Posted inଫୁରସତ

୧୦ ବର୍ଷର ବାଳକଙ୍କ ପାଟିରେ ୫୦ ଦାନ୍ତ

ଭୋପାଳ,୧।୩:ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୦ ବର୍ଷର ବାଳକ ପାଟିରୁ ୫୦ଟି ଦାନ୍ତ ବାହାରିଛି। ଗତ କିଛିଦିନ ହେବ ଯନ୍ତ୍ରଣା ହେଉଥିବା ପିଲାଟି ଦାନ୍ତରେ ହେଉଥିବା କହିବା ପରେ ଡାକ୍ତରମାନେ ତାଙ୍କ ଦାନ୍ତ ପରୀକ୍ଷା କରିଥିଲେ। ପରେ ଜଣାପଡିଥିଲା ଯେ ସେ ଏକ ବିରଳ ରୋଗରେ ପୀଡିତ ଅଛନ୍ତି। ଚିକିତ୍ସା ଜଗତରେ ଏହି ରୋଗକୁ ଓଡୋଣ୍ଟୋମା(Odontoma) କୁହାଯାଏ। ଲକ୍ଷରେ ଏହି ରୋଗର କେବଳ ଜଣେ କିମ୍ବା ଦୁଇ ଜଣଙ୍କୁ ହୋଇଥାଏ।

ସୂଚନାଯୋଗ୍ୟ,ଜଣେ ୧୦ ବର୍ଷର ଶିଶୁର ପାଟି ବହୁତ ଫୁଲି ରହୁଥିଲା। ଦୀର୍ଘ ଦିନ ଧରି ଦାନ୍ତରେ ଯନ୍ତ୍ରଣା ହେଉଥିବା ସେ ଘରେ କହୁଥିଲେ। ତାଙ୍କୁ ଡାକ୍ତରଖାନା ନେବାରୁ ଡାକ୍ତର ତୁରନ୍ତ ଅପରେସନ ଆବଶ୍ୟକ ବୋଲି କହିଥିଲେ।
ଡାକ୍ତର କହିବାଙ୍କ ଅନୁଯାୟୀ, ଯଦି ଏହି ରୋଗର ଚିକିତ୍ସା କରା ନ ଯାଏ ତେବେ ଏହାର ଗୁରୁତର ପରିଣାମ ଦେଖିବାକୁ ମିଳେ। ପିଲାଟିର ଏକ ଅସୁବିଧା ମଧ୍ୟ ଥିଲା ଯେ ଏହି ଅତିରିକ୍ତ ଦାନ୍ତ ତାଙ୍କ ସୁସ୍ଥ ଦାନ୍ତକୁ ମଧ୍ୟ ପ୍ରଭାବିତ କରୁଥିଲା। ତିନିଜଣ ଡାକ୍ତରୀ ଟିମ ପିଲାଟି ସଫଳତାର ସହିତ ଅପରେସନ କରିଛନ୍ତି। ଅପରେସନ ସମୟରେ ୩୦ଟି ଦାନ୍ତ କାଢି ଦିଆଯାଇଛି। ୧୮ ବର୍ଷ ବୟସ ବେଳକୁ ପିଲାଟିର ତିରିଶ ଦାନ୍ତ ଫେରି ଆସିବ ବୋଲି କୁହାଯାଉଛି। ଏହି ଅପରେସନ ବହୁତ କଷ୍ଟସାଧ୍ୟ ଥିଲା ଏବଂ ଏହାକୁ ସମ୍ପୂର୍ଣ୍ଣ କରିବାକୁ ଅଢେଇ ଘଣ୍ଟା ସମୟ ଲାଗିଥିଲା। ଏବେ ଶିଶୁର ସ୍ବାସ୍ଥ୍ୟ ଭଲ ଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri