ଏହି ଜିଲାରେ ୩ ଦିନ ପରେ ପାଳିତ ହେବ ସ୍ବାଧୀନତା ଦିବସ…
କୋଲକାତା,୧୫।୮: ଭାରତ ସାରା ଶନିବାର ସ୍ବାଧୀନତା ଦିବସ ପାଳିତ ହୋଇଛି। ତେବେ ପଶ୍ଚିମବଙ୍ଗର ନଦିଆ ଜିଲାରେ ୩ ଦିନ ପରେ ଅଗଷ୍ଟ ୧୫ ବଦଳରେ ଅଗଷ୍ଟ ୧୮ରେ ସ୍ବାଧୀନତା ଦିବସ ପାଳିତ ହେବ। ୧୯୪୭ ଅଗଷ୍ଟ ୧୨ରେ ରେଡ଼ିଓରେ ଖବର ପ୍ରସାରିତ…
ଅଗଷ୍ଟ ୧୫: ସ୍ବାଧୀନତାର ସ୍ବାଦ ବାରିଥିଲେ ୬ ଦେଶ
ସ୍ବାଧୀନତା ମଣିଷର ଜନ୍ମସିଦ୍ଧ ଅଧିକାର। ପରାଧୀନତାର ଅଭିଶପ୍ତ ଜୀବନ ଜିଉଁଥିବା ଲୋକଟିଏ ହିଁ ବୁଝିପାରେ ଏହାର ପ୍ରକୃତ ମୂଲ୍ୟ କେତେ। ପରାଧୀନତା ବେଡିରେ ଅଣନିଃଶ୍ୱାସୀ ହୋଇପଡ଼ିଥିବା ମଣିଷ ଯେତେବେଳେ ସ୍ବାଧୀନତା ଦାବି କରେ, ସେତେବେଳେ ଆରମ୍ଭ ହୁଏ ସଂଗ୍ରାମ। ମୁକ୍ତିର ଆନନ୍ଦ…
ବିଲେଇ, ଗୁଣ୍ଡୁଚି ମୂଷା ମଧ୍ୟରେ ଖୋ-ଖୋ ପ୍ରତିଯୋଗିତା: ଭିଡିଓ ଦେଖିଲେ ହସି ହସି ଗଡିଯିବେ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଏକ ବିଲେଇ ଏବଂ ଗୁଣ୍ଡୁଚି ମୂଷା ମଧ୍ୟରେ ଖୋ-ଖୋ ପ୍ରତିଯୋଗିତା ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି।…
ବାଘକୁ ଚକମା ଦେଇ ଖସିଗଲେ ମୟୂରପଲ: ଦେଖନ୍ତୁ ଭିଡିଓ…
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ଶିକାର ପାଇଁ ବାଘ ପାହାଡ ଉପରୁ ଡେଉଁଛି ତ ଆଉ କେତେବେଳେ ବାଘ ସିଂହ ମଧ୍ୟରେ ଘମାଘୋଟ ଲଢେଇ ଦେଖିବାକୁ ମିଳୁଛି। ବର୍ତ୍ତମାନ ମୟୂରପଲ ଚକମା ଦେଇ ବାଘ ମୁହଁରୁ…
ବଜାରରେ ଉପଲବ୍ଧ ହେଉଛି ତ୍ରିରଙ୍ଗା ମାସ୍କ: ବିକ୍ରି ନିଷିଦ୍ଧ କରିବାକୁ କଂଗ୍ରେସର ଦାବି
ଅଗଷ୍ଟ ୧୫ ତାରିଖ, ଶନିବାର ୭୪ତମ ସ୍ବାଧୀନତା ଦିବସ ପାଳନ କରାଯିବ। କରୋନା କଟକଣା ସତ୍ତ୍ୱେ ଏହି ଦିବସ ପାଳନ ଲାଗି ଉତ୍ସାହ ଦେଖିବାକୁ ମିଳୁଛି। ବଜାରରେ ମଧ୍ୟ ବିଭିନ୍ନ ପ୍ରକାରର ସାମଗ୍ରୀ ଉପଲବ୍ଧ ହେବାରେ ଲାଗୁଛି। ଛୋଟ ଛୋଟ ତ୍ରିରଙ୍ଗାଠାରୁ…
କାଚ କାନ୍ଥକୁ ଫଟାଇବାକୁ ଚାହୁଁଥିଲା ମାଙ୍କଡ: ତା ସହ ଘଟିଲା କିଛି ଏମିତି
ବର୍ତ୍ତମାନ ମାଙ୍କଡ ଛୁଆର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଏକ ମାଙ୍କଡ ଛୁଆ କାଚ କାନ୍ଥକୁ ଫଟାଇବାକୁ ଚେଷ୍ଟା କରୁଛି। ପ୍ରଥମେ ସେ ଏକ ପଥରକୁ କାନ୍ଥରେ ପିଟୁଛି ମାତ୍ର କିଛି ଲାଭ ହେଉ ନାହିଁ।…
୨ଥର ଫେଲ୍ ହୋଇଥିବା ଛାତ୍ର ଛିଡାକଲେ କୋଟି କୋଟି ଟଙ୍କାର ଏହି କମ୍ପାନୀ: ଜାଣନ୍ତୁ …..
ଜୋମାଟୋ, ଦେଶର ସର୍ବୋଚ୍ଚ ଅନ୍ଲାଇନ୍ ଖାଦ୍ୟ ବିତରଣ କମ୍ପାନୀ ମଧ୍ୟରୁ ଅନ୍ୟତମ। ପ୍ରତିଦିନ ହଜାର ହଜାର ସଂଖ୍ୟାର ଲୋକ ଏହି ସାଇଟ୍ରୁ ଖାଦ୍ୟ ଅର୍ଡର କରିଥାନ୍ତି। କମ୍ପାନୀର ମାଲିକ ଦୀପିନ୍ଦର ଗୋୟଲ ନିଜ ବନ୍ଧୁଙ୍କ ସହ ମିଶି ୨୦୦୮ ମସିହାରେ ‘ଜୋମାଟୋ’…
ଏହି ପକ୍ଷୀ ପ୍ରତି ମିନିଟରେ ୧୨୦୦ ଥର ହାଣିଥାଏ ଗଛ: ଜାଣନ୍ତୁ କିପରି
ସାଧାରଣତଃ ପଶୁପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେଭଳି ଏକ ପକ୍ଷୀର ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ କାଠହଣା ଚଢ଼େଇଟି ତାର ଥଣ୍ଟ ସାହାଯ୍ୟରେ ଏକ ଗଛରେ ଗାତ କରୁଛି। ଏହି ଭିଡିଓକୁ…
ଚାଇନା ସାମଗ୍ରୀ ବ୍ୟବହାର କରି ଗଲଓ୍ବାନ ସହିଦଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି ଦେଲେ ଏହି ଯୁବକ, କରାଯାଉଛି ପ୍ରଶଂସା..
ଗୋଟିଏ ଦିନ ପରେ ସ୍ବାଧୀନତା ଦିବସ। ଏହି ସ୍ବତନ୍ତ୍ର ଦିବସ ପାଳନ କରିବା ପାଇଁ ଆସାମରେ ରହୁଥିବା ୨୦ବର୍ଷୀୟ ରାହୁଲ ପାରିକ ଏକ ନିଆରା ଉପାୟ ଅବଲମ୍ବନ କରିଛନ୍ତି। ଗଲଓ୍ବାନ୍ ଘାଟି ଚାଇନା ସେନା ସହ ମୁହାଁମୁହିଁ ହେବା ଯୋଗୁ ସହିଦ…
ବତକକୁ ବ୍ୟକ୍ତି ଶିଖାଉଥିଲେ ପହଁରା; ସବୁ ବସିଗଲେ ତାଙ୍କ ପିଠିରେ, ଆଉ ତାପରେ
ବତକ ଓ ମଣିଷକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖିଲେ ଆପଣଙ୍କର ମଧ୍ୟ ହସ ନିୟନ୍ତ୍ରଣ ହେବ ନାହିଁ। ଏହି ଭିଡିଓରେ ବ୍ୟକ୍ତି ଜଣକ ବତକଗୁଡିକୁ ପହଁରା ଶିଖାଉଛନ୍ତି। ଏହି ସମୟରେ ସେ ପହଁରିବା…
ଏଥିପାଇଁ ଖାସ୍ ରହିବ ସ୍ବାଧୀନତା ଦିବସ: ଅଗଷ୍ଟ ୧୫ରେ ନିଆଗ୍ରା ଫଲ୍ସରେ ପ୍ରଥମ ଥର ପାଇଁ ଉଡିବ ତ୍ରିରଙ୍ଗା, ଆଉ..
ଟୋରୋଣ୍ଟୋ,୧୪।୮: ଚଳିତ ବର୍ଷ ସ୍ବାଧୀନତା ଦିବସ ଅବସରରେ ବିଶ୍ୱ ପ୍ରସିଦ୍ଧ ନିଆଗ୍ରା ଫଲ୍ସରେ ପ୍ରଥମ ଥର ପାଇଁ ଭାରତୀୟ ତ୍ରୀରଙ୍ଗା ଉଡିବ। ସ୍ବାଧୀନତାର ଏହି ମୂହୁର୍ତ୍ତକୁ ଆହୁରି ସ୍ମରଣୀୟ କରିବାକୁ ଯାଇ ଦୁନିଆର ଏହି ସବୁଠାରୁ ସୁନ୍ଦର ଜଳପ୍ରପାତରେ ପତାକା ଉତ୍ତୋଳନ…
ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ନିଜ ଯା’ଙ୍କଠାରୁ ଧନୀ: ପରିବାରର ଏହି ୨ ବୋହୂଙ୍କ ବିଷୟରେ ଜାଣନ୍ତୁ …
ଅମ୍ବାନୀ ପରିବାର ନିଜର ଜୀବନଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏହି ପରିବାର ୨ ବୋହୂ ନୀତା ଏବଂ ଟୀନା ଅମ୍ବାନୀ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ନୀତା ସବୁବେଳେ ଲାଇମ୍ଲାଇଟ୍ରେ ରହିବାକୁ ପସନ୍ଦ କରୁଥିବା ବେଳେ ଟୀନା ଏହାଠାରୁ ବହୁ ଦୂରରେ।…

