ଫୁରସତ

କୂଅରେ ଦେଖାଗଲେ ହଜାର ହଜାର ସଂଖ୍ୟକ ସାପ

ଛତ୍ରପୁର, ୧୦।୮: ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶ ସୀମାନ୍ତ ଛତ୍ରପୁର ଜିଲାରେ ଚକିତ କଲାଭଳି ଏକ ଘଟଣା ଦେଖିବାକୁ ମିଳିଛି। ଜିଲାର ହର୍‌ପାଲପୁର ଅନ୍ତର୍ଗତ ଭଣ୍ଡାର ଗ୍ରାମର ଏକ ରାସ୍ତା ପାର୍ଶ୍ୱସ୍ଥ କୂଅରେ ଅଚାନକ ହଜାର ହଜାର ସଂଖ୍ୟକ ସାପକୁ ଦେଖି…

୫୩ ବର୍ଷ ବୟସରେ ଯୁକ୍ତ ୨ରେ ଆଡ୍‌ମିଶନ କଲେ ଏହି ରାଜ୍ୟର ଶିକ୍ଷାମନ୍ତ୍ରୀ

ରାଞ୍ଚି, ୧୦।୮: କୁହାଯାଏ ପାଠ ପଢ଼ିବାର କୌଣସି ବୟସ ନାହିଁ। ଯେକୌଣସି ବୟସରେ ମଧ୍ୟ ଜଣେ ଚାହିଁଲେ ଶିକ୍ଷା ଗ୍ରହଣ କରିପାରିବ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଝାଡ଼ଖଣ୍ଡରେ ଦେଖିବାକୁ ମିଳିଛି। ଝାଡ଼ଖଣ୍ଡର ଶିକ୍ଷାମନ୍ତ୍ରୀ ଜଗରନାଥ ମହତୋ ବର୍ତ୍ତମାନ ରାଜ୍ୟ ଶିକ୍ଷା…

ଜନ୍ମ ନେଲା ଅଜବ ଛେଳି ଛୁଆ; ନାକ ଜାଗାରେ ରହିଛି ଆଖି

ବିଳାସପୁର, ୧୦।୮: ଛତିଶଗଡ଼ର ବିଳାସପୁରରେ ଏକ ଅଜବ ଛେଳି ଛୁଆ ଜନ୍ମ ନେଇଛି। ନବଜାତ ଛେଳି ଛୁଆର ନାକ ନ ଥିବାବେଳେ ଏହି ସ୍ଥାନରେ ଆଖି ରହିଛି। ଏଭଳି ବିଚିତ୍ର ଛେଳି ଛୁଆକୁ ନେଇ ଏବେ ବେଶ୍‌ ଚର୍ଚ୍ଚା। ବିଳାସପୁର ବାସିନ୍ଦା…

ଚାହୁଁ ଚାହୁଁ ମାଟିରେ ମିଶିଗଲା କୂଅ: ପରେ ଘଟିଲା ଏମିତି…

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ରାସ୍ତା ପାର୍ଶ୍ୱରେ ଥିବା ଏକ କୂଅ ଚାହୁଁ ଚାହୁଁ ମାଟିରେ ପୋତି ହୋଇଯାଉଛି। ଏହି ଭିଡିଓଟିକୁ…

ବିଶ୍ୱର ୫ ବିପଜ୍ଜନକ ବିମାନବନ୍ଦର: ଯେଉଁଠି ଯାତ୍ରାତ ଦୂର କଥା ଦେଖିଲେ ଲାଗିବ ଡର

ବିମାନରେ ଯାତ୍ରା କରିବାକୁ ହେଲେ ବିମାନବନ୍ଦର ଯିବାକୁ ପଡ଼ିଥାଏ। ମାତ୍ର ଏପରି ଅନେକ ବିମାନବନ୍ଦର ଅଛି ଯାହା ଦେଖିବାକୁ ବହୁତ ସୁନ୍ଦର। କ’ଣ ଆପଣ ଏପରି ୫ଟି ବିମାନବନ୍ଦର ବିଷୟରେ ଜାଣନ୍ତି ଯାହା ଅତ୍ୟନ୍ତ ବିପଜ୍ଜନକ। ଏହି ବିମାନବନ୍ଦରଗୁଡ଼ିକରେ ବିମାନ ଉଡ଼ାଣ…

ସାରୁ ପତ୍ରରେ ଖେଳୁଛି ଦୁଇ ମୁଣ୍ଡିଆ ସାପ: କାମୁଡିଲେ ମୃତ୍ୟୁ ସୁନିଶ୍ଚିତ!

