ଫୁରସତ

‘ସୁପର ଆନାକୋଣ୍ଡା’ ପରେ ‘ଶେଷନାଗ’

ନୂଆଦିଲ୍ଲୀ: ଯାତ୍ରୀଗଣ…ଏହି ଶବ୍ଦ ଉଚ୍ଚାରଣ ହେବା ମାତ୍ରକେ ଆଖି ଆଗରେ ଭାସିଉଠେ ଭାରତୀୟ ରେଳସେବାର ଚିତ୍ର। ତେବେ କରୋନାଜନିତ ଲକ୍‌ଡାଉନ୍‌ ଯୋଗୁ ସବୁଠାରୁ ବେଶି ପ୍ରଭାବିତ ହୋଇଛି ଟ୍ରେନ୍‌ ସେବା। ତଥାପି କରୋନା ଆତଙ୍କ ଭିତରେ ମଧ୍ୟ ରେଳ ବିଭାଗ ନୂଆ…

ବିବାହ ପରେ ମାତ୍ର ୨୧ ଦିନ ଏକତ୍ର ରହିଥିଲେ ବିରାଟ-ଅନୁଷ୍କା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି କୌଣସି ନା କୌଣସି ଖବରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବିବାହ ପୂର୍ବରୁ ମଧ୍ୟ ଏହି ଯୋଡି ଏକାଠି ସମୟ ବିତାଉଥିବାକୁ ନେଇ ଚର୍ଚ୍ଚାରେ ରହୁଥିଲେ। ଏବେ…

ସାର୍କକୁ ପଞ୍ଝାରେ ଧରି ସମୁଦ୍ର କୂଳରେ ଉଡିଲା ପକ୍ଷୀ

ପକ୍ଷୀ ଆକାରଠାରୁ ସାର୍କର ଆକାର ବିଶାଳକାୟ। ତେବେ ଗତ କିଛିଦିନ ହେଲା ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ ଏକ ଶିକାରୀ ପକ୍ଷୀ ସାର୍କ ମାଛକୁ ତାର ପଞ୍ଝାରେ ଧରି ଆମେରିକା ମାୟର୍ଟଲ ସମୁଦ୍ରକୂଳରେ ଉଡୁଥିବା ଦେଖିବାକୁ…

୩ କୋଟି କାରରେ ଡେଲିଭରି ହେଉଛି ଆମ୍ବ

ଫଳ ଭିତରେ ରାଜା ଆମ୍ବ। ଏହି ଫଳକୁ ସମସ୍ତେ ପସନ୍ଦ କରିଥାନ୍ତି। ତେବେ ଭାରତରେ ଅତି ସହଜରେ ସବୁ ସ୍ଥାନରେ ଆମ୍ବ ମିଳିଥାଏ। କେଉଁଠି ଠେଲାରେ ତ ଆଉ କେଉଁଠି ଫଳ ବିକ୍ରି ହୋଇଥାଏ। କିନ୍ତୁ ଦୁବାଇରେ ଆମ୍ବ ପାଇଁ ଅର୍ଡର…

କରୋନା ସଂକ୍ରମଣ ପରେ ଖୋଲିଲା ସ୍କୁଲ: ବାକ୍ସ ଭିତରେ ରହି ପିଲା ପଢିଲେ ପାଠ

ବ୍ୟାଂକକ୍‌,୩।୭: କରୋନା ସଂକ୍ରମଣ ପାଇଁ ସାରା ବିଶ୍ୱର ଅଧିକାଂଶ ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିଲା। ଏବେ କିନ୍ତୁ କିଛି ଦେଶରେ ପୁଣିଥରେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବା ଆରମ୍ଭ କରିଛି। ତେବେ କରୋନା ଭାଇରସ ସମ୍ପୂର୍ଣ୍ଣ ଭାବେ ଶେଷ ନ ହୋଇଥିବାରୁ…

ପାକିସ୍ତାନରେ ପବ୍‌ଜି ହେଲା ବ୍ୟାନ୍‌, ଜାଣନ୍ତୁ କାରଣ

ଲାହୋର,୩।୭: ପାକିସ୍ତାନରେ ଅସ୍ଥାୟୀ ଭାବେ ଲୋକପ୍ରିୟ ଅନ୍‌ଲାଇନ୍‌ ଗେମ୍‌ ପବ୍‌ଜି ଉପରେ ରୋକ ଲଗାଯାଇଛି। ବିଶେଷକରି ଶିଶୁ ତଥା ନାବାଳକମାନେ ଏହାକୁ ଖେଳିବା ଲାଗି ପାଗଳ ପ୍ରାୟ ହୋଇଯାଉଛନ୍ତି। ଏପରିକି କେହି କେହି ଆତ୍ମହତ୍ୟା କରିବାକୁ ପଛାଉ ନାହାନ୍ତି। ଏ ନେଇ…

