ଫୁରସତ

୧୬୫ କୋଟି ଟଙ୍କା ଲଟେରୀ ଜିତିବା ପରେ ଏହି ନିଷ୍ପତ୍ତି ନେଇ ଆଶ୍ଚର୍ଯ୍ୟ କଲେ ବ୍ୟକ୍ତି

ଜୀବନରେ ଟଙ୍କା ନା ବନ୍ଧୁତ୍ୱ ବଡ। ଦୁଇ ବୃଦ୍ଧ ସାଙ୍ଗକୁ ଦେଖିଲେ ଆପଣ ଟଙ୍କ କଥା କିଛି ସମୟ ପାଇଁ ଭୁଲି ଯିବେ। ବନ୍ଧୁତାର ଏକ ମିଶାଲ ପ୍ରସ୍ତୁତ କରିଛନ୍ତି ଏହି ଦୁଇ ବୃଦ୍ଧ। ଆମେରିକାର ଓ୍ବିସ୍କୋସିନ୍ସରେ ରହୁଥିବା ଦୁଇ ବନ୍ଧୁ…

ଏମିତି ଗାଁ ଯେଉଁଠି ଶୋଇବା, ରୋଷେଇ ଘରେ ରୁହନ୍ତି ସାପ

ମଧ୍ୟପ୍ରଦେଶର ଏକ ଗାଁରେ ଏତେ ସଂଖ୍ୟକ ସାପ ଅଛି ଯେ ସେମାନଙ୍କୁ ଗୋଟିଏ ଗୋଟିଏ କରି ଧରାଯାଉଛି। ଏହି ଗାଁ ଖଣ୍ଡବା ସହରର ନିକଟବର୍ତ୍ତୀ। ବହୁ ସଂଖ୍ୟକ ସାପ ଯୋଗୁ ଏହି ଗାଁକୁ ନାଗଚୁନ କୁହାଯାଉଥିଲା। ନାଗଚୁନ ଗାଁର ସବୁଠାରୁ ଆଶ୍ଚର୍ଯ୍ୟଜନକ…

ପିପିଇ କିଟ୍‌ ତଳେ ପୋଷାକ ନ ପିନ୍ଧିବା ଯୋଗୁ ଏହି ନର୍ସଙ୍କୁ ନେଇ ହୋଇଥିଲା ହଙ୍ଗାମା: ଏବେ ହେଲେ ନ୍ୟୁଜ ଆଙ୍କର

ରୁଷର ଏକ ଡାକ୍ତରଖାନାରେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ନର୍ସ ନାଦିଆ ଜୁକୋଭା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ତେବେ ଏଥର ନାଦିଆଙ୍କୁ ଏକ ଚ୍ୟାନେଲରେ ନ୍ୟୁଜ ଆଙ୍କର୍‌ ଭାବେ ଦେଖିବାକୁ ମିଳିଛି। ଯାହା ଆଲୋଚନାର କାରଣ ପାଲଟିଛି। ଡେଲି ମେଲରେ…

ହଷ୍ଟେଲରେ ପଶି ଝିଅମାନଙ୍କୁ ହଇରାଣ କରୁଥିଲେ ଏହି ଯୁବକ, ଆଉ ତା’ ପରେ…

ଝିଅମାନଙ୍କ ହଷ୍ଟେଲରେ ପଶି ଜଣେ ଯୁବକ ସେମାନଙ୍କୁ ନାନା ହଇରାଣ କରୁଥିଲେ। ଏପରିକି ଏକାକୀ ରହୁଥିବା ଝିଅ ଏବଂ ମହିଳାମାନଙ୍କୁ ଟାର୍ଗେଟ୍‌ କରି ତାଙ୍କ ଘରେ ପଶୁଥିଲେ। ପରେ ସୋମାନଙ୍କ ଅନ୍ତବସ୍ତ୍ର ଚୋରି କରି ଗୋଟିଏ ଜାଗାରେ ଏକାଠି କରି ବ୍ଲେଡ୍‌ରେ…

କରୋନା ପାଇଁ ୨ ମାସ ଡାକ୍ତରଖାନାରେ ରହିଲେ ଏହି ବ୍ୟକ୍ତି, କାଟିବାକୁ ପଡ଼ିଲା ଦୁଇ ହାତର ଆଙ୍ଗୁଠି: ଜାଣନ୍ତୁ..

ମହାମାରୀ କରୋନା ସହ ଲଢ଼ୁଛି ସାରା ବିଶ୍ୱ। ଏଭଳି ସ୍ଥିତିରେ ପ୍ରତ୍ୟେହ ଲକ୍ଷ ଲକ୍ଷ ଲୋକ ଏଥିରେ ସଂକ୍ରମିତ ହେଉଛନ୍ତି। ତେବେ କରୋନାକୁ ହରାଇ ସୁସ୍ଥ ହୋଇଥିବା ରୋଗୀମାନଙ୍କ ମଧ୍ୟରୁ କିଛି ଅନ୍ୟମାନଙ୍କ ସହ ନିଜର ମନକଥା ବାଣ୍ଟୁଛନ୍ତି। ସେମାନେ କେଉଁ…

ସ୍କିପିଂ ଖେଳି କୁକୁରର ରେକର୍ଡ

ଝିଅମାନେ ସ୍କିପିଂ ନିଶ୍ଚୟ ଖେଳିଥିବେ। କେବେ ଏକା ଖେଳିଥିବେ ତ ଆଉ କେବେ ଦୁଇଜଣ ସାଙ୍ଗ ମୁହାଁମୁହିଁ ହୋଇ ରହି ଏକାସାଙ୍ଗରେ ଡେଇଁ ଡେଇଁ ସ୍କିପିଂ ଖେଳିଥିବେ। ଦୁଇଜଣ ମିଶି ସ୍କିପିଂ ଖେଳିବାରେ ଥାଏ ଏକ ଅଲଗା ମଜା। ଏଥିରେ ଦୁହିଁଙ୍କ…

ମୟୂରଦଳର ଚିତ୍କାରରେ ରହିପାରୁନାହାନ୍ତି ଲୋକେ: ପରେ ହେଲା କିଛି ଏମିତି..

ପ୍ରକୃତିର ଯେତେ ପକ୍ଷୀ ଅଛନ୍ତି ସେମାନଙ୍କ ମଧ୍ୟରେ ମୟୂର ଅତି ସୁନ୍ଦର। କଳାମେଘ ଦେଖି ମୟୂର ପୁଚ୍ଛଟେକି ନାଚିବାକୁ ଅନେକେ ପସନ୍ଦ କରନ୍ତି। ସେହିଭଳି ମୟୂର ଯେତେବେଳେ ରାବଦିଏ ତାହା ମଧ୍ୟ ମନକୁ ଭାରି ଚହଲେଇଦିଏ। ଯଦି ମୟୂରକୁ ନେଇ ଏତେସବୁ…

ନୁଡଲ୍‌ ପ୍ଲେହାଉସ୍‌

ନୁଡଲ୍‌ ହେଉଛି ପିଲାଙ୍କର ଏକ ପ୍ରିୟ ଖାଦ୍ୟ। ଜାଣି ଆଶ୍ଚର୍ଯ୍ୟ ହେବେ ଏହି ପ୍ରିୟ ଖାଦ୍ୟକୁ ଜଣେ ବ୍ୟକ୍ତି ପିଲାଙ୍କ ଖେଳିବା ଘରରେ ରୂପାନ୍ତରିତ କରିଦେଇଛନ୍ତି। ଝାଙ୍ଗ ନାମକ ଏହି ବ୍ୟକ୍ତି ଜଣକ ଖରାପ ହୋଇଯାଇଥିବା ନୁଡଲ୍‌ରେ ଉକ୍ତ ଘର ତିଆରି…

ବାସ୍ତୁଶାସ୍ତ୍ର: କ୍ୟାରିୟର-ପାରିବାରିକ କଳହକୁ ନେଇ ଚିନ୍ତିତ;ଜାଣନ୍ତୁ କେଉଁ ଦିଗରେ ଲଗାଇବେ କେଉଁ ପରଦା

କ୍ୟାରିୟର ଓ ପାରିବାରିକ କଳହକୁ ନେଇ ଚିନ୍ତିତ ଥିଲେ ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ପରଦା ଲଗାନ୍ତୁ। ଦେଖିବେ ସମସ୍ୟା ଅନେକାଂଶରେ କମିଯିବ। ଚାକିରିକୁ ନେଇ ଚିନ୍ତିତ ଥିଲେ ଘରର ପୂର୍ବ ଦିଗରେ ସବୁଜ ରଙ୍ଗର ପରଦା ଲଗାନ୍ତୁ। ଘର ପୂର୍ବମୁଖୀ ଓ…

ମାସ୍କ୍‌ ବଦଳରେ ମୁହଁରେ ବାନ୍ଧିଲେ ସ୍ତ୍ରୀଙ୍କ ସାୟା…

ଭୋପାଳ, ୨୬।୭: କରୋନା ସଂକ୍ରମଣ ଯୋଗୁ ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏପରିସ୍ଥଳେ ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଉପରେ ସରକାରଙ୍କ ପକ୍ଷରୁ ଗୁରୁତ୍ୱାରୋପ କରାଯାଉଛି। ମାସ୍କ୍‌ ନ ପିନ୍ଧିଲେ ଜରିମାନାର ବ୍ୟବସ୍ଥା ମଧ୍ୟ କରାଯାଇ ଯାଇଛି। ମଧ୍ୟପ୍ରଦେଶରେ…

ଏଇ ଫୁର୍‌ସତରେ

ଦିନଥିଲା ମଣିଷ ଟିକେ ଅବସର ସମୟ ପାଇଁ ତରସି ଯାଉଥିଲା। କାମର ଚାପରେ ଅନ୍ତର୍ନିହିତ ଇଚ୍ଛାସବୁ ଦବି ରହି ଯାଉଥିଲା। ହେଲେ ଏବେ ଏହି ମହାମାରୀ ପାଇଁ ଅନେକଙ୍କର କାମଦାମ ବନ୍ଦ । ଘରେ ବସି ରହିଛନ୍ତି ଅନେକେ । ପାଖରେ…

ଏହି ଅଣ୍ଡର ଓ୍ବାଟର ସୁଡ଼ଙ୍ଗ ସାହାଯ୍ୟରେ ଚାଇନାକୁ ପାନେ ଦେବ ଭାରତ

ନୂଆଦିଲ୍ଲୀ,୨୭ା୭: ବ୍ରହ୍ମପୁତ୍ର ନଦୀରେ ଆସୁଥିବା ବନ୍ୟା ଚାଇନାର ପ୍ରତ୍ୟେକ ଷଡ଼ଯନ୍ତ୍ରକୁ ଶକ୍ତି ପ୍ରଦାନ କରିଥାଏ ଏବଂ ଆମର ସମସ୍ତ ପ୍ରସ୍ତୁତିକୁ ପଛରେ ପକାଇଥାଏ। ଏଥିପାଇଁ ଅରୁଣାଚଳ ପ୍ରଦେଶକୁ ଫେରାଇ ଆଣିବା ପାଇଁ ଭାରତ ସରକାର ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?