ଫୁରସତ

ବିଦେଶରେ ମୀନାଙ୍କ ଭାରତୀୟ ରାଖୀ

ଲକ୍ଷ୍ନୌ: ଚାଇନା ସାମଗ୍ରୀକୁ ବର୍ଜନ କରିବା ନିମନ୍ତେ ଏବେ ସବୁଆଡ଼େ ଜୋର୍‌ଦାର ଅଭିଯାନ ଚାଲିଛି। ଏହି ଅଭିଯାନରେ ବିଶେଷ ଭୂମିକା ନେଇ ଚର୍ଚ୍ଚାକୁ ଆସିଛନ୍ତି ମୀନା ଗୁପ୍ତା। ସ୍ବଦେଶୀ କଳା ସଂସ୍କୃତିକୁ ନେଇ ବିଭିନ୍ନ ପ୍ରକାରର ରାଖୀ ତିଆରି କରି ଏବେ…

ହଜିଲା ପୁଅ ମିଳିଲା

ଅମୃତସର: ନଅବର୍ଷର ଅପେକ୍ଷା। ନା କିଛି କହିପାରନ୍ତି ନା କିଛି ଶୁଣି ପାରନ୍ତି। କିନ୍ତୁ ଆଖି ସବୁବେଳେ ଖୋଜୁଥାଏ ଆପଣାର ଲୋକଙ୍କୁ। ଶେଷରେ ଘର ଲୋକଙ୍କୁ ଫେରି ପାଇଛନ୍ତି ଅବଦୁଲ୍‌। ଅବଦୁଲ୍‌ଙ୍କ ଘର ଉତ୍ତରପ୍ରଦେଶର ଫାରୁଖାବାଦରେ। ୨୦୧୧ ମସିହାରେ ସେ ପଞ୍ଜାବର…

ଯାଆଁଳା ଝିଅଙ୍କ ସହ ଦ୍ୱାଦଶ ଶ୍ରେଣୀ ପାସ୍‌ କଲେ ମା’

ମୁମ୍ବାଇ: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରେ ରହୁଥିବା ଜଣେ ମା’ ନିଜ ଯାଆଁଳା ଝିଅଙ୍କ ସହ ମିଶି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଭଲ ନମ୍ବର ରଖି ସେମାନେ ପାସ୍‌ କରିଛନ୍ତି। ଏହି ମହିଳା ଜଣଙ୍କ ହେଉଛନ୍ତି କଳ୍ପନା ଦେବଦାସ ମାଣ୍ଡଲେ (୪୦)।…

୪୦୦ ବର୍ଷ ପୁରୁଣା ବରଗଛ ପାଇଁ ବଦଳିଲା ହାଇଓ୍ବେ ନକ୍ସା…

ମୁମ୍ବାଇ, ୨୫।୭: ମହାରାଷ୍ଟ୍ରର ସାଙ୍ଗଲି ଜିଲାରେ ସରକାର ଏକ ବରଗଛ ପାଇଁ ହାଇଓ୍ବେ ନକ୍ସାକୁ ପରିବର୍ତ୍ତନ କରିଛନ୍ତି। ସ୍ଥାନୀୟ ଭୈସେ ଗାଁରେ ୪୦୦ ବର୍ଷର ବରଗଛ ହାଇଓ୍ବେ ନିର୍ମାଣ ବାଟରେ ଆସୁଥିଲା। ଏହାକୁ କାଟି ରାସ୍ତା ନିର୍ମାଣ ଲାଗି ଯୋଜନା କରାଯାଇଥିଲା।…

ଘାତକ ମିଶାଇଲ ‘ହାମର’

ନୂଆଦିଲ୍ଲୀ: ଲାଇନ୍‌ ଅଫ୍‌ କଣ୍ଟ୍ରୋଲ୍‌ (ଏଲ୍‌ଓସି)ରେ ପାକିସ୍ତାନ ଏବଂ ଆକ୍ଚ୍ୟୁଆଲ ଲାଇନ୍‌ ଅଫ୍‌ କଣ୍ଟ୍ରୋଲ (ଏଲ୍‌ଏସି)ରେ ଚାଇନା ସହ ମୁହଁାମୁହିଁ ପରିସ୍ଥିତି ଭାରତ ପାଇଁ ସତର୍କ ଘଣ୍ଟି ବଜାଇଛି। ଏକା ସମୟରେ ଦୁଇ ଶତ୍ରୁ ଦେଶ କବଳରୁ ସୀମାକୁ ସୁରକ୍ଷା ଦେବାକୁ…

ପାଟ୍ରୋଲିଂ କରୁଛି ବାଘ !

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏକ କଲରାପତରିଆ ବାଘ ଗାଈ ଗୋଠଙ୍କୁ ଗୋଡାଉଛି। ଫଳରେ ଗାଈ ଗୋଠ ଛତ୍ର ଭଙ୍ଗ…

ଏକା ସହ ଜାଳିଦେଲେ ୫୦ କରୋନା ଆକ୍ରାନ୍ତଙ୍କ ମୃତଦେହ, ଆଉ ତା’ ପରେ..

ହାଇଦ୍ରାବାଦ,୨୪।୭: ସାରା ବିଶ୍ୱରେ କରୋନା କାୟା ବୃଦ୍ଧି ପାଇବାରେ ଲାଗିଛି। ଏଥିରେ ସଂକ୍ରମିତ ହୋଇ ଲକ୍ଷାଧିକ ଲୋକଙ୍କ ଜୀବନହାନି ମଧ୍ୟ ଘଟୁଛି। ଭାରତରେ ମଧ୍ୟ ଏବେ ସ୍ଥିତି ସଙ୍ଗୀନ ଆଡ଼କୁ ଗତି କରୁଛି। ଏହି କ୍ରମରେ ହାଇଦ୍ରାବାଦରୁ ଏକ ଚକିତ କରିବା…

କନ୍ୟାକୁ ଦେଖି ଏମିତି ଅବସ୍ଥା ହେଲା ବରର

ଏବେ ବିବାହ ସମୟ ଚାଲିଛି। ମାତ୍ର କରୋନା କଟକଣା ଯୋଗୁ କେତେକେ ବିବାହକୁ ଆଗକୁ ଘୁଞ୍ଚାଇଦେଉଛନ୍ତି ତ ଆଉ କେତେକେ କଟକଣା ମଧ୍ୟରେ ବିବାହ କରାଉଛନ୍ତି। ଯଦି କରୋନା ସ୍ଥିତି ସୁଧୁରିଯାଇଥାଏ ୨୫ ନଭେମ୍ବରରୁ ପୁଣି ବିବାହ ଲଗ୍ନ ଖୋଲିବାର ସମ୍ଭାବନା…

ପାପୁଲିରେ ଚାଉଳ ଦେଖି ପାଖକୁ ଆସିଲା ମୟୂର, ଆଉ ତାପରେ

ବେଳେବେଳେ ଏପରି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହା ଦେଖିବା ପରେ ଅନେକ ଖୁସି ଲାଗିଥାଏ। ଏହିପରି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ପାପୁଲିରୁ ମୟୂର ଚାଉଳ ଖାଉଛି। ଏହି ଭିଡିଓକୁ ଅଥୀରାଜନ ଶ୍ରୀନିବାସନ ନାମକ…

ଭାରତୀୟ ବଂଶୋଦ୍ଭବ ଡାକ୍ତରଙ୍କ ସମ୍ମାନାର୍ଥେ ଚକୋଲେଟ ପ୍ରସ୍ତୁତ କଲା ଏହି ଦେଶର କମ୍ପାନୀ

ଓ୍ବାଶିଂଟନ୍‌,୨୪।୭: ଆମେରିକାର ଏକ ଚକୋଲେଟ କମ୍ପାନୀ ଜଣେ ଭାରତୀୟ ବଂଶୋଦ୍ଭ ଡାକ୍ତରଙ୍କୁ ନିଆରା ଢ଼ଙ୍ଗରେ ସମ୍ମାନିତ କରିଛି। ଉକ୍ତ ଡାକ୍ତରଙ୍କ ସେବା ମନୋଭାବ ଯୋଗୁ କମ୍ପାନୀ ପକ୍ଷରୁ ତାଙ୍କ ନାଁରେ ୨ଟି ଚକୋଲେଟେର ଶୁଭାରମ୍ଭ କରିଯାଇଛି। ସୂଚନାଯୋଗ୍ୟ, ଭାରତୀୟ ବଂଶୋଦ୍ଭବ ଡାକ୍ତର…

କାହିଁକି ମଣିଷ ରକ୍ତ ପିଅନ୍ତି ମଶା… କାରଣ ଜାଣି ଚକିତ ହେଲେ ବୈଜ୍ଞାନିକ

ଆପଣ ଜାଣନ୍ତି କି ମଶା ଆପଣଙ୍କ ରକ୍ତକୁ କାହିଁକି ଶୋଷନ୍ତି? ସେମାନେ କିପରି ରକ୍ତ ପିଇବାର ଅଭ୍ୟାସରେ ପଡ଼ିଲେ? ହୁଏତ ନା। ଏବେ ବୈଜ୍ଞାନିକମାନେ ଏହାର ଉତ୍ତର ପାଇଛନ୍ତି। ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଦୁନିଆ ଆରମ୍ଭ…

ଖାଦ୍ୟରୁ ବାହାରିଲା ଏମିତି କିଛି, ପୁରା ପରିବାରକୁ କରିବାକୁ ପଡ଼ିଲା କରୋନା ଟେଷ୍ଟ

ଚାଇନାର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପି ସାରିଲାଣି। ଏହି ଭାଇରସ କେଉଁଥିରୁ ବ୍ୟାପିଛି ତାହାକୁ ନେଇ ଅନେକ ଖବର ଶୁଣିବାକୁ ମିଳୁଛି। ଏହା ବାଦୁଡିରୁ ବ୍ୟାପିଥିବା କିଛି ବୈଜ୍ଞାନିକ କହିଥିବା ବେଳେ ଆଉ କେତେକ ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?