ଲମ୍ବା କେଶ ରଖି ଗିନିଜ୍ ରେକର୍ଡ କରିଥିଲେ ଯୁବତୀ: ଏହି କାରଣ ପାଇଁ ୧୨ ବର୍ଷ ପରେ କାଟିଲେ, କହିଲେ ଏମିତି କିଛି…
ଲମ୍ବା କେଶ ରଖି ଗିନିଜ୍ ରେକର୍ଡ କରିଥିବା ଗୁଜରାଟର ନୀଲାଂଶୀ ପଟେଲ ଏବେ କେଶ କାଟି ଦେଇଛନ୍ତି। କେଶ କାଟିବା ସମୟରେ ସେ ନର୍ଭସ ଲାଗୁଥିବା ଭିଡିଓରେ ଦେଖିବାକୁ ମିଳିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଯେଉଁ କେଶ ବଢ଼ାଇ ସେ…
କରୋନାର ଭୟଙ୍କର ରୂପ: ଅନ୍ତିମ ସଂସ୍କାର ପାଇଁ ଶ୍ମଶାନରେ ମିଳୁନାହିଁ ସ୍ଥାନ, ପ୍ଲାଟଫର୍ମରେ…
ଲକ୍ଷ୍ନୌ.୧୬।୪: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ କରୋନା ସଂକ୍ରମଣକୁ ନେଇ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସଂକ୍ରମିତ ଲୋକଙ୍କ ସହ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଲଗାତାର ଭାବେ ବୃଦ୍ଧି ପାଉଛି। କିଛି ଦିନ ପୂର୍ବେ ବୈକୁଣ୍ଠ ନାଥ ଧାମ…
ଘର କବାଟ ଖୋଲିବା ପରେ ହଠାତ୍ ଏମିତି ଦୃଶ୍ୟ ଦେଖିଲେ ମହିଳା, ଜାଣିଲେ…
ଥରେ ଭାବିଲେ ଆପଣ ହଠାତ୍ ଘର କବାଟ ଖୋଲୁ ଖୋଲୁ ବାହାରେ ଏକ ଅଜବ ଦୃଶ୍ୟ ଦେଖିବେ। ସେତେବେଳେ ଅବସ୍ଥା କ’ଣ ହେବ କହିଲେ। ଠିକ୍ ସେମିତି ପୋଲାଣ୍ଡର ଜଣେ ମହିଳାଙ୍କ କ୍ଷେତ୍ରରେ ଘଟିଛି। ମହିଳା ଜଣକ ଘରର କବାଟ ଖୋଲିବା…
କଏଦୀଙ୍କ ପ୍ରେମରେ ପଡ଼ିଲେ ମହିଳା ଜେଲର, ହାତରେ କଲେ ଏମିତି ଟାଟୁ; ଆଉ ତା’ ପରେ…
ପ୍ରେମ କାହା ସହ କେତେବେଳେ କେଉଁ ପରିସ୍ଥିତିରେ ହେବ କହି ହେବ ନାହିଁ। ଠିକ୍ ଏମିତି ଘଟିଛି ବ୍ରିଟେନର ଜଣେ ମହିଳା ଜେଲରଙ୍କ କ୍ଷେତ୍ରରେ। ଏହି ମହିଳା ଜେଲର ଜଣକ କଏଦୀଙ୍କ ପ୍ରେମରେ ପଡ଼ିବା ପରେ ତାଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି।…
ଜିରାଫର ବେକ ଲମ୍ବା କାହିଁକି ଜାଣନ୍ତି
ଚିଡ଼ିଆଖାନା ହେଉ କିମ୍ବା କୌଣସି ଜାତୀୟ ଉଦ୍ୟାନ, ଜିରାଫକୁ ନିଶ୍ଚିତ ଦେଖିଥିବେ। ଏହ ପୃଥିବୀର ସମସ୍ତ ପ୍ରାଣୀଙ୍କଠାରୁ ଲମ୍ବା। ଜିରାଫର ଲମ୍ବା ବେକ, ଗୋଡ଼ ଏବଂ ଶିଙ୍ଗ ପାଇଁ ବିଶେଷ ଭାବରେ ଜଣାଶୁଣା। କିନ୍ତୁ ଜାଣନ୍ତି ଜିରାଫର ବେକ ଏତେ ଲମ୍ବା…
ଏ ହେଉଛି ପ୍ରେମ; କ୍ୟାନ୍ସର ସହ ଲଢ଼ୁଥିବା ସ୍ତ୍ରୀଙ୍କୁ ବଞ୍ଚାଇବା ଲାଗି ୧୭ ବର୍ଷ ହେଲାଣି ଭାଓଲିନ୍ ବଜାଉଛନ୍ତି ଏହି ବ୍ୟକ୍ତି…
ତ୍ୟାଗର ଅନ୍ୟନାମ ପ୍ରେମ। କିଛି ଶବ୍ଦରେ ତାକୁ ରୂପ ଦେବା ଅସମ୍ଭବ। ହେଲେ ପଶ୍ଚିମବଙ୍ଗରେ ରହୁଥିବା ସ୍ବପନ ସେଟ ପ୍ରେମର ନୂତନ ପରିଭାଷା ସୃଷ୍ଟି କରିଛନ୍ତି। କୋଲକାତାର ବଳରାମ ଡେ ଷ୍ଟ୍ରିଟ୍ରେ ରୁହନ୍ତି ସ୍ବପନ। ତାଙ୍କ ସ୍ତ୍ରୀ ୨୦୦୨ରୁ କ୍ୟାନ୍ସରରେ ପୀଡ଼ିତ।…
ସ୍ତ୍ରୀଙ୍କ ଇନ୍ଷ୍ଟାଗ୍ରାମ ଚାଟ୍ ଦେଖି ଉଡିଗଲା ସ୍ବାମୀଙ୍କ ହୋସ୍; ବିବାହର ୯ ଦିନ ପରେ…
ଜୋଧପୁର: ରାଜସ୍ଥାନର ଜୋଧପୁରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ନବବିବାହିତ ବ୍ୟକ୍ତି ବିବାହର ୯ ଦିନ ପରେ ସ୍ତ୍ରୀଙ୍କ ବିରୋଧରେ ପ୍ରତାରଣାର ଅଭିଯୋଗ ଆଣିଛନ୍ତି। ଗତ ବର୍ଷ ଜୁଲାଇ ୨୬ରେ ସୁମନଙ୍କ ହାତ ଧରିଥିଲେ ରାମେଶ୍ୱର ଜାଙ୍ଗଡ଼ା।…
ଜଣେ ମହିଳାଙ୍କୁ ୪ଥର ବିବାହ, ୩ ଥର ଛାଡପତ୍ର ଦେଲେଣି ଏହି ବ୍ୟକ୍ତି: କାରଣ ଜାଣିଲେ…
ପ୍ରାୟତଃ ଶୁଣିବାକୁ ମିଳେ, ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଛାଡପତ୍ର ଦେଇ ଆଉ ଜଣଙ୍କୁ ବିବାହ କରିଛନ୍ତି। ମାତ୍ର ବିବାହକୁ ନେଇ ତାଇପେଇରୁ ଏକ ଭିନ୍ନ ମାମଲା ଶୁଣିବାକୁ ମିଳୁଛି। ଜଣେ ବ୍ୟକ୍ତି ୪ଥର ବିବାହ କରିଛନ୍ତି ଏବଂ ୩ ଥର ଛାଡପତ୍ର…
ଅଶ୍ଳୀଳ ମେସେଜ୍ ପଠାଉଥିଲେ ବସ୍: ମହିଳା କର୍ମଚାରୀ କଲେ ଏପରି….
ବେଜିଂ,୧୫।୪: ଚାଇନାର ଏକ ସରକାରୀ ଅଫିସର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ମହିଳା କର୍ମଚାରୀ ଅଫିସରେ ଚେୟାରରେ ବସିଥିବା ବସ୍ଙ୍କୁ ଝାଡୁରେ ନିସ୍ତୁକ ପିଟୁଥିବାର ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି। ଦକ୍ଷିଣ ଚାଇନାର ଏକ ସରକାରୀ…
ସଡ଼କରେ ବୁଲୁଛନ୍ତି ଯମରାଜା-ଯମଦୂତ: କରୁଛନ୍ତି ବିକଟାଳ ଶବ୍ଦ….
ନୂଆଦିଲ୍ଲୀ,୧୫।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦିଲ୍ଲୀ ସମେତ କେତେକ ରାଜ୍ୟରେ ସରକାରଙ୍କ ପକ୍ଷରୁ କଡ଼ାକଟକଣା ଜାରି କରାଯାଇଛି। ତେବେ କରୋନା ମାର୍ଗଦର୍ଶିକା ପାଳନ ପାଇଁ ଲୋକଙ୍କୁ ସଚେତନ କରିବା ଲାଗି ରାଜଧାନୀ ଦିଲ୍ଲୀ ରାସ୍ତାରେ…
ଏମ୍ପି ବିନା ପୋଷାକରେ ପହଞ୍ଚିଲେ ଭିଡ଼ିଓ କନଫରେନ୍ସିଂ ବୈଠକରେ, ତାପରେ….
ଓଟଓ୍ବା,୧୫।୪: ଦେଶ ପାଇଁ ନିୟମ ପ୍ରସ୍ତୁତ କରୁଥିବା ନେତା ପାର୍ଲାମେଣ୍ଟ ବୈଠକରେ ବିନା ପୋଷାକରେ ପହଞ୍ଚିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଏହା ସତ୍ୟ। ଏଭଳି ଏକ ଅଭାବନୀୟ ଘଟଣା କାନାଡ଼ାରେ ଘଟିଛି। ବୁଧବାର ସଂସଦର ବୈଠକ ଭିଡ଼ିଓ…
ନିଜ ସନ୍ତାନଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଏହି ବ୍ୟକ୍ତି, ମାଗିଲେ ଅନୁମତି
ନ୍ୟୁୟର୍କ, ୧୫।୪: ଆମେରିକାର ନ୍ୟୁୟର୍କରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସନ୍ତାନଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଆଇନର ସହାୟତା ଲୋଡିଛନ୍ତି। ଅଦାଲତରେ ଏକ ମାମଲା ଦାୟର କରି ସେ କହିଛନ୍ତି, କୋର୍ଟ…

