Home Left

ବିଦେଶ ମାଟିରେ ଶାରଦୀୟ ଦୁର୍ଗା ପୂଜା

ଫ୍ଲୋରିଡା,୧୩।୧୦: ଆମେରିକାର ଫ୍ଲୋରିଡା ରାଜ୍ୟରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଅନୁଷ୍ଠାନ ‘ଫ୍ଲୋରିଆ’ ତରଫରୁ ଟାମ୍ପା ସହରରେ ଶାରଦୀୟ ଦୁର୍ଗା ଉତ୍ସବର ଭବ୍ୟ ଆୟୋଜନ କରାଯାଇଛି । ସ୍ଥାନୀୟ ଆୟାପ୍ପା ମନ୍ଦିରରେ ଅକ୍ଟୋବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ…

ଆଗାମୀ ବର୍ଷ ଖେଳିପାରନ୍ତି ଆଇପିଏଲ୍‌

ଲଣ୍ଡନ,୧୩।୧୦: ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ଜୋ ରୁଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ପରବର୍ତ୍ତୀ ସଂସ୍କରଣରେ ଖେଳିପାରନ୍ତି। ଆଗାମୀ ବର୍ଷ ହେବାକୁ ଥିବା ମେଗା ଅକଶନ ଲାଗି ସେ ନାମ ପଞ୍ଜୀକୃତ କରାଇବେ। ଏ ସମ୍ପର୍କୀତ ଏକ ରିପୋର୍ଟ ବୁଧବାର…

ଫେରିଲେ ଷ୍ଟୋଇନିସ୍‌, ବିନା ପରିବର୍ତ୍ତନରେ ଓହ୍ଲାଇଲା କେକେଆର୍‌

ଶାରଜା,୧୩।୧୦: ଅନ୍ତର୍ଜାତୀୟ ଶାରଜା ଗ୍ରାଉଣ୍ଡରେ ବୁଧବାର ସନ୍ଧ୍ୟାରେ ଚଳିତ ଆଇପିଏଲର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)ର ଅଧିନାୟକ ଇଆନ ମୋର୍ଗାନ। କେକେଆର ବିନା କୌଣସି ପରିବର୍ତ୍ତନ ଓହ୍ଲାଇଥିବା…

ଝୁଣ୍ଟି ପଡିଲେ ସୁସ୍ମିତା

ମୁମ୍ବାଇ: ବଲିଉଡ୍ ନାୟିକା ସୁସ୍ମିତା ସେନଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ହ୍ୱାଇଟ କଲରର ଥାଇ ସ୍ଲିଟ ଡ୍ରେସ୍ ପିନ୍ଧିଥିବା ନଜର ଆସୁଛନ୍ତି । ଏହି ଡ୍ରେସ ସହ ସେ ହାଇ…

ସ୍ଥାନ ମିଳିବନି ସ୍ପଷ୍ଟ କଲେ ପୋଲାର୍ଡ

ଆବୁଧାବି,୧୩।୧୦: ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍‌। ଏଥିଲାଗି ଘୋଷିତ ଓ୍ବେଷ୍ଟଇଣ୍ଡିଜ ଦଳରେ ମିଷ୍ଟ୍ରି ସ୍ପିନର ସୁନିଲ ନାରିନଙ୍କ ପାଇଁ ଅନ୍ତିମ ମୁହୂର୍ତ୍ତରେ ପରିବର୍ତ୍ତନ ନେଇ ଆଶା କରାଯାଉଥିଲା। କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ପାଇଁ ଆଇପିଏଲରେ…

ଲଖିମପୁର ଖେରି ହିଂସା: ଆଶିଷଙ୍କୁ ମିଳିଲା ନାହିଁ ଜାମିନ

ଲକ୍ଷ୍ନୌ,୧୩ ।୧୦: ଲଖିମପୁର ଖେରି ହିଂସାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନକୁ ସିଜେଏମ୍ କୋର୍ଟ ଖାରଜ କରି ଦେଇଛନ୍ତି । ଆଶିଷଙ୍କ ଓକିଲ କୋର୍ଟରେ ଜାମିନ ଆବେଦନ କରିଥିଲେ । ଅନ୍ୟପଟେ…

ଓ୍ବେବ୍‌ସିରିଜ୍‌ ପାଇଁ ୭୫ କୋଟି ଦାବି କଲେ ଏହି ଦୁଇ ବଲିଉଡ୍‌ କଳାକାର, ଚିନ୍ତାରେ ନିର୍ମାତା

ବମ୍ବେ: ଫିଲ୍ମ ପରେ ଏବେ ଓ୍ବେବ୍‌ସିରିଜ ମୁହାଁ କଳାକାର। ରାମାୟଣ ଉପରେ ଆଧାରିତ ଓ୍ବେବ୍‌ସିରିଜ୍‌ରେ ନଜର ଆସିବେ ଅଭିନେତା ରଣବୀର କପୁର ଏବଂ ହ୍ରିତିକ ରୋଶନ। ଏଥିପାଇଁ ଉଭୟ ୭୫ କୋଟି ପାରିଶ୍ରମିକ ଦାବି କରିଛନ୍ତି। ନିର୍ଦ୍ଦେଶକ ନିତେଶ ତିଓ୍ବାରୀଙ୍କ ଓ୍ବେବ୍‌ସିରିଜ୍‌…

ବାଦ୍‌ ପଡ଼ିପାରନ୍ତି ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୧୦: ଆଇପିଏଲରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି୨୦ ବିଶ୍ୱକପ୍‌ ଦଳରେ ସ୍ଥାନ ମିଳିବା ଉଚିତ ନା ତାଙ୍କୁ ବାଦ୍‌ ଦିଆଯିବା ଦରକାର, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଅଲରାଉଣ୍ଡର ଆଇପିଏଲର ଦ୍ୱିତୀୟ ଫେଜରେ…

ସନ୍ୟାସ ନିଅନ୍ତୁ ଅମିତାଭ, ତାଙ୍କ ପାଇଁ ଆଉ କାହାଣୀ ନାହିଁ: ସଲିମ ଖାନ୍‌

ବମ୍ବେ: ମହାନ ଲେଖକ ସଲିମ ଖାନ୍‌ ଏବଂ ମେଗାଷ୍ଟାର ଅମିତାଭ ବଚ୍ଚନ ଏକାଠି ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ସେଥିରେ ରହିଛି ‘ଶୋଲେ, ଦିଓ୍ବାର, ଡନ୍‌, ତ୍ରୀଶୁଳ, କାଲା ପତ୍ଥର’ ଭଳି ଦଶରୁ ଅଧିକ ଫିଲ୍ମ। ଏବେ କିନ୍ତୁ ଅମିତାଭ ସନ୍ୟାସ…

ମିଳିଲାନି ଜାମିନ: ଆଉ ଗୋଟିଏ ରାତି ଜେଲରେ କାଟିବେ ଆର୍ଯ୍ୟନ

ମୁମ୍ବାଇ,୧୩ ।୧୦: ବଲିଉଡ୍ ଷ୍ଟାର ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାଁଙ୍କୁ ଏଥର ବି ଜାମିନ ମିଳିଲାନି । ବୁଧବାର ତାଙ୍କ ଜାମିନ ଆବେଦନର ଶୁଣାଣି ଥିବା ବେଳେ ସେଶଂସ କୋର୍ଟ ଏହାକୁ ଗୋଟିଏ ଦିନ ଘୁଞ୍ଚାଇ ଦେଇଛନ୍ତି । ଫଳରେ ତାଙ୍କୁ…

ବ୍ରିଟେନରୁ ଭାରତ ଆସୁଥିବା ଯାତ୍ରୀଙ୍କ ପାଇଁ ସରକାର ବଦଳାଇ ଦେଲେ ଟ୍ରାଭେଲ ଆଡଭାଇଜରୀ

ନୂଆଦିଲ୍ଲୀ,୧୩ ।୧୦: ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କ ପାଇଁ ସରକାର ଲଗାଇଥିବା ଅତିରିକ୍ତ ଯାଞ୍ଚ ଓ ଅନ୍ୟ କରୋନା ସମ୍ବନ୍ଧିୟ କଟକଣାକୁ ନେଇ ଜାରି କରାଯାଇଥିବା ଆଡଭାଇଜରିକୁ ଫେରାଇ ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମନ୍ତ୍ରଣାଳୟ…

ତାପସୀଙ୍କ ନୂଆ ଟିପ୍ସ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କ ନୂଆ ଫିଲ୍ମ ‘ରଶ୍ମୀ ରକେଟ’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ଏଥିରେ ସେ ଜଣେ ଆଥଲେଟ୍‌ ଭୂମିକାରେ ନଜର ଆସିବେ। ଫିଲ୍ମର ଚରିତ୍ର ପାଇଁ ସେ ବହୁତ ପରିଶ୍ରମ କରିଛନ୍ତି। ନିକଟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri