ଏକାସଙ୍ଗରେ ୧୬ ଯୁବକଙ୍କ ସହ ଡେଟ୍ରେ ଗଲେ ଯୁବତୀ, ପରେ ଘଟିଲା…
ଅଧିକାଂଶ ଅବିବାହିତ ଯୁବକ, ଯୁବତୀ ଲଭ୍ ଆଇଲ୍ୟାଣ୍ଡ ଏବଂ ସ୍ପିଲ୍ଟ୍ସଭିଲା ପରି ଅନେକ ରିୟାଲିଟି ଶୋ’କୁ ଯାଇଥାନ୍ତି। ଏଥିପାଇଁ ତାଙ୍କ ନିକଟରେ ଅନେକ ବିକଳ୍ପ ରହିଥାଏ। କିନ୍ତୁ ବ୍ରିଟେନର ଜଣେ ଯୁବକଙ୍କ ବିଶ୍ୱାସ ଥିଲା କି ସେ ଯେଉଁ ଯୁବତୀଙ୍କ ସହ…
କୁକୁଡ଼ା ଅଣ୍ଡା ନ ଦେବାରୁ ମାମଲା ଦାଏର…
ପୁଣେ,୨୧।୪: ଏକ ଫାର୍ମରେ କୁକୁଡ଼ା ଅଣ୍ଡା ନ ଦେବାରୁ ମାଲିକ ପୋଲିସ ଷ୍ଟେଶନରେ ପହଞ୍ଚି ଦାନା କମ୍ପାନୀ ବିରୋଧରେ ମାମଲା ଦାଏର କରିଛନ୍ତି। ଏଭଳି ଅଭାବନୀୟ ଘଟଣା ମହାରାଷ୍ଟ୍ରର ପୁଣେ ଜିଲାରେ ଘଟିଛି। ଏସମ୍ପର୍କରେ ଲୋନି କାଲଭୋର ଥାନା ଅଧିକାରୀ ରାଜେନ୍ଦ୍ର…
ମାସ୍କ ପିନ୍ଧିବିନି, ସ୍ବାମୀଙ୍କୁ ରାସ୍ତା ମଝିରେ ଚୁମ୍ବନ ଦେବି ବୋଲି କହିଥିଲେ ମହିଳା; ୨୪ ଘଣ୍ଟାରେ ବଦଳିଗଲା…
ନୂଆଦିଲ୍ଲୀ,୨୦।୪: ମାସ୍କ ନ ପିନ୍ଧିବାକୁ ନେଇ ଦିଲ୍ଲୀ ପୋଲିସ ସହ ଦୁର୍ବବ୍ୟହାର କରିବା ଏକ ଦମ୍ପତିଙ୍କୁ ମହଙ୍ଗା ପଡ଼ିଛି। ରବିବାର ସନ୍ଧ୍ୟାରେ ଦରିଆଗଞ୍ଜ ଅଞ୍ଚଳରେ ଦମ୍ପତି ପଙ୍କଜ ଦତ୍ତା ଓ ଆଭା କାର ଚଳାଇ ଯାଉଥିଲେ। ତାଙ୍କ ନିକଟରେ କୌଣସି ଜରୁରୀକାଳିନ…
ବିମାନରେ ଯାଉଥିବାବେଳେ ଯୁବକଙ୍କ ଗୋଡରେ ପଡିଯାଇଥିଲା ଚା’: କ୍ଷତିପୂରଣ ମିଳିଲା ୫୮ ଲକ୍ଷ
ଆୟାରଲାଣ୍ଡରେ ଏକ ରୋଚକ ଘଟଣା ଘଟିଛି। ୪ ବର୍ଷ ତଳେ ଜଣେ ଯୁବକ ବିମାନରେ ଯାଉଥିବାବେଳେ ଏକ ଅଘଟଣ ଘଟିଥିଲା। ବିମାନରେ ଯାଉଥିବାବେଳେ ଜଣେ କ୍ରୁ ମେମ୍ବର ସମ୍ପୃକ୍ତ ଯୁବକଙ୍କ ଗୋଡରେ ଚା’ ଢାଳିଦେଇଥିଲେ। ଏଥିରେ ତାଙ୍କ ଗୋଡର କିଛି ଅଂଶ…
ମସଜିଦ୍ରେ କୋଭିଡ଼ ସେଣ୍ଟର…
ଅହମଦାବାଦ,୨୦।୪: ଗୁଜରାଟରେ କରୋନା ସଂକ୍ରମଣ ବେଲଗାମ ହେବାରେ ଲାଗିଛି। ଦିନ କୁ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ହସ୍ପିଟାଲରେ ଆଉ ବେଡ୍ ଖାଲି ନାହିଁ। ଏହାକୁ ଦୃଷ୍ଟିରେ ରଖି ବଡ଼ୋଦରାର ଜାହାଙ୍ଗୀର୍ପୁରା ଠାରେ ଥିବା ଏକ ମସଜିଦ୍କୁ କୋଭିଡ଼…
ମୁଁ ମାସ୍କ ପିନ୍ଧିବିନି, ଦରକାର ପଡ଼ିଲେ ରାସ୍ତା ମଝିରେ ଦେବି ଚୁମ୍ବନ; ପୋଲିସ ନେଲା ଏମିତି ପଦକ୍ଷେପ
ନୂଆଦିଲ୍ଲୀ,୧୯।୪: କୋଭିଡ ନିୟମ ଉଲ୍ଲଂଘନ କରିବା ଏବଂ ଓ୍ବିକେଣ୍ଡ କର୍ଫ୍ୟୁ ନ ମାନି ଦିଲ୍ଲୀର ଏକ ଦମ୍ପତି ଫସିଛନ୍ତି। ଦିଲ୍ଲୀ ପୋଲିସ ଦମ୍ପତି ପଙ୍କଜ ଦତ୍ତା ଏବଂ ଆଭାଙ୍କ ନାମରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ଏଫ୍ଆଇଆର ଦାଖଲ କରିଛି।…
ଓଡ଼ିଶାର ଗୌରବମୟ ଐତିହ୍ୟକୁ ବିକୃତ କରିବାର ଉପକ୍ରମ
ଗତ ଆଲୋଚନାରେ ଆମେ ଟଲେମୀଙ୍କ ଭୂଗୋଳରେ ଥିବା କୋନ୍ନାଗର ଶବ୍ଦକୁ ମିଶାଇ କୋଣାର୍କର ବାରଟି ନାମର ତାଲିକା ପ୍ରସ୍ତୁତ କରିଥିଲୁ। ସେଥିରେ ହୁଏନ୍ସାଂଙ୍କ ‘ଚେଳିତୋଳ’ ଶବ୍ଦକୁ ସାମିଲ କରି ନ ଥିଲୁ। ଏହି ଶବ୍ଦକୁ ସମର୍ଥନ କରିଛନ୍ତି ‘ପୁରୀ ଡିଷ୍ଟ୍ରିକ୍ଟ ଗେଜେଟିଅର…
ବିବାହ ଗାଉନ୍ ପିନ୍ଧି ଟିକା କେନ୍ଦ୍ରକୁ ଗଲେ କନ୍ୟା, ଜାଣନ୍ତୁ କାହିଁକି
କରୋନା ଭାଇରସ ପୁଣି ଥରେ ସମଗ୍ର ବିଶ୍ୱରେ କାୟା ବିସ୍ତାର କଲାଣି। ସଂକ୍ରମଣରୁ ବର୍ତ୍ତିବା ପାଇଁ ସରକାର ଟିକାକରଣ ବ୍ୟବସ୍ଥା କରିଛନ୍ତି। ଲୋକଙ୍କୁ ମଧ୍ୟ ଟିକା ନେବାକୁ ଅନୁରୋଧ କରୁଛନ୍ତି। ଏହି ସମୟରେ ଆମେରିକାର ବାଲ୍ଟିମୋରର ସାରା ନାମକ ଜଣେ ମହିଳା…
ଅନ୍ତଃବସ୍ତ୍ରକୁ ପୋତା ଯାଉଛି ମାଟିରେ…
ଜୁରିଚ୍,୧୯।୪: ଅନ୍ତଃବସ୍ତ୍ରକୁ ପୋଷାକ ତଳେ ପିନ୍ଧା ଯାଏ। ତେବେ ଏହାକୁ ମାଟିରେ ପୋତିଯାଉଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଏଭଳି କାର୍ଯ୍ୟ ସ୍ବିଜରଲାଣ୍ଡରେ କରାଯାଉଛି। ମାଟିର ଗୁଣବତ୍ତା ପରୀକ୍ଷା କରିବା ପାଇଁ ଷ୍ଟେଟ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏଗ୍ରୋସ୍କୋପ୍ ପକ୍ଷରୁ…
କୁକୁର ଗିଳିଥିଲା ଏହି ଜିନିଷ, ତଥାପି ହୋଇ ନ ଥିଲା ଖରାପ; ଅପରେଶନ ପରେ ବାହାରିଲା
ପୋଷା କୁକୁରଙ୍କୁ ନେଇ ବିଭିନ୍ନ ସମୟରେ ଅନେକ ଅଜବ ଘଟଣା ସାମ୍ନାକୁ ଆସିଥାଏ। ଏବେ ସେମିତି ଏକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପୋଷା କୁକୁର ଏୟାରପଡ୍ସ ଗିଳି ଦେଇଥିଲା। ଫଳରେ ଏହାର ଅପରେଶନ କରାଯାଇଥିଲା। ମାତ୍ର ସବୁଠୁ ଆଶ୍ଚର୍ଯ୍ୟର କଥା…
ବିଶ୍ୱର ସବୁଠୁ ଦାମୀ ତରଳ ପଦାର୍ଥ
ଜାଣିଛନ୍ତି କି ବିଶ୍ୱର ସବୁଠୁ ଦାମୀ ତରଳ ପଦାର୍ଥ କ’ଣ? ତାହା ହେଉଛି କଙ୍କଡ଼ା ବିଛାର ବିଷ। ଏହା ନିଶ୍ଚିତ ଭୟଙ୍କର। କିନ୍ତୁ ଏହା ବିଶ୍ୱର ସବୁଠୁ ମୂଲ୍ୟବାନ ତରଳ ପଦାର୍ଥ। ଏକ ଗ୍ୟାଲନ ତଥା ପ୍ରାୟ ୪ ଲିଟର କଙ୍କଡ଼ା…
ଘରକୁ କିଣି ଆଣିଥିଲେ ସାଲାଡ, ପ୍ୟାକେଟ୍ ଖୋଲିବାରୁ ଏଥିରୁ ବାହରିଲା…
କେବେ ଆପଣଙ୍କ ସହ ଏମିତି ହୋଇଛି କି ଖାଦ୍ୟ ପ୍ୟାକେଟ ଘରକୁ ଆଣିଥିବେ ଖୋଲିଲା ବେଳକୁ ଏଥିରୁ ଭୟଙ୍କର କୌଣସି ଜୀବଜନ୍ତୁ ବାହାରିବେ। ଆପଣ ନିଶ୍ଚିତ ଭୟରେ ଥରି ଉଠିବେ। ଠିକ୍ ଏବେ ଏମିତି ଏକ ଘଟଣା ଅଷ୍ଟ୍ରେଲିଆର ସିଡ୍ନୀ ସହରରେ…

