Home Left

ସବୁଠୁ ବୟସ୍କ ମାଛ

ପାଣିରେ ତିମି ମାଛ ଦୀର୍ଘ ଦିନ ବଞ୍ଚି ରହିବା କଥା ଅଧିକାଂଶ ଲୋକେ ଜାଣନ୍ତି। କିନ୍ତୁ ଏବେ ଅନ୍ୟ ଏକ ପ୍ରଜାତିର ମାଛ ସାମ୍ନାକୁ ଆସିଛି, ଯାହା ଏହି ପୃଥିବୀରେ ଅଧିକ ଦିନ ବଞ୍ଚିଥାଏ। ଏହି ମାଛ ମଣିଷ ଅପେକ୍ଷା ତିନିରୁ…

ନୈନିତାଲରେ ବାଦଲ ଫଟା ବର୍ଷା: ବନ୍ୟାରେ ୧୭ ମୃତ

ହରିଦ୍ୱାର,୧୯ ।୧୦: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପରେ ଜଳ ପ୍ରଳୟ ସୃଷ୍ଟି ହୋଇଛି । ଏହାରି ଭିତରେ ନୈନିତାଲରେ ବାଦଲ ଫଟା ବର୍ଷା ହୋଇଥିବା ଜଣାପଡିଛି । ରାମଗଡ଼ରେ ମଙ୍ଗଳବାର ସକାଳେ ବାଦଲ ଫାଟିବା ଫଳରେ ରାମନଗର ସମେତ ଆଉ କିଛି…

ଭାରତ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଆହତ ହେଲେ ଏହି ଷ୍ଟାର ଅଲରାଉଣ୍ଡର, ବିଶ୍ୱକପ୍‌ ଖେଳିବା ନେଇ…

ନୂଆଦିଲ୍ଲୀ,୧୯।୧୦: ଟି-୨୦ ବିଶ୍ୱକପ୍‌ରେ ଭାରତ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଆହତ ହୋଇଛନ୍ତି ଇଂଲଣ୍ଡ ଅଲରାଉଣ୍ଡର ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌। ତାଙ୍କର ଆଙ୍ଗୁଠିରେ ଆଘାତ ଲାଗିଛି। ଆସନ୍ତା ୨୪ ଘଣ୍ଟା ପାଇଁ ତାଙ୍କ ଆଘାତ ଉପରେ ନଜର ରଖାଯାଇଛି। ଏହାପରେ ସେ ବିଶ୍ୱକପ୍‌ରେ ଖେଳିବେ…

ମିଳିଥିବା ଅସ୍ଥିର କରାଯିବ ଫରେନସିକ ଯାଞ୍ଚ

ବଲାଙ୍ଗୀର ଅଫିସ,୧୯।୧୦: ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ବଡଧରଣର ଖୁଲାସା ହୋଇଛି । କଳାହାଣ୍ଡି ଜିଲା ମହାଲିଙ୍ଗ ଗ୍ରାମ ନିର୍ମାଣାଧୀନ ମିନି ଷ୍ଟାଡିୟମ ପଡିଆ ଖୋଳା ଯିବା ପରେ ମଙ୍ଗଳବାର ସେଠାରୁ କିଛି ଖଣ୍ଡ ହାଡ଼, ପାଉଁଜି,…

ବୁଗୁଡ଼ାରେ ଗର୍ଜିଲେ ଚାଷୀ

ବୁଗୁଡ଼ା,୧୮।୧୦(ଡି.ଏନ୍‌.ଏ.):ଗଞ୍ଜାମ ଜିଲା ଏନ୍‌ଏସିର ଶତାଧିକ ଚାଷୀ ମଙ୍ଗଳବାର ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ସ୍ଥାନୀୟ ପ୍ରାଣୀଧନ ଚିକିତ୍ସାଳୟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପରେ ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କ ଜରିଆରେ ଗଞ୍ଜାମ ଜିଲାପାଳ,…

ଗୋବିନ୍ଦ ସାହୁଙ୍କ ବିଷୟରେ ସୂଚନା ଦେଲେ ମିଳିବ ୧ ଲକ୍ଷ ଟଙ୍କା

ବଲାଙ୍ଗୀର ଅଫିସ,୧୯ା୧୦: ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ଅଭିଯୁକ୍ତ ଥିବା ଗୋବିନ୍ଦ ସାହୁ ରବିବାର ରାତିରେ ଟିଟିଲାଗଡ଼ ପୋଲିସ ବାରାକରୁ ଫେରାର ହୋଇଯାଇଥିଲେ। ତାଙ୍କ ବିଷୟରେ ସୂଚନା ଦେଲେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ବଲାଙ୍ଗୀର…

ଖୁବ୍‌ଶୀଘ୍ର ହାତକୁ ଦୁଇହାତ ହେବାକୁ ଯାଉଛନ୍ତି ଏହି ଅଭିନେତା, ସରିଲା ନିର୍ବନ୍ଧ-ମେହେନ୍ଦି

ବମ୍ବେ: ହାତକୁ ଦୁଇହାତ ହେବେ ‘ୟେ ହେ ମୋହବତେ’ ଫ୍ରେମ୍‌ ଅଭିନେତା ଅଭିଷେକ ମଲିକ। ପ୍ରେମିକା ସୁହାନୀ ଚୌଧୁରୀଙ୍କୁ ବିବାହ କରିବେ ସେ। ଉତ୍ସବକୁ ନେଇ ପ୍ରାରମ୍ଭିକ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି। ନିର୍ବନ୍ଧ ଶେଷ ହୋଇଥିବା ବେଳେ ମେହେନ୍ଦି ମଧ୍ୟ ସରିଛି।…

ଘାଟିରେ ସାଧାରଣ ନାଗରିକଙ୍କ ହତ୍ୟାର ଯାଞ୍ଚ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ,୧୯ ।୧୦: ଜମ୍ମୁ-କଶ୍ମୀରରେ ୫ ଅକ୍ଟୋବରକୁ ହୋଇଥିବା ୨ ଜଣ ସାଧାରଣ ନାଗରିକଙ୍କ ହତ୍ୟାକାଣ୍ଡର ଯାଞ୍ଚ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି କରିବ ବୋଲି ଜଣାପଡିଛି । ଲାଲ ବଜାରର କେମିଷ୍ଟ ମାଖନ ଲାଲ ବିନ୍ଦରୁ କଶ୍ମୀର ପଣ୍ଡିତ ଓ ପାନିପୁରୀ ବା…

୪୦ ବର୍ଷରେ ଚାଲିଗଲେ ଏହି ଅଭିନେତ୍ରୀ

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ଉମା ମହେଶ୍ୱରୀଙ୍କ ୪୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ‘ମିଟି ଅଲି’ ନାମକ ଏକ ଶୋ’ରୁ ସେ ସୁଖ୍ୟାତି ଅର୍ଜନ କରିଥିଲେ। ଏହି ଅଭିନେତ୍ରୀ ଏତେ କମ୍‌ ବୟସରେ ଚାଲିଯିବା ସିନେପ୍ରେମୀଙ୍କୁ ମର୍ମାହତ କରିଛି। କିଛି ଦିନ…

କୋମଳ ତ୍ୱଚା ପାଇଁ ଷ୍ଟିମ୍‌

ଷ୍ଟିମ୍‌ କରିବା ଦ୍ୱାରା ଆପଣଙ୍କ ମୁହଁର ସୂକ୍ଷ୍ମ ଛିଦ୍ର ଖୋଲିଥାଏ। ଏହା ତ୍ୱଚାରେ ଥିବା ମୃତ କୋଷଗୁଡ଼ିକୁ ଦୂର କରି ମୁହଁକୁ ପ୍ରାକୃତିକଭାବେ ସତେଜ କରିଥାଏ। ତ୍ୱଚାକୁ ହାଇଡ୍ରେଟ କରିବାରେ ସାହାଯ୍ୟ କରିଥାଏ ଷ୍ଟିମ୍‌। ଚର୍ମରେ ତୈଳ ଅଂଶକୁ କମାଇ ମଇଳା…

ବିରାଟଙ୍କ ସହ ଭାମିକାଙ୍କ ଫଟୋ ଶେୟାର କରି ଏଭଳି ଲେଖିଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା – ବିରାଟ କୋହଲି ଏକ କନ୍ୟା ସନ୍ତାନର ପିତା-ମାତା ହେବା ପରେ ବେଶ୍‌ ଖୁସିରେ ଅଛନ୍ତି। ନିକଟରେ ଅନୁଷ୍କା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଝିଅ ଭାମିକାଙ୍କ ସହିତ ବିରାଟଙ୍କର ଏକ ଫଟୋ ଶେୟାର କରିଛନ୍ତି। ଅନୁଷ୍କା…

ଓଲଟିଲା ଭ୍ୟାନ୍‌: ଜଣେ ମୃତ, ୧୫ ଗୁରୁତର

ଆର୍‌.ଉଦୟଗିରି,୧୯ା୧୦(ଡି.ଏନ୍‌.ଏ.): ଗଜପତି ଜିଲା ନୂଆଗଡ଼ ବ୍ଲକ ଗୁଆର ଗାଁ ନିକଟରେ ମଙ୍ଗଳବାର ଏକ ଭ୍ୟାନ୍‌ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଦିଲିସମଣି ରଇତ (୨୨)। ଆହତମାନଙ୍କୁ ପ୍ରଥମେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri