Posted inଫୁରସତ

କାର୍‌ ଭିତରେ ଗର୍ଲଫ୍ରେଣ୍ଡଙ୍କ ସହ ବସିଥିଲେ ସ୍ବାମୀ, ଦେଖିଦେଲେ ସ୍ତ୍ରୀ: ତା’ପରେ ଘଟିଲା ଏମିତି

ମୁମ୍ବାଇ ରାସ୍ତାରେ ଏକ ସ୍ବାମୀ-ସ୍ତ୍ରୀ ଝଗଡା ଦେଖିବାକୁ ମିଳଥିଲା। ଝଗଡାର କାରଣ ଜାଣିବା ପାଇଁ କାର ପାଖରେ ଲୋକେ ଭିଡ ଜମାଇଥିଲେ। ଏହା ପରେ ଯାହା ଜଣାପଡିଲା ତାହା ଜାଣି ସମସ୍ତେ ମୁଣ୍ଡରେ ହାତ ଦେଇଥିଲେ। ମୁମ୍ବାଇର ପେଡର ରୋଡରେ ଏକ କାର୍‌ ଭିତରେ ସ୍ବାମୀଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ ଦେଖିଦେଇଥିଲେ ସ୍ବାମୀ। ଏହାପରେ ସ୍ତ୍ରୀ ରାସ୍ତାରେ ଜୋରରେ ପାଟି କରିବାକୁ ଲାଗିଥିଲେ। ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମହିଳାଙ୍କ ପାଟି ଶୁଣିସମସ୍ତେ ଦୌଡି ଆସିଥିଲେ। ରୋଡ୍‌ ଜାମ୍‌ ହେବାରୁ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ସନ୍ଧ୍ୟା ସମୟରେ ମହିଳାଙ୍କ ସ୍ବାମୀ କଳା ଏସୟୁଭି କାର୍‌ରେ ଗର୍ଲଫ୍ରେଣ୍ଡଙ୍କୁ ବସାଇ ବୁଲୁଥିଲେ। ଏହି ସମୟରେ ସ୍ତ୍ରୀ ଦେଖିଦେଇଥିଲେ। ସେ ସ୍ବାମୀଙ୍କ ଗାଡି ରଖି ତାଙ୍କ ସହ ପ୍ରବଳ ଝଗଡା କରି କାର୍‌ ଉପରକୁ ଚଢିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତବର୍ଣ୍ଣା ଦେବୀ ସୁଭଦ୍ରା

କେନ୍ଦୁଝରର ଆରାଧ୍ୟ ଶ୍ରୀଶ୍ରୀବଳଦେବଜୀଉ ମନ୍ଦିର ପ୍ରାୟ ୪୦୦ ବର୍ଷ ପୁରୁଣା। ଆରାଧ୍ୟ ଶ୍ରୀଶ୍ରୀବଳଦେବଜୀଉ ମନ୍ଦିର ପ୍ରାୟ ୪୦୦ ବର୍ଷ ପୁରୁଣା। ଏଠାରେ ପୂଜା ପାଇ ଆସୁଥିବା...

ପିଲାଙ୍କୁ ପାଠ ପଢାଇବାକୁ ଆସୁଛି ସ୍କୁଲ

ମୁମ୍ବାଇର ଝୁଙ୍ଗିଆ ଇଲାକାର ବସ୍ତି ଅଞ୍ଚଳରେ ରହୁଥିବା ଗରିବ ପିଲାମାନେ ସ୍କୁଲ୍‌ ପଢ଼ିବାକୁ ନୁହଁ ବରଂ ସ୍କୁଲ୍‌ ଏମାନଙ୍କୁ ପଢ଼ାଇବାକୁ ଆସିଥାଏ। ‘ସ୍କୁଲ୍‌-ଅନ୍‌-ହ୍ବିଲ୍‌ସ’ ନାମରେ ଚାଲିଥିବା...

ଘର ସଫେଇ ପାଇଁ ଉଲଗ୍ନ ମହିଳା ଯୋଗାଉଛି ଏହି କମ୍ପାନୀ, ପ୍ରତି ଘଣ୍ଟାକୁ ନେଉଛି ଏତିକି ଚାର୍ଜ

ଘର ସଫା କରିବା ପାଇଁ ବିଭିନ୍ନ ଏଜେନ୍ସି ଅଛି, ଯାହା ସୁଇପର ସୁବିଧା ଯୋଗାଇଥାଏ। ମାତ୍ର ଆଜିକାଲି ଏକ କମ୍ପାନୀ ଏହାର ଅଜବ ଅଫର ଯୋଗୁ...

ଏଠାରେ ଲୋକେ ଭୟରେ କରନ୍ତିନି ଦୁର୍ଗା ପୂଜା…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ଦେଖାଯାଇଥାଏ। ଝାଡ଼ଖଣ୍ଡର ୪ଟି ଜିଲାରେ ଶାରଦୀୟ ଦୁର୍ଗା ପୂଜା ପାଳିତ ହୋଇ ନ ଥାଏ। ଏଠାରେ ବାସ...

ସ୍ତ୍ରୀଙ୍କୁ କରୋନା ହୋଇଥିବା ଶୁଣି ଜୀବନ ହାରିଲେ ସ୍ବାମୀ

ମୁଜାଫରପୁର, ୧୧।୮: ସ୍ତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଶୁଣିବା ପରେ ହାର୍ଟଆଟାର୍କରେ ପ୍ରାଣ ହରାଇଛନ୍ତି ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରର ଆନନ୍ଦପୁର...

କରୋନାରୁ ଆରୋଗ୍ୟ ହେଲେ ୧୦୧ ବର୍ଷୀୟ ବୃଦ୍ଧ

ରୋମ୍‌,୨୮।୩- କରୋନା ମହାମାରୀରେ ଇଟାଲୀ ସର୍ବାଧିକ ପ୍ରଭାବିତ ଦେଶ। ଏହି ଦେଶରେ କରୋନା ସଂକ୍ରମଣ ଯୋଗୁ ୯ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଏଥିରୁ...

ଲକ୍‌ଡାଉନ୍‌ ସମୟରେ ଘରେ ମଦ ପହଞ୍ଚାଉଛି କୁକୁର, ଭିଡିଓ ଭାଇରାଲ

ଓ୍ବାଶିଂଟନ୍‌: କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଏହାକୁ ରୋକିବା ପାଇଁ ଅଧିକାଂଶ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିରୁ ମଧ୍ୟ ବାଦ୍‌...

୨୦୨୦ରେ ୟୁଟ୍ୟୁବ୍‌ରୁ ସର୍ବାଧିକ ଅର୍ଥ ରୋଜଗାର କରିଛନ୍ତି ଏହି କୁନି ବାଳକ, ପରିମାଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗତ କିଛିବର୍ଷ ଧରି ଡିଜିଟାଲ ମିଡିଆ ଲୋକଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରିଛି ଯେ, ଏହି ପ୍ଲାଟ୍‌ଫର୍ମରୁ ବହୁତ ଲୋକେ ବେଶ୍‌ ଅର୍ଥ ରୋଜଗାର ମଧ୍ୟ...

Advertisement


Archives

Model This Week