Posted inଫୁରସତ

ଗଛ ଉପରେ ଜଣେ ବ୍ୟକ୍ତିଙ୍କ ଗୋଡକୁ ଜାବୁଡି ଧରିଲା ବିଲେଇ, କାରଣ ଜାଣନ୍ତୁ

ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ମଜାଦାର ଭିଡିଓ ଭାଇରାଲ ହେବାର ଦେଖାଯାଉଛି। ସେମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। କୌଣସି କାରଣବଶତଃ ଏକ ବିଲେଇ ଗଛ ଉପରେ ଚଢି ଯାଇଥିଲା। ଆଉ ଓହ୍ଲାଇ ନ ପାରିବାରୁ ଖୁବ୍‌ ଜୋରରେ ବୋବାଇଥିଲା। ସ୍ଥାନୀୟ ଲୋକେ ଗଛ ତଳେ ଏକାଠି ହୋଇ ବିଲେଇକୁ ଚାହଁି ରହିଥିଲେ। ଏଥିରେ ଭୟଭୀତ ହୋଇଯାଇଥିଲା ବିଲେଇ। ଜଣେ ବ୍ୟକ୍ତି ଗଛରେ ଶିଡ଼ି ଲଗାଇ ତାକୁ ଆଣିବା ପାଇଁ ଚେଷ୍ଟା କରିଥିଲେ। ବିଲେଇଟି ଏତେ ଡରି ଯାଇଥିଲା ଯେ, ଉକ୍ତ ବ୍ୟକ୍ତିଙ୍କ ଗୋଡକୁ ଜାବୁଡି ଧରିଥିଲା। ସେ ତଳୁକୁ ଓହ୍ଲାଉଥିବାବେଳେ ମଧ୍ୟ ବିଲେଇ ତାଙ୍କ ଗୋଡକୁ ଧରି ବୋବାଇଥିଲା। ତଳେ ଥିବା ଲୋକମାନେ ବିଲେଇକୁ ଦେଖି ଖୁସି ହୋଇଥିଲେ। ଏପର୍ଯ୍ୟନ୍ତ ଭିଡିଓକୁ ଏପର୍ଯ୍ୟନ୍ତ ୫୩,୨୧୫ ହଜାର ଲୋକ ଦେଖିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରକୁ ଆସିଲା ହାପୁସ ଆମ୍ବ, ଗୋଟିକର ଦାମ ୧୭୦ଟଙ୍କା

ମୁମ୍ବାଇ,୧।୨: କୋଙ୍କଣର ବିଶ୍ୱ ପ୍ରସିଦ୍ଧ ହାପୁସ ଆମ୍ବ ଏବେ ବଜାରକୁ ଆସିବା ଆରମ୍ଭ କରିଛି। ନିକଟରେ ଏହାର ଏକ ନିଲାମି କରାଯାଇଥିବା ସୂଚନା ମିଳିଛି। ଏହାର...

ବିଶ୍ୱର ସବୁଠୁ ସୁନ୍ଦରୀ ଯୁବତୀ, ୪ ବର୍ଷ ବୟସରୁ କରିଆସୁଛନ୍ତି ର଼୍ୟାମ୍ପଓ୍ବାକ୍‌

ବହୁତ କମ୍‌ ବୟସରୁ ନିଜର ଲୁକ୍‌କୁ ନେଇ ଚର୍ଚ୍ଚାକୁ ଆସିଥିବା ଫ୍ରାନ୍ସର ମଡେଲ ଥାୟଲେନ୍‌ ବ୍ଲୋଣ୍ଡେୟୁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏବେ ସେ ତାଙ୍କ...

ଅଢ଼େଇ ଫୁଟର ବରଙ୍କୁ ଏବେ ମିଳିଗଲା କନ୍ୟା, ଜାଣନ୍ତୁ କ’ଣ କରୁଛନ୍ତି ତାଙ୍କ ଜୀବନସାଥୀ

କିଛିଦିନ ଧରି ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ଥିବା ଅଢ଼େଇ ଫୁଟର ବରଙ୍କ ପାଇଁ ଚାଲିଥିବା କନ୍ୟା ଖୋଜା ଅଭିଯାନରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କାରଣ...

ରହସ୍ୟମୟ ଜଙ୍ଗଲ

ପୃଥିବୀରେ ଜଙ୍ଗଲ ତ ଅନେକ ରହିଛି, କିନ୍ତୁ ଏମିତି ବି କିଛି ଜଙ୍ଗଲ ଅଛି ଯାହାର ଅଜବ ରୂପରେଖ ଲୋକଙ୍କ ମନରେ ଭୟ ସୃଷ୍ଟି କରାଇବା...

ଭାରତୀୟ କ୍ରିକେଟ ଦଳର ଏହି ଅଧିନାୟକଙ୍କର ଥିଲେ ୧୦ ସ୍ତ୍ରୀ, ୮୮ ସନ୍ତାନ

ସ୍ବାଧୀନତା ପୂର୍ବରୁ ଆମ ଦେଶ ଅନେକ ଛୋଟ ରାଜ୍ୟରେ ବିଭକ୍ତ ହୋଇଥିଲା। ପଟିଆଲା ସେଥିମଧ୍ୟରୁ ମଧ୍ୟରୁ ଗୋଟିଏ। ପଟିଆଲାକୁ ଧନୀ ରାଜ୍ୟଗୁଡ଼ିକ ମଧ୍ୟରେ ଗଣାଯାଉଥିଲା। ମହାରାଜା...

ନେତାଜୀଙ୍କ ସ୍ମୃତିରେ…

ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଏହି ନାଁ ହିଁ ଯଥେଷ୍ଟ ମନରେ ଦେଶପ୍ରୀତି, ଦେଶଭକ୍ତି ଜାଗ୍ରତ କରିବା ପାଇଁ। ଓଡ଼ିଶା ମାଟିରେ ଜନ୍ମିତ ଏହି ମହାନ୍‌...

ଅନ୍ତିମ ସଂସ୍କାର ପାଇଁ ଶ୍ୱଶୁରଙ୍କ ମୃତଦେହକୁ କାନ୍ଧରେ ବୋହି ନେଲେ ୪ ବୋହୂ

ପାଟନା,୩।୧: ବିହାରରେ ପରମ୍ପରାକୁ ଭାଙ୍ଗି ଶ୍ୱଶୁରଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ୪ ବୋହୂ କାନ୍ଧରେ ବୋହି ନେଇଛନ୍ତି। ଏବେ ଏହାର ଫଟୋ ଓ ଭିଡ଼ିଓ...

ଏଠି ଡାକ୍ତରଙ୍କ ଅବସାଦ ଦୂର କରୁଛି କୁକୁର

ଓ୍ବାଶିଂଟନ,୩୧।୩: କରୋନା ଭାଇରସ ଏବେ ଇଟାଲୀ ଓ ଆମେରିକାରେ ତା’ର କାୟା ବିସ୍ତାର କରିବାରେ ଲାଗିିଛି। ଦିନକୁ ଏଠାରେ ଶହ ଶହ ଲୋକ କରୋନାରେ ସଂକ୍ରମିତ...

Advertisement
Archives

Model This Week