Posted inଫୁରସତ

କାନ୍ଧରେ ଟେକନ୍ତି ହେଲିକପ୍ଟର

ଅଷ୍ଟ୍ରିଆର ଫରାଞ୍ଜ ମୁଲେନର୍‌ ବେଶ୍‌ ଶକ୍ତିଶାଳୀ। ସାଧାରଣତଃ କେହି ବ୍ୟକ୍ତି କାନ୍ଧରେ ନିଜ ଓଜନଠାରୁ ଦେଢଗୁଣ ପର୍ଯ୍ୟନ୍ତ ଭାର ଟେକି ପାରିବେ। ହେଲେ ଶକ୍ତିଶାଳୀ ଫରାଞ୍ଜ ୬୫୦ କି.ଗ୍ରା. ଓଜନର ହେଲିକପ୍ଟରକୁ ନିଜ କାନ୍ଧରେ ଟେକିପାରନ୍ତି। ୩୦ ସେକେଣ୍ଡ ପର୍ଯ୍ୟନ୍ତ ଫରାଞ୍ଜ କାନ୍ଧରେ ହେଲିକପ୍ଟର ଉଠାଇ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ଏହାକୁ ଟେକିବା ସମୟରେ ଷ୍ଟିଲର ଏକ ଓଜନିଆ ଫ୍ରେମ ସହ ହେଲିକପ୍ଟରରେ ଦୁଇଜଣ ବ୍ୟକ୍ତି ମଧ୍ୟ ଥିଲେ। ସେ ଯେଉଁ ମେଟାଲ ଫ୍ରେମ୍‌ ଟେକନ୍ତି ତା’ ଉପରେ ହେଲିକପ୍ଟର ଧୀରେ ଧୀରେ ଲାଣ୍ଡ କରିଥାଏ। ତା’ପରେ ଫରାଞ୍ଜ ସେହି ମେଟାଲ ଫ୍ରେମ୍‌ ସହ ହେଲିକପ୍ଟରକୁ ଟେକନ୍ତି। ଆଗାମୀ ଦିନରେ ସେ ୧୧୦୦ କି.ଗ୍ରା. ଓଜନର ଜିନିଷ ଟେକିବାକୁ ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର ଭିତେରେ ଥିବା କୁକୁର ସହ ବନ୍ଧୁତା କରିଛି ବେଲୁନ୍‌ ବିକ୍ରି କରୁଥିବା ପିଲା

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ସେଦିନର ଗୌରବ ଆଜି ବିସ୍ମୃତିର ଗର୍ଭରେ

ଭାଙ୍ଗିଛି ମଠ ଶ୍ରୀକ୍ଷେତ୍ରର ଐତିହ୍ୟ ହଜାର ହଜାର ବର୍ଷ ପରମ୍ପରାରୁ ଗଢିଉଠିଛି। ମହାପ୍ରଭୁଙ୍କ ଉପାସନାର ମୂଲ୍ୟବୋଧକୁ ସର୍ବଭାରତୀୟସ୍ତରରେ ପହଞ୍ଚାଇବାରେ ମଠଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ମଠ...

ଆଗାମୀ ପିଢ଼ି ପାଇଁ ଜୀବନ୍ତ ରହୁ ପୃଥିବୀ

ଆମର ସବୁଜ ପୃଥିବୀ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ପୃଥିବୀ ସାମ୍ନା କରୁଥିବା ସମସ୍ତ ସଙ୍କଟ ମଧ୍ୟରୁ ଅଧିକାଂଶ ମନୁଷ୍ୟ କୃତ। ଜନସଂଖ୍ୟା...

ଥ୍ରୀ ଇଡିଏଟସ୍ ଚିନ୍ତାଧାରାରେ ନିର୍ମାଣ ହେଲା ସେନାଙ୍କ ପାଇଁ ଟେଣ୍ଟ!

ନୂଆଦିଲ୍ଲୀ,୨୧ ।୨: ଲଦ୍ଦାଖର ଗଲସ୍ୱାନ ଭ୍ୟାଲିରୁ କିଛି ଭଲ ଫଟୋ ଏବେ ସ୍ମ୍‌ାକୁ ଆସିଛି । ଏଥିରେ ସମାଜସେବୀ ସୋନମ ବାଂଗଚୁକ ସେନା ଯବାନଙ୍କ ପାଇଁ...

ଫ୍ଲାଇଟ୍‌ରେ ଡ୍ୟାନ୍ସ କଲେ ଏୟାର ହୋଷ୍ଟେସ୍‌, ଭାଇରାଲ ହେଉଛି ଭିଡିଓ

ଜଣେ ଏୟାର ହୋଷ୍ଟେସଙ୍କ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ‘ମାନିକେ ମାଗେ ହିତେ’ ଗୀତରେ ସେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି।...

ଶିକ୍ଷା ପାଇଁ ସମର୍ପିତ ଗୁରୁ: ଯେଉଁମାନେ ନିଃସର୍ତ୍ତରେ ବାଣ୍ଟି ଚାଲିଛନ୍ତି ଜ୍ଞାନର ଆଲୋକ

ଜଣେ ଭଲ ଗୁରୁ ଯାହା ଜୀବନରେ ଆସନ୍ତି ବଦଳିଯାଏ ତା’ର ଭାଗ୍ୟ। ହେଲେ ଆଜିର ସମୟରେ ଶିକ୍ଷା ନେଇଛି ବ୍ୟବସାୟର ରୂପ। ଗରିବ ମେଧାବୀ ପିଲାଙ୍କୁ...

ଯେଉଁଠି ଜନ୍ମ ନିଅନ୍ତି କେବଳ ଯାଆଁଳା ସନ୍ତାନ

ଯାଆଁଳା ପିଲାଙ୍କ କଥା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ହେଲେ କେରଳର ମଲ୍ଲମପୁର ଜିଲା କୋଡିନ୍ନା ଗାଁ ସବୁଠାରୁ ନିଆରା। ଏଠାରେ ଅଧିକାଂଶ ମାଆଙ୍କର ଜମଜ...

ଅଧିକ ବୁଦ୍ଧିମାନ ହୁଅନ୍ତି ରାତିରେ ଡେରିରେ ଶୋଉଥିବା ଲୋକେ…

ବୌଦ୍ଧିକସ୍ତର ବ୍ୟକ୍ତିର ଖାଦ୍ୟ ଗ୍ରହଣଶୈଳୀ ଶୋଇବା ସମୟ ଉପରେ ନିର୍ଭର କରେ ବୋଲି ପୂର୍ବରୁ କୁହାଯାଉଥିଲା। ତେବେ ବିଳମ୍ବିତ ରାତିରେ ଶୋଉଥିବା ଲୋକେ ଅଧିକ ବୁଦ୍ଧିମାନ...

Advertisement
Archives

Model This Week