ସ୍ବାମୀଙ୍କ ସହ ଶିବରାତ୍ରି ପାଳିଲେ ପ୍ରିୟଙ୍କା

ଅଭିନେତା ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନାସ ମା’ବାପା ହେବା ପରେ ପରେ ମଙ୍ଗଳବାର ସେମାନଙ୍କର ପ୍ରଥମ ମହା ଶିବରାତ୍ରି ପାଳନ କରିଛନ୍ତି। ପ୍ରିୟଙ୍କା ଏହାର ଏକ ଫଟୋ ଇନଷ୍ଟାଗ୍ରାମ୍‌ ଷ୍ଟୋରୀରେ ଶେୟାର କରିଛନ୍ତି। ଯେଉଁଥିରେ ପ୍ରିୟଙ୍କା-ନିକ୍‌ ପ୍ରଭୁ ଶିବଙ୍କ ପ୍ରତିମା ସାମ୍ନାରେ ବସି ପୂଜା କରୁଥିବାର ନଜର ଆସିଛନ୍ତି। ପ୍ରିୟଙ୍କା ଏକ ଗୋଲାପୀ ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ନିକ ଏକ ଧଳା ରଙ୍ଗର ପୋଷାକ ପନ୍ଧିଥିଲେ। ଏହି ଫଟୋକୁ ଶେୟାର କରି ପ୍ରିୟଙ୍କା ଲେଖିଛନ୍ତି, ମହା ‘ଶିବରାତ୍ରି କି ହାର୍ଦ୍ଦିକ ଶୁଭକାମନାୟେ’।

 

 


Enter your email to get our daily news in your inbox.

All Right Reserved By Dharitri.Com

ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କଲେ ଉର୍ବଶୀ, ପୋଷ୍ଟ ଦେଖି ରାଗିଲେ ୟୁଜର୍ସ

ମୁମ୍ବାଇ: ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କର ଶୁକ୍ରବାର ଏକ ବଡ ଧରଣର ଦୁର୍ଘଟଣା ହୋଇଛି । ଏଥିରେ ତାଙ୍କ ମୁଣ୍ଡ, ଗୋଡ, ପିଠି ଆଦିରେ ଖୁବ...

ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ,୨୦।୪: ନିଜ ବୟାନକୁ ନେଇ ସବୁବେଳେ ବିବାଦରେ ରହୁଥିବା ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏବେ ପୁଣି ଥରେ ବିବାଦରେ ଫଶିଯାଇଛନ୍ତି। ଚଳିତ ଥର...

ସମ୍ମୁଖକୁ ଆସିଲା ‘ଗୁଲାବୋ ସିତାବୋ’ର ଅମିତାଭ୍‌ଙ୍କ ପ୍ରଥମ ଲୁକ୍‌

ବିଗ୍‌ ବି ଅମିତାଭ ବଚ୍ଚନ ବର୍ତ୍ତମାନ ତାଙ୍କର ଆଗାମୀ ସିନେମା ‘ଗୁଲାବୋ ସିତାବୋ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ସୁଜିତ୍‌ ସରକାରଙ୍କ ନିର୍ଦ୍ଦେଶିତ ଏହା ଏକ କମେଡି...

ଐଶ୍ୱର୍ଯ୍ୟାଙ୍କ ସହ କାମ କରିଥିବା ଏହି ଶିଶୁ କଳାକାର ଏବେ ସୁପରଷ୍ଟାର

ମୁମ୍ବାଇ: ଛୋଟ ପରଦାର ଅଭିନେତ୍ରୀ ଜେନିଫର୍‌ ଓ୍ବିଙ୍ଗେଟ ବିଭିନ୍ନ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇପାରିଛନ୍ତି। ଜେନିଫର୍‌ ଶିଶୁ କଳାକାର ଭାବରେ ବଲିଉଡ୍‌ ଫିଲ୍ମରେ ମଧ୍ୟ...

କଲାମଙ୍କ ଉପରେ ନିର୍ମାଣ ହେବ ଫିଲ୍ମ

ଆଜିକାଲି ବଲିଉଡ୍‌ରେ ଚାଲିଛି ବାୟୋପିକର ଟ୍ରେଣ୍ଡ। ଦର୍ଶକଙ୍କୁ ଅନ୍ୟ ଫିଲ୍ମ ଅପେକ୍ଷା ବାୟୋପିକ ବେଶୀ ଭଲ ଲାଗୁଛି ଓ ଏହା ବକ୍ସ ଅଫିସରେ ଭଲ ଆୟ...

ମଧୁବାଲା-ଦିଲୀପ କୁମାରଙ୍କ ପ୍ରେମ ସମ୍ପର୍କକୁ ନେଇ ଏମିତି କହିଲେ ଭଉଣୀ

ମୁମ୍ବାଇ: ବଲିଉଡ୍‌ର ଭେଟେରାନ ଅଭିନେତା ଦିଲୀପ କୁମାର ଏବଂ କିମ୍ବଦନ୍ତୀ ଅଭିନେତ୍ରୀ ମଧୁବାଲାଙ୍କ ଫିଲ୍ମ ‘ମୋଗଲ-ଏ-ଆଜମ’ ଭାରତୀୟ ଫିଲ୍ମର ୍‌ବ୍ଲକବଷ୍ଟର ଫିଲ୍ମ ମଧ୍ୟରୁ ଅନ୍ୟତମ। ଫିଲ୍ମରେ...

ଘର ସଂସାର କରିବେ ଅର୍ଦ୍ଧେନ୍ଦୁ

ବଡ଼ ପରଦାରେ ମିଛିମିଛିକା ବର ସାଜିଛନ୍ତି ସେ। ହେଲେ ଏଥର ସତସତିକା ବରବେଶରେ ଯିବେ। ହଁ, ଓଲିଉଡ୍‌ର ଅନ୍ୟତମ ନାୟକ ଅର୍ଦ୍ଧେନ୍ଦୁ ଘର ସଂସାର କରିବାକୁ...

କରିନାଙ୍କ ସହ ଯୋଡ଼ିକୁ ନେଇ ଏମିତି କହିଥିଲେ ଶାହିଦ; ଚକିତ ହୋଇଥିଲେ ପ୍ରଶଂସକ

ବମ୍ବେ: ଏକଦା ବଲିଉଡ୍‌ର ଚର୍ଚ୍ଚିତ ପ୍ରେମୀ ଯୁଗଳଙ୍କ ମଧ୍ୟରୁ ଗୋଟିଏ ଥିଲେ କରିନା କପୁର ଖାଁ ଏବଂ ଶାହିଦ କପୁର। ଚଳଚ୍ଚିତ୍ର ‘ଫିଦା’ ସେଟ୍‌ରୁ ଉଭୟଙ୍କ...

Advertisement
Archives

Model This Week