Home Left

କୋହଳ ହୋଇପାରେ ପଞ୍ଚାୟତ ନିର୍ବାଚନ କଟକଣା

ଭୁବନେଶ୍ୱର,୭ା୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପ୍ରଚାରରେ କୋହଳ ହୋଇପାରେ କଟକଣା। ଏନେଇ ସୋମବାର ନିଷ୍ପତ୍ତି ନିଆଯିବ। ନିର୍ବାଚନ ପ୍ରଚାର ଓ କୋଭିଡ୍‌ କଟକଣା ନେଇ ଆଜି ସମସ୍ତ ଜିଲାପାଳଙ୍କ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ କମିଶନ। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି…

ବାପାଙ୍କୁ ହାଣି ପୁଅ ଫେରାର

ରେଢାଖୋଲ,୭ା୨(ଡି.ଏନ.ଏ.): ବାପାଙ୍କୁ କଟୁରିରେ ହାଣି ପୁଅ ରାମଚନ୍ଦ୍ର ସାହୁ ଫେରାର ହେବା ଭଳି ଏକ ଅଭାବନୀୟ ଘଟଣା ରେଢାଖୋଲ ଥାନା କୁଶାପାଲି ଗ୍ରାମରେ ଘଟିଛି। ଏ ନେଇ ବାପା ରମେଶ ସାହୁ ରେଢାଖୋଲ ଥାନାରେ ଏକ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ…

ଦିନରେ ଅଧିକ ନିଦ ଲାଗିଲେ..

ଦିନତମାମ ଆମେ ନିଜକୁ ବିଭିନ୍ନ କାମରେ ବ୍ୟସ୍ତ ରଖିଥାଉ। ତେଣୁ ସେହି ଅନୁସାରେ ରାତିରେ ଆବଶ୍ୟକ ପରିମାଣର ଶୋଇବା ନିହାତି ଦରକାର। ନ ହେଲେ ଆମେ କେତେକ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ତେବେ ଏପରି କେତେକ ବ୍ୟକ୍ତି…

ଜେସିବି ମେଶିନକୁ ଦେଖି ରାଗିଗଲା ହାତୀ, ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…

ଜୀବନର ଶେଷ ସମୟରେ ଇୟରଫୋନ୍‌ ମଗାଇ ଏହି କଳାକାରଙ୍କ ଗୀତ ଶୁଣୁଥିଲେ ଲତା

ନିଜ କୋକିଳ ସ୍ବରର ଯାଦୁରେ ସମସ୍ତଙ୍କୁ ମୁଗ୍ଧ କରିଦେଉଥିବା ଲତା ମଙ୍ଗେସକର ଆଉ ନାହାନ୍ତି। ସେ ତାଙ୍କ ଜୀବନରେ ସଙ୍ଗୀତ ଠାରୁ ଅଧିକ ଆଉ କାହାକୁ ଭଲ ପାଇ ନାହାନ୍ତି। ସେ ସଙ୍ଗୀତ ବ୍ୟତୀତ ଆଉ କୌଣସି ଜିନିଷକୁ ଅଧିକ ଗୁରୁତ୍ୱ…

ସରପଞ୍ଚ ପଦବୀ ପାଇଁ ମଇଦାନରେ ୯ ମାସର ଗର୍ଭବତୀ

ନୂଆପଡ଼ା ଅଫିସ,୭।୨: ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାର ସେତିକି ଜୋର ଧରିବାରେ ଲାଗିଛି। ଏଭଳିସ୍ଥିତିରେ ଜଣେ ୯ ମାସର ଗର୍ଭବତୀ ନିର୍ବାଚନ ମଇଦାନକୁ ଓହ୍ଲାଇ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି। ସେ ହେଲେ ନୂଆପଡ଼ା ସଦର ବ୍ଲକ ସାହିପଲା…

ସୁସ୍ଥ ଜୀବନଶୈଳୀ ଅନ୍ତରାଳେ…

ସମଗ୍ର ପୃଥିବୀରେ ଯେତେ ପ୍ରଜାତିର ପ୍ରାଣୀ ଅଛନ୍ତି ସମସ୍ତଙ୍କଠାରୁ ମନୁଷ୍ୟ ବୁଦ୍ଧିମାନ ତଥା ହିତାହିତ ଜ୍ଞାନ ରହିଥିବା ପ୍ରାଣୀଭାବେ ବିବେଚିତ। ହେଲେ ନିଜର ହେୟଜ୍ଞାନ,ଖାମଖିଆଲ ମନୋଭାବ ତଥା ଅବହେଳା ହେତୁ କେତେକ ନିଜର ଦୈନନ୍ଦିନ ଜୀବନଶୈଳୀକୁ ଏପରି ଢଙ୍ଗରେ ବିତାଇ ଥାଆନ୍ତି,…

କମିନି କୋହଲିଙ୍କ ଆଧିପତ୍ୟ, ପଡିଆରେ ଜବରଦସ୍ତି ରୋହିତଙ୍କୁ ଏମିତି କାମ କରିବାକୁ କଲେ ବାଧ୍ୟ: ଦେଖନ୍ତୁ ଭିଡିଓ

ଅହମଦାବାଦ୍‌,୭।୨: ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ୬ ଉଇକେଟରେ ପରାସ୍ତ କରିଛି ଭାରତ। ଏହା ସହିତ ଦଳ ସିରିଜରେ ୧-୦ ରେ ଆଗରେ ଅଛି। ରୋହିତ ଶର୍ମା ସ୍ଥାୟୀ ଅଧିନାୟକ ହେବା ପରେ ଏହା ଭାରତୀୟ ଦଳ…

ଭାଜପା-କଂଗ୍ରେସ କେବଳ ଉତ୍ତରାଖଣ୍ଡକୁ ଲୁଟିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ, ୭।୨ : ଆମ୍‌ ଆଦ୍‌ମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଭାଜପା-କଂଗ୍ରେସ କେବଳ ଉତ୍ତରାଖଣ୍ଡକୁ ଲୁଟିଛନ୍ତି। ଉଭୟ ଦଳ ରାଜ୍ୟରେ ୧୦ ବର୍ଷ ଲେଖାଏଁ କ୍ଷମତାରେ ରହି କୌଣସି ବିକାଶ କାର୍ଯ୍ୟ…

ଆଜିଠୁ ଆରମ୍ଭ ଖଣ୍ଡଗିରି ମେଳା: ହେବନି ଅପେରା କି ଖୋଲିବନି ଦୋକାନ ବଜାର

ଭୁବନେଶ୍ୱର,୭ା୨(ବ୍ୟୁରୋ): ସୋମବାର ସନ୍ଧ୍ୟାରୁ ଆରମ୍ଭ ହେବ ଖଣ୍ଡଗିରି ମେଳା। କୋଭିଡ୍‌ କଟକଣା ପାଇଁ ଚଳିତବର୍ଷ ବି ମେଳା ଫିକା ପଡ଼ିବ। କେବଳ ମନ୍ଦିର ଭିତରେ ନୀତିକାନ୍ତି ପାଳନ କରାଯିବ। ଭକ୍ତଙ୍କ ପାଇଁ ମେଳା ବାରଣ ଥିବା ବେଳେ କୌଣସି ପ୍ରକାର ଦୋକାନ…

କ୍ରିକେଟ୍‌ରେ ବିରଳ ରେକର୍ଡ

ଫେବୃୟାରୀ ୭, ଭାରତୀୟ କ୍ରିକେଟ ପାଇଁ ଏକ ସ୍ବତନ୍ତ୍ର ଦିନ। ଆଜିକୁ ଠିକ୍‌ ୨୩ ବର୍ଷ ପୂର୍ବେ ପ୍ରସିଦ୍ଧ ସ୍ପିନ୍‌ ବୋଲର୍‌ ଅନିଲ କୁମ୍ବଲେ ଭାରତ ପାଇଁ ଇତିହାସ ରଚିଥିଲେ। ୧୯୯୯, ଫେବୃୟାରୀ ୭ରେ ଦିଲ୍ଲୀର ତତ୍କାଳୀନ ଫିରୋଜ ଶାହା କୋଟଲା…

ଆଜି ରାଜ୍ୟରୁ ୧୪୯୭ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ କମୁନି

ଭୁବନେଶ୍ୱର,୭ା୨(ବ୍ୟୁରୋ): ସୋମବାର ରାଜ୍ୟରୁ ୧୪୯୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୬୮,୩୦୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୮୭୪ ଜଣ ଚିହ୍ନଟ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?