ଚାର୍ଜ ଲାଇଟ୍ରେ ଲୁଚାଇଥିଲେ ୬ କେଜି ସୁନା
ହାଇଦ୍ରାବାଦ୍,୧୯।୧୦: ଦୁବାଇରୁ ବିମାନ ଯୋଗେ ମଙ୍ଗଳବାର ପହଞ୍ଚିଥିବା ଜଣେ ଯାତ୍ରୀଙ୍କ ଚାର୍ଜ ଲାଇଟ୍ରୁ ୬.୦୬ କେଜି ସୁନା ପେଷ୍ଟ ଜବତ ହୋଇଛି। ଏହାର ମୂଲ୍ୟ ୨.୯୬ କୋଟି ଟଙ୍କା। ଦୁବାଇରୁ ଇକେ ୫୨୪ ଫ୍ଲାଇଟ୍ ଜରିଆରେ ପହଞ୍ଚିଥିବା ଯାତ୍ରୀଙ୍କ ବିରୋଧରେ ଚୋରା…
ଆସିଲା ଅକ୍ଟୋବର-ନଭେମ୍ବର ଗାଇଡଲାଇନ୍
ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ପାର୍ବଣକୁ ନେଇ ପୁଣି ଥରେ ଜାରି ହେଲା ଗାଇଡଲାଇନ୍ । ଲକ୍ଷ୍ମୀପୂଜା, କାଳୀ ପୂଜା ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏ ନେଇ ସ୍ବତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଛି। ଗାଇଡଲାଇନ୍ ଅନୁସାରେ, ମଣ୍ଡପରେ ପୂଜା…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜେମ୍ସ ବଣ୍ଡ ସହ ତୁଳନା କଲେ
ନୂଆଦିଲ୍ଲୀ,୧୯।୧୦: ଏକ ନୂଆ ମିମ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛି ତୃଣମୂଳ କଂଗ୍ରେସ (ଟିଏମ୍ସି)। ଉକ୍ତ ମିମ୍ରେ ପ୍ରଧାନମନ୍ତ୍ରୀଙ୍କୁ ବ୍ରିଟିଶ ଗୁପ୍ତଚର ଜେମ୍ସ ବଣ୍ଡଙ୍କ ସହ ତୁଳନା କରାଯାଇଛି। ଟିଏମ୍ସିର ବରିଷ୍ଠ ଏମ୍ପି ଡେରେକ୍ ଓ’ ବ୍ରେନ ଫେସବୁକ୍ରେ…
କ୍ରିତିଙ୍କ ସହ କଲେଜ ଦିନକୁ ମନେ ପକାଇଲେ ଅମିତାଭ
ମୁମ୍ବାଇ: ‘କୌନ ବନେଗା କରୋଡ଼ପତି ସିଜନ-୧୩’ରେ ଅଭିନେତ୍ରୀ କ୍ରିତି ସାନନଙ୍କୁ ଦେଖିବାକୁ ମିଳିଛି। ଫିଲ୍ମ ‘ହମ୍ ଦୋ ହମାରେ ଦୋ’ର ପ୍ରମୋଶନ ପାଇଁ ବ୍ୟସ୍ତ ରହୁଥିବା ଏହି ଅଭିନେତ୍ରୀ ବିଗ୍-ବିଙ୍କ ଶୋ’ରେ ନଜର ଆସିଛନ୍ତି। ତେବେ ଏହି ସମୟର କିଛି ଫଟୋକୁ…
୨୯ବର୍ଷ ତଳର ମାର୍କଶିଟ୍ ଜାଲିଆତି; ଭାଜପା ନେତାଙ୍କୁ ଜେଲଦଣ୍ଡ
ଅଯୋଧ୍ୟା,୧୯।୧୦: ୨୯ବର୍ଷ ତଳର ଏକ ମାର୍କଶିଟ୍ ଜାଲିଆତି ମାମଲାର ବିଚାର କରି ସ୍ବତନ୍ତ୍ର କୋର୍ଟ ଅଯୋଧ୍ୟା ଗୋସାଇଗଞ୍ଜର ଭାଜପା ବିଧାୟକ ଇନ୍ଦ୍ର ପ୍ରତାପ ତିୱାରୀଙ୍କୁ ପାଞ୍ଚ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥି ସହିତ ତାଙ୍କ ଉପରେ ୮,୦୦୦ ଟଙ୍କାର ଜରିମାନା…
ବିବାହ କଲେ ବିଲ୍ ଗେଟ୍ସଙ୍କ ଝିଅ
ଲଣ୍ଡନ,୧୯।୧୦: ବିଲ୍ ଗେଟ୍ସଙ୍କ ଝିଅ ଜେନିଫର୍ ଗେଟ୍ସ ବିବାହ କରିଛନ୍ତି। ଶନିବାର ସେ ତାଙ୍କର ପୁରୁଷ ବନ୍ଧୁ ନାଏଲ ନାସାରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନ୍ୟୁୟର୍କର ୱେଷ୍ଟଚେଷ୍ଟରରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଛି। ନାଏଲ ନାସାର ଜଣେ ଇଜିପ୍ଟିଆନ୍…
କିରୋସିନ ଡିପୋରେ ଚଢ଼ାଉ
ସୋରଡ଼ା,୧୯ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ାର ଗୁରୁମୂର୍ତ୍ତି ନାମକ ଏକ କିରୋସିନ ଡିପୋରେ ଓଡ଼ିଶା ଭିଜିଲାନ୍ସ ବିଭାଗ ନିର୍ଦ୍ଦେଶରେ ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଡିଏସ୍ପିଙ୍କ ନେତୃତ୍ୱରେ ୫ ଜଣିଆ ଦଳ ଅପରାହ୍ନରେ ପହଞ୍ଚି ଡିପୋର କର୍ମଚାରୀମାନଙ୍କୁ ବିଭିନ୍ନ…
ଫାବ୍ଇଣ୍ଡିଆ ଦେଲା ସଫେଇ: ଜଶନ୍-ଇ-ରିଓ୍ବାଜ୍ ନୁହେଁ, ‘ଝିଲମିଲ୍ ସି ଦିୱାଲି’
ନୂଆଦିଲ୍ଲୀ,୧୯।୧୦: ଡ୍ରେସ୍ ବ୍ରାଣ୍ଡ ଫାବ୍ଇଣ୍ଡିଆ ଦ୍ୱାରା ଏକ ପ୍ରମୋଶନାଲ ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହେବା ପରେ କମ୍ପାନୀ ପକ୍ଷରୁ ମଙ୍ଗଳବାର ସଫେଇ ଦିଆଯାଇଛି। କମ୍ପାନୀ କହିଛି ଯେ, ଜଶନ୍-ଇ-ରିଓ୍ବାଜ୍କୁ ଦୀପାବଳି ପର୍ବ ସହ ଯୋଡା ଯାଉଛି। କିନ୍ତୁ ଏହା ଦୀପାବଳି…
ଚାହୁଁଛନ୍ତି କି ସଫଳତା, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ
ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ପଦୋନ୍ନତି, ବୈବାହିକ ଜୀବନ, ବନ୍ଧୁତା, ଶତ୍ରୁତା ଏବଂ ସମ୍ମାନ ସହିତ ଜଡିତ ସମସ୍ତ ବିଷୟ ଉପରେ ପରାମର୍ଶ ଦେଇଛନ୍ତି। ଚାଣକ୍ୟଙ୍କ ଦ୍ୱାରା ବର୍ଣ୍ଣିତ ନୀତିକୁ ଗ୍ରହଣ କରି ଜଣେ ବ୍ୟକ୍ତି ଜୀବନରେ ସଫଳତା ହାସଲ କରିପାରିବ।…
ଜନ୍ମଦିନ ପୂର୍ବରୁ ପ୍ରଭାସଙ୍କ ସିଡିପି ଭାଇରାଲ
ମୁମ୍ବାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ସହ ବଲିଉଡରେ ଦମଦାର ଅଭିନୟ ପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରଭାସଙ୍କ ସିଡିପି(କମନ ଡିସପ୍ଲେ ପିକଚର) ଏବେ ଭାଇରାଲ ହେବାରେ ଲାଗିଛି । ୨୩ ଅକ୍ଟୋବରରେ ସେ ତାଙ୍କର ଜନ୍ମଦିନ ପାଳନ…
ମମିତା ମିଷ୍ଟ୍ରି : ଷ୍ଟାଡିୟମ ଖୋଳୁ ଖୋଳୁ ମିଳିଲା ପୋଡ଼ା ମୃତଦେହ
ଭବାନୀପାଟଣା,୧୯।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ମହାଲିଙ୍ଗର ଏକ ଘରୋଇ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ଗତ ୧୧ ଦିନ ହେବ ନିଖୋଜ ଥିବା ବେଳେ ଏହି ଘଟଣା ଏବେ ନୂଆମୋଡ଼ ନେଇଛି। କୌଣସି ଖବରପାଇ ପୋଲିସ ମଙ୍ଗଳବାର ସକାଳେ ସ୍କୁଲ ଷ୍ଟାଡିୟମରେ ଖୋଜାଖୋଜି…
୬ ମାସ ପରେ ପେଟରୁ ବାହାରିଲା ନୋକିଆ ଫୋନ୍; ସର୍ଜରୀ ପରେ ଡାକ୍ତର…
ଜଣେ ୩୩ ବର୍ଷୀୟ ବ୍ୟକ୍ତିଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ହେଉଥିବା ଯୋଗୁ ସେ ଡାକ୍ତର ପାଖକୁ ଚିକିତ୍ସା ପାଇଁ ଯାଇଥିଲେ। ପରେ ବ୍ୟକ୍ତିଙ୍କ ଏକ୍ସ-ରେ କରିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଡାକ୍ତର। କାରଣ ବ୍ୟକ୍ତିଙ୍କ ପେଟ ଭିତରେ ଏକ ମୋବାଇଲ ଫୋନ…
Archives