ଖୋଲିଲା ବିଶ୍ୱର ପ୍ରଥମ ସୁନାର ହୋଟେଲ

ସୁନାର ଅଳଙ୍କାର ନୁହେଁ ବରଂ ସୁନାର ହେଟେଲ। ଯେଉଁଠି ଆପଣ ସୁନାର ଥାଳିରେ ଖାଇପାରିବେ, ସୁନା ପଲଙ୍କରେ ଶୋଇପାରିବେ, ସୁନାର ପୁଲ୍‌ରେ ଗାଧୋଇବାର ମଜା ନେଇପାରିବେ। ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଭିଏତନାମର ରାଜଧାନୀ ହାନୋଇରେ ରହିଛି ଏଭଳି ଏକ ହୋଟେଲ।…

ସମୂଦ୍ର କୂଳରେ ଚାଲିଥିଲା ବିବାହ ଫଟୋଶୁଟ୍‌, ଘଟିଲା କିଛି ଏମିତି…

ବର୍ତ୍ତମାନ କରୋନା କବଳରେ ସମଗ୍ର ବିଶ୍ୱ। ଇତିମଧ୍ୟରେ କରୋନା ସହ ବଞ୍ଚିବା ମଧ୍ୟ ଆମେ ଶିଖିଯାଇଛୁ। ପରସ୍ପର ମଧ୍ୟରେ ଦୂରତା ବଜାର ରଖିବା, ବାରମ୍ବାର ହାତ ଧୋଇବା, ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ଆଦି। ହେଲେ ଏମିତି ବି ଲୋକ…

ଗୁପ୍‌ଚୁପ୍‌ ଏଟିଏମ୍‌: ଚାହିଁଲେ ଅଧିକ ପାଣି ବି ମାଗିପାରିବେ

ଗୁପ୍‌ଚୁପ୍‌ ଏଟିଏମ୍‌। ଶୀର୍ଷକଟି ପଢି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଟିଏମ୍‌ରୁ ବାହାରୁ ଗୁପ୍‌ଚୁପ୍‌। ତାହା ସହ ଖଟା ପାଣି ଆଉ ମିଠା ଚଟନୀ ମଧ୍ୟ ବାହାରୁଛି। ସୋସିଆଲ୍‌ ମିଡିଆରେ ଏହି ଗୁପ୍‌ଚୁପ୍‌ ମେଶିନ୍‌ର ଭିଡିଓ ଭାଇରାଲ ହୋଇଛି। ଲୋକେ ଏମିତି…

ପିପିଇ କିଟ୍‌ ପିନ୍ଧି ନୃତ୍ୟ କଲେ ଡାକ୍ତର

କରୋନା ମହାମାରୀ ସମୟରେ ସମଗ୍ର ବିଶ୍ୱରେ ସ୍ବାସ୍ଥ୍ୟସେବା ଯୋଗାଉଥିବା କର୍ମଚାରୀ ସେମାନଙ୍କର ନିସ୍ବାର୍ଥପର ସେବା ପାଇଁ ପ୍ରକୃତ ହିରୋ ସାଜିଛନ୍ତି। କରୋନା ଭାଇରସ ବିରୋଧରେ ଲଢ଼େଇ ପାଇଁ ଡାକ୍ତରମାନେ ସବୁଠାରୁ ଆଗରେ ଛିଡ଼ା ହୋଇଛନ୍ତି। ଜଣେ ଡାକ୍ତର ପିପିଇ କିଟ୍‌ ପିନ୍ଧି…

ବର ସହ ଆସିଥିବା ଯୁବକକୁ ବିବାହ କରିବାକୁ ଜିଦି କଲେ କନ୍ୟା; ଏହାପରେ କ’ଣ ହେଲା ଜାଣନ୍ତୁ…

ବାହାଘର ଲାଗି ବରଯାତ୍ରୀ ସହ କନ୍ୟା ଘରେ ପହଞ୍ଚତ୍ ସାରିଥିଲେ ବର। ଆଉ କିଛି ସମୟ ପରେ ବେଦୀ ଉପରେ ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ ପାଇଁ ପରସ୍ପରର ସାଥୀ ହୋଇଥାନ୍ତେ ବରକନ୍ୟା। କିନ୍ତୁ ହଠାତ୍‌ ବଦଳି ଗଲା ପରିସ୍ଥିତି। ବରକୁ…

କରୋନା ଶୂନ୍ୟ ହେବା ପରେ ଏକାଠି ରାତ୍ରୀ ଭୋଜନକରି ଉତ୍ସବ ମନାଇଲେ ସହରବାସୀ

ଚେକ୍‌ ରିପବ୍ଲିକର ରାଜଧାନୀ ପ୍ରାଗ ଚାଲର୍‌ସ ବ୍ରିଜ୍‌ରେ ଏକ ସୁନ୍ଦର ରାତ୍ରୀ ଭୋଜନର ଆୟୋଜନ ହୋଇଛି। ଏପରି ଉତ୍ସବ ମନାଇବାର କାରଣ ହେଉଛି ବର୍ତ୍ତମାନ ଏହି ସହରରେ ଜଣେ ହେଲେ କରୋନା ପଜିଟିଭ ନାହାନ୍ତି। ଏହି ଖୁସିକୁ ମନାଇବା ପାଇଁ ସହରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?