ଏମିତି ବିଦ୍ୟାଳୟ, ଯେଉଁଠି ଫି’ ବଦଳରେ ନିଆଯାଏ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ
ନୋଏଡା,୧୮।୪: ପ୍ଲାଷ୍ଟିକ ପରିବେଶ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏଥିରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜନସଚେତନତା ସୃଷ୍ଟି କରାଯାଉଛି। କିନ୍ତୁ ନୋଏଡା ସେକ୍ଟର-୬୩ରେ ଏପରି ଏକ ବିଦ୍ୟାଳୟ ଅଛି, ଯେଉଁଠି ଏହି ସମସ୍ୟାକୁ ଏକ ନିଆରା…
କରୋନା କାଳରେ କିପରି ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି
ବର୍ତ୍ତମାନ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି; ଯାହାକୁ ନେଇ ଲୋକଙ୍କ ଭିତରେ ଭୟର ବାତାବରଣ ମଧ୍ୟ ସୃଷ୍ଟି ହୋଇଛି। ଏଭଳି କ୍ଷେତ୍ରରେ ନିଜ ସୁରକ୍ଷା ପ୍ରତି ନିଜେ ସଚେତନ ରହିବା ସହ କରୋନା ସହିତ ଲଢ଼ିବା…
କାନ୍ଧରେ ଟେକନ୍ତି ହେଲିକପ୍ଟର
ଅଷ୍ଟ୍ରିଆର ଫରାଞ୍ଜ ମୁଲେନର୍ ବେଶ୍ ଶକ୍ତିଶାଳୀ। ସାଧାରଣତଃ କେହି ବ୍ୟକ୍ତି କାନ୍ଧରେ ନିଜ ଓଜନଠାରୁ ଦେଢଗୁଣ ପର୍ଯ୍ୟନ୍ତ ଭାର ଟେକି ପାରିବେ। ହେଲେ ଶକ୍ତିଶାଳୀ ଫରାଞ୍ଜ ୬୫୦ କି.ଗ୍ରା. ଓଜନର ହେଲିକପ୍ଟରକୁ ନିଜ କାନ୍ଧରେ ଟେକିପାରନ୍ତି। ୩୦ ସେକେଣ୍ଡ ପର୍ଯ୍ୟନ୍ତ ଫରାଞ୍ଜ…
ରକ୍ତରେ ତିଆରି ଜୋତା, ମୂଲ୍ୟ ୭୪,୫୦୦ଟଙ୍କା
ଜୋତା ପାଦକୁ ସୁରକ୍ଷା ଦିଏ। ଗ୍ରାହକଙ୍କ ଚାହିଦା ଓ ଆରାମକୁ ନଜରରେ ରଖି ବିଭିନ୍ନ କମ୍ପାନୀ ଜୋତା ତିଆରି କରିଥାଆନ୍ତି। ତେବେ ବେଳେବେଳେ କିଛି କମ୍ପାନୀ ଅଜବ ଉପାୟ ଆପଣାଇଥାଆନ୍ତି ନିଜ କମ୍ପାନୀକୁ ଲୋକପ୍ରିୟ କରାଇବା ପାଇଁ। ନିକଟରେ ସେମିତି ଏକ…
ଘାସ ପୋଲ
ବିଜ୍ଞାନ ପାଇଁ ଆଜି ଜୀବନ ସହଜ ହୋଇପାରିଛି। କିନ୍ତୁ ଆଜି ବି ଏମିତି କିଛି ଜିନିଷ ଅଛି, ଯାହା ଏହି ଆଧୁନିକ ଯୁଗରେ ବିଜ୍ଞାନକୁ ମାତ୍ ଦିଏ। ତା’ର ଏକ ଜୀବନ୍ତ ଉଦାହରଣ ହେଉଛି ଅପୁରିମେକ ନଦୀ ଉପରେ ତିଆରି ହୋଇଥିବା…
ଚା’ ପିଇ ବିତିଲାଣି ୩୩ ବର୍ଷ
ଚା’ ବିନା ଅନେକଙ୍କର ଦିନ କଟେନା। କପେ ଚା’ ପିଇଦେଲେ ଯେମିତି ସାରା ଦିନ ଆରାମରେ କଟିଯାଏ। କିନ୍ତୁ କେହି କ’ଣ କିଛି ନ ଖାଇ ଖାଲି ଚା’ ପିଇ ଜୀବନ ସାରା ରହିପାରିବେ? ଭାବୁଥିବେ ଆଦୌ ସମ୍ଭବ ନୁହେଁ। କିନ୍ତୁ…
