Home Left

କୋହଲିଙ୍କୁ ବଡ଼ ଉପହାର ଦେଲା ବିସିସିଆଇ

ନୂଆଦିଲ୍ଲୀ,୧।୩: ଭାରତ-ଶ୍ରୀଲଙ୍କା ମଧ୍ୟରେ ଦୁଇ ଟେଷ୍ଟ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ମୋହାଲିରେ ଖେଳାଯିବ। ଏହି ମ୍ୟାଚ୍‌ରେ ରୋହିତ ଶର୍ମା ପ୍ରଥମ ଥର ପାଇଁ ଟେଷ୍ଟ ଅଧିନାୟକ ପଦ ନିର୍ବାହ କରିବେ। ସେହିଭଳି ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଏହା…

ୟୁକ୍ରେନବାସୀଙ୍କୁ ଘର ଖାଲି କରିବାକୁ ଚେତାବନୀ ଦେଲା ରୁଷିଆ; ଆଜି ରାତିରେ କ୍ୱିଭ୍‌ରେ ଧ୍ୱଂସଲୀଳା

କ୍ୱିଭ୍‌, ୧ା୩: ୬ଷ୍ଠ ଦିନରେ ବି ଜାରି ରହିଛି ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ। ରୁଷିଆ ମଙ୍ଗଳବାର ମଧ୍ୟ ୟୁକ୍ରେନ୍‌ର ବିଭିନ୍ନ ସହର ଉପରେ ଆକ୍ରମଣ କରିଛି। ରାଜଧାନୀ କ୍ୱିଭ୍‌ ଏବଂ ୟୁକ୍ରେନ୍‌ର ଦ୍ୱିତୀୟ ବୃହତ୍ତମ ସହର ଖର୍କିଭକୁ କବ୍‌ଜା କରିବାକୁ ରୁଷିଆ…

ରୁଷିଆ ସହ ଲଢ଼ି ଶକ୍ତିର ପ୍ରମାଣ ଦେଇଛୁ: ଜେଲେନ୍‌ସ୍କି

କ୍ୱିଭ୍‌, ୧ା୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ସୋମବାର ଉଭୟ ପକ୍ଷ ମଧ୍ୟରେ ବେଲାରୁଷ ସୀମାରେ ପ୍ରଥମ ଥର ପାଇଁ ଶାନ୍ତି ଆଲୋଚନା ନିମନ୍ତେ ବୈଠକ ବସିଥିଲେ ବି ସେଥିରୁ କୌଣସି ନିଷ୍କର୍ଷ ବାହାରିପାରିନାହିଁ। ରୁଷିଆର ଦାବିକୁ ଗ୍ରହଣ…

୧୦୦ତମ ଟେଷ୍ଟରେ ଶତକ ମାରନ୍ତୁ ବୋଲି ପ୍ରାର୍ଥନା

ନୂଆଦିଲ୍ଲୀ,୧।୩: ଶ୍ରୀଲଙ୍କା ବିପକ୍ଷରେ ମୋହାଲିରେ ମାର୍ଚ୍ଚ ୪ରୁ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ। ଏହା ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଲାଗି ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ତାଙ୍କ କ୍ୟାରିୟରର ୧୦୦ତମ ଟେଷ୍ଟ ମ୍ୟାଚ୍‌। ବିରାଟଙ୍କ ବ୍ୟତିତ ତାଙ୍କ ପ୍ରଶଂସକମାନେ…

ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ପାଇଁ ଛିଡ଼ା ହୋଇ ତାଳି ମାରିଲେ ଇୟୁ ସଦସ୍ୟ

କ୍ୱିଭ୍‌,୧।୩: ଲଗାତାର ୬ ଦିନ ଧରି ରୁଷିଆର ଘନଘନ ଆକ୍ରମଣ ସତ୍ତ୍ୱେ ପଛକୁ ହଟିବାକୁ ନାରାଜ ୟୁକ୍ରେନ୍‌। ଉଭୟ ଦେଶ ମଧ୍ୟରେ ଲଢ଼େଇ ଜାରି ରହିଛି। ରୁଷିଆର ବିରୋଧ ସତ୍ତ୍ୱେ ଭୋଲୋଡିମିରି ଜେଲେନ୍‌ସ୍କି ୟୁରୋପୀୟ ସଂଘ(ଇୟୁ)ର ସଦସ୍ୟତା ପାଇଁ ଆବେଦନ କରିଛନ୍ତି।…

ଖାଦ୍ୟ କିଣିବାକୁ ଧାଡ଼ିରେ ଛିଡ଼ା ହୋଇଥିଲେ ନବୀନ, ହଠାତ୍‌ ହୋଇଥିଲା ବୋମାମାଡ଼

କ୍ୱିଭ୍‌,୧।୩: ଯୁଦ୍ଧଭୂମି ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର ଲାଗି ଗୋଟିଏ ପଟେ ଭାରତ ସରକାର ଅଭିଯାନ ଜାରି ରଖିଥିବା ବେଳେ ଆସିଛି ଦୁଃଖଦ ଖବର। ଖାର୍କିଭ୍‌ରେ ଘଟିଥିବା ବୋମାମାଡ଼ରେ ଭାରତୀୟ ଛାତ୍ର ନବୀନ ଶେଖରପ୍ପା(୨୧)ଙ୍କ ମୃତ୍ୟୁ ଘଟିଛି। ଏନେଇ ବୈଦେଶିକ…

ଦୁଃଖ ବଖାଣି ଭାବବିହ୍ବଳ ହେଲେ ଶ୍ରେୟାସ; ଦିଲ୍ଲୀର ଅଧିନାୟକ ପଦରୁ ହଟାଇବାକୁ ନେଇ କହିଲେ…

ନୂଆଦିଲ୍ଲୀ,୧।୩: ଭାବବିହ୍ବଳ ହେଲେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଶ୍ରେୟାସ ଆୟର। ଆଇପିଏଲ୍‌ ୨୦୨୧ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଂଶ ଥିବା ଆୟର ଆଗାମୀ ସିଜନରେ କୋଲକାତା ନାଇଟ ରାଇଡର୍ସ(କେକେଆର୍‌)ର ନେତୃତ୍ୱ ନେଉଥିବା ଦେଖିବାକୁ ମିଳିବ। ଆଇପିଏଲ୍‌ ୨୦୨୦ରେ ଦିଲ୍ଲୀ ଟିମ୍‌କୁ ଫାଇନାଲକୁ ପଠାଇଥିଲେ ଆୟାର।…

କାମ ଦେଲାନି ହେଭିଓ୍ବେଟ୍‌ଙ୍କ ଅଙ୍କକଷା, ହୁମା ପଞ୍ଚାୟତରେ ନୂଆ ମୁହଁ

ଗଞ୍ଜାମ,୧।୩(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକର ୧୫ ପଞ୍ଚାୟତରୁ ହୁମା ପଞ୍ଚାୟତ ଅନ୍ୟତମ। । ମାତ୍ର ଉକ୍ତ ପଞ୍ଚାୟତରେ ହେଭିଓ୍ବେଟ୍‌ ନେତାଙ୍କ ଅଙ୍କକଷା ଭୁଲ ହୋଇଥିବା ଚର୍ଚ୍ଚା ଜୋର ଧରିଛି। ଫଳରେ ହୁମା ପଞ୍ଚାୟତରେ ଚଳିତ ନିର୍ବାଚନରେ ନୂଆ ମୁହଁ ଦେଖିବାକୁ ମିଳିଛି। ସରପଞ୍ଚ…

ଏହି କ୍ରିକେଟର ସନ୍ୟାସ ନେବା ଜାଣି ଖୁସି ହୋଇଥିଲି: ଅଶ୍ୱିନ

ନୂଆଦିଲ୍ଲୀ,୧।୩: ଏକ ଦଶନ୍ଧିରୁ ଅଧିକ ସମୟର କ୍ୟାରିୟରରେ ରବିଚନ୍ଦ୍ରନ ଅଶ୍ୱିନ କ୍ରିକେଟର ତିନୋଟି ଯାକ ଫର୍ମାଟରେ ବ୍ୟାଟ୍ସମ୍ୟାନ୍‌ଙ୍କ ଉଇକେଟ ନେବାରେ ସିଦ୍ଧହସ୍ତ। ବିଶେଷ ଭାବେ ବାମହାତୀ ବ୍ୟାଟ୍ସମ୍ୟାନ ତାଙ୍କ ବଲ୍‌ର ଶିକାର ହୋଇଥାନ୍ତି। ଅନେକ ଅଭିଜ୍ଞ କ୍ରିକେଟର ମଇଦାନରେ ତାଙ୍କ ବିପକ୍ଷରେ…

ଚାର୍ଜ ବଢ଼ାଇଲେ ଶାହିଦ, ଜାଣନ୍ତୁ କେତେ

ବଲିଉଡର ଚକୋଲେଟ ହିରୋ ଭାବରେ ଜଣାଶୁଣା ଶାହିଦ କପୁରଙ୍କ ଆଗାମୀ ଫିଲ୍ମ ଜର୍ସି, ୧୪ ଏପ୍ରିଲରେ ରିଲିଜ ହେବ । ଏହି ଫିଲ୍ମ ପାଇଁ ଅଭିନେତା ପ୍ରଥମେ ୩୧ କୋଟି ଟଙ୍କା ଚାର୍ଜ କରିଥିଲେ, ଶେଷ ମୁହୂର୍ତ୍ତରେ ଓମିକ୍ରନ କାରଣରୁ ଫିଲ୍ମର…

ରାସ୍ତାରେ ଚାହିଁ ରହିଥିଲା ମୃତ୍ୟୁ, ଚାଲିଗଲା ୬ ଜୀବନ

ନୂଆପଡା ଅଫିସ,୧।୩: ମହାଶିବରାତ୍ରିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକା ବେଳକେ ଚାଲିଯାଇଛି ୬ ଜଣଙ୍କ ଜୀବନ। ଏଭଳି ଭୟଙ୍କର ଘଟଣା ଘଟିଛି ନୂଆପଡା ଜିଲାର। ନୂଆପଡାରୁ ପଦ୍ମପୁର ଯିବା ରାସ୍ତାରେ ସୁନସୁନିଆ ଗାଁ ନିକଟରେ କାରଟି ଭାରସାମ୍ୟ ହରାଇ ଗଛରେ…

ଖୁବ୍‌ ଶୀଘ୍ର ଅଣାଯିବ ଛାତ୍ରଙ୍କ ମୃତଦେହ: କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ସାଧାରଣ ଲୋକ ବହୁ ପ୍ରଭାବିତ ହେଉଛନ୍ତି। ଯୁଦ୍ଧ ଯୋଗୁ ୨ଦେଶର ସୈନ୍ୟମାନେ ନିହତ ହୋଇଥିବା ବେଳେ ୟୁକ୍ରେନରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଇତିମଧ୍ୟରେ ଖାର୍କ୍ୱିଭରେ ମଙ୍ଗଳବାର ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?