‘ଫିଲ୍ମ ଇଣ୍ଡଷ୍ଟ୍ରିକୁ ଭୋଗିବାକୁ ପଡ଼ିବ’
ମୁମ୍ବାଇ,୨୦।୧୦: ହାଇ ପ୍ରୋଫାଇଲ ପ୍ରକୃତି କାରଣରୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଟାର୍ଗେଟ କରାଯାଉଛି। ଏଥିଲାଗି ବଲିଉଡ୍କୁ ପାଉଣା ଦେବାକୁ ପଡ଼ିବ। ଏଭଳି କହିଛନ୍ତି ଜଣାଶୁଣା ଲିରିସିଷ୍ଟ ଜାଭେଦ ଆଖତର। ବଲିଉଡ୍ ଷ୍ଟାର ଶାହରୁଖ ଖାନଙ୍କ ପୁଅ ଡ୍ରଗ୍ସ ଜବତ ମାମଲାରେ ଗିରଫ ହେବା…
ବାଂଲାଦେଶକୁ ପାଣି ପିଆଇ ଦେଲା ଓମାନ
ଅଲ ଅମରାଟ୍,୧୯।୧୦: ଚଳିତ ଟି୨୦ ବିଶ୍ୱକପ୍ ଲାଗି ଚାଲିଥିବା ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟରେ ଓମାନକୁ ୨୬ ରନ୍ରେ ହରାଇ ଦେଇଛି ବାଂଲାଦେଶ। ବିଶ୍ୱ ଟି୨୦ ଦଳଗତ ମାନ୍ୟତାରେ ୬ଷ୍ଠ ସ୍ଥାନରେ ଥିବା ବାଂଲାଦେଶ ପାଇଁ ଏହା ବଡ଼ କଥା ନୁହେଁ। କିନ୍ତୁ…
ଭାଜପାର କଳାହାଣ୍ଡି ବନ୍ଦ
କଳାହାଣ୍ଡି,୧୯।୧୦: ବେସରକାରୀ କଲେଜ ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ମାମଲାର ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଛି। ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ପୋଲିସ ବଙ୍ଗୋମୁଣ୍ଡ ବ୍ଲକ ଝରିଆଲ ପଞ୍ଚାୟତ ବୁଢ଼ିପଦ ଗାଁର ଏକ ଆଖୁ କିଆରୀରୁ ଗିରଫ କରିଛି। ଏହି ଘଟଣାରେ କଳାହାଣ୍ଡିରେ ଭାଜପା…
୧୨ ବର୍ଷୀୟା ଛାତ୍ରୀ ଡିଜାଇନ କରିଥିବା ଜର୍ସି ପିନ୍ଧି ଟି୨୦ ବିଶ୍ୱକପ୍ ଖେଳୁଛି ସ୍କଟଲାଣ୍ଡ
ଅଲ ଆମେରାତ,୧୯।୧୦: ଚଳିତ ଟି୨୦ ବିଶ୍ୱକପ୍ରେ ଅଂଶଗ୍ରହଣ କରିଥିବା ସ୍କଟଲାଣ୍ଡ ଦଳର ଜର୍ସିକୁ ଡିଜାଇନ କରିଛନ୍ତି ୧୨ ବର୍ଷୀୟା ଛାତ୍ରୀ ରେବେକା ଡୋନି। ଏଥି ଲାଗି ତାଙ୍କୁ ସ୍କଟଲାଣ୍ଡ କ୍ରିକେଟ ପକ୍ଷରୁ ସୋମବାର ଧନ୍ୟବାଦ୍ ଦିଆଯାଇଛି। “ହାଡିଂଟନର ୧୨ ବର୍ଷୀୟା ରେବେକା…
ଦଶହରା ଚାନ୍ଦା ମାଗି ୪ ଅଗ୍ନିଶମ କର୍ମଚାରୀ ନିଲମ୍ବିତ
ବ୍ରହ୍ମପୁର ଅଫିସ,୧୯ା୧୦: ଦଶହରା ଚାନ୍ଦା ମାଗିବା ୫ଅଗ୍ନିଶମ କର୍ମଚାରୀଙ୍କୁ ମହଙ୍ଗା ପଡିଛି। ଚାନ୍ଦା ମାଗିବା ଅଭିଯୋଗରେ ବ୍ରହ୍ମପୁରରେ କାର୍ଯ୍ୟରତ ଅଗ୍ନିଶମ ବିଭାଗର ୪ କର୍ମଚାରୀ ଓ ଅନ୍ୟ ଜଣେ ବ୍ରହ୍ମପୁରରେ କାର୍ଯ୍ୟରତ ସହକାରୀ ଅଗ୍ନିଶମ ଅଧିକାରୀ ନିଲମ୍ବିତ ହୋଇଛନ୍ତି । ଏହି…
‘ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯିବା ଦରକାର’
ନୂଆଦିଲ୍ଲୀ,୧୯।୧୦: ଆସନ୍ତା ୨୪ ତାରିଖରେ ଚଳିତ ଟି୨୦ ବିଶ୍ୱକପ୍ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଜମ୍ମୁ-କଶ୍ମୀରରେ ବର୍ତ୍ତମାନ ପରିସ୍ଥିତି କାରଣରୁ ମ୍ୟାଚ୍କୁ ବାତିଲ କରାଯାଉ ବୋଲି ଅନେକ ରାଜନେତାଦାବି କରୁଛନ୍ତି। କିନ୍ତୁ ଏହି ମହା ମୁକାବିଲା…
ଷ୍ଟୋନ ଅପରେଶନକୁ ଆସି ହରାଇଲେ କିଡ୍ନୀ
ଅହମ୍ମଦାବାଦ,୧୯।୧୦: ଗୁଜରାଟର ଏକ ଡାକ୍ତରଖାନାରେ ଜଣେ ରୋଗୀଙ୍କ ଷ୍ଟୋନ ଅପରେଶନ କରିବା ବଦଳରେ କିଡ୍ନୀ କାଢ଼ିନେବା ଘଟଣାରେ ସମ୍ପୃକ୍ତ ହସ୍ପିଟାଲକୁ ୧୧ ଲକ୍ଷ ଜରିମାନା ହୋଇଛି। ୨୦୧୧ରେ ଦେବେନ୍ଦ୍ରଭାଇ ରାଭାଲଙ୍କ କିଡ୍ନୀରେ ଷ୍ଟୋନ୍ ହେବାରୁ ସେ ବାଲାସିନୋରରେ ଥିବା କେଏମ୍ଜି ଜେନେରାଲ…
୬ ପର୍ଯ୍ୟଟକ ସମୁଦ୍ରରେ ଭାସିଗଲେ
ପୁରୀ ଅଫିସ,୧୯।୧୦: ପୁରୀ ସମୁଦ୍ରରେ ମଙ୍ଗଳବାର ୬ ଜଣ ପର୍ଯ୍ୟଟକ ଗାଧୋଉଥିବା ବେଳେ ଭାସିଯାଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ୪ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ଜଣେ ପର୍ଯ୍ୟଟକ ନିଖୋଜ ଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ…
ଟୁଇଟରରେ ଟ୍ରେଣ୍ଡ କରୁଛି #ରିଜେକ୍ଟ_ଜମାଟୋ
ନୂଆଦିଲ୍ଲୀ,୧୯।୧୦: ରିଫଣ୍ଡ ଦାବି କରିବାରୁ ତାମିଲନାଡୁର ଜଣେ ଗ୍ରାହକଙ୍କୁ ହିନ୍ଦୀ ଶିଖିବାକୁ ପରାମର୍ଶ ଦେଇଛନ୍ତି ଜମାଟୋର କଷ୍ଟମର କେୟାର ଅଧିକାରୀ। ସୋସିଆଲ ମିଡିଆରେ ଏହି ଘଟଣା ପ୍ରଚାରିତ ହେବା ପରେ ଉକ୍ତ ଅଧିକାରୀଙ୍କୁ ସସ୍ପେଣ୍ଡ କରାଯାଇଥିବା ସୂଚନା ଦେଇଛନ୍ତି ଖାଦ୍ୟ ଡେଲିଭର…
ହାତୀ ମୃତ୍ୟୁ ନେଇ ସନ୍ଦେହ
ସମ୍ବଲପୁର,୧୯ା୧୦(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ଅନ୍ତର୍ଗତ ଠର୍ଲି ଗ୍ରାମ ନିକଟ ମୁଣ୍ଡେର-ଡୁମ୍ବେରଚୁଅଁା ସଂରକ୍ଷିତ ଜଙ୍ଗଲ ଶାଗୁଆନ ବଣରେ ବନ୍ୟପ୍ରାଣୀକୁ ମାରି ପୋତି ଦେଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ଏହି ଅଞ୍ଚଳରେ ପ୍ରାୟ ଏକସପ୍ତାହ ହେଲା ହାତୀପଲ ଉପଦ୍ରବ କରୁଛନ୍ତି।…
ଭାଜପା ଏମ୍ପି ପଦ ଛାଡ଼ିଲେ ବାବୁଲ ସୁପ୍ରିୟୋ
ନୂଆଦିଲ୍ଲୀ,୧୯।୧୦: ଗାୟକରୁ ରାଜନେତା ପାଲଟିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଭାଜପାରୁ ଇସ୍ତଫା ଦେଇଛନ୍ତି। ସେ ଭାଜପା ଟିକେଟରେ ପଶ୍ଚିମବଙ୍ଗର ଆସନସୋଲ ଆସନରୁ ଜିତି ଲୋକ ସଭାକୁ ଯାଇଥିଲେ। ଦଳ ତ୍ୟାଗ କରି ଟିଏମ୍ସିରେ ମିଶିଥିବାରୁ ଏମ୍ପି…
‘ଆମ ଯବାନମାନେ ଶହୀଦ ହେଉଛନ୍ତି, ତୁମେ ଟି୨୦ ଖେଳିବ’
ହାଇଦ୍ରାବାଦ୍,୧୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଟି ବିଷୟରେ ମୁହଁ ଖୋଲୁ ନାହାନ୍ତି। ପ୍ରଥମତଃ ବଢ଼ୁଥିବା ତୈଳ ଦର ଓ ଦ୍ୱିତୀୟଟି ହେଲା ଲଦାଖରେ ଆମ ସୀମା ମଧ୍ୟକୁ ମାଡ଼ି ଆସିଥିବା ଚାଇନା ଉପରେ ପ୍ରଧାନମନ୍ତ୍ରୀ ମୋଦି କାହିଁକି ଚୁପ ବଶିଛନ୍ତି। ଚାଇନାକୁ…
Archives