ଖେଳିବାକୁ ଯାଇଥିଲେ ହେଲେ ଏମିତି ଅବସ୍ଥା କରିଦେଲେ କୁକୁର ଛୁଆ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…
ସେବାରେ ମନ
କେବେ କାହାର ସେବା କରିଛନ୍ତି? ସେବାରୁ ମିଳୁଥିବା ଆତ୍ମତୃପ୍ତିକୁ ଅନୁଭବ କରିଛନ୍ତି? ବୋଧହୁଏ ନିଜ ଲୋକଙ୍କର ସେବା ହୁଏତ କେବେକେବେ କରିଥିବେ। କିନ୍ତୁ ସମ୍ପୂର୍ଣ୍ଣ ଅଜଣା ଅଶୁଣା ଏପରିକି ରାସ୍ତାକଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିବା ଅସହାୟ ଲୋକଙ୍କ ସେବା କରିବାରେ ନିଆରା…
ଗ୍ରୀଷ୍ମର ମଜା ହିଲ୍ ଷ୍ଟେଶନରେ
ହିଲ୍ ଷ୍ଟେଶନ ବା ଶୈଳନିବାସର ଆକର୍ଷଣୀୟ ପ୍ରାକୃତିକ ପରିବେଶ କାହାକୁ ବା ଭଲ ନ ଲାଗେ। ଖାସ୍କରି ଖରାଦିନେ ଥଣ୍ଡାର ଅନୁଭବ ପାଇବା ପାଇଁ ପର୍ଯ୍ୟଟକ ଏଠାକୁ ଧାଇଁ ଆସିଥାନ୍ତି… ଖରାଦିନେ ସୂର୍ଯ୍ୟଙ୍କର ପ୍ରଖର କିରଣ ସାଙ୍ଗକୁ ଝାଞ୍ଜି ପବନରେ ଦେହମୁଣ୍ଡ…
ଭାଗବତ, ରାମାୟଣ ପାଠକରି ପାରିଶ୍ରମିକ ପାଇଥିଲି: ଡା: ଅନୀତା ପଣ୍ଡା
କଟକ ଜିଲା ଯାଜପୁର ସବ୍ଡିଭିଜନ (ବର୍ତ୍ତମାନ ଜିଲା)ର ରାମବଗ, ତଳିହା ଗାଁରେ ମୋ ଜନ୍ମ। ଜନ୍ମରୁ ମା’ ଭାନୁଦେବୀଙ୍କୁ ହରାଇଥିଲି। ବାପା ଆଦିକନ୍ଦ ପଣ୍ଡା ଥିଲେ ଜଣେ ଜମିଦାର ଓ ଏଲ୍ .ଏମ .ପି ଡାକ୍ତର। ସେ ମୋ ଉପରେ କେବେ…
ମିଶେ ଯେବେ ସୂର ସହ ସୂର
ଭକ୍ତିର ଭାବରେ ଭସାଇପାରୁଥିବା ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ, ବାଳକୃଷ୍ଣ ଦାଶ ହୁଅନ୍ତୁ କି ଭଜନ ସମ୍ରାଟ ଭିକାରୀ ବଳ। ଅବା ପ୍ରେମର ରସରେ ଭିଜାଇ ପାରୁଥିବା ଖୋକା ଭାଇ କି ବଲିଉଡ୍ ସିଙ୍ଗର୍ ସୋନୁ ନିଗମ୍। ଏମାନେ ସମସ୍ତେ ସଙ୍ଗୀତ…
ଇଣ୍ଟରଭ୍ୟୁ ଦେବେ କୁକୁର: ମିଳିବ ୧୫ ଲକ୍ଷ ଟଙ୍କାର ଅଫିସର ଚାକିରୀ…
ଓ୍ବାଶିଂଟନ,୧୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ଲକ୍ଡାଉନ୍ ଏବଂ ଶର୍ଟଡାଉନ୍ ଘୋଷଣା ଦ୍ୱାରା ସାରା ପୃଥିବୀର ଅର୍ଥବ୍ୟବସ୍ଥା ଭାଙ୍ଗି ପଡ଼ିଛି। ବହୁ ଲୋକ ନିଯୁକ୍ତି ହରାଇ ବେକାର ବସିଛନ୍ତି। ଏପରିସ୍ଥଳେ ଆମେରିକାର ବୁଶ୍ ବିୟର କମ୍ପାନୀ…

