ଫୁରସତ

ଅଗଷ୍ଟ ୧୪ର ଇତିହାସ: ଆଜିର ଦିନରେ ଦୁଇଭାଗ ହୋଇଥିଲା ଦେଶ; ଲୁହରେ ଭିଜିଥିଲା ଭାରତ ମା’ର ପଣତ

ଭାରତ ଇତିହାସରେ ଅଗଷ୍ଟ ୧୪ ତାରିଖକୁ ଲୁହରେ ଲେଖାଯାଇଛି। କାରଣ ଏହି ଦିନ ଦେଶ ବିଭାଜିତ ହୋଇଥିଲା। ୧୯୪୭ ଅଗଷ୍ଟ ୧୪ରେ ପାକିସ୍ତାନ ଏବଂ ୧୯୪୭ ଅଗଷ୍ଟ ୧୫ରେ ଭାରତ ଏକ ପୃଥକ ରାଷ୍ଟ୍ର ଘୋଷିତ ହୋଇଥିଲା। ଏହା କେବଳ ଦେଶର…

ଜାଣନ୍ତି ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ଆକାଶ କାହିଁକି ଦିଶିଥାଏ ଲାଲ୍‌

ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁଥିବା ସୂର୍ଯ୍ୟଙ୍କ ରଙ୍ଗ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ବଦଳି ଯାଇଥାଏ। ଏହି ସମୟରେ ଆକାଶ କମଳା, ଗାଢ୍‌ ଲାଲ କିମ୍ବା ବାଇଗଣୀ ରଙ୍ଗରେ ପରିଣତ ହୋଇଥାଏ। ଏହା ବହୁତ ସୁନ୍ଦର ଏବଂ ମନଲୋଭା ଦିଶିଥାଏ। ତେବେ…

ଏହା ବିଶ୍ୱର ସବୁଠାରୁ ବଡ଼ ସାପ: ଲମ୍ବ ୪୨ ଫୁଟ, କୁମ୍ଭୀରକୁ ଖାଇ ସହଜରେ ହଜମ କରିଦିଏ

ଦୁନିଆରେ ଅନେକ ପ୍ରକାରର ପଶୁ ରହିଛନ୍ତି। ସେଥିମଧ୍ୟରୁ ଆମେ କେତେକଙ୍କ ବିଷୟରେ ଜାଣିଥିବା ବେଳେ ଆଉ କେତେକକୁ ବହିରେ ପଢ଼ିଛୁ। ଅନେକ ପ୍ରଜାତିର ପଶୁଙ୍କ ଉପରେ ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି। ଡାଇନୋସରକୁ କେହି ଦେଖି ନାହାନ୍ତି, ମାତ୍ର ଏହାର ଜୀବାଶ୍ମ ହେତୁ…

ଏହି ଯୁବକଙ୍କୁ ବିବାହ କରିବାକୁ ପାଗଳପ୍ରାୟ ଝିଅମାନେ; ଆସୁଛି ଅନେକ ପ୍ରସ୍ତାବ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବର୍ତ୍ତମାନ ଡିଜିଟାଲ ସମୟ। ଏହି ସମୟରେ ପୁସ୍ତକ ଯେମିତି ଫ୍ୟାଶନ ପାଲଟିଯାଇଛି। ପୁସ୍ତକ ସହ ଅନେକ ଲୋକ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଆମେ ଦେଖିଛୁ। ହେଲେ ଦୃଦୟରୁ ପୁସ୍ତକୁ ଭଲ ପାଉଥିବା ଲୋକ ଖୁବ୍‌ କମ୍‌। ଏମିତି…

ବାଂଲାଦେଶ ସୀମାରୁ ଭାରତୀୟ ଯବାନଙ୍କୁ ମିଳିଲା ଏହି ଦୁର୍ଲଭ ପକ୍ଷୀ, ଦାମ୍‌ ଜାଣିଲେ ହେବେ ଚକିତ

ବାଂଲାଦେଶ ସୀମାରେ ନିୟୋଜିତ ଥିବା ବିଏସ୍‌ଏଫ୍‌ ଯବାନଙ୍କୁ ଏକ ଦୁର୍ଲଭ ପକ୍ଷୀ ମିଳିଛି, ଯାହାର ଦାମ୍‌ ୧୫ ଲକ୍ଷ ଟଙ୍କା। କଥାଟି ବିଶ୍ୱାସଯୋଗ୍ୟ ନ ହେଲେ ମଧ୍ୟ ସତ। ପକ୍ଷୀଟି ବେଲିଜର ରାଷ୍ଟ୍ରୀୟ ପକ୍ଷୀ ବୋଲି ଜଣାପଡ଼ିଛି। ଅଗଷ୍ଟ ୧୩ରେ ଯବାନମାନେ…

୨ ବଳାତ୍କାରୀଙ୍କୁ ଫାଶୀ ଦଣ୍ଡାଦେଶ ପରେ ବଧୂ ବେଶରେ ସଜେଇ ହେଲା ଏହି ପୋଲିସ ଷ୍ଟେଶନ, ଜାଣନ୍ତୁ କାହିଁକି

ମୁମ୍ବାଇ,୧୪ା୮: ବର୍ଷକ ତଳେ ମହାରାଷ୍ଟ୍ରର ବୁଲଧାନାରେ ଏକ ଗଣବଳାତ୍କାର ହୋଇଥିଲା। ଗୁରୁବାର ବୁଲଧାନାର ସ୍ବତନ୍ତ୍ର ଜିଲା ଏବଂ ଅଧିବେଶନ କୋର୍ଟ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତି ପରେ, ଚିଖାଲି ପୋଲିସ ଷ୍ଟେଶନର କର୍ମଚାରୀମାନେ ପୂରା ପୋଲିସ…

ବନାରସୀ ଶାଢ଼ିରେ ଭାରତର ନକ୍ସା, ତ୍ରିରଙ୍ଗାର ଝଲକ

ବାରାଣସୀ,୧୪।୮: ପର୍ବଗୁଡ଼ିକରେ ପୋଷାକର ବିଶେଷ ମହତ୍ତ୍ୱ ରହିଛି। ବିଭିନ୍ନ ପର୍ବ ଅନୁଯାୟୀ ପାରମ୍ପରିକ ପୋଷାକରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ଆଉ ଯଦି ଜାତୀୟ ପର୍ବ କଥା ପଡ଼େ ତେବେ ଜଳବାୟୁରେ ବି ଦେଶଭକ୍ତି ପରିଲକ୍ଷିତ ହେବା ସହ ତ୍ରିରଙ୍ଗା ରଙ୍ଗରେ ରଙ୍ଗେଇଯାଏ।…

ଜିମ୍‌ ସେଣ୍ଟରରେ ବ୍ୟାୟାମ କରୁଛି ଏହି ପ୍ରାଣୀ: ଦେଖନ୍ତୁ କିପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…

ଲିଜାର୍ଡ ଡେ: ଏବେ ସଙ୍କଟରେ

ଲିଜାର୍ଡ ଡେ, ପ୍ରତିବର୍ଷ ଅଗଷ୍ଟ ୧୪ରେ ପାଳନ ହୋଇଥାଏ। ଗୋଧିଠାରୁ ଆରମ୍ଭ କରି ଏଣ୍ଡୁଅ, ଝିଟିପିଟି ଆଦି ଏହି ଶ୍ରେଣୀର ଅନ୍ତର୍ଭୁକ୍ତ। ତେବେ ବିଭିନ୍ନ କାରଣରୁ ଏହି ପ୍ରଜାତିର ପ୍ରାଣୀ ଏବେ ସଙ୍କଟରେ… ପରିବର୍ତ୍ତିତ ସମୟ ସହ ତାଳ ମିଳାଇ ଚାଲିବା…

ରାଜକୁମାରଙ୍କ କାରରେ ଅଣ୍ଡାଦେଲା ପକ୍ଷୀ, ଜାଣିବା ପରେ କ’ଣ କଲେ ଜାଣନ୍ତୁ ….

ଦୁବାଇ, ୧୩।୮: ଦୁବାଇର ରାଜକୁମାର ତଥା କାର୍ଯ୍ୟକାରୀ ପରିଷଦର ସଭାପତି ଶେଖ ହାମଦାନ ବିନ୍‌ ମହମ୍ମଦ ବିନ ରଶିଦ ଅଲ ମାକ୍‌ତୁମଙ୍କ ମର୍ସିଡିସ ଏସ୍‌ୟୁଭି କାରରେ ଏକ ପକ୍ଷୀ ବସା ତିଆରି କରି ସେଥିରେ ରହୁଥିଲା। ଏହା ଜାଣିବା ପରେ ରାଜକୁମାର…

ଗୁଗୁଲ ମ୍ୟାପ୍‌ରେ ସ୍ତ୍ରୀଙ୍କୁ ଅନ୍ୟଜଣଙ୍କ ସହ ଦେଖିଲେ ସ୍ବାମୀ, ନେଲେ ଏଭଳି ଚରମ ନିଷ୍ପତ୍ତି..

ଗୁଗୁଲ ମ୍ୟାପ୍‌ ବ୍ୟବହାର କରି ବିଶ୍ୱର କୌଣସି ସ୍ଥାନ ନଚେତ ଗନ୍ତବ୍ୟ ସ୍ଥଳ ବିଷୟରେ ସବିଶେଷ ତଥ୍ୟ ହାସଲ କରିହୁଏ। ହେଲେ ଏହା ଜଣେ ବ୍ୟକ୍ତିଙ୍କ ଜୀବନରେ ଦୁଃଖ ଆଣି ଦେଇଛି। କାରଣ ଗୁଗୁଲ୍‌ ମ୍ୟାପ୍‌ରୁ ହିଁ ସେ ତାଙ୍କ ସ୍ତ୍ରୀଙ୍କ…

ଯୁବତୀଙ୍କୁ ଆଲିଙ୍ଗନ କଲା ହାତୀ: ଭିଡିଓ ଦେଖିଲେ ହୋଇଯିବେ ଚକିତ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ଜଣେ ଯୁବତୀଙ୍କୁ ଏକ ହାତୀ ଆଲିଙ୍ଗନ କରୁଥିବା ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?