ଖାଦ୍ୟକୁ ନେଇ ୩ ହାତୀଙ୍କ ମଧ୍ୟରେ ଝଗଡା, ଏମିତି ହେଲା ସମାଧାନ
ସୋସିଆଲ ମିଡିଆରେ ଏକ ହାତୀ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ୩ଟି ହାତୀ ଖାଦ୍ୟ ପାଇଁ ଝଗଡା କରୁଛନ୍ତି ଶେଷରେ କାହାର ବିଜୟ ହେଉଛି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ସେଲଡ୍ରିକ୍ ଓ୍ବାଇଲ୍ଡଲାଇଫ୍ ପକ୍ଷରୁ ଏହି ଭିଡିଓ ଟୁଇଟରରେ ଶେୟାର କରାଯାଇଛି। ମୌଶା,…
ଅଣ୍ଟା ଭିଡ଼ିଲେ ଗାଁ ଲୋକେ: ୫୦ ଟ୍ରାକ୍ଟରରେ ଚାଷକଲେ ୨୫୦ ବିଘା ଜମି
ଯୋଧପୁର, ୧୫।୭: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍ଡାଉନ୍ ଜାରି ହୋଇଛି। ଏପରିସ୍ଥଳେ ରାଜସ୍ଥାନ ଯୋଧପୁରରେ ଗାଈଗୋରୁଙ୍କ ଖାଇବା ପାଇଁ ଘାସର ଅଭାବ ଦେଖାଦେଇଛି। ତେବେ ଏହାର ସମାଧାନ ଲାଗି ସ୍ଥାନୀୟ ରାୟମଲଓ୍ବାଡା ଗାଁର ବାସିନ୍ଦା ଅଣ୍ଟା ଭିଡ଼ିଛନ୍ତି। ସେମାନେ ଗାଁର…
ପରୀକ୍ଷାରେ ରଖିଥିଲେ ମାତ୍ର ପାସ୍ ନମ୍ବର, ହେଲେ ଆଇଏଏସ୍
ଏବେ ଫଳାଫଳର ଋତୁ ଆସିଯାଇଛି। ବିଭିନ୍ନ ପରୀକ୍ଷାର ଫଳାଫଳ ଧୀରେ ଧୀରେ ପ୍ରକାଶିତ ହେଉଛି। ସାଧାରଣତଃ ପରୀକ୍ଷାରେ ପିଲା କମ୍ ମାର୍କ ରଖିଲେ ଭାଙ୍ଗିପଡନ୍ତି। ଯେମିତି ସ୍ବପ୍ନ ଚୁରମାର ହୋଇଗଲା ଭଳି ଲାଗେ। ଏଭଳି ଛାତ୍ରୀଛାତ୍ରଙ୍କୁ ଆଶ୍ୱାସନା ଦେବା ପାଇଁ ଆଗେଇ…
ଅନ୍ଲାଇନ୍ ପାଠପଢ଼ା ପାଇଁ ପ୍ରତିଦିନ ପାହାଡ଼ ଚଢ଼ା
ଜୟପୁର, ୧୫।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଲକ୍ଡାଉନ୍ ଜାରି ହୋଇଛି। ଫଳରେ ସମସ୍ତ ସ୍କୁଲ କଲେଜ ବନ୍ଦ ହୋଇଯାଇଥିବାରୁ ଛାତ୍ରୀଛାତ୍ର ଅନ୍ଲାଇନ୍ କ୍ଲାସ୍ କରୁଛନ୍ତି। ତେବେ ଏଥିରେ ନେଟଓ୍ବାର୍କ ସମସ୍ୟା ବାଧା ସୃଷ୍ଟି କରୁଛି। ରାଜସ୍ଥାନରେ ଛାତ୍ରୀଛାତ୍ର ନେଟ୍ଓ୍ବାର୍କ…
ହନିମୁନ୍ ପାଇଁ ସାଇତି ରଖିଥିଲେ ୫ ଲକ୍ଷ ଟଙ୍କା, ଖେଳ ସବୁ ବିଗାଡି ଦେଲା
ଆଜିକାଲି ଗେମ୍ ନିଶାରେ ଉବୁଟୁବୁ ହେଉଛନ୍ତି ଯୁବପିଢି। ଥରେ ଏହି ଗେମ୍ ନିଶାରେ ପଡିଲେ ତାକୁ ଛାଡିବା ବେଶ୍ କଷ୍ଟକର ହୋଇପଡେ। ନୂଆ ନୂଆ ପ୍ରକାରର ଗେମ୍ ଖେଳିବା ପାଇଁ ଯୁବପିଢି ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାଉନାହାନ୍ତି। ଏହାର ସଦ୍ୟତମ…
ଭୋକିଲା ମୁହଁରେ ହସ ଫୁଟାଉଥିବା ବ୍ୟକ୍ତି କରୋନା ଯୁଦ୍ଧରେ ହାରିଗଲେ
ନୂଆଦିଲ୍ଲୀ,୧୫।୭:ଦେଶରେ କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଉଛି। ଗୋଟିଏ ଦିନରେ ୨୦ ହଜାରରୁ ଅଧିକ ମାମଲା ଆସୁଛି। ଦିଲ୍ଲୀର ଅବସ୍ଥା ମଧ୍ୟ ଚିନ୍ତାଜନକ। କରୋନା ଜୀବାଣୁ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ମାର୍ଚ୍ଚରେ ଦେଶରେ ଲକ୍ଡାଉନ୍ ଘୋଷଣା କରିଥିଲେ। କାମ…
ଗାଁରେ ନାହିଁ ବିଜୁଳି, କୃଷକଙ୍କ ପୁଅ ୯୮.୨ ପ୍ରତିଶତ ମାର୍କ ରଖି ବିଦେଶରେ ପଢିବାକୁ ହାସଲ କଲେ ଯୋଗ୍ୟତା
ଲକ୍ଷ୍ନୌ,୧୫।୭: ସିବିଏସି ଦ୍ୱାଦଶ ବୋର୍ଡ ପରୀକ୍ଷାରେ ୯୮.୨ ପ୍ରତିଶତ ମାର୍କ ପାଇଥିବା ଜଣେ କୃଷକଙ୍କ ପୁଅ ଏବେ ବିଦେଶରେ ପଢିବେ। ସେ ଆମେରିକାରେ ଥିବା ନ୍ୟୁୟର୍କର କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରୁ ୧୦୦ ପ୍ରତିଶତ ଛାତ୍ରବୃତ୍ତି ପାଇଛନ୍ତି। ଅନୁରାଗ ତିୱାରୀ ନାମକ ଏହି ଛାତ୍ର…
ତେଲ ଦେବାକୁ ମନା କରିବା ପରେ ପେଟ୍ରୋଲ ପମ୍ପରେ ସାପ ଛାଡ଼ିଦେଲେ ଯୁବକ
ବୁଲଡାନା, ୧୪।୭- ମହାରାଷ୍ଟ୍ରର ବୁଲଡାନା ଜିଲାରୁ ଚକିତ କଲା ଭଳି ଏକ ଖବର ସାମ୍ନାକୁ ଆସିଛି। ଜଣେ ଯୁବକ ବୋତଲରେ ପେଟ୍ରୋଲ ଆଣିବାକୁ ଯାଇଥିଲେ। କିନ୍ତୁ ବୋତଲରେ ତେଲ ଦେବାକୁ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ଯୁବକଙ୍କୁ ମନା କରିଦେଇଥିଲେ। ଏହାପରେ ଯୁବକ…
କରୋନା ଆଇସୋଲେଶନ୍ ଓ୍ବାର୍ଡ୍ରେ ନର୍ସଙ୍କୁ ଦୁର୍ବ୍ୟବହାର: ନିର୍ଧୁମ ଛେଚା ଖାଇଲେ ଡାକ୍ତର
ହରିୟାଣାର ପଞ୍ଚକୁଳାର ଏକ ଡାକ୍ତରଖାନାରେ ଏକ ଲଜ୍ଜାଜନକ ଘଟଣା ଘଟିଛି। କରୋନା ଆଇସୋଲେଶନ୍ ଓ୍ବାର୍ଡରେ ଜଣେ ନର୍ସଙ୍କ ସହ ଦୁର୍ବବ୍ୟହାର କରିବାକୁ ନେଇ ଡାକ୍ତରଙ୍କୁ ନିର୍ଧୁମ ମାଡ଼ ଖାଇବାକୁ ପଡ଼ିଥିବା ଚର୍ଚ୍ଚାର ବିଷୟ ପାଲଟିଛି। ଶନିବାର ରାତିର ଏହି ଘଟଣା। କରୋନା…
ସମାନ ନାମରୁ ହସ୍ପିଟାଲରେ ହେଲା ଶବ ଅଦଳ ବଦଳ
ଇନ୍ଦୋର, ୧୪।୭- ମଧ୍ୟପ୍ରଦେଶ ଇନ୍ଦୋରସ୍ଥିତ ମହାରାଜା ଯଶଓ୍ବନ୍ତ ରାଓ ହସ୍ପିଲାଟ କର୍ତ୍ତୃପକ୍ଷଙ୍କ ଏକ ଚରମ ଅବହେଳା ଏବେ ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ସମାନ ନାମ ହେତୁ ଏଠାରେ ଶବ ଅଦଳ ବଦଳ ହୋଇଯାଇଛି। ଶବଗାରାର କର୍ମଚାରୀମାନଙ୍କ ଭୁଲ…
କ୍ୟାଶ୍ କାଉଣ୍ଟରରୁ ୧୦ ଲକ୍ଷ ଟଙ୍କା ନେଇ ଦୌଡ଼ିଲେ ୧୨ ବର୍ଷର ବାଳକ, ଆଉ ତା ପରେ…
ମଧ୍ୟପ୍ରଦେଶର ନୀମଚ ଜିଲାରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଏଠାରେ ଥିବା ଜିଲା ସମବାୟ କେନ୍ଦ୍ରୀୟ ବ୍ୟାଙ୍କର ଏକ ଶାଖାରେ ଦିନ ଦ୍ୱିପ୍ରହରେ ୧୦ ଲକ୍ଷ ଟଙ୍କା ଚୋରି ହୋଇଛି। ଏହାକୁ କରିଛନ୍ତି ୧୨ ବର୍ଷର ଜଣେ ବାଳକ। ମଙ୍ଗଳବାର…
କରୋନା ସଂକ୍ରମଣର ବିରଳ ଘଟଣା: ଜନ୍ମ ହେବାର ଠିକ୍ ପରେ କରୋନା ପଜିଟିଭ୍ ଚିହ୍ନଟ ହେଲେ ଏହି ଶିଶୁ..
ଜନ୍ମ ନେବାର ଠିକ୍ ପରେ ଜଣେ ଶିଶୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆମେରିକାର ଟେକ୍ସାସରେ କରୋନା ସଂକ୍ରମଣର ଏଭଳି ଘଟଣା ସାମ୍ନାକୁ ଆସିଛି। ଗର୍ଭରେ ଥିବାବେଳେ ଶିଶୁମାନେ କରୋନା ସଂକ୍ରମିତ ହୋଇପାରୁଥିବାର ଏହା ଉଦାହରଣ ବୋଲି ଡାକ୍ତରମାନେ କହୁଛନ୍ତି। ଜନ୍ମ…

