ଲକ୍ଡାଉନ୍ରେ ଘରେ ବସି ରାତାରାତି କୋଟିପତି ହେଲେ ଏହି ବ୍ୟକ୍ତି
କରୋନା କବଳରେ ସମଗ୍ର ବିଶ୍ୱ । ଏଥିପାଇଁ ଜନଜୀବନ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଲକ୍ଡାଉନ୍ ଯୋଗୁ ଅଧିକାଂଶ ଲୋକଙ୍କ ଜୀବିକା ମଧ୍ୟ ଚାଲିଯାଇଛି। କାମ ଧନ୍ଦା ନ ମିଳିବାରୁ ଲୋକେ ଘରେ ବସି ବୋର୍ ହେଉଛନ୍ତି। ଲୋକଙ୍କ ପାଖରେ କୌଣସି…
ଚାଇନା ରାଷ୍ଟ୍ରପତିିଙ୍କ ଭଳି ଦେଖାଯିବାରୁ ଅପେରା ଗାୟକଙ୍କର ବଢ଼ୁଛି ଅଡ଼ୁଆ
ଚାଇନାର ଜଣେ ଜଣାଶୁଣା ଅପେରା ଗାୟକ ଲୁୟୁ କିକିଙ୍ଗ। ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ୬୩ ବର୍ଷୀୟ ଲୁୟୁଙ୍କ ଫଟୋକୁ ବାରମ୍ବାର କାଟି ଦିଆଯାଉଛି। କାରଣ ସେ ଦେଖିବାକୁ ଅବିକଳ ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ପରି। ଏଥିପାଇଁ ଟିକ୍ଟକ୍ରେ ମଧ୍ୟ ତାଙ୍କୁ…
ହାତରେ ସର୍ବଦା ପିସ୍ତଲ ଧରି ବାହାରକୁ ବାହାରନ୍ତି ଏହି ସରପଞ୍ଚ
ଭୋପାଳ,୬।୭: ଗାଁରେ ବର୍ତ୍ତମାନ ସମୟରେ ରାଜନୈତୀକ ପରିବେଶ ସାଙ୍ଗକୁ କିଭଳି ଭାବେ ଭିନ୍ନ ଧରଣ ପରିବେଶ ସୃଷ୍ଟି ହୁଏ ତାହା ଅଳ୍ପ ବହୁତେ ସମସ୍ତଙ୍କୁ ଜଣାଥିବ। ଏଭଳି ପରିସ୍ଥିତିରେ ଯଦି କେହି ମହିଳା ଶାସନ ଭାର ନେଇଛନ୍ତି ତେବେ ସେ ନିଜେ…
ବିରଳ ରେଲଓ୍ବେ ଷ୍ଟେଶନ: ଏପର୍ଯ୍ୟନ୍ତ ମାତ୍ର ୨ଟି ରାଜ୍ୟରେ
ଭାରତୀୟ ରେଲଓ୍ବେ ଇତିହାସ ବହୁ ପୁରୁଣା। ରେଲଓ୍ବେ ବିଷୟରେ ଅନେକ ମଜାଦାର କାହାଣୀ ରହିଛି, ଯାହା ବିଷୟରେ ବହୁ କମ୍ ଲୋକଙ୍କୁ ଜଣା। ଆପଣ ଜାଣିଛନ୍ତି କି ଦେଶରେ ଏଭଳି ଏକ ରେଲଓ୍ବେ ଷ୍ଟେଶନ ରହିଛି, ଯାହା ୨ ରାଜ୍ୟରେ ଅବସ୍ଥିତ।…
ଚର୍ଚ୍ଚାରେ ବବ୍ କଟ୍ ହାତୀ
ତାମିଲନାଡୁର ଏକ ହାତୀ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ହାତୀଟି ଚର୍ଚ୍ଚାକୁ ଆସିବାର କାରଣ ହେଉଛି ତା’ର କେଶ। ସେଗାମାଲମ ହାତୀ ମନ୍ତ୍ରାରଗୁଡି ସହରର ରାଜଗୋପାଳସ୍ବାମୀ ମନ୍ଦିରରେ ରହିଥାଏ। ଫଟୋରେ ହାତୀର ହେୟାର ଷ୍ଟାଇଲ ଦେଖିବାକୁ ମିଳିଛି। ଏହି…
ଏହି ଦେଶର ରାଜା ପ୍ରତିବର୍ଷ କରିଥାନ୍ତି ବିବାହ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ରାଜତନ୍ତ୍ର ବ୍ୟବସ୍ଥା ବହୁ ପୂର୍ବରୁ ବନ୍ଦ ହୋଇଥିଲେ ମଧ୍ୟ ଆଫ୍ରିକାରେ ଏପରି ଏକ ଦେଶ ଅଛି, ଯେଉଁଠାରେ ପୂର୍ଣ୍ଣ ଭାବରେ ରାଜକୀୟ କ୍ଷମତାରେ ଚାଲିଥାଏ। ଏହି ଦେଶର ନାମ ସ୍ବାଜିଲାଣ୍ଡ୍। ୨୦୧୮ରେ ୫୦ ବର୍ଷର ସ୍ବାଧୀନତା ପୂର୍ତ୍ତି ଉପଲକ୍ଷେ ଏଠାକାର ରାଜା…
କୁକୁରକୁ ଖୋଜି ଆଣିଲେ ମିଳିବ ୧୦ ହଜାର ଟଙ୍କା !
କୋଲକାତା,୬।୭: କୋଲକାତାରେ ଲଷ୍ଟ ଆଣ୍ଡ ଫାଉଣ୍ଡର ଏକ ଅଦ୍ଭୁତ ପୋଷ୍ଟର ଦେଖିବାକୁ ମିଳିଛି। ନନ୍ଦିନି କୌଶିକ ଏକ କୁକରକୁ ଖୋଜି ଆଣିଲେ ୧୦ ହଜାର ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି। ଏଥିପାଇଁ କୋଲକତା ବିମାନ ବନ୍ଦର ଅଞ୍ଚଳରେ ପୋଷ୍ଟର…
ଭୂକମ୍ପରେ ବି ସୁରକ୍ଷିତ ରହିବ ଏହି ଟ୍ରେନ୍
ଟୋକିଓ,୬।୭: ଜାପାନ ଏକ ନୂଆ ପ୍ରକାର ବୁଲେଟ୍ ଟ୍ରେନ୍ ନିର୍ମାଣ କରିଛି। ଏହି ଟ୍ରେନ୍ ଭୂକମ୍ପରେ ମଧ୍ୟ ସୁରକ୍ଷିତ ରହିପାରିବ। ଘଣ୍ଟାପ୍ରତି ୩୬୦ କିମି ବେଗରେ ଯିବାକୁ ଏହା ସକ୍ଷମ। ଏନ୍-୭୦୦-ଏସ୍ ନାମକ ଏହି ଟ୍ରେନ୍କୁ ଜୁଲାଇ ୧ ଠାରୁ ଯାତ୍ରା…
୫ ବର୍ଷର ଦିବ୍ୟାଙ୍ଗ ୧୦ କିମି ଚାଲି କରୋନା ପାଇଁ ଯୋଗାଡ କଲେ ୯ କୋଟି
କରୋନା ସହାୟତା ପାଇଁ ଲୋକେ ଟଙ୍କା ଯୋଗାଡ଼ କରିବାରେ ଲାଗିପଡ଼ିଛନ୍ତି। ଏଥିପାଇଁ କିଏ ଛାତ ଉପରେ ମାରାଥନ୍ କରୁଛନ୍ତି ତ କିଏ ସାଇକେଲିଂ ଆଉ କିଏ ଅନ୍ଲାଇନ୍ ମାଧ୍ୟମରେ ଟଙ୍କା ଯୋଗାଡ଼ କରୁଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଜଣେ ୫ ବର୍ଷର…
ସ୍ବାମୀ ବିବେକାନନ୍ଦ ଯେଉଁଠି ଭାଷଣ ଦେଇ ବିଶ୍ୱବିଖ୍ୟାତ ହୋଇଥିଲେ ସେଠାରେ ଆଜି ଏମିତି ଲେଖା ଅଛି
ସ୍ବାମୀ ବିବେକାନନ୍ଦ ୧୮୯୩ ମହିହା ସେପ୍ଟେମ୍ବର ୧୧ରେ ଆମେରିକାର ଚିକାକୋ ସହରରେ ଭାଷଣ ଦେଇ ସାରା ବିଶ୍ୱକୁ ଥରାଇ ଦେଇଥିଲେ। ବିଶ୍ୱ ଧର୍ମ ସମ୍ମିଳନୀରେ ସେ ଦେଇଥିବା ଏହି ଭାଷଣର ପ୍ରତିଟି ଧାଡିରେ ଭାରତର ବେଦ ଉପନିଷେଦ କଥା କୁହାଯାଇଥିଲା। ଯେତେବେଳେ…
ପ୍ରତିଦିନ ସ୍କୁଲକୁ ୨୪ କିଲୋମିଟର ସାଇକେଲରେ ଯାଆନ୍ତି ଏହି ଛାତ୍ରୀ: ହାଇସ୍କୁଲ ପରୀକ୍ଷାରେ ରଖିଛନ୍ତି ୯୮.୫ ପ୍ରତିଶତ ନମ୍ବର
ଭୋପାଳ,୬ା୭: କଥାରେ ଅଛି କଠିନ ପରିଶ୍ରମର ଫଳ ଦିନେ ଦିନେ ମିଳିଥାଏ। ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ମଧ୍ୟପ୍ରଦେଶର ଭିଣ୍ଡ୍ ଜିଲା ଅନ୍ତର୍ଗତ ଆଜନୋଲ୍ ଗାଁର ଦଶମ ଶ୍ରେଣୀ ଛାତ୍ରୀ ରୋଶ୍ନି ଭଦୌରିଆ। ହାଇସ୍କୁଲ ପରୀକ୍ଷାରେ ସେ ୯୮.୫ ପ୍ରତିଶତ…
ବ୍ଲାକ୍ ହୋଲରୁ ବିଶ୍ୱ ସୃଷ୍ଟି
ବିଶ୍ୱ ସୃଷ୍ଟି ପଛରେ କି ରହସ୍ୟ ଅଛି ତାହା ଜାଣିବା ପାଇଁ ପ୍ରୟାସ ଜାରି ରହିଛି। ଏହି ତାଲିକାରେ ନିକଟରେ ଆଉ ଏକ ରୋମାଞ୍ଚକର ତଥ୍ୟ ସାମିଲ କରାଯାଇଛି। ଅଷ୍ଟ୍ରେଲିଆର ମହାକାଶବିଜ୍ଞାନୀମାନେ ଏ ନେଇ ଗବେଷଣା କରି ଏପରି ତଥ୍ୟ ବିଷୟରେ…