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ମଣିଷ ସମୁଦ୍ର ମଝିରେ ଯୋଗ କରୁଛି ତ ଆଉ କେତେବେଳେ ଶିକାର ପାଇଁ ବାଘ ପାହାଡ ଉପରୁ ଡେଉଁଛି। ବର୍ତ୍ତମାନ ସାରୁ ପତ୍ର ଉପରେ ଏକ ଦୁଇ ମୁଣ୍ଡିଆ ସାପ…

ବିଶ୍ୱର ଏହି ନିର୍ଭୀକ ପଶୁଙ୍କ ସହ ସିଂହପଲଙ୍କର ହେଲା ଭେଟ: ଜାଣନ୍ତୁ କିଏ ଜିତିଲା କିଏ ହାରିଲା

ଜଙ୍ଗଲର ରାଜା ସିଂହକୁ ଦୁନିଆର ସବୁଠାରୁ ବିପଜ୍ଜନକ ପଶୁ ଭାବରେ ବିବେଚନା କରାଯାଏ। ସିଂହର କୌଣସି ପ୍ରାଣୀକୁ ସହଜରେ ଶିକାର କରିବାର କ୍ଷମତା ଅଛି। ମାତ୍ର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବା ଭିଡିଓରେ ଏକ ଛୋଟ ପଶୁ ଦ୍ୱାରା…

ଗାତରେ ପଡ଼ିଯାଇ ବିକଳରେ ଚାହିଁଥିଲା ମାଙ୍କଡ: ପାଖରେ ପହଞ୍ଚିଲା କୁକୁର.. ଆଉ ତାପରେ ଘଟିଲା ଏମିତି

କୁହାଯାଏ ‘କୁକୁର ମାଙ୍କଡ଼ ଅହନ୍ତା’। ଏହି ଦୁଇଜଣଙ୍କ ପରସ୍ପର ପ୍ରତି ଅଧିକ ରାଗଥାଏ। ଉଭୟ ପରସ୍ପରକୁ ଦେଖିଲେ କାମୁଡ଼ି ଗୋଡ଼ାନ୍ତି। ମାତ୍ର ଏହି କଥାକୁ ଭୁଲ୍‌ ପ୍ରମାଣିତ କରିଦେଇଛି ଏକ ଭିଡିଓ। ସାଧାରଣତଃ ପଶୁପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ…

ମାସ୍କ ପିନ୍ଧି ୩୫ କିଲୋମିଟର ଦୌଡ଼ିଲେ ଏହି ଡାକ୍ତର, ଜାଣନ୍ତୁ କାହିଁକି

କରୋନା ଭାଇରସ୍‌ରୁ ରକ୍ଷା ପାଇବା ପାଇଁ ସମଗ୍ର ବିଶ୍ୱରେ ମାସ୍କ ବ୍ୟବହାର ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉଛି। ମାତ୍ର କିଛି ଲୋକ ମାସ୍କ ପିନ୍ଧିବାକୁ ବିରୋଧ କରୁଛନ୍ତି। ଏହିପରି ସ୍ଥିତିରେ ବ୍ରିଟେନର ଜଣେ ଡାକ୍ତର ମାସ୍କ ପିନ୍ଧି ୩୫ କିଲୋମିଟର ଦୌଡ଼ିଛନ୍ତି।…

ସମୁଦ୍ର ମଧ୍ୟରେ ଖାଦ୍ୟ ଦେଉଥିଲେ ବ୍ୟକ୍ତି: ପାଖରେ ପହଞ୍ଚିଲା ଏହି ମାଛ, ଘଟଲା ଏମିତି

ମଣିଷ ଓ ସିଲ୍‌କୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖିଲେ ଆପଣ ମଧ୍ୟ ଡରିଯିବେ। ଜଣେ ବ୍ୟକ୍ତି ସମୁଦ୍ର ମଧ୍ୟରେ ଖାଦ୍ୟ ଦେଉଥିବା ବେଳେ ପାଖରେ ଏକ ସିଲ୍‌ ମାଛ ପହଞ୍ଚୁଛି। ମାତ୍ର ତାହା…

ଦେଖନ୍ତୁ ଜଙ୍ଗଲ ମଧ୍ୟରେ କାହା ସହ ସେଲ୍‌ଫି ନେଲା ମାଙ୍କଡ଼, ଆଉ ତାପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଫଟୋ ବହୁତ ଭାଇରାଲ…

ଶପିଂମଲ୍‌ ଭିତରୁ ଦେଖନ୍ତୁ କେମିତି ଚୋରି କରୁଛି ପାରା, ଆଉ ତାପରେ…

ସାଧାରଣତଃ ପଶୁପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେଭଳି ଏକ ପାରାର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଧଳା ପାରାଟି ଏକ ଶପିଂମଲ୍‌ ଭିତରକୁ ପଶୁଛି। ଓ ଚାରିପଟକୁ ଚାହିଁ ଏକ ଜରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri