Home Left

୧୨ ଲକ୍ଷ ଟଙ୍କାର ଜରିମାନା ଦେବେ ଏହି କ୍ରିକେଟର୍‌

ୟୁଏଇ,୨୨।୯: ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ରାଜସ୍ଥାନ ରୟାଲ୍ସ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ଏହି ସୁପର ରୋମାଞ୍ଚକର ମ୍ୟାଚର ଶେଷ ଓଭରରେ ଯୁବ ବୋଲର କାର୍ତ୍ତିକ ତ୍ୟାଗି ଚମତ୍କାର ବୋଲିଂ କରିଥିଲେ। କିନ୍ତୁ ଏହି ମ୍ୟାଚ ଜିତିବାରେ ରାଜସ୍ଥାନ ରୟାଲ୍ସ…

ରାସ୍ତା ମଝିରେ ଅହିରାଜ ସହ ଲଢ଼ିଲା ଗୋଧି; ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ…

ଅହିରାଜ ସହ ଗୋଧିର ଲଢ଼େଇ। ଏକ ଏଭଳି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଭିଡିଓଟି କେରଳର ମଲୟାଟୋରସ୍ଥିତ ଥୁଣ୍ଡମ ରେଞ୍ଜର ଏକ ଜଙ୍ଗଲର। ସେଥିରେ ଅହିରାଜ ସହ କିଭଳି ଗୋଧି ଲଢ଼େଇ କରୁଛି ତାହା ଦେଖିବାକୁ ମିଳୁଛି।…

ଶୋ’ ବନ୍ଦ କର, ନିର୍ମାତାଙ୍କୁ କାହିଁକି ଏମିତି କହିଲେ ଅମିତାଭ ବଚ୍ଚନ

କୌନ ବନେଗା କରୋଡ ପତି ୧୩ର ଏକ ନୂଆ ପ୍ରୋମୋ ସାମ୍ନାକୁ ଆସିଛି। ଏହି ଭିଡିଓରେ ଅମିତାଭ ବଚ୍ଚନ ନିର୍ମାତାଙ୍କୁ ଶୋ ବନ୍ଦ କରିବାକୁ କହୁଥିବା ନଜର ଆସିଛନ୍ତି। ଏହାର କାରଣ ହେଉଛି ଶୋ’ରେ ଆସିଥିବା ଜଣେ ପ୍ରତିଯୋଗୀ ଅମିତାଭଙ୍କୁ ତାଙ୍କ…

ଘରେ ଘରେ ନଳ ଜଳ ଯୋଜନା ଉପରେ ପ୍ରଶ୍ନ ଚିହ୍ନ, ଉପମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟଙ୍କୁ ୩୬ ଠିକା…

ପାଟନା,୨୨।୯: ବିହାରରେ ଘରେ ଘରେ ନଳ ଜଳ ଯୋଜନା ନେଇ ସାଧାରଣରେ ପ୍ରଶ୍ନ ଚିହ୍ନ ଉଠିଛି। ଏହି ଯୋଜନାରେ ଉପମୁଖ୍ୟନ୍ତ୍ରୀ ତାରକିଶୋର ପ୍ରସାଦଙ୍କ ପରିବାର ଏବଂ ସମ୍ପର୍କୀୟଙ୍କକୁ ୩୬ ଠିକା ମିଳିଛି। ଏଥିରେ ଉପମୁଖ୍ୟନ୍ତ୍ରୀଙ୍କ ବୋହୂ ମଧ୍ୟ ଅଛନ୍ତି। ତେବେ ଏନେଇ…

ରାତିରେ ଝଗଡ଼ା, ସକାଳେ ମିଳିଲା ମୃତଦେହ

ଭୁବନେଶ୍ୱର,୨୨।୯(ବ୍ୟୁରୋ): ରାତିରେ ଝଗଡ଼ା, ସକାଳେ ମିଳିଲା ମୃତଦେହ। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ମୁଣ୍ଡା ବସ୍ତିରେ ଜଣେ ବ୍ୟକ୍ତିଙ୍କ ଏପରି ସନ୍ଦେହଜନକ ମୃତ୍ୟୁକୁ ନେଇ ଚର୍ଚ୍ଚା ଚାଲିଛି। ମଙ୍ଗଳବାର ମୃତଦେହକୁ ସ୍ତ୍ରୀ ସ୍ବର୍ଗରଥରେ ନେଇଯାଉଥିବାବେଳେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ…

ମନ୍ଦିରରେ ପ୍ରବେଶ କରିବାରୁ ୨ ବର୍ଷ ଶିଶୁଙ୍କ ମାତାପିତାଙ୍କୁ ଦଣ୍ଡ, ୨୩ ହଜାର ଜରିମାନା…

କୋପ୍ପଲ,୨୨।୯: ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଥିବା ସମ୍ପର୍କ ଅତି ନିଆରା। ଭଗବାନ ଭକ୍ତର ଭାବରେ ବନ୍ଧା। ଭଗବାନଙ୍କୁ ଦର୍ଶନ କରିବାରେ ଭକ୍ତଙ୍କ ଉପରେ ପହରା ଲଗାଇବା ଅନ୍ୟାୟ। ମାତ୍ର କର୍ନାଟକରେ ମନ୍ଦିରରେ ପ୍ରବେଶ କରିଥିବା ଜଣେ ୨ ବର୍ଷ ଶିଶୁଙ୍କ…

କୃଷି ପ୍ରଗତି ପାଇଁ ଏମ୍‌ଓୟୁ

ଭୁବନେଶ୍ୱର, ୨୨।୯(ବ୍ୟୁରୋ): ରାଜ୍ୟରେ କୃଷି ପ୍ରଗତି ପାଇଁ ଓଡ଼ିଶା ସରକାର ଏବଂ ବିଲ୍‌ ଓ ମିଲିଣ୍ଡା ଗେଟ୍‌ସ ଫାଉଣ୍ଡେଶନ ମଧ୍ୟରେ ମଙ୍ଗଳବାର ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହା ମାଧ୍ୟମରେ ଗେଟ୍‌ସ ଫାଉଣ୍ଡେଶନ ଓ ଏହାର ଭାଗୀଦାରମାନେ କୃଷି ଡାଟା ସିଷ୍ଟମ୍‌, ପ୍ରଯୁକ୍ତି…

କର୍କଟରୁ ସୁସ୍ଥ ହୋଇ ପ୍ରେରଣା ଦେଉଛନ୍ତି ସ୍ବାଗତିକା

ଆଜି ଓ୍ବାର୍ଲଡ ରୋଜ୍‌ ଡେ’। ଏହି ଦିନଟିକୁ କର୍କଟ ରୋଗ ସହ ଲଢ଼େଇ କରୁଥିବା ଲୋକଙ୍କ ମଧ୍ୟରେ ଆଶା ଓ ଖୁସି ଭରିଦେବାକୁ ଉତ୍ସର୍ଗ କରାଯାଇଛି। ଅଧିକାଂଶ କର୍କଟ ଚିକିତ୍ସା ରୋଗୀଙ୍କ ଶରୀର ଓ ମାନସିକତାକୁ ଗଭୀର ଭାବେ ପ୍ରଭାବିତ କରିଥାଏ।…

ଦୁଇ ଦିନରେ ଝିଅପୁଅଙ୍କ ମୃତ୍ୟୁ

ଲହୁଣୀପଡ଼ା,୨୨।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ଶସ୍ୟକଳା ପଞ୍ଚାୟତ ଦମାଳୁ ଗ୍ରାମର ଗାଙ୍ଗଟୋଲା ବସ୍ତିରେ ଦୁଇଦିନରେ ଦୁଇ ପୁଅଝିଅଙ୍କର ମୃତ୍ୟୁ ଘଟିଛି। ମା’ ସହିତ ସାନପୁଅ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଜ୍ୱରରେ ମୃତ୍ୟୁ ଘଟିଛି ବୋଲି କୁହାଯାଉଥିଲେ ମଧ୍ୟ କାରଣ…

ପୁଣି ପାଚେରି ନିର୍ମାଣ କଲା ପଶ୍ଚିମବଙ୍ଗ

ଭୋଗରାଇ, ୨୨।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଉଦୟପୁର ବେଳାଭୂମିକୁ ନେଇ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ ଘନୀଭୂତ ହେବାରେ ଲାଗିଛି। ବାରମ୍ବାର ବାରଣ ସତ୍ତ୍ୱେ ପଶ୍ଚିମବଙ୍ଗ ପାଚେରି ନିର୍ମାଣ କରୁଥିବାରୁ ମଙ୍ଗଳବାର ବାଲେଶ୍ୱର ଜିଲା ଭୋଗରାଇ…

୫୫ନଂ.ଏନ୍‌ଏଚ୍‌ ସମ୍ପ୍ରସାରଣ ସରୁନାହିଁ

ଯାଜପୁର ଅଫିସ,୨୨।୯: କଟକ-ଅନୁଗୋଳ ଓ ସମ୍ବଲପୁର-ଅନୁଗୋଳ ସେକ୍ସନ ୫୫ ନଂ. ଜାତୀୟ ରାଜପଥ(ଏନ୍‌ଏଚ୍‌) ୪ ଲେନ୍‌ ସମ୍ପ୍ରସାରଣ କାମର ଅଗ୍ରଗତି ବାଧାପ୍ରାପ୍ତ ହେଉଛି। ଠିକାସଂସ୍ଥା ଗାୟତ୍ରୀର ଦୁର୍ବଳ ଆର୍ଥିକ ପରିଚାଳନା ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଏହାବାଦ୍‌ ଜବରଦଖଲ,…

ଶିଶୁ ଅଧିକାର ସୁରକ୍ଷା ପାଇଁ ବିଧାନସଭା ଫୋରମ୍‌ ହେବ

ଭୁବନେଶ୍ୱର,୨୨।୯(ବ୍ୟୁରୋ): ରାଜ୍ୟରେ ଶିଶୁ ଅଧିକାର ସୁରକ୍ଷା ସହ ସେମାନଙ୍କ ଶିକ୍ଷା, ଦକ୍ଷତାର ବିକାଶ, ଶିଶୁର ମାନସିକ ବିକାଶ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି ସକାଶେ ଓଡ଼ିଶାରେ କର୍ନାଟକ ଭଳି ବିଧାନସଭା ଫୋରମ୍‌ ଗଠନ କରାଯିବ। ମଙ୍ଗଳବାର ବାଚସ୍ପତିଙ୍କ ପ୍ରକୋଷ୍ଠରେ ବାଚସ୍ପତି ସୂର୍ଯ୍ୟନାରାୟଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri