ଫୁରସତ

ଲିଭରରୁ ବାହାରିଲା ୨୦ ସେମିର ଷ୍ଟିଲ୍‌ ଛୁରୀ…

ନୂଆଦିଲ୍ଲୀ, ୨୮।୭: ଏମ୍ସ୍‌ର ଡାକ୍ତରମାନେ ଏକ ନିଆରା ଅପରେଶନ୍‌ କରିଛନ୍ତି। ଡାକ୍ତରମାନେ ଜଣେ ବ୍ୟକ୍ତିଙ୍କ ଲିଭରରେ ରହିଥିବା ୨୦ ସେମି ଲମ୍ବର ଷ୍ଟିଲ୍‌ ଛୁରୀ ବାହାର କରିଛନ୍ତି। ଏବେ ସମ୍ପୃକ୍ତ ବ୍ୟକ୍ତି ସୁସ୍ଥ ଥିବା ଦିଲ୍ଲୀ ଏମ୍ସ୍‌ ପକ୍ଷରୁ କୁହାଯାଇଛି। ହରିୟାଣାର…

ମସ୍ତିଷ୍କରେ ଫସିରହିଥିଲା ଗୁଳିର ୧୦୦ ଖଣ୍ଡ: ଏଭଳି ଡାକ୍ତର ବଞ୍ଚାଇଲେ ବ୍ୟକ୍ତିଙ୍କ ଜୀବନ

ନୂଆଦିଲ୍ଲୀ,୨୮।୭: ଦିଲ୍ଲୀର ସର ଗଙ୍ଗାରାମ ହସ୍ପିଟାଲରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଠାରେ ଜଣେ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଯାଇ ଡାକ୍ତରମାନେ ନିଆରା ଅପରେଶନ୍‌ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସୋନିଆ ବିହାରର ୩୯ ବର୍ଷୀୟ ରାଧେଶ୍ୟାମଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଏହାପରେ…

ମଝି ଆକାଶରୁ ତଳେ ଖସିଲା ହେଲିକପ୍ଟର: ସମସ୍ତ ଯାତ୍ରୀ ସୁରକ୍ଷିତ

ଲଣ୍ଡନ, ୨୮।୭: କଥାରେ ଅଛି ରଖେ ହରି ମାରେ କିଏ। ଏହାର ସଦସ୍ୟତମ ଉଦାହରଣ ବ୍ରିଟେନ୍‌ରେ ଘଟିଛି। ଏଠାରେ ୪ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ମଝି ଆକାଶରୁ ତଳେ ସ୍ଥାନୀୟ ଜନଗହଳିପୂର୍ଣ୍ଣ କେଣ୍ଟ୍‌ ଅଞ୍ଚଳରେ ଖସିପଡ଼ିଥିଲେ ମଧ୍ୟ…

ହସ୍ପିଟାଲରୁ ରାତିରେ ଶୁଭେ ଚିତ୍କାର ଶବ୍ଦ, ଯାଞ୍ଚ୍‌ ହେବାରୁ ମିଳିଲା ଏମିତି ଆଶ୍ଚର୍ଯ୍ୟ ତଥ୍ୟ

ଭୂତ ଅଛି କି ନାହିଁ ସେ ନେଇ ସବୁବେଳେ ବିବାଦ ଲାଗି ରହିଥାଏ। ବିଜ୍ଞାନ କହିଛି ଯେ ଭୂତ ଏବଂ ଆତ୍ମା ଭଳି କୌଣସି ଜିନିଷ ନାହିଁ, ଏହା ସବୁ ମନର ଭ୍ରମ। ବିଶ୍ୱରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଭୂତ…

ପେଟ୍ରୋଲ ଭରିବା ସମୟରେ କିଛି ଘଟିଲା ଏଭଳି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବେମତେରା,୨୮।୭: ପେଟ୍ରୋଲ ଭରିବା ସମୟରେ କେତେକ ସାବଧାନି ଅବଲମ୍ବନ କରିବାକୁ ପଡ଼ିଥାଏ। ଟିକିଏ ବି ଅସର୍ତକତା ଦୁର୍ଘଟଣା ଘଟାଇପାରେ। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଛତିଶଗଡ଼ ବେମତେରା ଜିଲାର ନଓ୍ବାଗଡ଼ର ଜୟସଓ୍ବାଲ ପେଟ୍ରୋଲ ପମ୍ପରେ। ଉକ୍ତ ପେଟ୍ରୋଲ ପମ୍ପରେ ଏକ…

ମା’ର ମମତା: ୫ ବର୍ଷର ରୋଗୀଣା ପୁଅକୁ ଦେଖିବାକୁ ୧୮ଶହ କିଲୋମଟିର ଗାଡ଼ି ଚଳାଇ ପହଞ୍ଚିଲେ ମହିଳା

ଜାମସେଦପୁର,୨୮।୭: କୁହାଯାଏ ମା’ର ମମତା ସବୁଠାରୁ ନିଆରା। ସେ ନିଜ ପିଲାର ସୁରକ୍ଷା ପାଇଁ ସାତ ସମୁଦ୍ର ତେର ନଈ ପାର କରିପାରେ। ଏବେ ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଜାମସେଦପୁରରେ। କରୋନା ସଂକ୍ରମଣ ପାଇଁ ସାରା ଦେଶରେ ଲକ୍‌ଡାଉନ…

ବିସ୍କୁଟ କପ୍‌ରେ ଚା’: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ମଦୁରାଇ, ୨୮।୭: ପ୍ଲାଷ୍ଟିକ୍‌ ବର୍ଜ୍ୟ ଯୋଗୁ ପୃଥିବୀ ପାଇଁ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। ପ୍ଲାଷ୍ଟିକ୍‌ର ବ୍ୟବହାର କମ୍‌ କରିବା ଲାଗି ତାମିଲନାଡୁର ମଦୁରାଇରେ ଥିବା ଜଣେ ଚା’ ଦୋକାନୀ ଏକ ନିଆରା ଉପାୟ ଆପଣେଇଛନ୍ତି। ସେ ବିସ୍କୁଟରେ ତିଆରି କପ୍‌ରେ…

ଜାତିପ୍ରଥା ପାଇଁ ଅଧାରୁ ବନ୍ଦ ହେଲା ମହିଳାଙ୍କ ଶବଦାହ

ଆଗ୍ରା, ୨୭।୭: ଉତ୍ତର ପ୍ରଦେଶରେ ଲୋକଙ୍କ ମନରେ ଏବେ ମଧ୍ୟ କେମିତି ଜାତିପ୍ରଥା ବସା ବାନ୍ଧିହୋଇ ରହିଛି ତାହାର ଏକ ଜ୍ୱଳନ୍ତ ଉଦାହରଣ ଆଗ୍ରାରେ ଦେଖିବାକୁ ମିଳିଛି। ଏଠାରେ ଜଣେ ଦଳିତ ମହିଳାଙ୍କ ମୃତ୍ୟୁପରେ ପରିବାର ଲୋକ ଗ୍ରାମ ବାହାରେ ଥିବା…

ରୋଜଗାର ପାଇଁ ଏମିତି ଅଭିନବ ଉପାୟ ପାଞ୍ଚିଲେ ରିକ୍ସା ଚାଳକ

ଆରା, ୨୭।୭: ସମଗ୍ର ବିଶ୍ୱରେ କରୋନା ଭୟଙ୍କର ବିନାଶ ଘଟାଇ ଚାଲିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ବିଭିନ୍ନ ସ୍ଥାନରେ ଏବେ ମଧ୍ୟ ଲକ୍‌ ଡାଉନ ଜାରି ରହିଛି। ଏହା ଦ୍ୱାରା ସିଧାସଳଖ ଗରିବ ଶ୍ରେଣୀର…

ଜୀବନକୁ ବାଜି ଲଗାଇ ପାଣି ଟାଙ୍କିରୁ ଛୁଆକୁ ଉଦ୍ଧାର କଲା ମା’ ମାଙ୍କଡ: ଦେଖନ୍ତୁ ଭିଡିଓ…

ମାଟିରୁ ଆକାଶ ଯାଏ ଯିଏ ପରିବ୍ୟାପ୍ତ ସେ ହେଉଛି ମା’। ମା’ର ପଣତ ତଳେ ଛୁଆ ଥାଏ ସବୁଠୁ ବେଶି ସୁରକ୍ଷିତ। ଆଉ ଯେତେବେଳେ ନିଜର ସନ୍ତାନ ପ୍ରତି ବିପଦ ଆସେ ନିଜ ଜୀବନକୁ ବାଜି ଲଗାଇ ଦିଏ ମା’। ଏହାର…

ଗଧ ଉପରେ ବସି ଶ୍ମଶାନରୁ ବାହାରିଲେ ବର, କାରଣ ଜାଣି ଚମକି ଉଠିବେ

ମଧ୍ୟପ୍ରଦେଶର ଇନ୍ଦୋର ଜିଲାର ଶ୍ମଶାନରୁ ଏକ ନିଆରା ବରଯାତ୍ରୀ ଶୋଭାଯାତ୍ରା ଦେଖିବାକୁ ମିଳିଛି। ଯେଉଁଠି ବର ଏକ ଗଧ ଉପରେ ବସିଛନ୍ତି। ତେବେ ବର ଆଉ କେହିନୁହନ୍ତି ସେ ହେଉଛନ୍ତି, ନଗର ପଞ୍ଚାୟତ ସଭାପତି। ଏହି ବରଯାତ୍ରୀ ଶୋଭାଯାତ୍ରା ରହସ୍ୟ ମଧ୍ୟ…

ଅଣ୍ଡିରା ଛେଳି ଦେଉଛି କ୍ଷୀର: ପିଉଛନ୍ତି ପୂରା ପରିବାର

ରାଜସ୍ଥାନ,୨୭।୭-ଏକ ଅଣ୍ଡିରା ଛେଳି ବା ଖାସୀ କ୍ଷୀର ଦେଉଛି। ଶୁଣିଲେ ଅବିଶ୍ୱାସ ଲାଗୁଥିଲେ ମଧ୍ୟ ଏହି ଘଟଣାଟି ସତ। ରାଜସ୍ଥାନର ଧୌଲପୁର ଜିଲା ଗୁର୍ଜା ଅଞ୍ଚଳରେ ଏପରି ଅଜବ ଘଟଣା ସାମ୍ନାକୁ ଆସିଛି। ଆଉ ଏହି ଅଣ୍ଡିରା ଛେଳିର କ୍ଷୀରକୁ ମାଲିକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?