Home Left

ପ୍ରଶଂସକଙ୍କୁ ମତୁଆଲା କରୁଛି କ୍ରିତିଙ୍କ ନୂଆ ଲୁକ୍‌

ମୁମ୍ବାଇ: ଏ ଆର୍ ରେହେମନଙ୍କ ସୁପରହିଟ୍ ଟ୍ରାକ୍ ‘ପରମ ସୁନ୍ଦରୀ’ ରୁ କ୍ରିତି ସାନନ ପୁଣିଥରେ ତେହେଲକା ମଚେଇବାକୁ ଆସିଯାଇଛନ୍ତି । ଏଥର ତାଙ୍କ ସହ ଅଛନ୍ତି ରାଜକୁମାର ରାଓ । ଏମାନେ ଅଗାମୀ ମୁଭି ‘ହମ ଦୋ ହମାରେ ଦୋ’ର…

ଅଗରବତୀ କାରଖାନାରେ ଅଗ୍ନିକାଣ୍ଡ

କଟକ ଅଫିସ,୧୭।୧୦: କଟକ ଜଗତପୁର ସ୍ଥତି ଏକ ଅଗରବତୀ କାରଖାନାରେ ରବିବାର ସନ୍ଧ୍ୟାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ସ୍ଥାନୀୟ ଦମକଳବାହିନୀର ୨ଟି ଗାଡି ସହ କର୍ମଚାରୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି। ଅଗ୍ନକାଣ୍ଡରେ ବର୍ତ୍ତମାନ ସୁଦ୍ଧା କେହି…

ଭାରତୀୟ ବିଶ୍ୱକପ୍‌ ଦଳ ପାଇଁ ରାଇନାଙ୍କ ସ୍ବତନ୍ତ୍ର ମେସେଜ୍‌

ଦୁବାଇ,୧୭।୧୦: ୟୁଏଇ ଏବଂ ଓମାନଠାରେ ରବିବାର ଆରମ୍ଭ ହୋଇଯାଇଛି ଟି୨୦ ବିଶ୍ୱକପ୍‌। ଏହି କ୍ରିକେଟ ମହାକୁମ୍ଭ ପୂର୍ବରୁ ଭାରତୀୟ ଦଳର ଖେଳାଳିଙ୍କୁ ଏକ ସ୍ବତନ୍ତ୍ର ମେସେଜ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା। ତାଙ୍କ ମତରେ ଟି୨୦ ଫର୍ମାଟର ଅଧିନାୟକ…

ପୁଣି ସାଧାରଣ ନାଗରିକଙ୍କୁ ଟାର୍ଗେଟ କଲେ ଆତଙ୍କବାଦୀ

ଶ୍ରୀନଗର,୧୭।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ସୁଧୁରିବାର ନାଁ ନେଉନାହାନ୍ତି। ସାଧାରଣ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିବାକୁ ସେମାନେ ପୁଣି ଥରେ ସେମାନଙ୍କୁ ଟାର୍ଗେଟ କରିଛନ୍ତି। ଆତଙ୍କବାଦୀମାନେ ରବିବାର ପୁଣି ଥରେ ସାଧାରଣ ନାଗରିକଙ୍କୁ ଗୁଳି ଚଳାଇଛନ୍ତି। ଆତଙ୍କବାଦୀମାନେ ଦକ୍ଷିଣ କଶ୍ମୀରର କୁଲଗାମ…

ମନ୍ତ୍ରୀଙ୍କ ଏସ୍‌କର୍ଟ ଗାଡ଼ି ଓଲଟିଲା, ୫ ପୋଲିସ କର୍ମୀ ଆହତ

ପାରଳାଖେମୁଣ୍ଡି,୧୭ା୧୦(ଡି.ଏନ୍‌.ଏ.)- ଗଜପତି ଜିଲା ଅଡ଼ବା ଥାନା ଅଧୀନ ବିରିକୋଟ ଗ୍ରାମ ନିକଟ ଉଳିଆପଦାଠାରେ ରବିବାର ଅନୁସୂଚିତ ଜାତି, ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ସୁରକ୍ଷା ଦେବାକୁ ଆସିଥିବା ଏକ ଏସ୍‌କର୍ଟ ଗାଡ଼ି ଓଲଟି ପଡ଼ିଛି। ଏଥିରେ ୫ ଜଣ ପୋଲିସ କର୍ମଚାରୀ…

ସୋମବାର ସ୍କୁଲ ବନ୍ଦ

ଡେରାଡୁନ,୧୭ ।୧୦: ପାଣିପାଗ ବିଭାଗ ଅନୁମାନ କରିଛି କି ଆସନ୍ତା ଦିନେ ଦୁଇଦିନ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ଚେତାବନୀ ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ରଦ୍ଦ ଦାବି ତେଜିଲା

ଯୋଧପୁର, ୧୭।୧୦: ଜମ୍ମୁ-କଶ୍ମୀରରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ର ପୁନଃବିଚାର କରିବାକୁ ପଡ଼ିବ ବୋଲି କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି। ସେ ରବିବାର ଯୋଧପୁର ଗସ୍ତରେ ଯାଇ ଏକ…

ଆର୍ଯ୍ୟନ ଖାଁ କ୍ରୁଜ ଡ୍ରଗ୍ସ ମାମଲା, ସାକ୍ଷୀଙ୍କ ନାମ ଠିକଣା ଲିକ୍‌, ଘରେ ପଶିଲେ ଅଜଣା ଲୋକେ

ମୁମ୍ବାଇ,୧୭ ।୧୦: କ୍ରୁଜ ଡ୍ରଗ୍ସ ମାମଲାରେ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଖାଁଙ୍କ ସମସ୍ୟା ଯେମିତି କମିବାର ନାଁ ନେଉନି । ଆର୍ଯ୍ୟନଙ୍କ ଜାମିନ ଆବେଦନର ଶୁଣାଣି ୨୦ ଅକ୍ଟୋବରରେ ହେବାର ଅଛି । ହେଲେ ଏହାରି ଭିତରେ ଖବର…

ବାଦ୍‌ ପଡ଼ିବେ ରାଇନା; ସିଏସ୍‌କେ ଟାର୍ଗେଟରେ ଡୁ’ପ୍ଲେସି, ଶାର୍ଦ୍ଦୁଳ, ଦୀପକ

ଦୁବାଇ,୧୭।୧୦: ଭେଟେରାନ ବ୍ୟାଟର ସୁରେଶ ରାଇନ ସମ୍ଭବତଃ ଆଗାମୀ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳରୁ ବାଦ୍‌ ପଡ଼ିପାରନ୍ତି। ରୁତୁରାଜ ଗାଏକ୍ୱାଡ ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ରିଟେନ ସିଏସ୍‌କେ ରିଟେନ କରିବ। ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ମଧ୍ୟ…

‘କଂଗ୍ରେସ ପାଇଁ ଶେଷ ସୁଯୋଗ’

ଚଣ୍ଡିଗଡ,୧୭।୧୦: ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖିଛନ୍ତି। ୨୦୨୨ ବିଧାନସଭା ନିର୍ବାଚନ ପାଇଁ ଦଳର ୧୩-ପଏଣ୍ଟ ଏଜେଣ୍ଡା ଉପସ୍ଥାପନ କରିବାକୁ ଏହି ବୈଠକ ଡକାଇବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।…

ଦଶହରାରେ ଛାତ୍ରୀଙ୍କୁ ଅପହରଣ

ବାରିପଦା ଅଫିସ,୧୭ା୧୦: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଞ୍ଚଳର ଜନୈକା ଛାତ୍ରୀଙ୍କୁୁ ଅପହରଣ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତଙ୍କୁୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ସେ ହେଲେ ବାଲେଶ୍ୱର ଜିଲା ନୀଳଗିରି ଥାନା ନରସିଂହପୁର ଗ୍ରାମର…

ମୋଦି ଦେଲେ ଭରସା

ଥିରୁଭାନନ୍ତପୁରମ୍‌,୧୭।୧୦: କେରଳରେ ପ୍ରବଳ ବର୍ଷା ଲାଗି ରହିଛି। ଅନେକ ସହରରେ ପରିସ୍ଥିତି ପରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର କୋକ୍କାୟାରରେ ଭୂସ୍ଖଳନ ପରେ ୩ଟି ମୃତଦେହ ଉଦ୍ଧାର କରାଯାଇଛି। ଏହା ସହ ରାଜ୍ୟରେ ଏପର୍ଯ୍ୟନ୍ତ ବର୍ଷା ଯୋଗୁ ୨୧ ଜଣଙ୍କର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri