ଫୁରସତ

ଜେଲ୍‌ ନା ହୋଟେଲ

ଜେଲ୍‌ ବା ବନ୍ଦୀଶାଳା କଥା କହିଲେ ଛାତିରେ ଛନକା ପଶିଯାଏ। କେଉଁ ଏକ ଅଜଣା ଭୟରେ ମନ ଆତଙ୍କିତ ହୋଇଉଠେ। ଜେଲରେ କଠୋର ଦଣ୍ଡ ମିଳେ। ଅନ୍ଧାର ଭିତରେ ରହିବାକୁ ହୁଏ। ଖାଇବା ପାଇଁ ଭଲଖାଦ୍ୟ ମିଳେନି। କାହା ସହିତ ମିଳାମିଶା…

ଚନ୍ଦ୍ରରେ ଘର ତିଆରି କରିବାକୁ ସ୍ବତନ୍ତ୍ର ଇଟା ପ୍ରସ୍ତୁତ କଲେ ଭାରତୀୟ ବୈଜ୍ଞାନିକ !

ବେଙ୍ଗାଲୁରୁ,୧୫।୮: ଚନ୍ଦ୍ରରେ ଘର ତିଆରି କରିବାକୁ ଭାରତୀୟ ବୈଜ୍ଞାନିକମାନେ ଏକ ସ୍ବତନ୍ତ୍ର ଇଟା ପ୍ରସ୍ତୁତ କରିଥିବା କୁହାଯାଉଛି। ବିଶେଷ ଧରଣର କିଛି ପଦାର୍ଥକୁ ନେଇ ଏହା ତିଆରି କରାଯାଇଛି। ଚନ୍ଦ୍ରରୁ ସଂଗ୍ରହ କରାଯାଇଥିବା ମାଟି, ବ୍ୟାକ୍ଟେରିଆ ଓ ଗୁଆର ବିନ୍ସରେ ଏହା…

ଖୁସି ଖବର: ୧୫୦ ବର୍ଷ ପରେ ଫେରିଲା ଏହି ବିଲୁପ୍ତ କୀଟ

ମହାମାରୀ କରୋନା ମଧ୍ୟରେ ବ୍ରିଟେନରୁ ଏକ ଖୁସି ଖବର ଶୁଣିବାକୁ ମିଳୁଛି। ବ୍ରିଟେନର ବିରଳ ପ୍ରଜାତିର ପ୍ରଜାପତି ୧୫୦ ବର୍ଷ ପରେ ପୁଣିଥରେ ଦେଖିବାକୁ ମିଳିଛି। ଏହି ପ୍ରଜାତିର ସବୁଠାରୁ ବଡ଼ ହେଉଛି ନୀଳ ପ୍ରଜାପତି। ଏହାକୁ କଟସ୍ବୋଲ୍ଡ ପାହାଡାରେ ଦେଖିବାକୁ…

ଫଟୋ ପାଇଁ

ଫଟୋଗ୍ରାଫି ଏକ ନିଶା। ଏଇ ନିଶା ଯେବେ ବଢି ବଢି ଚାଲେ, ଫଟୋ ଉଠାଉଥିବା ମଣିଷଜଣକ ଭୁଲିଯାଏ ସବୁକିଛି। ଏମିତିକି ନିଜେ ନିଜକୁ ବି। କେମିତି, କେଉଁ ସ୍ଥିତିରେ ସେ ପାଇବ ଏକ ପରଫେକ୍ଟ କ୍ଲିକ୍‌, ସେଥିପାଇଁ ସେ କରେ ଯେତେସବୁ…

ସୋସିଆଲ ମିଡ଼ିଆରେ ସ୍ବାଧୀନତାର ରଙ୍ଗ

ସ୍ବାଧୀନତା ଦିବସର ରଙ୍ଗ ଏବେ ସୋସିଆଲ ମିଡ଼ିଆରେ ବୋଳି ହୋଇ ଯାଇଛି। ବର୍ତ୍ତମାନ ଫେସବୁକ୍‌ ଆଉ ହ୍ବାଟ୍ସଆପ୍‌ର ସମୟ। ପ୍ରତ୍ୟେକ ହାତରେ ସ୍ମାର୍ଟଫୋନ୍‌। ଆଉ ପ୍ରତ୍ୟେକଙ୍କ ନାମରେ ଫେସ୍‌ବୁକ୍‌ ତଥା ହ୍ବାଟ୍ସଆପ୍‌ରେ ଗୋଟିଏ ଲେଖାଏଁ ଆକାଉଣ୍ଟ। ସେହି ଫେସ୍‌ବୁକ୍‌ ହ୍ବାଟ୍ସଆପ୍‌ରେ ସ୍ବାଧୀନତାକୁ…

ମୁକ୍ତି ସଂଗ୍ରାମରେ…

ଭାରତୀୟ ମୁକ୍ତି ସଂଗ୍ରାମରେ କଟକ ନଗରର ଅବଦାନ ଅନେକ। ଏହିଠାରୁ ରାଜ୍ୟର କୋଣ ଅନୁକୋଣକୁ ପ୍ରତିଧ୍ୱନିତ୍ୱ ହେଉଥିଲା ସଂଗ୍ରାମର ଡାକ ଓ ରାଜ୍ୟବ୍ୟାପୀ ସୃଷ୍ଟି କରୁଥିଲା ନବଜାଗରଣ। ସ୍ବାଧୀନତା ଆନ୍ଦୋଳନର ଅନେକ ଶିଖର ପୁରୁଷଙ୍କ ପାଦ କଟକ ମାଟିରେ ପଡ଼ିଛି ଓ…

ସଂଗ୍ରାମୀଙ୍କ ଗାଁ କୃଷ୍ଣନଗର

କୃଷ୍ଣନଗର, ସ୍ବାଧୀନତା ସଂଗ୍ରାମ ଇତିହାସରେ ଏହି ଗାଁର ରହିଛି ସ୍ବତନ୍ତ୍ର ସ୍ଥାନ। ଯାଜପୁର ଜିଲା ବରୀ ଅଞ୍ଚଳର ଏହି ଗାଁଟି ସଂଗ୍ରାମୀଙ୍କ ଗାଁ ଭାବେ ବିଦିତ। ୧୯୪୨ ଅଗଷ୍ଟ ୨୬ରେ କଳାମାଟିଆ ଠାରେ ହୋଇଥିବା ଗୁଳିକାଣ୍ଡରେ ଶହୀଦ ହୋଇଥିଲେ ୪ଜଣ ସଂଗ୍ରାମୀ।…

କାହିଁ ଗାନ୍ଧୀଙ୍କ କୁଟୀରଶିଳ୍ପ ନୀତି

ଭଦ୍ରକ ଜିଲା ଧାମନଗର ବ୍ଲକର ସ୍ବାଧୀନତା ସଂଗ୍ରାମୀ ରାମହରି ଗୋସ୍ବାମୀ। କୃଷ୍ଣ ଚନ୍ଦ୍ର ଗୋସ୍ବାମୀ ଏବଂ ମାତା ସଚୀ ଦେଈଙ୍କଠାରୁ ୧୯୨୬ରେ ଧୂଷୁରୀ ପଞ୍ଚାୟତର ସଂଗ୍ରାମୀ ମାଟି ସୂର୍ଯ୍ୟପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଛାତ୍ରାବସ୍ଥାରେ ଅର୍ଥାତ୍‌ ମାତ୍ର ୧୬/୧୭ ବର୍ଷ ବୟସରେ…

କାରାଦଣ୍ଡ ୨୨ବର୍ଷ ୬ମାସ

ସେ ଥିଲେ ସ୍ବାଧୀନତା ସଂଗ୍ରାମୀ। ତାଙ୍କୁ ଧରାଇଦେଲେ ୫ଶହ ଟଙ୍କାର ପୁରସ୍କାର ମିଳିବ ବୋଲି ଘୋଷଣା କରିଥିଲା ତତ୍କାଳୀନ ଇଂରେଜ ସରକାର। ରେଳଧାରଣା କାଟିବା, ପୋଷ୍ଟ ଅଫିସ ପୋଡ଼ିବା ଓ ପୋଲିସ ପୋଷାକକୁ ପୋଡ଼ି ସେତେବେଳେ ସେ ଦୁର୍ଦ୍ଧର୍ଷ ସଂଗ୍ରାମୀ ପରିଚୟ…

ଅଧୁରା ରହିଛି ଅନେକ ସ୍ବପ୍ନ

ସରକାର ଜନସାଧାରଣଙ୍କ ପାଇଁ ଅନେକ ଆଇନ ପ୍ରଣୟନ କରିଛନ୍ତି। ହେଲେ ଠିକ୍‌ ଭାବରେ କାର୍ଯ୍ୟକାରୀ ହୋଇପାରୁନାହିଁ। ଏଥି ଲାଗି ରାଜନୈତିକ ଦଳର ବ୍ୟକ୍ତିମାନେ ବି ଦାୟୀ। କେବଳ ଆଇନ ଘୋଷଣା ଓ ଲାଗୁ କଲେ ସ୍ବାଧୀନତା ମିଳେ ନାହିଁ। ଏହାକୁ ପାଳନ…

କାହାଣୀ ହୋଇ ରହିଯିବ

ସେଦିନ ଥିଲା ୧୯୨୯ ମସିହା ଏପ୍ରିଲ୍‌ ୮ ତାରିଖ। ଦେଶବ୍ୟାପୀ ସତ୍ୟାଗ୍ରହ ସତ୍ତ୍ୱେ ଦିଲ୍ଲୀର ସେଣ୍ଟ୍ରାଲ୍‌ ଲେଜିସ୍‌ଲେଟିଭ୍‌ ଆସେମ୍ବ୍ଲିରେ ପବ୍ଲିକ୍‌ ସେଫ୍ଟି ବିଲ୍‌ ଓ ଟ୍ରେଡ୍‌ ଡିସ୍‌ପ୍ୟୁଟ ବିଲ୍‌କୁ ଆଇନରେ ପରିଣତ କରିବାକୁ ଚାଲିଥାଏ ଯୋଜନା। ହଠାତ୍‌ କରି ଦର୍ଶକ ଗ୍ୟାଲେରିରୁ…

ଏହା କିପରି ସ୍ବାଧିନତା: ୪ ବର୍ଷ ହେବ ଗୁମ୍ଫାରେ ରହୁଛନ୍ତି ୮ ପରିବାର

ବିଳାସପୁର,୧୫।୮: ଦେଶ ପାଳନ କରିଛି ୭୪ ତମ ସ୍ବାଧିନତା ଦିବସ। ହେଲେ ଆଜି ବି କେତେକ ସ୍ଥାନରେ ପରାଧିନତାର ଝଲକ ଦେଖିବାକୁ ମିଳୁଛି। ମଣ୍ଡି ଓ ବିଳାସପୁର ସୀମାରେ ୮ ପରିବାର ଏମିତି ଅଛନ୍ତି ଯେଉଁମାନେ ବିଗତ ପ୍ରାୟ ୪ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?