Posted inଫୁରସତ

ଦୀର୍ଘବର୍ଷ ବଞ୍ଚିବା ପାଇଁ ଏହି ବ୍ୟକ୍ତି ଥରକୁ ଖର୍ଚ୍ଚ କରୁଛନ୍ତି ଏତିକି ଟଙ୍କା, ଜାଣିଲେ…

ଆମେରିକାର ଜଣେ କୋଟିପତି ତଥା ବ୍ୟବସାୟୀ ୧୮୦ ପର୍ଯ୍ୟନ୍ତ ବଞ୍ଚିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଏଠାକାର ୪୭ ବର୍ଷୀୟ ଡେଭ୍‌ ଏସ୍ପ୍ରେ ଦୀର୍ଘ ଜୀବନ ହାସଲ କରିବା ପାଇଁ ଏକ ସ୍ବତନ୍ତ୍ର ଉପାୟ ଖୋଜୁଛନ୍ତି। ଲାଇଫ୍‌ଷ୍ଟାଇଲ ଗୁରୁ ଭାବରେ ବେଶ୍‌ ପରିଚିତ ଡେଭ୍‌ଙ୍କ କହିବା ଅନୁଯାୟୀ, ଖୁବ୍‌ ଶୀଘ୍ର ବୟସ ବଢ଼ିବା ପଦ୍ଧତି ଘରେ ଘରେ ଲୋକପ୍ରିୟ ହୋଇଯିବ।

ଡେଭ୍‌ଙ୍କ କହିବା ଅନୁଯାୟୀ, ସେ ୨୧୫୩ ପର୍ଯ୍ୟନ୍ତ ଜୀବିତ ରହିବେ। ଦୀର୍ଘଦିନ ପର୍ଯ୍ୟନ୍ତ ବଞ୍ଚିବା ପାଇଁ ସେ ତାଙ୍କର ବାୟୋହ୍ୟାକିଂ ନାମ ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ କୋଲ୍ଡ କ୍ରାୟୋଥେରାପୀ ଚ୍ୟାମ୍ବରର ସେ ବ୍ୟବହାର କରୁଛନ୍ତି। କିଛି ସମୟ ଉପବାସ ମଧ୍ୟ ରହୁଛନ୍ତି। ଏହା ସହିତ ଷ୍ଟେମ ସେଲ୍‌ସ ବାହାର କରି ପୁଣିଥିରେ ନିଜ ଶରୀରରେ ଢାଳୁଛନ୍ତି। ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏପରି କରିବା ପାଇଁ ସେ ପ୍ରତିଥର ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି।
ଯେତେବେଳେ ଡେଭ୍‌ଙ୍କୁ ପଚରାଗଲା ତୁମେ ଦୀର୍ଘଦିନ କାହିଁକି ବଞ୍ଚିବାକୁ ଚାହୁଁଛ? ସେ କହିଲେ, ମୁଁ ଏଥିପ୍ରତି ଆଗ୍ରହୀ। ମୁଁ ଶୀଘ୍ର ମରିବାକୁ ଆଦୌ ଚାହେଁ ନାହିଁ। କାରଣ ମଣିଷ ବଞ୍ଚି ରହିଲେ ଯାହା ଚାହିଁବ ତାହା କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଅର୍ଡରେ ୯ ବର୍ଷଧରି ଡେଲିଭରି ହେଉଛି ପିଜା, ପୂରା ଘଟଣା ଜାଣି ହେବେ ଆଶ୍ଚର୍ଯ୍ୟ

ପିଜା ଖାଇବାକୁ ଯେତିକି ସ୍ବାଦିଷ୍ଟ ଲାଗିଥାଏ ତାଠାରୁ ଅଧିକ ଖୁସି ଲାଗେ ପାଖରେ ପହଞ୍ଚିବା ସମୟରେ। ମାତ୍ର ପିଜା କାହାକୁ ସମସ୍ୟାରେ ପକାଇଥାଏ,ଏହା ଜାଣି ଆପଣ...

୩୯ ଦିନ ଶିଶୁର ୭୧ ଖଣ୍ଡ ହାଡ଼ ଭାଙ୍ଗିଦେଲେ ପିତା, ଆଉ ତା’ ପରେ…

ଜଣେ ପିତା ତାଙ୍କ ୩୯ ଦିନର ଶିଶୁପୁତ୍ରଙ୍କୁ ମାରି ୭୧ ଖଣ୍ଡ ହାଡ଼ ଭାଙ୍ଗି ଦେଇଥିଲେ। ଫଳରେ ଶିଶୁଟିର ମୃତ୍ୟୁ ହୋଇଛି। ଏବେ ଅଭିଯୁକ୍ତ ପିତାଙ୍କୁ...

୫ ପ୍ରାରମ୍ଭିକ ଭୋଟରଙ୍କୁ ମେଡାଲ

ସିଲଂ : ବର୍ତ୍ତମାନ ସମୟରେ ମେଘାଳୟ ରାଜ୍ୟରେ ଭୋଟ ପ୍ରକ୍ରିୟା ଜାରି ରହିଛି। ସେଠାରେ ଲୋକଙ୍କୁ ଭୋଟ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ସେଠାକାର ସରକାର...

ଏହି ରାଜକୁମାରୀଙ୍କ ପାଇଁ ପ୍ରାୟ୧୩ ପ୍ରେମିକ ହାରିଥିଲେ ଜୀବନ

ଜଣେ ଝିଅର ସୌନ୍ଦର୍ଯ୍ୟକୁ ନେଇ ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ମତ ରହିଛି। କାହାକୁ ଗୋରା ପତଳା ଝିଅ ପସନ୍ଦ ଆସୁଥିବା ବେଳେ କାହାକୁ ଶ୍ୟାମଳ...

ଅଣ୍ଡରଓ୍ବାଟର ସେଲ୍‌ଫି ବଦଳାଇ ଦେଲା ପରିତ୍ୟକ୍ତ ପୋଖରୀର ରୂପ, ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ଦୀଘବର୍ଷ ଧରି ପରିତ୍ୟକ୍ତ ଭାବେ ପଡ଼ି ରହିଥିବା ଏକ ପୋଖରୀ ଏବେ ପର୍ଯ୍ୟଟନସ୍ଥଳୀ ଭାବେ ଲୋକପ୍ରିୟତା ଅର୍ଜନ କରିବାରେ ଲାଗିଛି। ଲୋକେ ଏଠାରେ ଅଣ୍ଡର ଓ୍ବାଟର...

ରୋଗୀଙ୍କ ସାମ୍ନାରେ ଡ୍ୟାନ୍ସ କଲେ ଡାକ୍ତର, ଭିଡିଓ ଭାଇରାଲ

ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯେଉଁଥିରୁ କିଛି ଶିକ୍ଷା ମଧ୍ୟ ମିଳିଥାଏ। ଏବେ ଏପରି ଏକ ଭିଡିଓ ଭାଇରାଲ ହୋଇଛି,...

ହାଡ଼ଭଙ୍ଗା ଶୀତରେ ଏଠାରେ ଲୋକେ କରନ୍ତି ବରଫ ସ୍ନାନ, କାରଣ ଜାଣିଲେ…

ଏ ହାଡ଼ଭଙ୍ଗା ଶୀତରେ, ଯଦି ଆପଣଙ୍କୁ କେହି ବରଫରେ ସ୍ନାନ କରିବାକୁ କୁହେ, ତେବେ ନିଶ୍ଚିତ ପଛଘୁଞ୍ଚା ଦେବେ। ମାତ୍ର ଜାପାନର ଲୋକମାନେ ବର୍ଷ ଆରମ୍ଭରେ...

ସବୁଠୁ ଦାମୀ ଲୁଣ, ଜାଣିଲେ ଖାଇବା ବି ବନ୍ଦ କରିଦେବେ

ଭାରତରେ ଯେତେବେଳେ ‘ଲବଣ ସତ୍ୟାଗ୍ରହ’ ଆନ୍ଦୋଳନ ହୋଇଥିଲା, ସେତେବେଳେ ଲୋକେ ଜାଣିବାକୁ ପାଇଲେ ଯେ; ଲୁଣ ତିଆରି କରିବାର ପ୍ରକୃତ ମୂଲ୍ୟ କେତେ ଦେବାକୁ ପଡ଼େ।...

Advertisement
Archives

Model This Week