ଥାନାରେ ପହଞ୍ଚତ୍ଲା ୫ ବର୍ଷ ତଳର ଗଧ ଚୋରି ମାମଲା; ମନ୍ଦିରରେ ସ୍ଥିର ହେଲା ମାଲିକାନା
ଭିଲ୍ବାଡା, ୫।୭- ଜମି, ସମ୍ପତ୍ତିକୁ ନେଇ ଦୁଇ ପକ୍ଷ ଲୋକଙ୍କ ମଧ୍ୟରେ ବିବାଦ ହୋଇଥିବା ଏକ ସାଧାରଣ କଥା। ଏହାର ସମାଧାନ ପାଇଁ ଲୋକେ ଥାନା, କୋର୍ଟ, କଚେରୀକୁ ମଧ୍ୟ ଯାଇଥାନ୍ତି। କିନ୍ତୁ ରାଜସ୍ଥାନ ଭିଲ୍ବାଡା ଜିଲାର କୋଟ୍ଡି ଥାନା ଅଞ୍ଚଳରେ…
ବସ୍ରେ ଆରମ୍ଭ ହୋଇଥିଲା ଏହି ପ୍ରସିଦ୍ଧ ଭାଜପା ନେତାଙ୍କ ଲଭ୍ଷ୍ଟୋରୀ
ଭାରତୀୟ ଜନତା ପାର୍ଟିର ପ୍ରସିଦ୍ଧ ନେତା ଶାହନୱାଜ ହୁସେନ ଦିଲ୍ଲୀର ହିନ୍ଦୁ ଯୁବତୀ ରେଣୁଙ୍କୁ ବିବାହ କରିଥିଲେ, କିନ୍ତୁ ଏଥିପାଇଁ ତାଙ୍କୁ ୯ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିଲା। ୧୯୮୬ରେ, ସ୍ନାତକୋତ୍ତର ପଢୁଥିବାବେଳେ ଶାହନୱାଜ ଏଡିଟିସି ବସରେ ଯାତ୍ରା କରୁଥିଲେ।…
କରୋନାରୁ ରକ୍ଷା ପାଇବା ପାଇଁ ଦମ୍ପତି ନେଲେ ଏହି ପଦକ୍ଷେପ, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ବିଶ୍ୱର ଅଧିକାଂଶ ଦେଶ ଏବେ କରୋନା ମହାମାରୀ ସହ ସଂଘର୍ଷ କରୁଛନ୍ତି। ଏହି ମାରାତ୍ମକ ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ଦେଶ କିଛି ନା କିଛି ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ସମୟରେ ଋଷ୍ର ଏକ ଦମ୍ପତି କରୋନାରୁ…
ଶ୍ରମିକ ପାଲଟିଲେ ମାଇକେଲ୍ ଜ୍ୟାକ୍ସନ
ଟୁଇଟରରେ ବିଲ୍ ବାର୍ଟେଲ ନାମକ ଜଣେ ବ୍ୟକ୍ତି ଶେୟାର କରିଥିବା ଏକ ଭିଡିଓ ହେଉଛି ଭାଇରାଲ। କାରଣଟି ହେଲା ଭିଡିଓରେ ନାଚୁଥିବା ଶ୍ରମିକଙ୍କ ନୃତ୍ୟଶୈଳୀ। ତେବେ ହୁବେଇର ଏକ ଗୃହ ନିର୍ମାଣସ୍ଥଳରେ ମାଇକେଲ ଜ୍ୟାକ୍ସନଙ୍କ ଜନ୍ମ ହୋଇଛି ବୋଲି ସେ ଲେଖିଛନ୍ତି।…
କୁକୁର ମୁହଁ ଭଳି ଦେଖାଯାଉଥିବା ବାଦୁଡ଼ି ସୋସିଆଲ୍ ମିଡ଼ିଆରେ ଭାଇରାଲ
ନୂଆଦିଲ୍ଲୀ, ୫।୭: ଏବେ ସୋସିଆଲ୍ ମିଡ଼ିଆରେ କୁକୁର ମୁହଁ ଥିବା ବାଦୁଡ଼ିର ଫଟୋ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ କ୍ରିଷ୍ଟେନ ହୋଓ୍ବାର୍ଡଙ୍କ ଟୁଇଟର ଆକାଉଣ୍ଟରୁ ଶେୟାର କରାଯାଇଛି। ୟୁଜର ଏହାକୁ ଫ୍ରୁଟ୍ ବ୍ୟାଟ୍ କହି ନାନା ପ୍ରକାର ରୋଚକ…
ମାଲିକଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଚାରି ମହଲାରୁ ଡେଇଁ ଜୀବନ ହାରିଲା କୁକୁର
କଥାରେ ଅଛି କୁକୁର ମଣିଷର ସବୁଠାରୁ ବିଶ୍ୱସ୍ତ ସାଥୀ। ହେଲେ ପାଳିଥିବା ମଣିଷର ମୃତ୍ୟୁରେ ମ୍ରିୟମାଣ ହୋଇ କୁକୁର ନିଜେ ଜୀବନ ହାରିବା ଭଳି ଘଟଣା ହୁଏତ ଶୁଣି ନ ଥିବେ। ଏଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁରରେ। ୧୨…
ହୃଦୟ ଜିତୁଛି ଜଣେ ବ୍ୟକ୍ତି ପତ୍ନୀଙ୍କ ପାଇଁ ତିଆରି କରିଥିବା ବାଇକ
ଦେଖାଯାଏ ବେଳେ ବେଳେ ମହିଳାମାନଙ୍କର ଅନେକ ଇଚ୍ଛା ଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବା ଟିକେ କଷ୍ଟ ହୋଇଥାଏ। ବିଶେଷ କରି ଯେଉଁ ମହିଳାଙ୍କର ବାଇକ୍ ଚଲାଇବାର ଇଚ୍ଛା ସେମାନେ କେବଳ ହାତ ଗଣତି କେତେଜଣ ବୋଲି କୁହାଯାଏ। ମହିଳାମାନେ ବେଳେ…
ହ୍ବାଟ୍ସଆପ୍ରେ ଚାଟ୍ ଲୁଚାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ
ଆପଣଙ୍କ ଫ୍ରେଣ୍ଡ୍ଲିଷ୍ଟରେ ଏମିତି କିଛି ଖାସ୍ ବନ୍ଧୁ ଥା’ନ୍ତି, ଯେଉଁମାନଙ୍କ ସହ ଆପଣ ସିକ୍ରେଟ୍ ଚାଟ୍ କରିଥାନ୍ତି। ଆଉ ଏହି ଚାଟ୍ ଯେମିତି କେହି ନ ପଢ଼ନ୍ତୁ ଆପଣ ନିଶ୍ଚିତ ଚାହୁଁଥିବେ। ଏଥିପାଇଁ କିଛି ଟିପ୍ସ ରହିଛି। ଯାହା ସାହାଯ୍ୟରେ ଆପଣ…
ସାବଧାନ! ହେଲ୍ମେଟ ଘରକୁ କରୋନା ଆଣୁନାହିଁ ତ
ଆପଣଙ୍କ ହେଲମେଟ ଘରକୁ କରୋନା ଭାଇରସ୍ ଆଣୁ ନାହିଁ ତ? ଏହି ପ୍ରଶ୍ନ ଶୁଣି ଆପଣ ଟିକେ ଅଜବ ଅନୁଭବ କରିପାରନ୍ତି, କିନ୍ତୁ ବର୍ତ୍ତମାନ ଏହି ପ୍ରଶ୍ନଟି ଆପଣ ଏବଂ ଆପଣଙ୍କ ପରିବାରର ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଶରେ କରୋନା…
କାହିଁକି ମରୁଛନ୍ତି ଏତେ ସଂଖ୍ୟକ ହାତୀ, ଜାଣନ୍ତୁ କ’ଣ ରହିଛି କାରଣ
ଆଫ୍ରିକାର ବୋସ୍ଓ୍ବାନାଠାରେ ଗତ ଦୁଇ ମାସ ମଧ୍ୟରେ ଶହ ଶହ ହାତୀଙ୍କର ମୃତ୍ୟୁ ଘଟିସାରିଲାଣି। ବ୍ରିଟେନସ୍ଥିତ ନ୍ୟାସନାଲ ପାର୍କ ରେସ୍କ୍ୟୁର ଡ. ଡକ୍ଟର ନିଅଲ ମାଚେନ କୁହନ୍ତି, ତାଙ୍କ ସହକର୍ମୀମାନେ ମେ’ ଆରମ୍ଭରୁ ଦକ୍ଷିଣ ଆଫ୍ରିକାର ଏହି ଦେଶର ଓକାଭାଙ୍ଗୋ ଡେଲ୍ଟାରେ…
ଏହି ୩ କୁକୁର ମୃତ୍ୟୁମୁଖରୁ ବଞ୍ଚାଇଥିଲେ ମାଲିକଙ୍କୁ
ଆମ ଆଖପାଖରେ ଏମିତି କିଛି ଜୀବଜନ୍ତୁ ଥା’ନ୍ତି ଯେ କି ଆମର ବହୁ ବିଶ୍ୱାସୀ ହୋଇଥାନ୍ତି। ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ କହିଛନ୍ତି, ଯଦି ପାରୁଛ ପଶୁପକ୍ଷୀଙ୍କଠାରୁ କିଛି ଶିଖ। କୁକୁର ଏପରି ଏକ ଜୀବ, ଯିଏ ମଣିଷର ସବୁଠୁ ଭଲ ତଥା…
କରୋନାର ନୂଆ ରୂପ ‘ଜି୬୧୪’: ୯ଗୁଣ ଅଧିକ ବଢ଼ାଉଛି ସଂକ୍ରମଣ
ନୂଆ ରୂପରେ ଅଧିକ ବ୍ୟାପୁଛି କରୋନା। ଏଭଳି କିଛି ଜାଣିବାକୁ ପାଇଛନ୍ତି ଅର୍ନ୍ତରାଷ୍ଟ୍ରୀୟ ଅନୁସନ୍ଧାନକାରୀଙ୍କ ଏକ ଟିମ୍। ଅଧିକାଂଶ ଲୋକ ଏବେ ଏହି କରୋନାରେ ସଂକ୍ରମିତ ହେଉଥିବା ମଧ୍ୟ ସେମାନେ କହିଛନ୍ତି। ସିଏନ୍ଏନ୍ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କରୋନା ଭାଇରସ୍ର…

