁକ ଦେଖାଇ ୧୭ ବର୍ଷୀୟା ନାବାଳିକାଙ୍କୁ ୩ ଜଣ ଯୁବକ ଗଣବଳାତ୍କାର କରିଛନ୍ତି। ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ମୁଜାଫରନଗର ଜିଲାରେ। ପୀଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ସାମ୍ନାକୁ ଆସିଛି ଏହି ଗଣବଳାତ୍କାର ଘଟଣା। ପୋଲିସର…

ତୃତୀୟ ଥରରେ ସଫଳତା

ଝାରସୁଗୁଡା ଅଫିସ, ୨୪।୯: ଭାରତୀୟ ପ୍ରଶାସନିକ ସେବା(ଆଇଏଏସ)ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ଝାରସୁଗୁଡା ସରବାହାଲର ପରୀକ୍ଷାର୍ଥୀ ରୀନା ପ୍ରଧାନ ୧୯୪ ରାଙ୍କରେ ଉତିନ୍ନ ହୋଇଛନ୍ତି। ଏହା ପ୍ରକାଶ ପାଇବା ପରେ ଝାରସୁଗୁଡା ଜିଲାରେ ଖୁସିର ଲହରୀ ଖେଳି…

ପୁଣି ଶୀର୍ଷକୁ ଫେରିଲା ସିଏସ୍‌କେ

ଶାରଜା,୨୪।୯: ସ୍ଥାନୀୟ ଶାରଜା ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୬ ଉଇକେଟରେ ହରାଇ ଦେଇଛି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ଏହି ବିଜୟ ସହ ମହେନ୍ଦ୍ର ସିଂ ଧୋନୀଙ୍କ ସିଏସ୍‌କେ ୧୪ ପଏଣ୍ଟ ସହ…

ସାଙ୍ଗ ହୋଇ ଯାଇଥିଲେ, ଆଉ ଫେରିଲେନି

କୋରାପୁଟ/ଲମତାପୁଟ,୨୪ା୯(ସ୍ବ.ପ୍ର.): କୋରାପୁଟ ଜିଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ରାଇପଡ଼ା ଗ୍ରାମରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ଦୁଇ ଜଣ ନାବାଳିକାଙ୍କ ମୃତ୍ୟୁ ହୋଇଛି। ଖବରରୁ ଜଣାପଡ଼ିଛି ରାଇପଡ଼ା ଗ୍ରାମର ବଳଭଦ୍ର ପାଙ୍ଗିଙ୍କ ଝିଅ କବିତା…

ସ୍ବାମୀ, ସ୍ତ୍ରୀଙ୍କୁ କାଟି ଫିଙ୍ଗି ଦେଲେ

କାଲିମେଳା,୨୪ା୯(ଡି.ଏନ.ଏ.): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଏମ୍‌ଭି-୬୯ ଗ୍ରାମ ପଛପଟେ ଥିବା ଏକ ଚାଷଜମିରୁ ଶୁକ୍ରବାର ଦମ୍ପତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଉଭୟେ ନିଜ ଜମି ନିକଟରେ କରିଥିବା କୁଡ଼ିଆରେ ରହୁଥିଲେ। ତାଙ୍କୁ ହତ୍ୟାକରି ଚାଷଜମିକୁ ଫିଙ୍ଗା ଯାଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri