Home Left

୧୮ ଦିନ ପରେ ସିଦ୍ଧୁ ଫେରାଇ ନେଲେ ଇସ୍ତଫା, କହିଲେ ସବୁ ଠିକ୍ ହୋଇଗଲା

ନୂଆଦିଲ୍ଲୀ,୧୬ ।୧୦: ପଞ୍ଜାବ କଂଗ୍ରେସରେ ଲାଗି ରହିଥିବା କଳହରେ କିଛିଟା ଶାନ୍ତି ପଡି ଯାଇଥିବା ଲକ୍ଷ୍ୟ କରାଯାଉଛି । ଦଳର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ୧୮ ଦିନ ପରେ ତାଙ୍କ ଇସ୍ତଫା ଫେରାଇ ନେଇଛନ୍ତି । ଶୁକ୍ରବାର ସେ…

ଭାଇଜାନଙ୍କ ପାଇଁ ନାଁ ବଦଳାଇ ଦେଇଥିଲେ ଏହି ଅଭିନେତ୍ରୀ, ପୂରା ଘଟଣା ଜାଣିଲେ

ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଧୀରେ ଧୀରେ ଇଣ୍ଡଷ୍ଟ୍ରିରେ ସଫଳତା ପାଇବାରେ ଲାଗିିଛନ୍ତି। ତେବେ ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ କିଆରାଙ୍କ ନାମ ଆଲିଆ ଥିଲା। ଡେବ୍ୟୁ ସହିତ ସେ ତାଙ୍କ ନାମ ପରିବର୍ତ୍ତନ କରିଥିଲେ। କିଆରା ୨୦୧୪ ମସିହାରେ ଫିଲ୍ମ…

ସୁଯୋଗ ପାଇବା ମାତ୍ରେ କ୍ଷତି କରନ୍ତି ଏପରି ବନ୍ଧୁ : ଜାଣନ୍ତୁ ଏମିତି କାହିଁକି କହିଲେ ଚାଣକ୍ୟ

ମନୁଷ୍ୟ ଜୀବନରେ, ବନ୍ଧୁଙ୍କୁ ନିକଟତର ବିବେଚନା କରାଯାଏ। ଯଦି ସେହି ବନ୍ଧୁ ତୁମର କ୍ଷତି କରିବାକୁ ଇଚ୍ଛା କରନ୍ତି, ତେବେ ସେ ଶତ୍ରୁ ଅପେକ୍ଷା ଅଧିକ ବିପଜ୍ଜନକ ହୋଇଥାନ୍ତି। ଏଭଳି ପରିସ୍ଥିତିରେ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ପ୍ରକୃତ ବନ୍ଧୁଙ୍କ…

୨୦୨୦ରେ କହିଥିଲେ ‘ଆମେ ଫେରିବୁ’

ଦୁବାଇ,୧୬।୧୦: ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଚତୁର୍ଥ ଥର ପାଇଁ ଆଇପିଏଲ ଟ୍ରଫି ହାତେଇଛି। ଗତ ବର୍ଷ ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ସିଏସ୍‌କେ ପ୍ଲେ-ଅପ୍‌କୁ ଯୋଗ୍ୟତା ହାସଲ କରିପାରି ନ ଥିଲା।…

ଗୋଟିଏ ଓଭରରେ ୧୧ ବଲ ପକାଇଲେ ଶାର୍ଦ୍ଦୁଳ

ଦୁବାଇ,୧୬।୧୦: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ୨୦ ରନ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ହରାଇ ଦେଇ ଚତୁର୍ଥ ଆଇପିଏଲ ଟ୍ରଫି ହାତେଇଛି। ଫାଇନାଲରେ ଏକଦା କୋଲକାତା ଆଗରେ ଚାଲିଥିବା ବେଳେ ଶାର୍ଦ୍ଦୁଳ ଠାକୁର ଡବଲ ଝଟ୍‌କା ଦେଇ ମ୍ୟାଚ୍‌ ବଦଳି…

ପାକିସ୍ତାନରେ ଖେଳାଯିବ ଏସିଆ କପ୍‌

ଦୁବାଇ,୧୫।୧୦: ୨୦୨୩ରେ ହେବାକୁ ଥିବା ଏସିଆ କପ୍‌କୁ ପାକିସ୍ତାନ ଆୟୋଜନ କରିବ। ଏହି ଇଭେଣ୍ଟ ଦିନିକିଆ ଭିତ୍ତିରେ ଖେଳାଯିବ। ଏହାର ପରବର୍ତ୍ତୀ ବର୍ଷ ଶ୍ରୀଲଙ୍କା ଟି୨୦ ଫର୍ମାଟରେ ଏସିଆ କପ୍‌ ଆୟୋଜନ କରିବ। ଏ ନେଇ ଦୁବାଇରେ ଅନୁଷ୍ଠିତ ଏସିଆନ୍‌ କ୍ରିକେଟ…

କେକେଆରକୁ ହୃଦଘାତ୍‌ ଦେଲା ଶାର୍ଦ୍ଦୁଳଙ୍କ ଓଭର

ଦୁବାଇ,୧୫।୧୦: ଚଳିତ ଆଇପିଏଲ ଫାଇନାଲ ମ୍ୟାଚ୍‌ରେ ୯୧୩ ରନ୍‌ର ବିଶାଳ ଟାର୍ଗେଟ ପିଛା କରୁଥିବା କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ଗୋଟିଏ ଓଭରରେ ଡବଲ ଝଟକା ଦେଇଛନ୍ତି ଶାର୍ଦ୍ଦୁଳ ଠାକୁର। ଶୁବମାନ ଗିଲ ଓ ଭେଙ୍କଟେଶ ଆୟର(୫୦ ରନ୍‌, ୫ ଚୌକା…

ଶୋଇଥିଲେ କ୍ଷେତରେ, ରାତି ଅଧରେ ପହଞ୍ଚିଲା ମୃତ୍ୟୁ

ବନ୍ତଳା,୧୫।୧୦(ବ୍ୟୁରୋ): ରାତିରେ ଫସଲକୁ ଜଗିବା ପାଇଁ କ୍ଷେତରେ ମଞ୍ଚ ଉପରେ ଶୋଇଥିଲେ। ଅଧରାତିରେ ହଠାତ୍‌ ମୃତ୍ୟୁ ରୂପେ ପହଞ୍ଚିଥିଲା ହାତୀ। ହାତୀ ଦଳି ଦେବାରୁ କ୍ଷେତରେ ଫସଲ ଜଗିଥିବା ପ୍ରକାଶ ସାହୁ(୪୭)ଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ ରେଞ୍ଜ କୋଟ ଥାନା ମାଣିକ…

ଫାଇନାଲରେ ୧୯୦ରୁ ଅଧିକ ରନ୍‌ର ଟାର୍ଗେଟ ବଡ଼ ନୁହେଁ

ଦୁବାଇ,୧୫।୧୦: ଟି୨୦ କ୍ରିକେଟରେ ୧୯୦ରୁ ଅଧିକ ରନ୍‌ର ବିଜୟ ଲକ୍ଷ୍ୟକୁ ଅପେକ୍ଷାକୃତ ସୁରକ୍ଷିତ ଭାବେ ବିଚାର କରାଯାଏ। କିନ୍ତୁ ଆଇପିଏଲ ଫାଇନାଲରେ ଦୁଇ ଦୁଇ ଥର ୧୯୦ରୁ ଅଧିକ ରନ୍‌ର ଟାର୍ଗେଟ ଛିଡ଼ା କରିବା ପରେ ମଧ୍ୟ ଦଳକୁ ପରାଜୟର ସମ୍ମୁଖୀନ…

ଆଇପିଏଲ୍‌ ଟ୍ରଫି ପାଇଁ କେକେଆରକୁ ଦରକାର ୧୯୩

ଦୁବାଇ,୧୫।୧୦: ଚଳିତ ଆଇପିଏଲରେ ଦୁବାଇ ଗ୍ରାଉଣ୍ଡରେ ଖେଳାଯାଇଥିବା ୮ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଆଉ ବିଜୟ ଲକ୍ଷ୍ୟର ପିଛା କରିବାରେ ପ୍ରତିପକ୍ଷ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)। ଇଆନ ମୋର୍ଗାନଙ୍କ ଦଳ ବିଜୟ…

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବରିଷ୍ଠ କଂଗ୍ରେସ ନେତା

ନୂଆଦିଲ୍ଲୀ,୧୫।୧୦: ଗ୍ଲୋବାଲ ହଙ୍ଗର ଇନ୍‌ଡେକ୍ସ ର଼୍ୟାଙ୍କିଙ୍ଗ୍‌ରେ ଭାରତର ମାନ୍ୟତାରେ ଅବନତି ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଚ୍ଛଲ୍ୟ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲ। ୨୦୨୦ ବର୍ଷ ହଙ୍ଗର ଇନ୍‌ଡେକ୍ସରେ ଭାରତ ୯୪ ତମ ସ୍ଥାନରେ ଥିଲା। ଚଳିତ…

ଐତିହାସିକ ମ୍ୟାଚ୍‌ରେ ଧୋନୀଙ୍କ ଭାଗରେ ପଡ଼ିଲାନି ଟସ୍‌

ଦୁବାଇ,୧୫।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣର ଫାଇନାଲରେ ଟସ୍‌ ଜିତି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଅଧିନାୟକ ଇଆନ ମୋର୍ଗାନ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦ୍ୱିତୀୟ ଇନିଂସରେ କାକର ପଡ଼ିବାର ସମ୍ଭାବନା ଥିବାରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri