ପୁଣି ସିନେମାକୁ ଫେରିବେ ଏହି ଅଭିନେତା
ମୁମ୍ବାଇ : ରାମାନନ୍ଦ ସାଗରଙ୍କ ଧାରାବାହିକ ‘ରାମାୟଣ’ରେ ରାମ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋଭିଲ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଅଭିନୟରେ ସମସ୍ତଙ୍କୁ ବାନ୍ଧି ରଖୁଥିବା ଅରୁଣ ଏବେ ପୁଣି ସନେମା ଦୁନିଆକୁ ଫେରିବେ। ପାଖାପାଖି ଦେଢ…
କାବୁଲରେ ବଡ଼ ଧରଣର ବିସ୍ଫୋରଣ, ମୃତାହତଙ୍କ ସୂଚନା ଦେବାକୁ ତାଲିବାନ ମନାକଲା…
କାବୁଲ,୨୦।୧୦: ଆଫଗାନିସ୍ତାନ ରାଜଧାନୀ କାବୁଲରେ ବୁଧବାର ସକାଳ ୭ଟା ୫୦ରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ କେତେ ସଂଖ୍ୟକ ଲୋକ ମୃତାହତ ହୋଇଛନ୍ତି ତାହାର ସୂଚନା ଦେବାକୁ ତାଲିବାନ ରୋକ୍ ଠୋକ୍ ମନା କରି ଦେଇଛି। ବିସ୍ଫୋରଣ ପୂର୍ବରୁ…
କୁମାର ପୂର୍ଣ୍ଣିମା ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୦ା୧୦(ବ୍ୟୁରୋ): ଆଜି ହେଉଛି ପବିତ୍ର କୁମାର ପୂର୍ଣ୍ଣିମା। ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମସ୍ତଙ୍କ ସୁରକ୍ଷା ପାଇଁ କୋଭିଡ୍ ନିୟମ ପାଳନ କରି ପୂଜାରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ପ୍ରଭୁଙ୍କ…
ଗିରଫ ହେଲେ ଏହି ମହାନ କ୍ରିକେଟର୍
ସିଡନୀ,୨୦।୧୦: ଘରୋଇ ହିଂସା ଅଭିଯୋଗରେ ଅଷ୍ଟ୍ରେଲୀୟ କ୍ରିକେଟ ମହାନ ମାଇକେଲ ସ୍ଲେଟରଙ୍କୁ ବୁଧବାର ସିଡନୀରେ ଗିରଫ କରାଯାଇଛି। ଗତ ସପ୍ତାହରେ ହୋଇଥିବା ଏକ ଘଟଣାରେ ୫୧ ବର୍ଷିୟ ସ୍ଲେଟରଙ୍କୁ ଗିରଫ କରାଯାଇଥିଲା। ନ୍ୟୁ ସାଉଥ ୱେଲ୍ସ ପୋଲିସ ସିଡନୀର ଏକ ସମୁଦ୍ର…
ମମିତା ମୃତ୍ୟୁ ମାମଲା: କେଉଁଠି କେମିତି ହତ୍ୟା କରିଥିଲେ ସବୁ ମାନିଲେ ଗୋବିନ୍ଦ
ବଲାଙ୍ଗୀର ଅଫିସ,୨୦ା୧୦: ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ବଡ଼ଧରଣର ଖୁଲାସା ହୋଇଛି । ଗିରଫ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମମିତାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ଅପହରଣ କରିଥିବା କାର୍ ଭିତରେ ମମିତାଙ୍କୁ ବୋର୍ଡା ଗାଁ…
ପ୍ରଶଂସକଙ୍କୁ ବଡ଼ ସରପ୍ରାଇଜ୍ ଦେବେ ପବନଦୀପ-ଅରୁଣିତା
ଟିଭି ରିଏଲିଟି ଶୋ’ ଇଣ୍ଡିଆନ ଆଇଡଲ ୧୨ର ବିଜେତା ପବନଦୀପ ରାଜନ ଏବଂ ଶୋ’ର ପ୍ରଥମ ରନର୍ ଅପ ଅରୁଣିତା କାଞ୍ଜିଲାଲ ଏବେ ପୁଣି ଚର୍ଚ୍ଚାରେ। ରିଆଲିଟି ଶୋ’ ଶେଷ ହେବା ପରେ ଉଭୟଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳୁଛି।…
ପଞ୍ଜାବ ନିର୍ବାଚନ ପୂର୍ବରୁ ଚାଷୀ ଆନ୍ଦୋଳନ ଶେଷ ହେବା ସମ୍ଭାବନା, କ୍ୟାପଟେନ୍ ଦେଲେ ସଙ୍କେତ…
ଚଣ୍ଡିଗଡ଼,୨୦।୧୦: ଆସନ୍ତା ୨୦୨୨ ଫେବୃୟାରୀ-ମାର୍ଚ୍ଚରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଦେଶରେ ସଂଶୋଧିତ କୃଷି ଆଇନକୁ ନେଇ ଜାରି ରହିଥିବା ଚାଷୀ ସଂଗଠନଙ୍କ ଆନ୍ଦୋଳନ ଶେଷ ହେବାର ସମ୍ଭାବନା ରହିଥିବା ନେଇ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍…
ମହିଳାଙ୍କୁ ଗୁଳିମାଡ଼
ପୁରୀ ଅଫିସ, ୨୦।୧୦: ପୁରୀ ସହର ନରେନ୍ଦ୍ର କୋଣ ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଗୁଳିକାଣ୍ଡ। ଗୁଳିକାଣ୍ଡରେ ଜଣେ ମହିଳା ଆହତ ହୋଇଥିବା ଜଣାପଡ଼ିଛି। ଆହତ ମହିଳା ଜଣଙ୍କ ହେଉଛନ୍ତି ଶକୁନ୍ତଳା ସାହୁ ଓରଫ ଜିନା (୩୮)। ସୂଚନାନୁସାରେ, ଦାଦା…
ଆସୁଛି କଙ୍ଗନାଙ୍କ ଫିଲ୍ମ ‘ଧାକଡ଼’
ମୁମ୍ବାଇ: ଏକ ମେଗା ଆକ୍ସନ ଫିଲ୍ମକୁ ନେଇ ଆସୁଛନ୍ତି ବିବାଦୀୟ କୁଇନ କଙ୍ଗନା ରଣାୱତ। କେବଳ ବାସ୍ତବ ଜୀବନରେ ନୁହେଁ ଫିଲ୍ମ ଦୁନିଆରେ ମଧ୍ୟ ନିଜର ଦମ୍ଦାର ଅଭିନୟ ପାଇଁ ସେ ଚର୍ଚ୍ଚାରେ। ପ୍ରଥମ ଥର ପାଇଁ ବଲିଉଡ୍ ଫିଲ୍ମ ‘ଧାକଡ଼’ରେ…
ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ବିସିସିଆଇ କଲା ବଡ଼ ଘୋଷଣା
ନୂଆଦିଲ୍ଲୀ,୨୦।୧୦:ଅକ୍ଟୋବର ୧୭ରୁ ଟି -୨୦ ବିଶ୍ୱକପ ୨୦୨୧ ଆରମ୍ଭ ହୋଇଛି। ଅକ୍ଟୋବର ୨୪ରେ ଭାରତକୁ ଚିପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ। କିନ୍ତୁ ଏହି ମ୍ୟାଚ ରଦ୍ଦ କରିବାକୁ ଦେଶରେ ଦାବି ଉଠିଛି। ଗତ କିଛି ଦିନ ହେବ କଶ୍ମୀରରେ…
ସୁନାର ମୋମୋ, ଦାମ୍ ରହିଛି…
ସୁନାର ବିରିଆନୀ, ସୁନାର ବଡ଼ା ପାଓ, ସୁନାର ପିଜା ପରେ ଏବେ ସୁନାର ମୋମୋ ଚର୍ଚ୍ଚାକୁ ଆସିଛି। ଭାରତରେ ଷ୍ଟ୍ରିଟ୍ ଫୁଡ୍ ଭାବେ ମୋମୋର ବେଶ୍ ଚାହିଦା ରହିଛି। ସେହି ଚାହିଦାକୁ ଦୃଷ୍ଟିରେ ରଖି ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ଗ୍ରାହକଙ୍କ ପାଇଁ…
ସମ୍ପର୍କୀୟ ଭଉଣୀଙ୍କୁ ପ୍ରେମ କରି ବସିଥିଲେ ମୁଲ୍ତାନର ସୁଲତାନ୍
ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ବ୍ୟଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ଆଜି ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୮ ଅକ୍ଟୋବର ୨୦ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟ୍ରେ ସେ ଯେମିତି ଚର୍ଚ୍ଚିତ ପ୍ରେମରେ ବି ସେ ବେଶ୍ ମାହିର୍। ତାଙ୍କ ପ୍ରେମ କାହାଣୀ…
Archives


