Posted inଫୁରସତ

ଶ୍ରମିକ ପାଲଟିଲେ ମାଇକେଲ୍‌ ଜ୍ୟାକ୍‌ସନ

ଟୁଇଟରରେ ବିଲ୍‌ ବାର୍ଟେଲ ନାମକ ଜଣେ ବ୍ୟକ୍ତି ଶେୟାର କରିଥିବା ଏକ ଭିଡିଓ ହେଉଛି ଭାଇରାଲ। କାରଣଟି ହେଲା ଭିଡିଓରେ ନାଚୁଥିବା ଶ୍ରମିକଙ୍କ ନୃତ୍ୟଶୈଳୀ। ତେବେ ହୁବେଇର ଏକ ଗୃହ ନିର୍ମାଣସ୍ଥଳରେ ମାଇକେଲ ଜ୍ୟାକ୍‌ସନଙ୍କ ଜନ୍ମ ହୋଇଛି ବୋଲି ସେ ଲେଖିଛନ୍ତି।

କିଛି ନିର୍ମାଣ କାମ ଚାଲିଥିବାରୁ କିଛି ଶ୍ରମିକ ବସିଛନ୍ତି। ଏହି ସମୟରେ ଜଣେ ଶ୍ରମିକ ବାଡ଼ି ଉଠାଇ ହାତରେ ଧରି ନାଚିବାରେ ଲାଗନ୍ତି। ବାସ୍‌। ସେଠାରେ ବସିଥିବା ସମସ୍ତେ ମନ୍ତ୍ରମୁଗ୍ଧ ହୋଇଯାନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହାକୁ ବେଶ୍‌ ପସନ୍ଦ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଲେଇ, ଗୁଣ୍ଡୁଚି ମୂଷା ମଧ୍ୟରେ ଖୋ-ଖୋ ପ୍ରତିଯୋଗିତା: ଭିଡିଓ ଦେଖିଲେ ହସି ହସି ଗଡିଯିବେ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଏକ ବିଲେଇ...

୧୪ ବର୍ଷ ତଳେ ବଞ୍ଚାଇଥିଲେ, ସେହି ବନ୍ଧୁଙ୍କ କୋଳରେ ଗଲା…

ବନ୍ଧୁଙ୍କ ବାହୁରେ ଏକ ସିମ୍ପାଞ୍ଜିର ଜୀବନ ଯାଇଛି। ଏହି ସିମ୍ପାଞ୍ଜି ଫରେଷ୍ଟ ରେଞ୍ଜରଙ୍କ ସହିତ ସେଲ୍‌ଫି ନେଇ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିଲା। ପୂର୍ବକାଙ୍ଗୋର...

ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ପହଞ୍ଚି ଗଲେ ମୃତବ୍ୟକ୍ତି, ଚକିତ ହେଲେ କର୍ମଚାରୀ; ଆଉ ତା’ ପରେ..

ପାଟଣା: କେବେ ଆପଣ ଶୁଣିଛନ୍ତି ଅଥବା ଦେଖିଛନ୍ତି କି ମୃତଦେହ(ଶବ) ଟଙ୍କା ଉଠାଇବା ପାଇଁ ବ୍ୟାଙ୍କରେ ପହଞ୍ଚିଛି। ହୁଏତ ନା। କିନ୍ତୁ ଏପରି ଏକ ସତ୍ୟ...

ଅଜବ ନିଶା : ସାପ ପରେ ଏବେ ଡ୍ରାଗନ୍‌ ହେବା ଲକ୍ଷ୍ୟ, ୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ସରୀସୃପ ପାଲଟିବେ ଏହି ବ୍ୟକ୍ତି

ଭଗବାନଙ୍କ ସୃଷ୍ଟିରେ ମଣିଷ ଶ୍ରେଷ୍ଠ ଜୀବ। ସୁନ୍ଦର ଦେଖାଯିବା ପାଇଁ ପ୍ରତ୍ୟେକ ମଣିଷ ଚାହିଁଥାନ୍ତି। ଖାସ୍‌କରି କିଛି ଲୋକ ବିୟୁଟିସିଆନ୍‌ଙ୍କ ପାଖକୁ ମଧ୍ୟ ଯାଇଥାନ୍ତି। ହେଲେ...

ସ୍ତ୍ରୀ ହେଲେ ଗର୍ଭବତୀ ସ୍ବାମୀ କରନ୍ତି ବିବାହ…

ଦେଶରେ ପୁରୁଷ ବହୁ ବିବାହ ନେଇ ନାନା ଆଲୋଚନା ଜାରି ରହିଛି। ତେବେ ରାଜସ୍ଥାନରେ ବାଡ଼ମେର ଜିଲାରେ ଦ୍ୱିତୀୟ ବିବାହ କରିବା ଏକ ପରମ୍ପରା ଭାବେ...

ଏକାସଙ୍ଗେ ୪ ହଜାର ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ସୂଚନା ଦେଲେ ଧନୀ ବ୍ୟକ୍ତି, ସ୍ତ୍ରୀ ଶେଷରେ କଲେ ଏପରି…

ଟୋକିଓ,୧।୫: ଜଣେ ଅବା ଦୁଇ ଜଣ ନୁହେଁ ଏକାସଙ୍ଗେ ୪ ହଜାର ମହିଳାଙ୍କ ସହିତ ସମ୍ପର୍କ ରଖିଥିବା ନେଇ ଜଣେ ଅରବପତି ସୂଚନା ଦେଇଥିଲେ। ତେବେ...

ଏହି ଦେଶର ସମ୍ପୂର୍ଣ୍ଣ ବିଜୁଳି କାଟିପାରିବ ଚାଇନା, ଜାଣନ୍ତୁ କାରଣ

ପ୍ରତ୍ୟେକ ଦେଶ ନିକଟରେ ନିଜ ଦେଶର ବିଜୁଳି କାଟିବାର ଅଧିକାର ଅଛି, ମାତ୍ର କେବେ ଶୁଣିଛନ୍ତି କି, ଗୋଟିଏ ଦେଶ ଅନ୍ୟ ଏକ ଦେଶର ବିଜୁଳି...

ଶୁଭବେଳାରେ ପିଲା ଜନ୍ମ ପାଇଁ ଆଗୁଆ ଓଟି ବୁକ୍‌ କରୁଛନ୍ତି ଅଭିଭାବକ

ବିବାହ ଉତ୍ସବ, ଜନ୍ମଦିନ କିମ୍ବା ଅନ୍ୟ କୌଣସି ସମାରୋହ ପାଇଁ ହୋଟେଲ, ରିସର୍ଟ ଆଦି ବୁକ୍‌ ହେଉଥିବା ଜାଣିଛନ୍ତି। କିନ୍ତୁ କେବେ ଶୁଣିଛନ୍ତି ଶୁଭବେଳାରେ ଡେଲିଭରି...

Advertisement
Archives

Model This Week