Home Left

ଦୁବାଇରୁ ଓଡ଼ିଶା ଯାଏ ଚାଲିଛି ଆଇପିଏଲ୍‌ ବେଟିଂ

ଝାରସୁଗୁଡ଼ା ଅଫିସ,୨୩ା୯: ଦୁବାଇରେ ଆଇପିଏଲ୍‌ କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବାବେଳେ ପୂରା ଦେଶରେ ସକ୍ରିୟ ହୋଇ ଉଠିଛି ବେଟିଂ ର଼୍ୟାକେଟ୍‌। ଝାରସୁଗୁଡ଼ାରେ ଏହାର ଲିଙ୍କ୍‌ ଉନ୍ମୋଚନ କରିବାରେ ସଫଳ ହୋଇଛି ପୋଲିସ। ବେଟିଂରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି…

ଅଯୋଧ୍ୟା ମନ୍ଦିରରୁ ୮ ମୂର୍ତ୍ତି ଚୋରି

ଅଯୋଧ୍ୟା, ୨୩।୯: ଅଯୋଧ୍ୟାର ଶହେ ବର୍ଷର ଏକ ମନ୍ଦିରରୁ ୮ ପୁରାତନ ମୂର୍ତ୍ତି ଚୋରି ହୋଇଛି। ଏନେଇ ହାଇଦରଗଡ଼ ପୋଲିସ ସର୍କଲରେ ଏକ ଚୋରି ମାମଲା ରୁଜୁ କରାଯାଇଛି। ଏକ ରାଜ ପରିବାର ଉକ୍ତ ମନ୍ଦିର ନିର୍ମାଣ କରିଥିଲେ। ବୁଧବାର ମନ୍ଦିରର…

ଦୂତୀ – ପୋଲିସ ଅଧିକାରୀ ମୁହାଁମୁହିଁ

ରସୁଲପୁର,୨୩।୯(ଡି.ଏନ.ଏ.): ଯାଜପୁର ଜିଲା କୁଆଖିଆ ଥାନା ଅଧୀନ  ଚକଗୋପାଳପୁର ଗାଁର ଚାନ୍ଦ ସାହିରେ ଖୁଦୁରୁକୁଣି ମେଢ଼ ଭସାଣିକୁ ନେଇ ବିବାଦ ସୃଷ୍ଟି ହୋଇଛି। କୋଭିଡ୍‌ ନିୟମ ଉଲ୍ଲଂଘନ କରି ସାହିର ଯୁବତୀଯୁବକ ଡିଜେ ବଜାଇ ନାଚଗୀତ କରୁଥିବାରୁ ପୋଲିସ ପହଞ୍ଚତ୍ ଏହାକୁ…

ବିସ୍ଫୋରକ ଓପନିଂ ପାର୍ଟନରଶିପ୍‌ ସତ୍ତ୍ୱେ ଭଲ ସ୍କୋର ଛିଡ଼ା କରିପାରିଲାନି ମୁମ୍ବାଇ

ଆବୁଧାବି,୨୩।୯: ଏଠାରେ ଗୁରୁବାର ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ପ୍ରତିପକ୍ଷ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଆଗରେ ଛିଡ଼ା କରିଛି ୧୫୬ ରନ୍‌ର ବିଜୟ ଲକ୍ଷ୍ୟ। ମୁମ୍ବାଇକୁ ଭଲ ଆରମ୍ଭ ଦେଇଥିଲା ଅଧିନାୟକ…

ଇନ୍‌ଷ୍ଟା ପୋଷ୍ଟ ପାଇଁ ଫସିଲେ ଷ୍ଟାର ଅଲରାଉଣ୍ଡର

ଆବୁଧାବି,୨୩।୯: ନିକଟରେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ଅଡ଼ୁଆରେ ପଡ଼ିଛନ୍ତି ପଞ୍ଜାବ କିଙ୍ଗ୍ସ ଅଲରାଉଣ୍ଡର ଦୀପକ ହୁଡା। ଇନ୍‌ଷ୍ଟାଗ୍ରାମରେ  ପୋଷ୍ଟ କାରଣରୁ ସେ ମ୍ୟାଚ୍‌ ଫିକ୍ସିଂରେ ଲିପ୍ତ ଥାଇ ପାରନ୍ତି ବୋଲି ସନ୍ଦେହ ସୃଷ୍ଟି ହୋଇଛି। ଶବିର ହୁସେନ ଶେଖଦମ…

କୋଟିଆରେ ଆନ୍ଧ୍ର ପାଳିଲା ପୁଷ୍ଟି ଦିବସ

ପଟ୍ଟାଙ୍ଗୀ,୨୩ା୯(ଡି.ଏନ୍‌.ଏ.): କୌଣସି ନୀତି ନିୟମ ମାନିବାକୁ ପ୍ରସ୍ତୁତ ନୁହେଁ ଆନ୍ଧ୍ର। କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଯେ ଓଡ଼ିଶାର ଏହା ସ୍ବୀକାର କରିବାକୁ ଆନ୍ଧ୍ର ନାରାଜ। ତାହା ଆମ ପଞ୍ଚାୟତ ବୋଲି ଜାହିର କରିବାକୁ ଆନ୍ଧ୍ର ବିଭିନ୍ନ…

ଆତ୍ମହତ୍ୟା କରିଥିବା ଆକ୍ରାନ୍ତଙ୍କ ପରିବାରକୁ ମିଳିବ ସହାୟତା

ନୂଆଦିଲ୍ଲୀ,୨୩ା୯: କରୋନାରେ ଆକ୍ରାନ୍ତ ହେବାର ୩୦ ଦିନ ମଧ୍ୟରେ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ପରିବାରକୁ ମଧ୍ୟ ଆର୍ଥତ୍କ ସହାୟତା ଦିଆଯିବ। ଏ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଅତିରିକ୍ତ ସତ୍ୟପାଠ ଦାଖଲ କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଆଇସିଏମ୍‌ଆର…

କେକେଆର ଭର୍ସସ୍‌ ୧୦୦୦

ଆବୁ ଧାବି,୨୩।୯: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଗୁରୁବାର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବିପକ୍ଷରେ ୩୦ ବଲରେ ୩୩ ରନ୍‌ର ଇନିଂସ ଖେଳିଥିଲେ। ଏହି ଇନିଂସ ଅବସରରେ କେକେଆର୍‌ ବିପକ୍ଷରେ ୧ ହଜାର ରନ୍‌ ପୂରଣ କରିଛନ୍ତି ହିଟ୍‌…

ଛତ୍ରଭଙ୍ଗ ଦେଲେ ମାଓବାଦୀ: ମିଳିଲା ୩୦୩ ଅଫୁଟା ଗୁଳି

ମାଲକାନଗିରି,୨୩ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ତୁଳସୀ ପାହାଡ଼ରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ପୋଲିସକୁ ସଫଳତା ମିଳିଛି। ଗତ ୨୦ ତାରିଖରେ ଏହି ଗୁଳି ବିନିମୟ ହୋଇଥିଲା। ପରେ ତଲାସୀ ବେଳେ ବହୁ ପରିମାଣର ମାଓବାଦୀ ସାମଗ୍ରୀ ଜବତ…

‘କେହି ଭାରତ ଯିବାକୁ ମନା କରିପାରିବେ ନାହିଁ’

ମେଲବୋର୍ନ,୨୩।୯: କୌଣସି ଦଳ ଭାରତକୁ ଗସ୍ତ କରିବାକୁ ମନା କରିବେ ନାହିଁ। କିନ୍ତୁ ପାକିସ୍ତାନ ଓ ବାଂଲାଦେଶ  ଗସ୍ତକୁ ବାତିଲ କରିବା ଖେଳାଳି ଓ ସଂଗଠନଙ୍କ ପକ୍ଷେ ସହଜ ହୋଇପଡ଼ିଛି। ନ୍ୟୁଜିଲାଣ୍ଡ ପରେ ଇଂଲଣ୍ଡ ଦଳ ପାକିସ୍ତାନ ଗସ୍ତକୁ ବାତିଲ କରିବା…

କାଟ୍ରିନାଙ୍କ ସହ ସମ୍ପର୍କକୁ ନେଇ ଏପରି କହିଲେ ବିକିଙ୍କ ଭାଇ

ମୁମ୍ବାଇ: କାଟ୍ରିନା ଓ ବିକି ର୍ନିବନ୍ଧ କରିଥିବା ଚର୍ଚ୍ଚାକୁ ଆସିଛିି। ଏ ନେଇ ମୁହଁ ଖୋଲିଛନ୍ତି ବିକିଙ୍କ ଭାଇ ସନ୍ନି କୌଶଲ। ଏ ବିଷୟରେ ପ୍ରଥମେ ଜାଣିବା ପରେ ସେ ଓ ତାଙ୍କ ପରିବାରର ସମସ୍ତେ ବହୁତ ହସିଥିଲେ। ସେଦିନ ତାଙ୍କ…

ମୁହଁ ଖୋଲିଲେ ନାଗା ଚୈତନ୍ୟ

ହାଇଦ୍ରାବାଦ: ଟଲିଉଡ୍‌ର ଲୋକପ୍ରିୟ ଯୋଡ଼ି ନାଗା ଚୈତନ୍ୟ ଓ ସମନ୍ଥାଙ୍କ ସମ୍ପର୍କକୁ ନେଇ ବେଶ୍‌ କିଛି ଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଦୁହିଁଙ୍କ ବୈବାହିକ ଜୀବନରେ କିଛି ଠିକ୍‌ ନଥିବା ଓ ସେମାନେ ପରସ୍ପରକୁ ଛାଡ଼ପତ୍ର ଦେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri