Home Left

ମ୍ୟାଚ୍‌ ପୂର୍ବରୁ ଶାରଜାରେ ଧୂଳିଝଡ଼

ଶାରଜା,୨୪।୯: ଛକା ଓ ଚୌକା ପାଇଁ ଜଣାଶୁଣା ଶାରଜା ଗ୍ରାଉଣ୍ଡରେ ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି ) ଓ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ ପୂର୍ବରୁ ଦେଖାଦେଇଛି ଧୂଳିଝଡ଼। ଏଥି ଯୋଗୁ ୧୦ ମିନିଟ୍‌…

ପାକିସ୍ତାନ ମନରୁ ଏବେ ବି ଲିଭିନି ପରାଜୟ

ନୂଆଦିଲ୍ଲୀ,୨୪।୯: ସେପ୍ଟେମ୍ବର ୨୪ ତାରିଖ ଭାରତୀୟ କ୍ରିକେଟ ପାଇଁ ସ୍ବର୍ଣ୍ଣିମ ଦିନ। ଠିକ୍‌ ୧୪ ବର୍ଷ ତଳେ ଅର୍ଥାତ୍‌ ୨୦୦୭ରେ ଆଜିର ଦିନରେ ଭାରତ ଟି୨୦ ବିଶ୍ୱକପ୍‌ ଟ୍ରଫି ହାତେଇଥିଲା। ଫାଇନାଲରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଇତିହାସ ରଚିଥିଲା ମହେନ୍ଦ୍ର ସିଂ…

ନଟରାଜନଙ୍କ ସ୍ଥାନରେ ନୂଆ ପେସର

ଆବୁଧାବି,୨୪।୯: ଜମ୍ମୁ-କଶ୍ମୀରର ଡାହାଣହାତୀ ପେସର ଉମରାନ ମଲିକ ସନରାଇଜର୍ସ ହାଇଦ୍ରାବଦ୍‌ ଦଳରେ ସ୍ଥାନ ପାଇଛନ୍ତି। ଟି ନଟରାଜନଙ୍କ ବଦଳ ଖେଳାଳି ଭାବେ ଉମରାନଙ୍କ ସହ ଚୁକ୍ତି କରିଛି ସନରାଇଜର୍ସ। ତେବେ ନଟରାଜନ ସୁସ୍ଥ ହୋଇ ଦଳରେ ଯୋଗ ନ ଦେଲା ପର୍ଯ୍ୟନ୍ତ…

ହନ୍ତାଳଗୁଡ଼ା ଘାଟିରେ ଓଲଟିଲା ପିକ୍‌ଅପ: ୪ ଗୁରୁତର ୧୧ ଆହତ

ଚିତ୍ରକୋଣ୍ଡା,୨୪।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ହନ୍ତାଳଗୁଡ଼ା ଘାଟିରେ ଶୁକ୍ରବାର ଏକ ପିକ୍‌ଅପ୍‌ ଓଲଟି ପଡ଼ିଛି। ଏଥିରେ ୪ ଜଣ ଗୁରୁତର ହୋଇଥିବା ବେଳେ ୧୧ ଆହତ ଅଛନ୍ତି। ଯୋଡ଼ାମ୍ବ ଗ୍ରାମର ୧୫ ଜଣ ଏକ ପିକ୍‌ଅପରେ ଲାମ୍ବାସିଙ୍ଗ ଗ୍ରାମକୁ…

ପୁଣି ଅଡ଼ୁଆରେ କପିଲଙ୍କ ଶୋ’; କୋର୍ଟର ଅବମାନନା କରିବାକୁ ନେଇ…

ବମ୍ବେ: ପୁଣି ଅଡ଼ୁଆରେ କମେଡିଆନ୍‌ କପିଲ ଶର୍ମାଙ୍କ ‘ଦ କପିଲ ଶର୍ମାଙ୍କ ଶୋ’। ମଧ୍ୟପ୍ରଦେଶର ଶିବପୁରୀର ଜିଲା କୋର୍ଟରେ ଶୋ’ ବିରୋଧରେ ଏକ ଏଫ୍‌ଆଇଆର୍‌ ପଞ୍ଜିକୃତ ହୋଇଛି। କୋର୍ଟ ରୁମ୍‌ର ଦୃଶ୍ୟ ଦେଖାଯାଉଥିବା ବେଳେ କଳାକାରମାନେ ମଦ୍ୟପାନ କରୁଥିବା ଶୋ’ରେ ଦେଖାଯାଇଥିଲା।…

କୋର୍ଟ ଭିତରେ ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା, ହତ୍ୟାକାରୀ ନିହତ

ନୂଆଦିଲ୍ଲୀ,୨୪ ।୯: ରାଜଧାନୀ ଦିଲ୍ଲୀର ରୋହିଣି କୋର୍ଟରେ ଶୁକ୍ରବାର ଏକ ବଡ ଧରଣର ଅଘଟଣ ଘଟିଛି । କେତେଜଣ ଦୁର୍ବୁତ୍ତ କୋର୍ଟ ଭିତରେ ପଶି ଜଣେ ଗ୍ୟାଙ୍ଗଷ୍ଟରଙ୍କୁ ଗୁଳିକରି ହତ୍ୟା କରିଛନ୍ତି । କୋର୍ଟ ରୁମ୍ ନମ୍ବର ୨୦୭ରେ ଶୁଣାଣି ଚାଲୁଥିବା…

ଯୁବ ରିପୋର୍ଟର ଅରିନ୍ଦମଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ବ୍ୟୁରୋ): କାର୍ଯ୍ୟରତ ଯୁବ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କ ଅମର ଆତ୍ମାର ସଦ୍‌ଗତି…

ବ୍ୟାକ୍‌ଲେସ୍‌ ଡ୍ରେସ୍‌ ପିନ୍ଧି ଟ୍ରୋଲ ହେଲେ ଉର୍ଫି

ମୁମ୍ବାଇ: ବିଗ୍‌ବସ୍‌ରୁ ବାହାରିବା ପରେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି ଉର୍ଫି ଜାଭେଦ୍‌। ସେ ତାଙ୍କର ନୂଆ ନୂଆ ଫଟୋ, ଭିଡିଓ ଶେୟାର କରି ଫ୍ୟାନ୍‌ମାନଙ୍କ ସହ ଯୋଡି ହୋଇ ରହୁଛନ୍ତି। ଏହାଛଡ଼ା ନିଜର ନିଆରା ଫ୍ୟାଶନ ଷ୍ଟାଇଲକୁ ନେଇ ମଧ୍ୟ ସେ…

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଗୁହାରି କଲେ ଚାଷୀ ନେତା ରାକେଶ ଟିକାଏତ

ନୂଆଦିଲ୍ଲୀ,୨୪ ।୯: ଭାରତୀୟ କୃଷକ ୟୁନିୟନର ରାଷ୍ଟ୍ରୀୟ ପ୍ରବକ୍ତା ତଥା କୃଷକ ନେତା ରାକେଶ ଟିକାଏତ ଦେଶର ସମସ୍ୟା ଉପରେ ବିଦେଶୀ ହସ୍ତକ୍ଷେପ ଚାହୁଁଛନ୍ତି । କେନ୍ଦ୍ର ସରକାରଙ୍କ ୩ଟି ଯାକ କୃଷି ଆଇନକୁ ବିରୋଧ କରି କୃଷକ ନେତା ରାକେଶ…

ହାତୀକୁ ବଞ୍ଚାଇବାକୁ ଯାଇ ଓଲଟିଲା ବୋଟ୍‌

କଟକ ଅଫିସ,୨୪।୯: ମୁଣ୍ଡୁଳି ଜଳ ସ୍ରୋତରେ ଏକ ଦନ୍ତାହାତୀ ଶୁକ୍ରବାର ଫସିଛି। ତେବେ ମହାନଦୀ ମଝିକୁ ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ବୋଟ ମଧ୍ୟ ଓଲଟି ପଡ଼ିଛି। ହାତୀକୁ କୂଳକୁ ଘଉଡାଇବା ବେଳେ ମୁଣ୍ଡଳି ବ୍ୟାରେଜ ନିକଟରେ ପାଣିର ପ୍ରଖର…

ନିଜ ପିଲାଙ୍କୁ ହରାଇ ଭାଙ୍ଗି ପଡ଼ିଥିଲେ ଏସବୁ ବଲିଉଡ୍‌ ତାରକା: କିଏ କରିଥିଲେ ଆତ୍ମହତ୍ୟା ତ କିଏ…

ବଲିଉଡ୍‌ ତାରକାଙ୍କ ବ୍ୟକ୍ତିଗତ ଜୀବନ ଦୂରରୁ ସୁନ୍ଦର ମନେହୁଏ ହେଲେ ବାସ୍ତବତା କିଛି ଭିନ୍ନ ଥାଏ। ସେଭଳି କିଛି କଳାକାରଙ୍କ ଜୀବନରେ ଏପରି କ୍ଷଣ ଆସିଛି ଯାହା ସବୁଦିନ ପାଇଁ ତାଙ୍କୁ ଦୁଃଖ ଦେଇ ଯାଇଛି। ଆଜି ଆମେ ଆପଣଙ୍କୁ ଏପରି…

ସମ୍ପୂର୍ଣ୍ଣ ଟିକାକରଣର ୬ ମାସ ପୂରଣ କରିଥିବା ଲୋକଙ୍କୁ ମିଳିବ ତୃତୀୟ ଡୋଜ: ଆମେରିକା

ୱାଶିଂଟନ,୨୪ ।୯: କରୋନା ମହାମାରୀ ପାଇଁ ବୁଷ୍ଟର ଡୋଜକୁ ନେଇ ସାରା ବିଶ୍ୱରେ ଚାଲିଥିବା ବାଦବିବାଦ ମଧ୍ୟରେ ଆମେରିକା ତା’ର ନାଗରିକଙ୍କୁ ଏହି ବୁଷ୍ଟର ଡୋଜ୍ ଦେବାକୁ ଅନୁମତି ପ୍ରଦାନ କରିଛି । ମିଳିଥିବା ସୂଚନା ଅନୁଯାୟୀ, ୬୫ ବର୍ଷରୁ ଊର୍ଦ୍ଧ୍ୱ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri