Posted inଫୁରସତ

କାର୍‌ ଭିତରେ ଗର୍ଲଫ୍ରେଣ୍ଡଙ୍କ ସହ ବସିଥିଲେ ସ୍ବାମୀ, ଦେଖିଦେଲେ ସ୍ତ୍ରୀ: ତା’ପରେ ଘଟିଲା ଏମିତି

ମୁମ୍ବାଇ ରାସ୍ତାରେ ଏକ ସ୍ବାମୀ-ସ୍ତ୍ରୀ ଝଗଡା ଦେଖିବାକୁ ମିଳଥିଲା। ଝଗଡାର କାରଣ ଜାଣିବା ପାଇଁ କାର ପାଖରେ ଲୋକେ ଭିଡ ଜମାଇଥିଲେ। ଏହା ପରେ ଯାହା ଜଣାପଡିଲା ତାହା ଜାଣି ସମସ୍ତେ ମୁଣ୍ଡରେ ହାତ ଦେଇଥିଲେ। ମୁମ୍ବାଇର ପେଡର ରୋଡରେ ଏକ କାର୍‌ ଭିତରେ ସ୍ବାମୀଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ ଦେଖିଦେଇଥିଲେ ସ୍ବାମୀ। ଏହାପରେ ସ୍ତ୍ରୀ ରାସ୍ତାରେ ଜୋରରେ ପାଟି କରିବାକୁ ଲାଗିଥିଲେ। ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମହିଳାଙ୍କ ପାଟି ଶୁଣିସମସ୍ତେ ଦୌଡି ଆସିଥିଲେ। ରୋଡ୍‌ ଜାମ୍‌ ହେବାରୁ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ସନ୍ଧ୍ୟା ସମୟରେ ମହିଳାଙ୍କ ସ୍ବାମୀ କଳା ଏସୟୁଭି କାର୍‌ରେ ଗର୍ଲଫ୍ରେଣ୍ଡଙ୍କୁ ବସାଇ ବୁଲୁଥିଲେ। ଏହି ସମୟରେ ସ୍ତ୍ରୀ ଦେଖିଦେଇଥିଲେ। ସେ ସ୍ବାମୀଙ୍କ ଗାଡି ରଖି ତାଙ୍କ ସହ ପ୍ରବଳ ଝଗଡା କରି କାର୍‌ ଉପରକୁ ଚଢିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋଜଗାର ଟଙ୍କାରେ କୁଣିଆ ଚର୍ଚ୍ଚା ହୋଇଥିଲା: ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଛୋଟପୁର ଗାଁରେ ମୋ ଜନ୍ମ। ବ୍ରହ୍ମଗିରି ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରି ପୁରୀ ଏସ୍‌.ସି.ଏସ୍‌. କଲେଜରେ ଯୁକ୍ତ...

ନଦୀରେ ପାଣି ନାହିଁ ରହିଛି ପଥର !

ମସ୍କୋ: ନଦୀରେ ସାଧାରଣତଃ ପାଣି ପ୍ରବାହିତ ହୋଇଥାଏ। ତେବେ ନଦୀ ଶଯ୍ୟାରେ ଦୀର୍ଘ ୬ କିମିରୁ ଅଧିକ ବାଟ ପଥର ଭରି ରହିଥିବା ଶୁଣିଲେ ଆଶ୍ଚର୍ଯ୍ୟ...

ଅଜବ ନିଶା : କାର କିଣିବାକୁ ୧୧ ଲକ୍ଷ ନକଲି ନୋଟ୍‌ ଛାପିଲେ ଯୁବତୀ

ଜଣେ ଯୁବତୀଙ୍କ ଅଜବ ନିଶା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯୁବତୀଙ୍କ ପାଖରେ କାର୍‌ କିଣିବା ପାଇଁ ଟଙ୍କା ନ ଥିଲା। କିନ୍ତୁ କାର କିଣିବାର...

ଯୁବତୀଙ୍କୁ ଆଲିଙ୍ଗନ କଲା ହାତୀ: ଭିଡିଓ ଦେଖିଲେ ହୋଇଯିବେ ଚକିତ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ଜଣେ ଯୁବତୀଙ୍କୁ ଏକ...

ଗାଡ଼ି ଷ୍ଟାର୍ଟ କରିବ ଆପ୍‌

ଜୟପୁର,୨୫।୨: ରାଜସ୍ଥାନର ଜଣେ ଯୁବକ ଏକ ନୂଆ ଆପ୍‌ ତିଆରି କରିଛନ୍ତି। ଏହି ଆପ୍‌ ଯେକୌଣସି ଗାଡ଼ି ଷ୍ଟାର୍ଟ ଏବଂ ବନ୍ଦ କରିବାକୁ ସକ୍ଷମ ହୋଇପାରିବ।...

ଅଫିସରେ ମହିଳା କର୍ମଚାରୀଙ୍କୁ ଏହି ନାଁରେ ଡାକୁଥିଲେ ଜଣେ ପୁରୁଷ କର୍ମଚାରୀ, ଚାଲିଗଲା ଚାକିରି

ବ୍ରିଟେନରେ ଜଣେ ବ୍ୟକ୍ତି ଅଫିସ୍‌ର ଜଣେ ମହିଳା କର୍ମଚାରୀଙ୍କୁ ଅଲଗା ନାଁରେ ଡାକିବା ଭାରି ପଡ଼ିଛି। ଫଳରେ କମ୍ପାନୀ ତାକୁ ଚାକିରିରୁ ବାହାର କରିଦେଇଛନ୍ତି। ମଞ୍ଚେଷ୍ଟରରେ...

ଭିନ୍ନ ଏହି କ୍ୟାମ୍ପିଙ୍ଗ୍‌ ସାମଗ୍ରୀ

ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି କିଛି ରୋମାଞ୍ଚକର ଅନୁଭୂତି ପାଇବା ପାଇଁ କେତେ ଲୋକ କ୍ୟାମ୍ପିଙ୍ଗ୍‌ରେ ଯିବାକୁ ପସନ୍ଦ କରିଥାନ୍ତି। ତେବେ ଏହି କ୍ୟାମ୍ପିଙ୍ଗ୍‌କୁ...

ସମୁଦ୍ର କୂଳରେ ପରିସ୍ରା କରୁଥିଲେ ଯୁବକ, ସାମ୍ନାରୁ ଆସିଲା କୁମ୍ଭୀର; ଆଉ ତା’ ପରେ…

ଖୋଲାରେ ପରିସ୍ରା କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଅଷ୍ଟ୍ରେଲିଆର ଜଣେ ଯୁବକ ସମୁଦ୍ର କୂଳରେ ପରିସ୍ରା କରୁଥିଲେ। ଏହି ସମୟରେ ଏକ କୁମ୍ଭୀର ତାଙ୍କ...

Advertisement
Archives

Model This Week